2023 ବିଶ୍ଵକପ ଦିନିକିଆ ଶେଷ ହେବା ପରେ ସେମି ଫାଇନାଲ ରେ ଚତୁର୍ଥ ସ୍ଥାନରେ କେଉଁ ଟିମ ସ୍ଥାନ ପାଇବ ?

ନମସ୍କାର ବନ୍ଧୁଗଣ । ବିଶ୍ଵକପ ଫାଇନାଲ ରେ ଭାରତ ସହ କେଉ ନ ଟିମ ଖେଳିବ ? ତେବେ ଦର୍ଶକ ବନ୍ଧୁ ବିଶ୍ଵକପ ଦିନିକିଆରେ ପ୍ରାୟ 80% ପ୍ରତିସର ଲିଗ ମ୍ଯାଚ ସଋ ଗଲାଣି । ପ୍ରତିଟି ମଟିମ ରେ ଗୋଟେ ଦୁଇଟି ଲେଖାଏଁ ମ୍ଯାଚ ବାକି ରହିଛି । ଏପରି ସ୍ଥିତିରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ନିଜର ସ୍ଥାନ ପକ୍କା ସାରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା 16 ଓ 12 ପଏଣ୍ଟ ରେ ରହି ପ୍ରଥମ ଓ ଦ୍ଵିତୀୟ ସ୍ଥାନ ରେ ରହିଛି ।

ଅଷ୍ଟ୍ରେଲିୟା 7ଟି ମ୍ୟାଚ ରୁ 5ଟି ବିଜୟୀ ହୋଇ ସାରିଥିବା ବେଳେ ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିୟାର ବାକି 2ଟି ମ୍ଯାଚ ଆଫଗାନିସ୍ତାନ ଓ ବାଙ୍ଗାଲଦେଶ ସହ ବାକି ଅଛି । ତେଣୁ ଅଷ୍ଟ୍ରେଲିୟା ସେମି ଫାଇନାଲ ରେ ପ୍ରବେଶ କରିବା ନିଶ୍ଚିନ୍ତ । ଅନ୍ୟ ପଟେ ନିୟୁଜଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ 8 ପଏଣ୍ଟ ଲେଖାଏଁ ପାଇଛନ୍ତି । ପାକିସ୍ତାନ 8ଟି ମ୍ଯାଚରୁ 4ଟି ମ୍ଯାଚ ଜିତିଥିବା ବେଳେ ଆଫଗାନିସ୍ତାନ 7ଟି ମ୍ଯାଚରୁ 4ଟି ମ୍ଯାଚ ଜିତିଛି ।

ସେମି ଫାଇନାଲ ରେ ହୋଇପାରେ ଭାରତ ପାକ ମ୍ୟାଚ । ଲିଗ ପର୍ଜ୍ଯାୟରେ ନିୟୁଜଲ୍ୟାଣ୍ଡ ଓ ପାକିସ୍ତାନ ର ଗୋଟେ ଲେଖାଏଁ ବାକି ଅଛି । ନିୟୁଜଲ୍ୟାଣ୍ଡ ଶ୍ରୀଲଙ୍କା ବିପକ୍ଷରେ ଓ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ଶେଷ ମ୍ଯାଚ ଖେଳିବେ । ତେଣୁ ଉଭୟ ଟିମ ପାଇଁ ଏହା ଜୋର୍ଦାର ରହିବ ବୋଲି ଅନୁମାନ କରା ଯାଉଛି । ଏଣୁ ଆଫଗାନିସ୍ତାନ ଟବାକି 2ଟି ମ୍ଯାଚ ଅଷ୍ଟ୍ରେଲିୟା ଓ ଦକ୍ଷିଣ ଆଫ୍ରିକା ସହ ରହିଛି ।

ଆଫଗାନିସ୍ତାନ ଏହି 2ଟି ମ୍ଯାଚରୁ ଗୋଟିଏରେ ବିଜୟୀ ହେଲେ ସେମି ଫାଇନାଲ ଯିବାର ସୁଯୋଗ ରହିଛି । ଯଦି ଆଫଗାନିସ୍ତାନ ଏହି 2ଟି ମ୍ଯାଚ ହାରିଯାଏ ତେବେ ସେମି ଫାଇନାଲ ରୁ ବାଦ ପଡିବ । ନିୟୁଜଲ୍ୟାଣ୍ଡ ତାର ଶେଷ ମ୍ଯାଚରେ ଯଦି ଶ୍ରୀଲଙ୍କା ଠାରୁ ହାରିଯାଏ ଓ ପାକିସ୍ତାନ ଶେଷ ମ୍ଯାଚରେ ଇଂଲଣ୍ଡ କୁ ହରାଇ ଦିଏ ତେବେ ସେମି ଫାଇନାଲ ରେ ଭାରତ ପାକ ମୁହାଁ ମୁହିଁ ହୋଇ ପାରନ୍ତି ।

ତେବେ ଦେଖାଯାଉ ସେମି ଫାଇନାଲ ରେ ଚତୁର୍ଥ ସ୍ଥାନ କେଉଁ ଟିମ କୁ ମିଳୁଛି । ତାହା ଉପରେ ରହିଛି ସମସ୍ତଙ୍କର ନଜର । ଭାରତ ପାକିସ୍ତାନ ସେମି ଫାଇନାଲ ରେ ଯଦି ମୁହାଁ ମୁହିଁ ତେବେ କଡା ଟକ୍କର ହେବ ବୋଲି ଅନୁମାନ କରା ଯାଉଛି । କାରଣ ପାକିସ୍ତାନ ଅନେକ ମ୍ଯାଚରେ ହାରିବା ପରେ ଶେଷ ମ୍ଯାଚରେ ଯଦି ଜିତିଯାଏ । ତେବେ ସେମି ଫାଇନାଲ ରେ ପ୍ରବେଶ କରି ପାରିବ ।

ଆଗକୁ ସମସ୍ତଙ୍କର ନଜର ସବୁ ଦଳ ର ଶେଷ ମ୍ଯାଚ ଉପରେ ରହିଛି । ଆଉ ଏବେ ଠାରୁ ଭାରତ ପାକିସ୍ତାନ ସେମି ଫାଇନାଲ ରେ ମଇଦାନ କୁ ଓଲହାଇବେ ବୋଲି ଚର୍ଚ୍ଚା ହେଲାଣି । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।