ପୋଲିସ ଓ Priyanka Gandhi ମୁହାଁମୁହିଁ, ପୋଲିସ କୁ କିଛି ଏମିତି କହି ଧମକାଇଲେ Priyanka Gandhi, ଦେଖନ୍ତୁ Video

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଆ-ନ୍ଦୋ-ଳ-ନ କରୁଥିବା ଚାଷୀଙ୍କ ଉପରେ ଗା-ଡି ମା-ଡି-ଯି-ବା ଘ-ଟ-ଣା-କୁ ନେଇ ଉ-ତ୍ତେ-ଜ-ନା ଦେଖା ଦେଇଛି । ଏହି ଘଟଣାରେ ଆଠ ଜଣଙ୍କ ମୃ-ତ୍ୟୁ-କୁ ନେଇ ପରିସ୍ଥିତି ବି-ଗୁ-ଡୁ ଥି-ବା-ରୁ ଘ-ଟ-ଣା-ସ୍ଥ-ଳ-ରେ ଅଧିକରୁ ଅଧିକ ପୋ-ଲି-ସ ମୁ-ତ-ୟ-ନ କରାଯାଇଛି । ଏହାସହ ସମ୍ପୃକ୍ତ ଅଞ୍ଚଳରେ ଇ-ଣ୍ଟ-ର-ନେ-ଟ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି ।

ଲକ୍ଷ୍ମୀପୁର ଖେରୀ ଆସିବାକୁ ଘୋଷଣା କରିଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଓ ପଞ୍ଜାବ ଉପମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାୱାଙ୍କୁ ବିମାନରୁ ଓହଳାଇବାକୁ ନଦେବା ପାଇଁ ଲକ୍ଷ୍ନୌ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବଙ୍କ ଘର ଆଗରେ ବ୍ୟାପକ ପୋ-ଲି-ସ ମୁ-ତ-ୟ-ନ କରାଯାଇଛି । ଅଖିଲେଶ ଖେରୀ ଗସ୍ତରେ ଯିବାର ଥିଲା । ଏହା ପୂର୍ବରୁ ୟୁପି ପୋଲିସ ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡା କରିଛି ।

ତେବେ ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୀତାପୁରର ହରଗାଓଁରେ ଗି-ର-ଫ କରାଯାଇଛି । ୟୁପି ପୋ-ଲି-ସ ତାଙ୍କୁ ଗି-ର-ଫ କରି ସୀତାପୁରର ଏକ ଅତିଥି ଭବନରେ ରଖିଛି । ଗତକାଲି ଖେରୀରେ ଆ-ନ୍ଦୋ-ଳ-ନ କରୁଥିବା ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗା-ଡି ମା-ଡି ଯା-ଇ-ଥି-ଲା । ଏଥିରେ ୪ ଜଣ କୃଷକଙ୍କ ମୃ-ତ୍ୟୁ ହୋଇଥିବା ବେଳେ ହିଂ-ସା-କା-ଣ୍ଡ ବ୍ୟା-ପି-ବା-ରୁ ଅତ୍ୟଧିକ ୪ ଜଣଙ୍କ ମୃ-ତ୍ୟୁ ହୋଇଥିଲା ।

ସମଗ୍ର ଘଟଣାରେ ପ୍ରାୟ ୮ ଜଣଙ୍କ ମୃ-ତ୍ୟୁ-କୁ ନେଇ ସ୍ଥିତି ଉ-ତ୍ତେ-ଜ-ନା ପୂର୍ଣ୍ଣ ରହିଛି । ତେବେ ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ପୀ-ଡି-ତ-ଙ୍କ ପରିବାରକୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଅ-ଟ-କ ରଖିଥିଲା ପୋ-ଲି-ସ । ପୋ-ଲି-ସ ସହ ପ୍ରିୟଙ୍କାଙ୍କ ଯୁ-କ୍ତି-ତ-ର୍କ ହୋଇଥିବା ବେଳେ ଠେ-ଲା-ପେ-ଲା ଯାଏଁ ମଧ୍ୟ କଥା ଯାଇଥିଲା । ମହିଳା ପୋ-ଲି-ସ-ଙ୍କ ସାହାଯ୍ୟରେ ପ୍ରିୟଙ୍କାଙ୍କୁ ଜ-ବ-ର-ଦ-ସ୍ତ ଗି-ର-ଫ କରିବାକୁ ଚେଷ୍ଟା କରିଥିଲେ ପୋ-ଲି-ସ ।

ତେବେ ଏହି ସମୟରେ ପ୍ରିୟଙ୍କା କହିଥିଲେ ଯଦି ତାଙ୍କ ନାମରେ କୌଣସି ୱା-ରେ-ଣ୍ଟ ଅଛି ତେବେ ହା-ତ-କ-ଡି ପକାଅ, ନଚେତ ତାଙ୍କୁ ଅ-ଟ-କା-ଇ-ବା-ର ସେମାନଙ୍କ ପାଖେ କୌଣସି ଅଧିକାର ନାହିଁ । ଏହିପରି ଅନେକ ସମୟ ଧରି ପୋ-ଲି-ସ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଯୁ-କ୍ତି-ତ-ର୍କ ହେବା ପରେ ପ୍ରିୟଙ୍କାଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।