ମୋଦୀ ଦେଖିବେ ଫାଇନାଲ ମ୍ଯାଚ । ଆଉ ଉପସ୍ଥିତ ରହିବେ ଅଷ୍ଟ୍ରେଲିୟାର ପ୍ରଧାନମନ୍ତ୍ରୀ । ହଁ ଦର୍ଶକ ବନ୍ଧୁ 2023 ବିଶ୍ଵକପ ଫାଇନାଲ ରେ ଯେବେ ଅଷ୍ଟ୍ରେଲିୟା ଓ ଭାରତ ର ଖେଳ ଚାଲିଥିବ ସେତେବେଳେ ପ୍ୟାଭିଲିଅନ ରେ ବସିବେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିୟାର ପ୍ରଧାନ ମନ୍ତ୍ରୀ ଆନ୍ଥୋନୀ । ଯେବେ ଇଣ୍ଡିଆ ଚଉକା ଛକା ମାରିବ ସେତେବେଳେ ମୋଦୀ ଖୁସି ହେବେ । ଆଉ ଯେବେ ଅଷ୍ଟ୍ରେଲିୟା ପ୍ଲେୟର ଉଚ୍ଚ ପ୍ରଦର୍ଶନ କରିବେ ସେତେବେଳେ ଖୁସୀ ହେବେ ଅଷ୍ଟ୍ରେଲିୟାର ପ୍ରଧାନ ମନ୍ତ୍ରୀ ।
ଆଉ ଏ ସବୁ ମଧ୍ୟରେ ଯେବେ ମ୍ଯାଚ ସରିବ ଯେବେ ଦୁଇ ଦଳ ମଧ୍ୟରୁ କିଏ ଜିତିବ । ସେତେବେଳେ ତାଙ୍କୁ ଟ୍ରଫି ପ୍ରଦର୍ଶନ କରିବେ ନରେନ୍ଦ୍ର ମୋଦୀ । 2023 ବିଶ୍ଵକପ ସେମି ଫାଇନାଲ ରେ ନିୟୁଜଲ୍ୟାଣ୍ଡ କୁ ହରାଇ ଫାଇନାଲ ରେ ପହଞ୍ଚି ସାରିଛି ଭାରତ । ଆଉ ଦ୍ଵିତୀୟ ସେମି ଫାଇନାଲ ରେ ଦକ୍ଷିଣ ଆଫ୍ରିକା କୁ ହରାଇ ଅଷ୍ଟ୍ରେଲିୟା ଫାଇନାଲ ରେ ଏଣ୍ଟ୍ରି କରି ସାରିଛି । ଆଉ ଏବେ ଅପେକ୍ଷା ଖାଲି ଫାଇନାଲ ମ୍ଯାଚ କୁ ।
ଯାହା ବିଶ୍ଵକପ ପାଇଁ ଲଢେଇ ହେବ । ଅହମଦାବାଦ ରେ ରବିବାର ଦିନ ହେବାକୁ ଯାଉଛି ସବୁଠୁ ବଡ 2023 ର ବଡ ଫାଇନାଲ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଖେଳାଯିବ ଏହି ମ୍ଯାଚ । ଆଉ ସେତେବେଳେ ବି ଷ୍ଟାଡିୟମ ରେ ଉପସ୍ଥିତ ରହିବେ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିୟା ର ପ୍ରଧାନ ମନ୍ତ୍ରୀ ଆନ୍ଥୋନୀ । ମ୍ଯାଚ ସଋବା ପରେ ଯେଉଁ ଦଳ ଜିତିବ ତାଙ୍କୁ ଟ୍ରଫି ପ୍ରଦର୍ଶନ କରିବେ ନରେନ୍ଦ୍ର ମୋଦୀ ।
ବିଶ୍ଵକପ 2023 ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ସାରିଛି । ଖାଲି ରବିବାର କୁ ଅପେକ୍ଷା ରହିଛି । ଖାଲି ସୁପର ସଣ୍ଡେ ରେ ସୁପର ମ୍ଯାଚ କୁ ଅପେକ୍ଷା ରହିଛି । ସେହି ସମୟକୁ ଅପେକ୍ଷା ରହିଛି ଏଥର ବିଶ୍ଵକପ କିଏ ନେଉଛି । 5 ଥର ବିଶ୍ଵକପ ଜିତିଥିବା ଅଷ୍ଟ୍ରେଲିୟା ନେଉଛି ନା 2003 ର ବିଶ୍ଵକପ ର ବଦଲା ନେବ ଭାରତୀୟ ଦଳ ।
20 ବର୍ଷ ପରେ ଭାରତକୁ ଗୋଟେ ସୁଯୋଗ ମିଳିଛି ପ୍ରତୀଶୋଧ ନେବା ପାଇଁ ଯେମିତି ସେମି ଫାଇନାଲ ମ୍ଯାଚରେ ବଦଲା ନେଇଛି ଭାରତ ସେମିତି ଫାଇନାଲ ମ୍ୟାଚ ରେ କୁଆଡେ ବଦଲା ନେବ । କାରଣ ବଦଲା ନେବା ପଛରେ ଭାରତ ଗୋଟେ ପରେ ଗୋଟେ ବିଜୟ ହାସଲ କରିଛି । ଆଉ ଏହା ମଧ୍ୟରେ ବଡ ଖବର ରହିଛି କି ପ୍ରଧାନ ମନ୍ତ୍ରୋ ମୋଦୀ ସେଦିନ ଅମହଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟାମ ରେ ଫାଇନାଲ ମ୍ଯାଚ ଦେଖିବ । ଆଉ ଶେଷରେ ଯେଉଁ ଦଳ ବିଜେତା ହେବ ସେ ଦଳ ମୋଦୀ ଙ୍କୁ ହାତ ରୁ ହିଁ ଟ୍ରଫି ହେବ ।
ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।