ଆଉ ଦିନ କେଇଟା ପରେ ୨୧ ତାରିଖରେ ହାତକୁ ଦି ହାତ ହେଇଥାନ୍ତେ । ହେଲେ ବିଧିର ବିଧାନ ତାଙ୍କ ପାଇଁ ଅଲଗା ଥିଲା । ସବୁବେଳେ ଖୁସି ମିଜାଜ ଓ ବିନ୍ଦାସ ରହୁଥିଲେ ମନୀଷ । ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା । ସାଙ୍ଗସାଥି ଓ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ମଧ୍ୟ ହୋଇ ସାରିଥିଲା । ପିତା ନବୀନ ଦାସ ଜଣେ ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ହୋଇଥିବାରୁ ଅତିଥିଙ୍କ ନିମନ୍ତ୍ରଣ ପାଇଁ ତାଲିକା ପ୍ରସ୍ତୁତି ବି ଶେଷ ହୋଇଥିଲା । ତାଲିକାରେ ଥିଲେ ଅନେକ VIP ଓ VVIP ।

କିନ୍ତୁ ପୁଅ ମନୀଷର ମୃ-ତ-ଦେ-ହ ମିଳିବା ପରେ ସବୁକିଛି ଅଧାରେ ରହିଗଲା । ଏପ୍ରିଲ ୧୮ ତାରିଖରେ ରାଜଧାନୀର ଏକ ମନ୍ଦିରରେ ତାଙ୍କର ନିର୍ବନ୍ଧ ହୋଇଥିଲା । କିନ୍ତୁ ବାହାଘରର ୧୧ ଦିନ ପୂର୍ବରୁ ସମସ୍ତଙ୍କୁ ପର କରି ଚାଲିଗଲେ ମନୀଷ । ପୋଖରୀ ତୁଠରେ ମୁଣ୍ଡରେ ହାତ ଦେଇ ବସି ଦୂରରୁ ଦେଖୁଛନ୍ତି ପାଣିରେ ଭା-ସୁ-ଛି ପୁଅର ଶ-ବ । ଏହି ଦୃଶ୍ୟ ଖୁବ ଯ-ନ୍ତ୍ର-ଣା-ଦା-ୟ-କ । ଘରର ବଡ ପୁଅ ଥିଲେ ମନୀଷ । ପୁଅକୁ ହ-ରା-ଇ ସ୍ତବ୍ଧ ହୋଇ ଯାଇଛନ୍ତି ବାପା । ଆଉ ମା’ଙ୍କ ବାହୁନି ବାହୁନି କା-ନ୍ଦି କହୁଛନ୍ତି ମୋତେ ମୋ ପୁଅ ପାଖକୁ ନେଇଯାଅ ।

ଗତ ଶନିବାର ଦିନ ସନ୍ଧ୍ୟାରେ ଘରୁ ବାହାରି ଆସିଥିଲେ ମନୀଷ । ପଟିଆ ଛକସ୍ଥିତ ଏକ ଆଇସକ୍ରିମ ପାର୍ଲର ପାଖେ ତାଙ୍କ ସ୍ଵିଫ୍ଟ କାର ସେମିତି ଠିଆ ହୋଇଛି । ଏକ ସ୍ନାକ ଦୋକାନରୁ କିଛି ସ୍ନାକ ନେଇ ଗାଡି ପାଖକୁ ଯାଉଥିବାର କିଛି ଦୋକାନୀ ମଧ୍ୟ କହିଛନ୍ତି । ଏହା ପରଠାରୁ ମନୀଷଙ୍କର ଆଉ କୌଣସି ପତ୍ତା ମିଳି ନଥିଲା । ବାପାଙ୍କୁ ଫୋନ କରି ଶେଷ ଥର ପାଇଁ ତାଙ୍କୁ କେହି ଅ-ପ-ହ-ର-ଣ କରି ନେଉଛନ୍ତି ବୋଲି କହିଥିଲେ ମନୀଷ । ଏହାପରେ ତାଙ୍କ ବାପା ଇନଫୋସିଟି ଥା-ନା-ରେ ଏ-ତ-ଲା ଦେଇଥିଲେ ।
ଆଉ ଆଜି ପାତ୍ରପଡା ନିକଟସ୍ଥ ଏକ ପୋଖରୀରୁ ମିଳିଛି ମନୀଷଙ୍କ ମୃ-ତ-ଦେ-ହ । ପୋ-ଲି-ସ ମୃ-ତ-ଦେ-ହ ଜ-ବ-ତ କରିବା ପରେ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇଛି ଓ ମା-ମ-ଲା-ର ତ-ଦ-ନ୍ତ ମଧ୍ୟ ଆରମ୍ଭ କରିଛି । ରାଜଧାନୀରେ ଘ-ଟି-ଥି-ବା ଏହି ଛା-ତି-ଥ-ରା କାହାଣୀ ଏବେ ଖୁବ ଚର୍ଚ୍ଚା ହେଉଛି । ଆଉ ବର୍ତ୍ତମାନ ପୁରା ଘ-ଟ-ଣା-ର ଖିଅ ଖୋଜୁଛି ପୋ-ଲି-ସ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।