ନମସ୍କାର ବନ୍ଧୁଗଣ, ଭାଗବତ ଗୀତାରେ ଉଲ୍ଲେଖ ରହିଛି କି ସମୟ ହିଁ ମନୁଷ୍ୟର ଆସୁଥିବା ଜୀବନରେ ସୁଖ ବା ଦୁଖ ବିଷୟରେ ଜଣାଇଥାଏ । ଏବଂ ଆସୁଥିବା ସମୟର ସଙ୍କେତ କର୍ମ କିମ୍ବା ପଶୁ ପକ୍ଷୀଙ୍କ ଜରିଆରେ ମିଳିଥାଏ । ଏହି ସବୁ ସଙ୍କେତ ଗୁଡିକୁ ମନୁଷ୍ୟ ଜାଣିପାରେ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ଆପଣଙ୍କ ଜୀବନରେ କେଉଁ ସବୁ ସଙ୍କେତ ଗୁଡିକ ଆସିଲେ ତାହାର ଅର୍ଥ କଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ଗୁଡିକ କଣ କଣ ।
ପ୍ରଥମ: ଯଦି କୌଣସି ଲୋକର ହାତରେ ପଇସା ରୁହେ ନାହିଁ ଏବଂ ଅଚାନକ ସେହି ଲୋକର ହାତରେ ଅଚାନକ ଧନ ଅଟକି ଯାଏ ତେବେ ଜାଣି ରଖନ୍ତୁ, ଆପଣଙ୍କ ଜୀବନରେ ଖୁବ ଧନର ଆଗମନ ହେବାକୁ ଯାଉଛି । ଏବଂ ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହେବାକୁ ଯାଉଛି । ଦିତୀୟ: ଯଦି ଆପଣଙ୍କ ଘରେ ଗୋଟିଏ ମାଙ୍କଡ ଧରିଥିବା ଆମ୍ବ ଛାଡି ଚାଲିଯାଏ ।
ଏବଂ ଯଦି କୌଣସି ବିଲେଇ ନିଜ ଛୁଆଙ୍କୁ ଆପଣଙ୍କ ଘରେ ଜନ୍ମ ଦିଏ । ତେବେ ଜାଣିରଖନ୍ତୁ କି ଆପଣଙ୍କ ଜୀବନରେ ଖୁସିର ଲହରୀ ଖେଳିବାକୁ ଯାଉଛି । ତୃତୀୟ: ଯଦି କୌଣସି ଗାଈ ଅଚାନକ ଆପଣଙ୍କ ଘରକୁ ଆସିବା ଆରମ୍ଭ କରେ ଏବଂ ଆପଣଙ୍କ ଘରୁ ଖାଦ୍ୟ ଓ ପାଣି ପିଇବାକୁ ଲାଗେ ତେବେ ଜାଣି ରଖନ୍ତୁ କି, ଆପଣଙ୍କ ଘରେ ଭଗବାନଙ୍କ କୃପା ଫଳରେ ଧନର ବର୍ଷା ହେବାକୁ ଯାଉଛି ।
ଚତୁର୍ଥ: ସକାଳ ସମୟରେ ଘରୁ ବାହାରିବା ସମୟରେ ଯଦି କୌଣସି ବ୍ୟକ୍ତି କ୍ଷୀର କିମ୍ବା ପାଣି ନେଇ ଆପଣଙ୍କ ସାମ୍ନାରେ ଯାଅନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ଆସୁଥିବା ସମୟରେ ଆପଣଙ୍କ ଜୀବନରୁ ସମସ୍ତ ଦୁଖ ଦୁର ହୋଇଯାଏ । ପଞ୍ଚମ: ଯଦି କୌଣସି ଛୋଟ ପିଲା ଆପଣଙ୍କ ଘରକୁ ସବୁଦିନ ଆସି ଖେଳେ ତେବେ ଏହା ଘରକୁ ଖୁସି ଆସିବାର ସଙ୍କେତ ଅଟେ ।
ଷଷ୍ଠ: ଯଦି ଆପଣ କୌଣସି ଜରୁରୀ କାର୍ଯ୍ୟ କରିବା ପାଇଁ ଘରୁ ବାହାରକୁ ଯାଉଛନ୍ତି ଏବଂ ବାଟରେ କୌଣସି ପିଲା ବା କନ୍ୟା ଆପଣଙ୍କୁ ଦେଖି ହସି ଦିଅନ୍ତି ତେବେ ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ସମ୍ପର୍ଣ ହେବ ।ସପ୍ତମ: ଯଦି ସକାଳୁ ସକାଳୁ କୌଣସି ବ୍ୟକ୍ତି ବା ସମ୍ପର୍କୀୟ ଆପଣଙ୍କୁ ପଇସା ଦେଇ ଯାନ୍ତି ତେବେ ଆପଣଙ୍କର ସମସ୍ତ ଧନ ସମ୍ବନ୍ଧିୟ ସମସ୍ୟା ଦୁର ହୋଇଯିବ ।
ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ବନ୍ଧୁଗଣ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।