ଖୋଳିବା ସମୟରେ ମିଳିଲା ୨୦୦୦ ବର୍ଷ ପୁରୁଣା ୪ଫୁଟ ର ଶିବ ଲିଙ୍ଗ, ଯେଉଁଥିରୁ ଆଜୀବି ବାହାରୁଛି ତୁଳସୀର ବାସ୍ନା

ଏମିତି ବହୁତ ଐତିହାସିକ ଜିନିଷ ଆଜି ବି ମାଟିରେ ପୋତି ହେଇ ଅଛି ଏବଂ ଆମେ ଆମର ପୁରୁଣା ସଭ୍ୟତା ଏବଂ ତାହା ସହିତ ଜଡିତ କାହାଣୀ ମନେ ପକାଇ ଦେଇ ଥାଏ । ପୁରାତତ୍ୱ ବିଭାଗ ଦ୍ଵାରା ଖୋଳିବା ସମୟରେ ମିଳିଥିବା ଜିନିଷକୁ ଦେଖି ଆମର ହୋସ ଉଡିଯାଏ । ଛତିଶଗଡ ରେ ବି  କିଛି ଏମିତି ହେଇଛି । ଏଠାରେ ଥିବା ସିରପୁର ରେ ଖୋଳିବା ସମୟରେ ପୁରାତତ୍ୱ ବିଶେଷଜ୍ଞଙ୍କୁ ଏକ ଶିବଲିଙ୍ଗ ପ୍ରାପ୍ତ ହୋଇଛି ।

ଏହି ଶିବଲିଙ୍ଗ ବିଷୟରେ କୁହାଯାଏ କି ଏହା ପାଖାପାଖି ୨୦୦୦ ବର୍ଷ ପୁରୁଣା ଅଟେ, ଯାହା କି ଦ୍ୱାଦଶ ଜ୍ଯୋତିର୍ଲିଂଙ୍ଗ ପଥରରେ ତିଆରି ହୋଇଛି । ଏହି ଶିବଲିଙ୍ଗ ର ସବୁଠୁ ବଡ କଥା ଏହାକି ଏଥିରୁ ତୁଳସୀ ପତ୍ର ର ସୁଗନ୍ଧ ଆସୁଛି । ଏହା ୪ ଫୁଟ ଲାମ୍ବା ୨.୫ ଫୁଟ ଗୋଳେଇ ବାଲା ଏହି ଶିବଲିଙ୍ଗ ଜନେଊ ଏବଂ ଅସଂଖ୍ୟ ଶିବ – ଧାର ସବୁ ପୂର୍ବରୁ ରହି ଅଛି ।

 

ଆପଣଙ୍କୁ କହିଦେଉଛୁ ଯେ କେତେ ହଜାର ବର୍ଷ ପୂର୍ବରୁ ଏଠି ଗୋଟେ ବଡ ମନ୍ଦିର ଥିଲା । ଯାହାର ନିର୍ମାଣ ପ୍ରଥମ ଶତାବ୍ଦୀ ରେ ସରଭପୁରିୟା ରାଜାଙ୍କ ଦ୍ଵାରା କରାଯାଇଥିଲା । ୧୨ ରେ ଚିତ୍ରୋତ୍ପଲା ମହାନଦୀ ର ବନ୍ୟାରେ ଏହି ମନ୍ଦିର ପୁରା ପୁରୀ ନଷ୍ଟ ହୋଇଯାଇଥିଲା । ଏବଂ ଯାହା ବଞ୍ଚି ଥିଲା ତାହା ମାଟିରେ ପୋତି ହୋଇଗଲା । ଗତ କିଛି ବର୍ଷ ରୁ ହେଉଥିବା ଖୋଲିବା କାମରୁ ପୁରାତତ୍ୱ ୱିଭାଗ ଅଭିକା ପରଜ୍ଯନତ ଏହି ଜାଗାରୁ କେତେ ଛୋଟୋ ବଡ ଶିବଲିଙ୍ଗ ବାହାର କରିଛନ୍ତି, କିନ୍ତୁ ପରେ ଏକ ବଡ ଶିବଳିଙ୍ଗ ବାହାର କାଲେ ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ ।

ଏଠି ଆସୁଥିବା ବିନାଶକରି ଭୂମିକମ୍ପ ଏବଂ ବନ୍ୟା ରେ ଆସୁଥିବା ବାଲି ଏବଂ ମାଟି ରେ ଏହି ଅଞ୍ଚଳକୁ ପୂରାପୂରି ବନ୍ଦ କରିଦେଥିଲା । ଏହି ଶିବଲିଙ୍ଗ ସହ କିଛି ମୁଦ୍ରା, ତାମ୍ରପତ୍ର, ବାସନ, ଶିଲାଲେଖ ଏବଂ ପ୍ରତିମାଏଂ ଇତ୍ୟାଦି ମିଳିଛି । କୁହାଯାଉଛି କି ଏହି ସବୁ ଜିନିଷ ୨୦୦୦ ବର୍ଷ ପୂର୍ବର ଅଟେ ।