କୌଣସି ବ୍ୟକ୍ତିର ଅଧିକରୁ ଅଧିକ ବୟସ ପାଖାପାଖି ୧୦୦ ବର୍ଷ ହୋଇଥାଏ । କିନ୍ତୁ ମହାଷ୍ଟା ମୁରାସୀ ନାମକ ଏକ ଏମିତି ବ୍ୟକ୍ତି ଅଛନ୍ତି ଯିଏକି ନିଜର ଜୀବନର ୧୮୩ ବର୍ଷ ପୁରା କରି ସାରିଛନ୍ତି । ଏତେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ମହାଷ୍ଟା ମୁରାସୀ କହିଲେ କି, ବୋଧେ ମୁର୍ତ୍ୟୁ ତାଙ୍କ ଘରର ରାସ୍ତା ଭୁଲି ଯାଇଛି ଏବଂ ବର୍ତ୍ତମାନ ସେ କେବେ ବି ମରିବେ ନାହିଁ । ଅନ୍ୟ ପଟେ ଲୋକମାନଙ୍କର କହିବା ଅଟେ କି ତାଙ୍କୁ ଭୀଷ୍ମ ପିତାମହଙ୍କ ଠାରୁ ବରଦାନ ମିଳିଛି କିମ୍ବା ତାଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ଅଛି ।
ମହାଷ୍ଟା ମୁରାସୀ କହିଛନ୍ତି କି ତାଙ୍କର ଜନ୍ମ ଜାନୁୟାରୀ ୧୮୩୫ରେ ବେଙ୍ଗାଲୁରୁ ଅଞ୍ଚଳରେ ହୋଇଥିଲା । ଏହା ପରେ ମୁରାସୀ ୧୯୦୩ରେ ଉତ୍ତର ପ୍ରଦେଶର ସହର ବାରଣାସୀ ରହିବାକୁ ଆସିଲେ ଏବଂ ସେହି ସମୟରୁ ସେ ବାରଣାସୀରେ ରହୁଛନ୍ତି ।
ମୁରାସୀଙ୍କ ଅନୁସାରେ, ସେ ନିଜର ବୟସର ୧୨୨ ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି । ସେ ବାରଣାସୀରେ ରହି ଚପଲର କାମ କରୁଥିଲେ । ମହାଷ୍ଟା ମୁରାସୀ କହିଲେ କି, ‘ମୁଁ ନିଜ ବୟସର ୧୮୩ ବର୍ଷ ପୁରା କରି ସାରିଛି । ମୋର ନାତି ନାତୁଣୀମାନଙ୍କର ମୁର୍ତ୍ୟୁ ବି କେତେ ବର୍ଷ ହେଲା ହୋଇଗଲାଣି । ସେ କହିଲେ କି ଏମିତି ଲାଗୁଛି ମୁର୍ତ୍ୟୁ ମୋ ବିଷୟରେ ଭୁଲି ଯାଇଛି ।
କହିଦେଉଛୁ ଯେ ମହାଷ୍ଟା ମୁରାସୀ ନିଜର ଜନ୍ମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ବି କେତେକ ଅଧିକାରୀଙ୍କୁ ଦେଖାଇ ସାରିଛନ୍ତି । ଏହା ଛଡା ବି ମହାଷ୍ଟା ମୁରାସୀଙ୍କର କେତେଥର ମେଡିକାଲ ଚେକପ ବି କରା ଯାଇଛି । କିନ୍ତୁ ତାଙ୍କର ଏହି କଥାକୁ ନେଇ ଡାକ୍ତର ମାନେ ମଧ୍ୟ ଠିକସେ କିଛି କହି ପାରୁ ନାହାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।