ଆଜିର ରାଶିଫଳ, ୨୯ ଡିସେମ୍ବର ୨୦୧୯, ରବିବାର, ବଦଳୁଛି ଶନିଦେବଙ୍କ ଚାଲ, ଏହି ଛଟି ରାଶିର ଲୋକଙ୍କୁ ମିଳିବ ବଡ ଖୁସିଖବର, ବହୁତ ଭାଗ୍ୟଶାଳୀ ରହିବେ

ଆଜି ରବିବାର ୨୯ ଡିସେମ୍ବର ର ଦିନ ଆପଣଙ୍କ ପାଇଁ କେମିତି ରହିବ । ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ କେତେକ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରହ ଗୋଚର ଓ ନକ୍ଷତ୍ରର ଗତି ସବୁବେଳ ବଦଳି ଥାଏ । ସେଥିପାଇଁ ଦୈନିକ ଜୀବନରେ ସବୁ ଜିନିଷ ସମାନ ହୋଇ ନ ଥାଏ । ଆଜି ଆପଣଙ୍କର ଦିନଟି କେମିତି କଟିବ ଆମର ଏହି ଲେଖା ମାଧ୍ୟମରେ ଜାଣନ୍ତୁ ।

୧-ମେଷ

ଆପଣଙ୍କର ଅଧୁରା କାମ ସଠିକ ସମୟରେ ପୁରା କରିବା ଦ୍ଵାରା ବହୁତ ଭଲ ଚାନ୍ସ ମିଳିବ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ଭାଇମାନଙ୍କର ସହଯୋଗ ଦ୍ଵାରା କାରୋବାର ବିସ୍ତାର ହୋଇ ପାରିବ । ପରିବାରରେ ସୁଖ – ଶାନ୍ତି ରହିବ । ପିତାଙ୍କର ସହଯୋଗ ମିଳିବ ।

୨-ବୃଷ

ଆଜି ଆପଣ ମାନସିକ ରୂପରେ ସୁସ୍ଥ ରହିବେ । ଆପଣ ନିର୍ଣୟ ନେବାରେ ସଙ୍କୋଚ କରନ୍ତୁ ନାହିଁ ଓ ଖୋଳିକରି ନିଜର କଥା ରଖନ୍ତୁ । ଯାତ୍ରାରେ ସଫଳ ହେବେ । ଧନ ପ୍ରାପ୍ତିର ଯୋଗ ଅଛି । ଆଜି ଆପଣଙ୍କୁ ଭଲ କାମ ପାଇଁ ସମ୍ମାନ ବି ମିଳିପାରେ । ଆପଣ ଆଜି କୌଣସି କାମରେ ଅତି ଉତ୍ସାହରୁ ବଞ୍ଚି ପାରିବେ ।

୩-ମିଥୁନ

ଆଜି ଆପଣଙ୍କୁ ଦୈନିକ କାର୍ଯ୍ୟରେ କିଛି ଅସୁବିଧା ଆସିପାରେ । ଜୀବନସାଥୀଙ୍କର ସ୍ୱାସ୍ଥ୍ୟର ଚିନ୍ତା ରହିବ । ନିଜ ଦ୍ଵାରା କରାଯାଇଥିବା କାମ ଅଚାନକ ଖରାପ ହୋଇପାରେ । ବାଦ ବିବାଦରେ ସଂଯମ ରଖନ୍ତୁ । ଆପଣଙ୍କର ପାରିବାରିକ ସ୍ଥିତି ଠିକ ରହିବ ।

୪-କର୍କଟ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ପତ୍ନୀ ଏବଂ ପୁତ୍ରଙ୍କ ତରଫରୁ ଲାଭଦାୟୀ ସମାଚାର ମିଳିବ । ମିତ୍ରାମାନଙ୍କ ଠାରୁ ହେଉଥିବା ସାକ୍ଷାତ ଆନନ୍ଦ ମିଳିବ । ଆଜି ଆପଣ ନିଜର ଆତ୍ମବିଶ୍ଵାସ ବଳରେ ନିଜକୁ ପ୍ରମାଣିତ କରି ପାରିବେ ।

୫-ସିଂହ

ଆଜି ଆପଣଙ୍କୁ ପରିବାରର ସଦସ୍ୟମାନଙ୍କର ସହଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ଖୁସି ମିଳିପାରେ । ଯଦି ଆପଣ ତୁରନ୍ତ ପରିଣାମ ଚାହୁଁଛନ୍ତି ତେବେ ନିରାଶ ଆପଣଙ୍କୁ ଘେରି ପାରେ । ବନ୍ଧୁମାନଙ୍କ ସହିତ ମନୋରଞ୍ଜକ ସମୟ ବ୍ୟତିତ କରିବେ ।

୬-କନ୍ୟା

ଆଜି ଆପଣଙ୍କୁ ଆପଣଙ୍କର ପରିଶ୍ରମର ପୁରା ଲାଭ ମିଳିବ । କୌଣସି ଭଲ ଖବର କିମ୍ବା ସଫଳତାର ଖୁସି ଆପଣଙ୍କୁ ମିଳିପାରେ । ଅଚାନକ ଲାଭ ବି ହେବ । ଆଜି ଆପଣଙ୍କୁ ଆଖପାଖର ଲୋକମାନଙ୍କର ସହଯୋଗ ମିଳିବ । ପାର୍ଟନର ଆପଣଙ୍କର ଭାବନାକୁ ବୁଝିବ ।

୭-ତୁଳା

ଆଜି ଦରକାର ପଡିବା ଉପରେ ଆପଣଙ୍କୁ ସାହାର୍ଯ୍ୟ ନିଶ୍ଚିତ ମିଳିବ । କୌଣସି ଦୂର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ଅଚାନକ ବଡ ଖବର ଆପଣଙ୍କର ଦିନ କରିଦେବ । ଆଜି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆଜି ଆପଣ କୌଣସି ସମସ୍ୟାକୁ ସମଧାନ କରିବାରେ ସଫଳ ଅରହିବେ ।

୮-ବିଚ୍ଛା

ଆପଣଙ୍କର ସମୟ ପ୍ରେମ – ପ୍ରସଙ୍ଗରେ ଅନୁକୂଳ ରହିବ । ଆଜି ନିବେଶ ଶୁଭ ରହିବ । ଘରେଲୁ ମାମଲାରେ ତୁରନ୍ତ ଧ୍ୟାନ ଦେବା ଜରୁରୀ ଅଟେ । ଆପଣଙ୍କ ତରଫରୁ କରାଯାଇଥିବା ଅନଦେଖା ଆପଣଙ୍କୁ ଭାରି ପଡି ପାରେ । କିନ୍ତୁ ମନରେ ଶାନ୍ତି ରହିବ ।

୯-ଧନୁ

ଆଜି କଥାବାର୍ତ୍ତା ଓ ଟଙ୍କା ନେବା ଦେବା ପାଇଁ ଭଲ ସମୟ ଅଟେ । ଚାକିରିରେ ପଦ, ପ୍ରତିଷ୍ଠାର ଲାଭ ମିଳିବ । ଆଜି ସମସ୍ତେ ଆପଣଙ୍କ ଆଡକୁ ଆକର୍ଷିତ ହେବେ । ସମସ୍ତେ ଆପଣଙ୍କର ବୁଦ୍ଧିମତା ଓ ଶିଷ୍ଟତା ଦ୍ଵାରା ପ୍ରଭାବିତ ହେବେ ।

୧୦-ମକର

ଆଜି ଆପଣ ନିଜର କାର୍ଯ୍ୟକୁ ନିର୍ଧାରିତ ସମୟ ପୂର୍ବରୁ ପୁରା କରିବେ । ଆର୍ଥିକ ଲାଭର ସମ୍ଭାବନା ଅଛି । ଅଧା ଥିବା କାମ ପୂର୍ଣ ହେବେ । ଆଜି କୌଣସି ବି କାମର ଆରମ୍ଭ ମାତା ପିତାଙ୍କର ରାୟ ବିନା କରନ୍ତୁ ନାହିଁ । ଶେୟାରରେ ଆର୍ଥିକ ଲାଭ ହେବ ।

୧୧-କୁମ୍ଭ

ଆଜିର ଦିନ ଆଳସ୍ୟ, ଥକାନ, ଶକ୍ତିହରା ରହିବା କାରଣରୁ ନିଜକୁ ଅସୁସ୍ଥ ଅନୁଭବ କରିବେ । ମାନସିକ ଚିନ୍ତା ହୋଇପାରେ । ବ୍ୟାବସାୟିକ କ୍ଷେତ୍ରରେ ଭାଗ୍ୟର ପୁରା ସାଥ ମିଳିବ । ଉଚ୍ଚ ଅଧିକାରୀ ଆପଣଙ୍କର କାର୍ଯ୍ୟ ଉପର ଅସନ୍ତୋଷ ରହିବେ ।

୧୨-ମୀନ

ଆଜି ଆପଣ ଅନ୍ୟ ବ୍ୟକ୍ତି ସହ କଥାବାର୍ତ୍ତା କରିବା ସମୟରେ ନିଜକୁ ସନ୍ତୁଳିତ ରକହନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ପୂର୍ବେ ଅପେକ୍ଷା ଭଲ ରହିବ । ଆଜି ଆପଣ ଅନ୍ୟର ସାହାର୍ଯ୍ୟ ବି କରିବେ । ଆର୍ଥିକ ମାମଲାରେ ଅତିରିକ୍ତ ସାବଧାନ ହୋଇ ଯାଆନ୍ତୁ ।