ମଣିଷ ଜୀବନର ସବୁଠୁ ବଡ ଗୁପ୍ତ କଥା, ଯାହାକୁ ଜାଣିବା ପରେ ବଦଳିଯିବ ଆପଣଙ୍କ ପୁରା ଜୀବନ- A Spiritual Story

ମଣିଷ ଜୀବନ ବହୁତ ଦୁର୍ଲଭ ଜୀବନ ଅଟେ । ଆପଣମାନେ ଜାଣି ରଖନ୍ତୁ କି ଆପଣମାନେ ଯଦି ଏହାକୁ ଯେତିକି ଭଲରେ ବିତାଇବେ ତେବେ ଆପଣଙ୍କ ଜୀବନସାରା ଏକ ଭଲ ସ୍ମୃତି ରହିବ । ଆମ ମାନଙ୍କ ମଧ୍ୟରୁ କିଛି ଲୋକମାନେ ଏହାକୁ ନ କରି ଅନ୍ୟ ମାନଙ୍କ ସହ ନିଜକୁ ସବୁ ବେଳେ କମ୍ପେୟାର କରିବା ପାଇ ଚାହିଁ ଥାନ୍ତି ସେମାନେ ସବୁ ବେଳେ କହି ଥାନ୍ତି କି ଆମେ ମାନେ ଯାହାଭି କରୁଚେ ତାହା ଠିକ କରୁଚେ । ଆପଣମାନେ କେବେହେଲେ ଭାବି ଛନ୍ତି ମରି ଯାଇଥିବା ଆତ୍ମା ଆମକୁ କେତେ ହଇରାଣ କରି ନେଇ ଥାଏ ।

କିନ୍ତୁ ଆପଣମାନେ କଣ ଜାଣି ନାହାଁନ୍ତି କି ଆମ ପାଖରେ ଶରୀର ଓ ଆତ୍ମା ଉଭୟ ଅଛି ତେବେ ଆମେ କେଉଁ ଭଳି ଭାବେ ଏହାକୁ ବ୍ୟବହାର କରିବା ଓ କିଭଳି ନିଜକୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିବା । ଏହା କଣ ଆପଣ ଭାବିଛନ୍ତି କେବେଭି ? ତେବେ ଆସନ୍ତ ଆଜି ଜାଣିବା ଆମେ କଣ କରୁଚେ କଣ ଆମେ ଜାଣିବା ନିହାତି ଭାବେ ଦରକାର ହୋଇଥାଏ । ଆପଣମାନେ ଜାଣି ଥିବେ କି କିଛି ଲୋକମାନେ ଜୀବନର ମାନେ ନ ଜଣାଇକି ଏହାକୁ କାଟିବା ପାଇଁ ଚାହିଁ ଥାନ୍ତି ଆପଣ କଣ ଏହାକୁ ଜାଣିବା  ପାଇଁ ଚାହାଁନ୍ତି ନି କି ?

ଆପଣମାନେ ଜାଣି ରଖନ୍ତୁ କି ଆଜି ଆମେ ଯେଉଁ କାହାଣୀ କହିବା ସେଇ ମଧ୍ୟରୁ ଆପଣ ଜାଣି ନେବେ କି ଆପଣଙ୍କ ଜୀବନ ର ଲକ୍ଷ କଣ ହେବା ଦରକାର । ଆଜି ଆମେ କହିବା କି ଭଗବାନ ଯେଉଁ ଶରୀର ଆମକୁ ଦେଇଛନ୍ତି ଓ ଜୀବନ ଦେଇଛନ୍ତି ଆମେ ଏହାକୁ ଉପଭୋଗ କରିବା ନିହାତି ଭାବେ ଭଲ ହୋଇଥାଏ ।

ଏକ ଗ୍ରାମରେ ଏକ ସାଧୁ ରହୁଥିଲେ ସେ ମହାନ ଥିଲେ ବୋଲି ଗ୍ରାମ ବଶିଙ୍କ ବିଶ୍ଵାଶ ଥିଲା ।  ଗ୍ରାମ ବାଶି ମାନେ ଯାହା ଅସୁବିଧା ହେଲେ ତାଙ୍କ ପାଖକୁ ଯାଇ ତାଙ୍କୁ ପଚାରୁ ଥିଲେ କିନ୍ତୁ କିଛି କହିବା ଅପେକ୍ଷା ସେ ଏକ କଥା କହୁଥିଲେ କି ମାହାନ ରାଜ କୁ ଜାଣ । ଏହା କେହି ବୁଝି ପାରୁ ନଥିଲେ । ତାଙ୍କ ପାଖକୁ କେହି ଆଉ ଗଲେନି ସେମାନେ ସେଟାକୁ ଯିବା ବନ୍ଦ କରି ଦେଲେ । ଏହା ପରେ ସେମମାନଙ୍କ ଗାଁ ରେ କିଛି ଅସୁବିଧା ହେବା ଆରମଭ ହୋଇଗଲା ସେମାନେ ଖୋଜି ଖୋଜି ଏକ ସାଧୁ ଙ୍କୁ ଡାକିଲେ ।

ସେ ଏକ ଯଜ୍ଞ କରିବା ପାଇଁ କହିଲେ ଏହା ପରେ ସେ କହିଲେ କି ଆପଣ ଙ୍କ ଗ୍ରାର ସବୁ ଲୋକମାନେ ଏହି ଜାଗାରେ ରହିବା ନିହାତି ଦରକାର ଏହା ସହ ସଭିଏଁ ଭୋଗ ଖାଇବେ ଯଜ୍ଞ ସାରିବା ପରେ । କିଛି ଦିନ ପରେ ସେହି ମହାତ୍ମା ଏଠାକୁ ଆସିଲେ ଓ ଗ୍ରାମରେ ସେ ପୂଜା କରିବା ଆରମ୍ଭ କରି ଦେଲେ । ଯେତେବେଳେ ସେ ଭୋଗ ନାଟିବା ଆରମ୍ଭ କରିଲେ ସେ ଦେଖିଲେ କି ତାଙ୍କ ଗୁରୁ ସେଇ ଜାଗାରେ ଅଛନ୍ତି ସେ ଯାଇକି ନିଜ ଗୁରୁଙ୍କୁ ପାଦ ତଳେ ପଡିଗଲେ ଓ ପ୍ରଣାମ କରି ଆଶୀର୍ବାଦ ନେଲେ ଗ୍ରାମ ବାଶି ମାନେ ପଚାରିବାରୁ ସେ କହିଲେ କି ହଁ ସେ ତାଙ୍କ ଗୁରୁ ।

କିଛି ସମୟ ପରେ ସେ କହିଲେ ଏହି ମହାତ୍ମା ଯାହା କହିଛନ୍ତି  ଯଦି ଆପଣ ତାହା ବୁଝି ପାରୁଛନ୍ତି ତେବେ ଆମକୁ ଦୟା କରି ଏହା ଆମକୁ କୁହନ୍ତୁ । ଏହା ପରେ ସେ କହିଲେ ମୋ ଗୁରୁ କେବଳ ଏକ କଥା କହୁଛନ୍ତି ସେ କହୁଛନ୍ତି କି ଆପଣମାନେ  ମହାନ ରାଜ କୁ ଯାନନତୁ ମାନେ ଆପଣମାନେ ନିଜ ଜୀବନର ମୂଳ ରହସ୍ୟ କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ ।