ଶାହରୁଖ ଖାନଙ୍କ ସହ ସଲମାନ ଖାନ ମଧ୍ୟ ମିଶି ପୁଅ ଆର୍ୟନକୁ ଯଥାଶୀଘ୍ର ଜେ-ଲ-ରୁ ମୁ-କୁ-ଳା-ଇ-ବା ପାଇଁ ଅଣ୍ଟା ଭିଡିଛନ୍ତି । ଏନ-ସି-ବି କବଳରୁ ଆର୍ୟନଙ୍କୁ ଶୀଘ୍ର ବାହାର କରି ଆଣିବା ପାଇଁ ଦୁହେଁ ନିଜ ନିଜ ତରଫରୁ ଚେଷ୍ଟା ଚଲେଇଛନ୍ତି । ଶାହରୁଖ ତାଙ୍କ ଆସନ୍ତା ଫିଲ୍ମ ‘ପଠାନ’ ର ଶୁ-ଟି-ଙ୍ଗ ବନ୍ଦ ରଖିଥିବା ବେଳେ ସଲମାନ ଖାନ ମଧ୍ୟ ବହୁ ପ୍ରତିକ୍ଷିତ ଫିଲ୍ମ ‘ଟାଇଗର-୩’ ର ଶୁ-ଟି-ଙ୍ଗ ମଧ୍ୟ ସ୍ଥଗିତ ରଖିଛନ୍ତି ।
ଆର୍ଥର ରୋଡ ଜେ-ଲ-ରେ ଥିବା ଆର୍ୟନ ଖାନଙ୍କ ଆଜି ହେବ ବେ-ଲ ଶୁ-ଣା-ଣି । ମାଆ ଗୌରି ଖାନ ମଧ୍ୟ ଘରେ କହି ଦେଇଛନ୍ତି ତାଙ୍କ ପୁଅ ଯେବେ ପର୍ଯ୍ୟନ୍ତ ଫେରି ନାହିଁ ସେବେ ପର୍ଯ୍ୟନ୍ତ ଘରେ କୌଣସି ପ୍ରକାର ମିଠା ପ୍ରସ୍ତୁତ ହେବ ହେବ ନାହିଁ । ତେବେ କୋ-ର୍ଟ-ର ନିଷ୍ପତ୍ତି ଉପରେ ଝୁ-ଲି-ଛି ଆର୍ୟନଙ୍କ ଭାଗ୍ୟ । ଆର୍ୟନ ଜେ-ଲ-ରେ ମନ ମୁତାବକ ଖାଦ୍ୟ ଖାଇବା ପାଇଁ ୪୫୦୦/- ଟଙ୍କାକୁ ଖର୍ଚ୍ଚ କରୁଛନ୍ତି ।
ଫିଲ୍ମ ପ୍ରଡ୍ୟୁସର ମାନେ ଦୁଇ ସୁପରଷ୍ଟାରଙ୍କ ଉପରେ କୋଟି କୋଟି ଟଙ୍କା ଲଗାଇଥିବା ବେଳେ, ଆର୍ୟନ ଯେତେ ଶୀଘ୍ର ଫେରିବେ ତେବେ ଯାଇ ସେମାନନ ଶୁ-ଟି-ଙ୍ଗ ଆରମ୍ଭ ହେବ । ସେଥି ପାଇଁ ଆର୍ୟନ ଶୀଘ୍ର ଫେ-ରି ଆସନ୍ତୁ ଓ ସବୁ କିଛି ଠିକ ହେଉ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି । ଆର୍ୟନ କିପରି ଶୀଘ୍ର ମୁ-ଳୁ-ଳି-ବେ ଏନେଇ ଶାହରୁଖ ଓ ସଲମାନ ବଡ ବଡ ଓକିଲଙ୍କ ସହ ବିଚାର ବିମର୍ଷ କରୁଛନ୍ତି ।
ତେବେ ଶାହରୁଖଙ୍କ ଓକିଲ ଆଜି କୋ-ର୍ଟ-ରେ କିଛି ଦୃଢ ଦ-ଲି-ଲ ରଖିବେ ବୋଲି ଶୁଣିବାକୁ ମିଳୁଛି । ଏପଟେ ଏନ-ସି-ବି ଘନଘନ ରେ-ଡ୍ କରୁଥିବାରୁ ଆର୍ୟନ ବେ-ଲ ପାଇବା ସେତେ ସହଜ ହେବ ନାହିଁ । ଆର୍ୟନଙ୍କ ସପକ୍ଷରେ ଅନେକ ବଲିଉଡ ଷ୍ଟାରଙ୍କ ସମେତ ବଡ ବଡ ନେତା ମନ୍ତ୍ରୀ ମଧ୍ୟ ଉଠିଛନ୍ତି । ଏନ-ସି-ବି ଯେଉଁ ପ୍ରକାର ଭାବେ ଆର୍ୟନଙ୍କୁ ବ୍ୟବହାର କରୁଛି ଏହା ତାଙ୍କ ମୌଳିକ ଅଧିକାରର ଖ-ଣ୍ଡ-ନ ବୋଲି ଜଣେ ମନ୍ତ୍ରୀ କହିଛନ୍ତି ।
ତେବେ ଆଜି କୋ-ର୍ଟ-ରେ ଆର୍ୟନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ ଓ ଯେଉଁମାନେ ତାଙ୍କ ସହ ଡ୍ର-ଗ ମା-ମ-ଲା-ରେ ଫ-ସି-ଛ-ନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।