କିଛି ଲୋକ ମାନେ ଭଗବାନଙ୍କୁ ନିଜର ଘର ର ସଦସ୍ୟ ବୋଲି ଭାବନ୍ତି । ଅନେକ ଲୋକ ନିଜ ଘରେ ବାଲ ଗୋପାଲ କିମ୍ବା କୃଷ୍ଣଙ୍କର ଆଣ୍ଠୁଆ ଗୋପାଳ ରୂପକୁ ପୂଜା କରନ୍ତି । ତେବେ କିଭଳି ଏହାଙ୍କୁ ରଖନ୍ତି କଣ ଆପଣ ଜାଣନ୍ତି । ଏହାଙ୍କୁ ଏକ ଛୋଟ ପିଲା ଭଳି ରଖାଯାଏ । ଆସନ୍ତୁ ଜାଣିବା ଏହା ଉପରେ ଥିବା ଏକ ସତ୍ୟ ଘଟଣା ବିଷୟରେ । ଆଜି ଆମେ ଯେଉଁ କାହାଣୀ କହିବାକୁ ଯାଉଛୁ ଏହା ଏକ ସତ୍ୟ ଘଟଣା ଅଟେ ।
ଏହା ହେଉଛି ପୂର୍ଣମ ଙ୍କର କାହାଣୀ । ସେ ଲକ୍ଷ୍ନୌ ସହରରେ ନିଜ ଶାଶୁ ଓ ଦୁଇଟି ପିଲା , ସ୍ଵାମୀଙ୍କ ସହ ରୁହନ୍ତି। ତାଙ୍କ ଶଶୁର ଥରେ ହରିଦ୍ଵାର ଯାଇ ଥିବା ସମୟରେ ଏକ ବାଲ ଗୋପାଲ ଙ୍କର ମୂର୍ତି ଆଣି ଥିଲେ । ସେ ଏହାକୁ ନିଜ ଘରେ ସ୍ଥାପନା କରିଥିଲେ ।

ବାଲ ଗୋପାଲ ଙ୍କୁ ତାଙ୍କ ଧର୍ମ ପତ୍ନୀ କିମ୍ବା ପୂର୍ଣମ ଙ୍କର ସାସୁ ଯାହା ବି କୁହନ୍ତୁ ନିଜ ପିଲା ଭଳି ରଖିଥିଲେ । ତାଙ୍କର ସମୟ ରେ ଖାଇବା ଦେବା ସମୟରେ ଶୁଆଇବା ଭଳି କାମ ସେ ନିଜେ କରୁଥିଲେ । ଶସୁରଙ୍କ ଦେହାନ୍ତ ପରେ ସାସୁ ଙ୍କର ବୟସ ଆସିଗଲା ଭଳି ଲାଗିଲା । ପୂର୍ଣମ ଏହା ପରେ ବାଲ ଗୋପାଲ ଙ୍କୁ ପୂଜା କାଲେ । ତାଙ୍କର ଦୁଇଟି ପୁଅ ଜଣେ ୮ ଶ୍ରେଣୀରେ ପଢେ ଓ ଜଣେ ୧୨ ଶ୍ରେଣୀର ଛାତ୍ର ଅଟେ ।
ଉଭୟ ପଢାରେ ଖୁବ ଭଲ ଅଟନ୍ତି । ପୂର୍ଣମ ବାଲ ଗୋପାଲ ଙ୍କୁ ବି ନିଜର ପୁଅ ଭଳି ଭାବି ସେବା କରନ୍ତି । ଏଭଳି ଭାବେ ତାଙ୍କ ଜୀବନ ସାଧାରଣ ପରିବାର ଭଳି ବୀତି ଚାଲି ଥାଏ । ପୁର୍ଣମ କେବେବି ବାଲ ଗୋପାଲ ଙ୍କର ରୀତି ନୀତି କି ଖାଇବା ପିବା ଭୁଲନ୍ତି ନି । ସେ ଜେଭଳି ନିଜ ପିଲା ପାଇଁ ସକାଳେ କିଛି ଖାଇବାକୁ ବନାନ୍ତି ସେ ଭଳି ବାଲ ଗୋପାଲ ଙ୍କ ପାଇଁ ମଧ୍ୟ କିଛି ଖାଇବାକୁ ବନାନ୍ତି ।
ଜେଭଳି ନିଜ ପିଲାକୁ ଶୁଆଇକି ସେ ସୁଅନ୍ତି ସେହି ଭଳି ବାଲ ଗୋପାଲ ଙ୍କୁ ମଧ୍ୟ ସେ ଶୁଆଇକି ଆସନ୍ତି । ଦିନେ ତାଙ୍କ ଘରକୁ ଏକ ବାହାଘର ଭୋଜିର ନିମନ୍ତ୍ରଣ ଆସିଥିଲା । ସାସୁଙ୍କ ବୟସ ହୋଇ ଯାଇଥିଲା ତେଣୁ ସେ ତ ଜୀବେନି । ତ ପୂର୍ଣମ ଓ ତାଙ୍କ ସ୍ଵାମୀ ଓ ଦୁଇ ପିଲା ଯିବେ । ସେଥି ପାଇଁ ସେ ସାସୁ ଓ ବାଲ ଗୋପାଲ ଙ୍କ ପାଇଁ ଖାଇବା କରିକି ଦୁଇ ଜଣଙ୍କୁ ଖାଇବାକୁ ଦେଇକି ଗଲେ । ବାହାଘର ଯାଇକି ସେ ତ ଆସିଯିବେ ୨ ଘଣ୍ଟା ମଧ୍ୟରେ ସେଥି ପାଇଁ ସେ ନ ଶୁଆଇକି ବାଲ ଗୋପାଲ ଙ୍କୁ ଚାଲି ଗଲେ । ମାତ୍ର ସେଠାରେ କିଛି କାରଣରୁ ସେ ଆସି ପାରିଲେନି ।

ତାଙ୍କ ମନ ବହୁତ ଖରାପ ଲାଗିଲା ବାଲ ଗୋପାଲ ସୋଇ ନାହାନ୍ତି ତାଙ୍କୁ ଆଉ ଭୋଜି କିମ୍ବା ବାହାଘର ଚିନ୍ତା ନଥିଲା ବାସ କିଭଳି ଘରକୁ ଯିବେ ସେ ଚିନ୍ତା । ସେ ଘରକୁ ଆସୁ ଆସୁ ହାତ ମୁହଁ ଧୋଇ ହୋଇ ମନ୍ଦିରକୁ ଗଲେ ଦେଖିଲେ ବାଲ ଗୋପାଲ ସୋଇ ଛନ୍ତି । ଏହି ଘଟଣା ଶାଶୁଙ୍କୁ ପଚାରିଲେ । ସେ କହିଲେ ମୁ ନିଦରେ ଥିବା ବେଳେ ଜଣେ ବାର ବାର ଡାକି ଶୁଆଇବା ପାଇଁ କହିଲା ତେଣୁ ମୁ ଯାଇ ବାଲ ଗୋପାଲ ଙ୍କୁ ଶୁଆଇକି ଆସିଲି । କଲି ଯୁଗରେ ମଧ୍ୟ ଭଗବାନ ଅଛନ୍ତି । ତେବେ ଏହି ସୂଚନା ଭଲ ଲାଗିଲେ ପେଜକୁ ଏକ ଲାଇକ କରିବେ ।