ଆପଣ ସମସ୍ତେ UPSC ପରୀକ୍ଷା ବିଷୟରେ ଜାଣିଛନ୍ତି । ଏହି ପରୀକ୍ଷାରେ ପାସ ହେବା ପରେ ଓ ଶେଷରେ ଇଣ୍ଟରଭିୟୁରେ ପାସ ହେବା ପରେ ଆପଣ ଜଣେ IAS ଓ IPS ଅଫିସର ହୋଇ ପାରିବେ । କହିବାକୁ ଗଲେ UPSC ପରୀକ୍ଷାକୁ ପାସ କରିବା ପରେ ଇଣ୍ଟରଭିୟୁରେ ପାସ କରିବା ବହୁତ କଷ୍ଟକର ହୋଇଥାଏ । ଇଣ୍ଟରଭିୟୁର ମୂଳ ଉଦ୍ଦେଶ୍ୟ ଏହା ହୋଇଥାଏ କି ସାମ୍ନାରେ ବସିଥିବା ବ୍ୟକ୍ତି ଆପଣଙ୍କ ବ୍ୟାକ୍ତିତ୍ବ ଓ ବୁଦ୍ଧିର ପରୀକ୍ଷଣ କରିଥାନ୍ତି ।
୧ – କେଉଁ ଜିନିଷ ବାନ୍ଧିଲା ପରେ ମଧ୍ୟ ଚାଲିଥାଏ ?
ଉତ୍ତର- ହାତଘଣ୍ଟା
୨- ବିଶ୍ୱର ସବୁଠୁ ଉଚ୍ଚ ପଶୁ କିଏ ଅଟେ ?
ଉତ୍ତର- ଜିରାଫ
୩- ଇଂରାଜିରେ ଏମିତି ଏକ ଶବ୍ଦ କୁହ ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସବୁ ଅକ୍ଷର ଥିବ ?
ଉତ୍ତର- feedback
୪- କେଉଁ ଦେଶରେ ଗୋଟେ ହେଲେ ବି ବ୍ୟାଙ୍କ ନାହିଁ ?
ଉତ୍ତର- ଶିଲ୍ୟାଣ୍ଡ
୫- ଏମିତି କେଉଁ ଜିନିଷ ଗାଈର ପଛରେ ଏବଂ ଝିଅଙ୍କ ଆଗରେ ରହିଥାଏ ?
ଉତ୍ତର- w
Cow
Women
୬- କେଉଁ ଜିନିଷ ତୁମଠାରୁ ମିଳିବା ପୂର୍ବରୁ ତୁମଠାରୁ ନିଆ ସାରିଥାଏ ?
ଉତ୍ତର- ଫୋଟୋଗ୍ରାଫ
୭- ଆଲୋକର ଗତି ଅଧିକ ତା ଠାରୁ ଅଧିକ ବେଗ କାହାର ଅଛି ?
ଉତ୍ତର- ମନର ଗତି
୮- ଭାରତରେ ଅଧିକ ବଣ ରାଜ୍ୟ କେଉଁଠି ଅଛି ?
ଉତ୍ତର- ମଧ୍ୟପ୍ରଦେଶ
୯- କେଉଁ ଦେଶରେ ସବୁଠାରୁ ବେଶି ପୋଲିସ ଅଛନ୍ତି?
ଉତ୍ତର:-ଆମେରିକା ରେ ସବୁ ଠାରୁ ବେଶି ପୋଲିସ ଅଛନ୍ତି ।
୧୦- ମୃତ୍ୟୁ ପରେ ମନୁଷ୍ୟ ଶରୀରର କେତେ ଓଜନ କମି ଯାଇଥାଏ?
ଉତ୍ତର:-୨୧ ଗ୍ରାମ, ମୃତ୍ୟୁ ପରେ ମଣିଷ ଶରୀରର ୨୧ ଗ୍ରାମ କମି ଯାଇଥାଏ ।
୧୧- ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?
ଉତ୍ତର- ସାହିତ୍ୟ କ୍ଷେତ୍ରରେ
୧୨- ସୁନା ଓ ହୀରାର ଦେଶ କାହାକୁ କୁହାଯାଏ ?
ଉତ୍ତର- ଆଫ୍ରିକା
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।