ଆଜିର ରାଶିଫଳ, 11 ମାର୍ଚ୍ଚ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର କାରୋବାର ରେ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା ରହିଛି । ଅଫିସରେ ଅଧିକାରି ଙ୍କ ସହଯୋଗ ଆପଣ ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ପାରିବାରିକ ସମ୍ଭଧ ସୁଖ ପୂର୍ଣ୍ଣ ରହିବ । ଅଧୁରା କାମ ପୁଣି ଥରେ ଆରମ୍ଭ ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । ପ୍ରିୟଜନ ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ବୃଷ ରାଶି : ପରିବାର ଲୋକଙ୍କ ସହ ମନୋରଞ୍ଜନ କରିବା ପାଇଁ ଆଜି ଦିନ ଟି ଉପଯୁକ୍ତ ଅଟେ । ଟଙ୍କା ପଇସା କ୍ଷେତ୍ର ରେ ଆପଣ କୋଣସି କ୍ଷେତ୍ର ରେ ନିବେଶ କରିବେ । କିଛି ମାମଲା ରେ ଆପଣଙ୍କୁ ବୁଝାମଣା କରିବାକୁ ପଡିପାରେ । ରୋଜଗାର କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବାର ଯୋଗ ରହିଛି । ଦାଂପତ୍ଯ ଜୀବନରେ ସମୟ ଭଲ ରହିବ । ପରିବାର ଲୋକଙ୍କ ସହ ଆପଣ ଭଲ ସମୟ ବ୍ଯତୀତ କରିବେ ।

ମିଥୁନ ରାଶି : ପୁରୁଣା ବଚନ ଓ ବାକି ରହିଥିବା ଅକାମ ପୁରା କରିଆବା ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ଆପଣଙ୍କର କାର୍ଯ୍ୟ କ୍ଷେତ୍ର ରେ ବଡ ଲାଭ ଦେଖିବାକୁ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ସମୟ ଅନୁସାରେ ଆପଣ କଛି ନୂଆ କାମ ଆରମ୍ଭ କରିବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଅନ୍ୟର ସାହାଜ୍ଯ ଦ୍ଵାରା ଆପଣ କର୍ମ କ୍ଷେତ୍ର ରେ ଲାଭବାନ ହେବେ ।

କର୍କଟ ରାଶି : ଚାକିରି କ୍ଷେତ୍ର ରେ ପ୍ରମୋଶନ ହେବାର ଯୋଗ ରହିଛି । ଯେଉଁ ମାନେ ଚାକିରି ସନ୍ଧାନ ରେ ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିପାରେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଜୀବନ ସାଥି ଙ୍କ ସହ ଆପଣ କୌଣସି କଥା କୁ ନେଇ ଗମ୍ଭୀର ଭାବେ ଆଲୋଚନା କରିବେ ।

ସିଂହ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଆଜି ଆପଣଙ୍କର ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ । ଭାଇ ବନ୍ଧୁ ମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବେ । କୌଣସି କ୍ଷେତ୍ର ରେ ବଡ ଧରଣର ନିବେଶ କରିବେ । ଆପଣଙ୍କର ମାନସିକ ଓ ଶାରୀରିକ କ୍ଷେତ୍ର ରେ ବିକାଶ ହେବ । ଘର ପରିବାର ରେ ମାହୋଲ ସୁଖଦ ରହିବ ।

କନ୍ୟା ରାଶି : ମିତ୍ର ମାନଙ୍କ ସହଯୋଗ ପ୍ରାପ୍ତ ହେବେ । କୌଣସି ଖାସ ଲୋକଙ୍କ ସହ ଭେଟା ହେବା ଦ୍ଵାରା ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ । ପୈତୃକ ସମ୍ପତି ରେ ଆପଣ ଲାଭବାନ ହେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଅଧିକ ଆୟ କରିବେ । ଦାଂପତ୍ଯ ଜୀବନ ମଧୁମୟ ରହିବ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

ତୁଳା ରାଶି : ଆଜି ଆପଣଙ୍କର ଜୀବନ ସାଥି ଙ୍କ ସହ ସମ୍ପର୍କ ନିବିଡ ରହିବ । ଆପଣଙ୍କ କଥା ଓ କାମ ଦ୍ଵାରା ଅନ୍ୟ ମାନେ ପ୍ରଭାବିତ ହେବେ । ଚାକିରି କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବେ । କ୍ଯାରିୟର ଦିଗରେ ଆପଣ ଅଗ୍ରସର ହେବେ । ପ୍ରେମ ଜୀବନରେ ସମୟ ଭଲ ରହିବ । ଆପଣ ଦୂର ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ଯତର ସୁଗମ ହେବେ । କୌଣସି କ୍ଷେତ୍ର ରୁ ଧନ ଅର୍ଜନ କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ବିଛା ରାଶି : ଆଜି କୌଣସି ବଡ କାମ ଆରମ୍ଭ ପାଇଁ ମନ ବଳାଇବେ । ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ରୋଜଗାର କରିବେ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନେ ରୋଜଗାର କରିବାର ନୂଆ ଅବସର ପାଇବେ । ଆୟ ରେ ବୃଦ୍ଧି ହୋଇପାରେ । ମାନସିକ ଶାନ୍ତି ଆପଣଙ୍କୁ ମିଳିବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବେ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ଦେଖାଯିବ ।

ଧନୁ ରାଶି : ଆପଣଙ୍କର ଦାମ୍ପତୟ ଜୀବନ ଓ ପାରିବାରିକ ଜୀବନ ମଧୁମୟ ରହିବ । ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଭୌତିକ ସୁଖ ସୁବିଧା ଅପାନ ପ୍ରାପ୍ତ କରିବେ । ଅଫିସରେ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ପ୍ରେମ ଜୀବନରେ ମନ କଥା ସାଥି ଙ୍କୁ କହିବାର ସୁଯୋଗ ପାଇବେ । ସମାଜରେ ମାନ ସମାନ ପ୍ରାପ୍ତ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଛାତ୍ର ମାନଙ୍କ ପାଇଁ ସମୟ ଆନନ୍ଦମୟ ରହିବ ।

ମକର ରାଶି : ଆଜି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆର୍ଥିକ ପକ୍ଷ ମଜବୁତ ରହିବ । ଚାକିରି କ୍ଷେତ୍ର ରେ ଅଫିସର ମାନଙ୍କର ସହଯୋଗ ମିଳିବ । ପାରିବାରିକ ମାହୋଲ ସୁଖ ପୂର୍ଣ୍ଣ ରହିବ ।

କୁମ୍ଭ ରାଶି : ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କ୍ରୟ କରିବେ । ଧାର୍ମିକ ସ୍ଥାନ କୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ଓ ଫଳପ୍ରଦ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବେ । ଭାଇ ଭଉଣୀ ଙ୍କ ସହ ସହଯୋଗ ପ୍ରାପ୍ତ ହେବ । ଜୀବନରେ ନୂଆ କାମ ଆରମ୍ଭ କରିବେ ।

ମୀନ ରାଶି : ଆଜି ଆପଣଙ୍କର ଦିନ ଟି ସାଙ୍ଗ ମାନଙ୍କ ସହ ମଜାମସ୍ତି ରେ ସମୟ ଅତିବାହିତ ହେବେ । ଚାକିରୀ କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଲମ୍ବା ସମୟରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । କ୍ଯାରିୟର ଦିଗରେ ଆପଣ ଉନ୍ନତି ଆଡକୁ ଅଗ୍ରସର ହେବେ । ମାତା ପିତା ଙ୍କ ସହଯୋଗ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।