Vastu Tips- ଶ୍ରୀକୃଷ୍ଣ କୁହନ୍ତି ଜୀବନରେ ନିଶ୍ଚୟ ଥରେ ଏହି ୭ ଟି ଗଛର ପୁଜା କରିବା ଉଚିତ, ନାଶ ହୋଇଥାଏ ଦରିଦ୍ରତା

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ୫ ଟି ଗଛ ପୂଜା କଲେ ଦୁଃଖ ଦରିଦ୍ର ଓ କଷ୍ଟ ଦୂର ହେଇଯାଏ । ଆମରି ହିନ୍ଦୁ ଧର୍ମରେ ଏହି ଗଛ ପତ୍ରକୁ ପୂଜା ହୁଏ । ଶାସ୍ତ୍ର ଅନୁଯାଇ ଗଛରେ ଜୀବନ ଅଛି ଏହି ସୁର୍ଷ୍ଟିରେ ସର୍ବେ ପ୍ରଥମ ଗଛ ଲତାଙ୍କୁ ଜୀବନ ଦାନ ମିଳିଥିଲା । ତାପରେ ଏହି ପୃଥିବୀ ରେ ପଶୁ, ପକ୍ଷୀ ଜୀବନ ଦାନ ପାଇଥିଲେ । ଗଛ ଲତା ଆମର ସବୁଠୁ ବଡ ସାଥି ଗଛ ନାହିଁ ତ କିଛି ନାହିଁ । ପ୍ରାଚୀନ ଯୁଗରେ ଉପନ୍ୟସରେ ଆଧାରିତ ଗଛର ଚେର ମୂଳିରେ ଆମର ଆୟୁର୍ବେଦିକ ଔଷଧ ତିଆରି ହୁଏ ।

ଏବେ ବି ସେହି ପୁରୁଣା ଉପାୟରେ ଚେର ମୂଳି ଦୂରା ଆୟୁର୍ବେଦିକି ଔଷଧ ତିଆରି ହେଉଛି । ଗଛ, ଲତାକୁ ମହତପୂର୍ଣ ସ୍ଥାନ ଦିଆ ଜାଈଛି । ଏହି ଗଛ ଗୁଡିକ ସବୁ ଧାର୍ମିକ ସ୍ଥାନରେ ଓ ପୂଜାରେ ବ୍ୟବହାର କରାଯାଇଥାଏ । ଭଗବାନ ଶ୍ରୀ କୃଷ୍ଣ ନିଜେ ଏହି ଗଛ ବିଷୟରେ କହିଛନ୍ତି । ଆସନ୍ତୁ ଆମେ ବର୍ତମାନ ଜାଣିବା କେଉଁ ଗଛ ଓ ପତ୍ର ର ନାମ

ତୁଳସୀ ଗଛ – ଏହି ଗଛକୁ ପବିତ୍ର ଗଛ ମାନା ଯାଏ ଏହି ଗଛକୁ ପୂଜା ବି କରା ଯାଏ । ତୁଳସୀ ଗଛ ଭଗବାନ ଶ୍ରୀ କୃଷ୍ଣଙ୍କର ଅତି ପ୍ରିୟ ଏହି ଗଛର ପତ୍ର ଆୟୁର୍ବେଦିକି ଔଷଧ ପ୍ରସ୍ତୁତି ହେଇଥାଏ ।

ଓସ୍ତ ଗଛ ପତ୍ର –ଏହି ଗଛକୁ ଭାରତ ରେ ହିନ୍ଦୁ ଧର୍ମ, ଶାସ୍ତ୍ର ହିସାବରେ ମାନନ୍ତି ତୁଳସୀ, ଗଛ ପରି ମାନନ୍ତି ଓସ୍ତ ଗଛରେ ଅନେକ ଔଷଧ ସରୂପ ଅଛି ଏବଂ ପୂଜାରେ ଲାଗେ

ବରଗଛ ପତ୍ର – ଏହି ପତ୍ର ବି ହିନ୍ଦୁ ଧରମ ରେ ପୂଜା କରନ୍ତି । ଏବଂ ଏହି ପତ୍ର ଔଷଧ ତିଆରି କରିବା ପାଇଁ ଲାଗେ ଏହି ପତ୍ର ଶୁଭ କାର୍ଯ୍ୟରେ ଲାଗେ ।

ଲିମ୍ବ ଗଛ ପତ୍ର – ଏହି ଗଛ ର ପତ୍ର ଆମର ବୋହୁତୁ ଦରକାରୀ ଅଟେ । ଏହି ପତ୍ର କୁ ଖାଇଲେ ଶାରୀର ପାଇଁ ଭଲ, କୌଣସି ରୋଗ ହୁଏ ନାହି ।

ଅହି ପତ୍ର ରେ ଅତ୍ୟଧିକ ଔଷଧ ପରିମାଣ ଥାଏ ଏହାର ସ୍ଵାଦ ପିତା ଅଟେ । ଏବଂ କୁଣ୍ଡିଆ ରୋଗ ହୁଏ ନି ।

ଆମ୍ବ ଗଛ ପତ୍ର –ହିନ୍ଦୁ ଶାସ୍ତ୍ର ହିସାବରେ ପୂଜା ପାଠ ରେ, ଘର ଦୁଆର ବନ୍ଧ ରେ ଲାଗେ ଏବଂ ଆମ୍ବ ପତ୍ର ଶୁଭ ଅଟେ ବିବାହ ଓ ବ୍ରତ ଏବଂ ଜନ୍ମ ପୂଜା ରେ ଲାଗେ ।

ବେଲ ଗଛ ପତ୍ର –ଭ୍ଗାବାନ ଶିବ ଙ୍କୁ ବେଲ ପତ୍ର ପସନ୍ଦ ଅଟେ ସେଥିଲାଗି ଭଗବାନ ଶିବ ପାଖରେ ପୂଜା ହୁଏ । ଏହି ପତ୍ର କୁ ଖାଇଲେ ମଧୁମୟ ରୋଗ ଏବଂ ଅନ୍ୟ ରୋଗ ହୋଇ ନଥାୟ ।

ବନ୍ଧୁଗଣ ଏହା ଥିଲା କିଛି ମହତ୍ଵପୂର୍ଣ୍ଣ ଗଛ ଯାହାକି ପୂଜା ହୋଈଥାଏ । ଏହି ଗଛ ପୂଜା କରିବା ଦୂରା, ଦୁଖ, ଦରିଦ୍ରତା, କଷ୍ଟ ଦୂର ହେଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।