ଆଜିର ରାଶିଫଳ, 5 ଜୁଲାଇ 2021, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫ

ମେଷ ରାଶି –

ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ । ଆପଣଙ୍କ ବ୍ୟାପାର ରେ ଆପଣଙ୍କ ସ୍ଥିତି ମଜବୁତ ରହିବ । ଆପଣ କିଛି କାମରେ ମନ ଲଗେଇକି କାମ କରିବେ । ପରିବାର ର ଦାଇତ୍ଵ ନେବା ଭଳି କିଛି ଗୁରୁ ଦାଇତ୍ଵ ଆପଣଙ୍କ ଉପରେ ଆସିପାରେ । ଆପଣ ଆଜି କିଛି ଭଲ ଖାଇବାର ଆନଦ ନେବେ । ଆପଣ ଙ୍କର କେହି ପିଲା ଦିନର ସାଙ୍ଗ ଆପଣଙ୍କ ସହହ ଦେଖା କରି ପାରନ୍ତି । ଆଜିର ଦିନ ଆପଣଙ୍କ ପାଇଁ ମିଶା ମିଶି ପରିଣାମ ଦେବ । ଆପଣ ନିଜ ପରିବାର କିମ୍ବା ନିଜ ବନ୍ଧୁ ମାନଙ୍କ ସହ କିଛି ଭଲ ସମୟ ବିତାଇବେ ।

ବୃଷ ରାଶି –

ଆପଣ ନିଜ ଜୀବନରେ ଆଜି କିଛି ଭଲ ନିଷ୍ପତି ନେବା ପାଇଁ ଯାଉଛନ୍ତି । ଆଜି ଆପଣ ଯାହା ଭି କାମ କରିବେ ଟିକେ ଦେଖି ଚାହିଁ କାମ କରିବେ । ଆର୍ଥିକ ସ୍ଥିତି ଖୁବ ଭଲ ହେବା ରେ ଲାଗିବ । ଆପଣ ବିଦେଶ କୁ ଯାତ୍ରା କରିବା ପାଇଁ ଯଦି ଚାହାଁ ନ୍ତି ଆଜି ସେହି ବିଷୟରେ କିଛି ଭଲ ଖବର ପାଇବା ପାଇଁ ଯାଉଛନ୍ତି । ପରିବାର ର ମାହୋଲ କିଛି ଭଲ ହେବ । ଆପଣଙ୍କ ମାନଶୀକ ସ୍ଥିତି ଆଜି ଟିକେ ଖରାପ ରହିପାରେ । ଆପଣ ଆଜି କିଛି ବାହାର ଲୋକଙ୍କ ପାଇଁ ନିଜ କାମ କୁ ଗୁରୁତ୍ଵ ନ ଦେଇ ପାରନ୍ତି । ଆପଣ ଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିବ ଆଜି । ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ଆଜି କିଛି କାମରେ ବାହାରକୁ ଯାଇ ପାରନ୍ତି । ଜୀବନ ସାଥି ସହ ଆଜି ବୁଝାମଣା ଭଲ ରହିବ । ଆପଣ ଆଜି ଆସୁଥିବାର ଅସୁବିଧା କୁ ଦୂର କରିବା ପାଇଁ ନିଜ ମଥାରେ କେସର ର ତିଳକ ଲଗେଇବେ ।

ମିଥୁନ ରାଶି –

ଆଜି ଆପଣ ନିଜ ପରିବାର ସହ ଭଲ ସମୟ ବିତାଇବେ । ଆପଣ ଯେଉଁ ମାନେ ବ୍ୟାପାରି ଅଛନ୍ତି ସେମାନେ ନିଶ୍ଚିତ ଭାବେ ନିଜ ପରିଶ୍ରମ ଅଧିକ କରନ୍ତୁ । ଆଜି ଆପଣ ନିଜ ପିଲା ମାନଙ୍କ ଉପରେ ଖୁବ ଖୁସି ରହିବେ । ଆପଣଙ୍କ ପିଲା ମାନେ ଆଜି କିଛି ଭଲ ଖବର ଦେଇ ପାରନ୍ତି ଆପଣଙ୍କୁ । ଆପଣ ଆଜି ନିଜ କାମରେ ଖୁବ ସଫଳ ହେବେ । ଆପଣ ଆଜି କିଛି ଜମିବାଡି ଘଟଣା ରେ ନିଜକୁ ଟିକେ ଅଶାନ୍ତ ପାଇବେ । ସମୟ ଉପରେ ଭରଷା କରନ୍ତୁ ଦେଖିବେ ସମୟ ସବୁ କିଛି ଠିକ କରିଦେବ । ଆପଣଙ୍କ କର୍ମ କ୍ଷେତ୍ରରେ ସ୍ଥିତି ଖୁବ ମଜବୁତ ରହିବ । ଆପଣ ମାନଙ୍କ ଭିତରୁ ଯେଉଁ ମାନେ ବିଦେଶରେ ଚାକିରି କରିବା ପାଇଁ ଚାହୁଁ ଥିଲେ ତାଙ୍କୁ ନିଶ୍ଚିତ ଭାବେ ଭଲ କ୍ଖାବାର ମିଳିବା ପାଇଁ ଯାଉଛି । ଆଜି ଆପଣଙ୍କ ସ୍ଵାଷ୍ଠ ଖରାପ ହେବାର ସମ୍ଭାବନା ଅଛି । ସମାଜରେ ଥିବା କିଛି ବଡ ଲୋକଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଆପଣ ଆଜି କିଛି ପୁଷ୍ପ ଅର୍ପଣ କରିବେ ନିଜ ଇଷ୍ଟ ଦେବଙ୍କୁ ।

କର୍କଟ ରାଶି –

ଆଜି ଆପଣ ନିଜ ପରିବାର ସହ ଭଲ ସମୟ ବିତାଇଲେ । ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ଦେଖା ଯାଉଛି । ଆଜି ଆପଣଙ୍କୁ ନିଜର ଦାଇତ୍ଵ ର ଅନୁଭୂତି ହେବ । ଆପଣଙ୍କ ଆର୍ଥିକ ସମସ୍ଯା ଆଜି ଖୁବ ଭଲ ରହିବ । ଆପଣ ନିଜକୁ ପୁଣି ସବୁ କ୍ଷେତ୍ରରେ ଖୁବ ଆଗକୁ ନେଇକି ଯିବେ ମାନେ ସବୁ କ୍ଷେତ୍ରରେ ଆପଣ ନିଜ ଦକ୍ଷତା ପ୍ରମାଣ କରିବା ପାଇଁ ସଫଳ ହେବେ । ଆପଣଙ୍କ ଆମଦାନୀ ଆଜି ଖୁବ ବଢିବାରେ ଲାଗିବ । ଦାଂପତ୍ଯ ଜୀବନରେ ଆପଣଙ୍କ ଦିନ କିଛି ଝଗଡା ଚାଲିଥିବା ବେଳେ ଆଜି ତାହାର ଅନ୍ତ ହେବ । ବ୍ୟାପାର ଭି ଭଲ ରହିବ । ଆପଣଙ୍କ ଆମଦାନୀ ଆଜି କିଛି ମାତ୍ରାରେ ବଢିପାରେ ମାତ୍ର ସବୂ କିଛି ଆପଣ ଏକା କରି ପାରିବେ ନି । ଆଜି ଆପଣଙ୍କ ଦୂର ବନ୍ଧୁ କେହି ଜଣେ ଆସି ପାରନ୍ତି । ଆଜି ଆପଣ କିଛି ଭଲ ଜାଗାରେ ନିଜ ବନ୍ଧୁ ମାନଙ୍କ ସହ କିଛି ମୁହୂର୍ତ ବିତାଇବେ ।

ସିଂହ ରାଶି –

ଅନ୍ୟ କାହାର ଆନନ୍ଦ ଦେଖିକି ଆଜି ଆପଣ ମଧ୍ୟ ଆନନ୍ଦିତ ହେବେ । ପରିବାର ରେ ଶାନ୍ତି ରହିବ । ଚତୁର୍ଥ ସ୍ଥାନରେ ବୃହସ୍ପପତି କିଛି ପ୍ରପୋର୍ଟି କିଣିବବାକୁ ଦର୍ଶାଇ ଥାଏ । ଆପଣଙ୍କ ଧନ ବୃଦ୍ଧିରେ ଆପଣ ନିଜ ଖର୍ଚ୍ଚ କୁ ନିୟନ୍ତ୍ରଣ କରନ୍ତୁ ଏଭଳି ନ କାଲେ ଆପଣ ନିଜେ ଅସୁବିଧା ରେ ପଡି ପାରନ୍ତି । ଆପଣଙ୍କ ପ୍ରେମ ସମ୍ପର୍କ ଖୁବ ଭଲ ହେବ । ଆପଣଙ୍କୁ ନିଜ କାମକୁ ନେଇକି ଭଲ ଫଳ ମିଳିବ । ଆପଣ କିଛି ଦିନ ପାଇଁ କିଛି ବାହାର କାମରେ ଯାଇ ପାରନ୍ତି ଆଜି ଏହା ଆପଣଙ୍କ କର୍ମ ଉପରେ ନିର୍ଭର କରେ । ଆପଣ ମାନକ ମଧ୍ୟରୁ ଯେଉଁ ମାନେ ଅନ୍ୟ କିଛି କରୁଛନ୍ତି ଜେଭଳି ଯେଉଁ ମାନେ ବିଦ୍ୟାର୍ଥୀ ସେମାନେ ଆଜି ଖୁବ ଭଲରେ ସମାୟ ଅତିବାହିତ କରିବେ । ଆବଶ୍ୟକ ନ ଥିଲେ ବାହାରକୁ ଯିବା ଦରକାର ନାଇ । ଆପଣ ଘରେ ରହି ନିଜ କାମ ମଧ୍ୟ କରି ପାରିବେ । ଯେଉଁ ମାନେ ନିଜ ବନ୍ଧୁ ବାନ୍ଧବ ମାନଙ୍କ ପାଖକୁ ଯିବା ପାଇଁ ବାହାରିଛନ୍ତି ସେମାନେ ନିଜ ଆଖ ପାଖର ପରିସ୍ଥିତି ଓ ଗାଡି କୁ ଧୀରେ ଚଳାଇକି ଯାନ୍ତୁ ।

କନ୍ୟା ରାଶି –

ଏହି ରାଶିର ଲୋକମାନେ ଆଜି ନିଜର ଖାସ କାମକୁ ସାରିବେ । ଆପଣଙ୍କ ଯାତ୍ରା ଆଜି ଖୁବ ଭଲ ରହିବ । ଆପଣ ଯେଉଁ ମାନଙ୍କ ପାଇଁ ଅତୀତ ରେ କିଛି କରିଥିଲେ ସେମାନେ ଆଜି ଆପଣଙ୍କ ପାଇଁ କିଛି ଭଲ ଖବର ଆଣିବେ । ଆପଣ ମାନଙ୍କ ଉପରେ ଥିବା ସବୁ ପ୍ରକାର ଆରୋପ ଆଜି ହଟିଜୀବ । ଆପଣଙ୍କୁ ଆଜି ଭଲ ସଫଳତା ମିଳିବ ନିଜ କାର୍ଯ୍ୟ ଜାଗାରେ । ସାନ ଠାରୁ ନେଇ ବଡ ଯାଏ ସବୁ ଆପଣଙ୍କୁ ଖୁବ ପସନ୍ଦ କରିବେ । ଆପଣଙ୍କ ପରିବାର ରେ ଆଜି କିଛି ଅସାନ୍ତି ରହିପାରେ । ଆପଣଙ୍କ ବ୍ୟାପାରରେ ଖୁବ ଭଲ ପରିଣାମ ମିଳିବ । ଆଜି ଆପଣ ନିଜ ଘରେ ଥିବା ବଡ ଲୋକଙ୍କ ପାଦ ଛୁଇଁ କି ତାଙ୍କ ଆଶୀର୍ବାଦ ନିଅନ୍ତୁ । ଦେଖିବେ ଆପଣଙ୍କ କାମରେ ଥିବା ଅସୁବିଧା ନିଶ୍ଚିତ ଭାବେ ଦୂରେଇ ଜୀବ ।

ତୁଳା ରାଶି –

ଆପଣଙ୍କ ଦିନ ଆଜି ମିଶା ମିଶି ଫଳ ରହିବ । ଆପଣଙ୍କ ମାନଙ୍କ ମଧ୍ୟରୁ ଯେଉଁ ମାନେ ଘରୁ ରହି କାମ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଆଜି କିଛି ନୂଆ ଦାଇତ୍ଵ ନ୍ନେୟ ପାରନ୍ତି । ଆପଣଙ୍କ ମନରେ ଆଜି ଧାର୍ମିକ ଚିନ୍ତା ରହିବ । ଆପଣଙ୍କ ଦ୍ଵାରା ଆଜି କିଛି ଭଲ କାମ ହୋଇ ପାରେ ଜେଭୟ କିଛି ଗରିବ ଲୋକଙ୍କୁ ସାହାଜ୍ଯ କରିବା କିଛି ଦାନ ଦକ୍ଷିଣା କରିବା । ପର ଉପକାର ପାଇଁ ଆପଣ ନିଜ ସଞ୍ଚିତ ଧନ କୁ ଆପଣ ଖର୍ଚ୍ଚ କରିନେବେ । ଆପଣଙ୍କ ପିତା କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଦାଂପତ୍ଯ ଜୀବନ ମଧ୍ୟ ଆପଣଙ୍କ ଖୁସିଇରେ ଜିବ୍ବ ଆଜି ।

ବିଛା ରାଶି –

ଆପଣଙ୍କୁ ଆପଣଙ୍କ ପରିବାର କିମ୍ବା ବନ୍ଧୁ ସମ୍ପର୍କୀୟ ମାନଙ୍କ ପାଖରୁ କିଛି ଭଲ ଉପଦେଶ ମିଳିବ ପଇସା ବାବଦରେ । ଆପଣଙ୍କ ଭାଇ କିମ୍ବା ଆପଣଙ୍କ ଭଉଣୀ ମାନଙ୍କ ଦ୍ଵାରା ଆପଣଙ୍କୁ ଆର୍ଥିକ ସାହାଜ୍ଯ ମିଳିବ । ଆପଣ ଙ୍କୁ ଉତ୍ତମ ଧନ ପ୍ରାପ୍ତିର ଯୋଗ ଦେଖା ଯାଉଛି । ଆପଣ ଙ୍କୁ ଆଜି କ୍କିହୀ ମହିଳା ସାଙ୍ଗ ମାନଙ୍କ ପାଖରୁ ଖୁବ ଭଲ ଲାଭ ମିଳିବା ପାଇଁ ଯାଉଛି । ଦାମ୍ପତ୍ୟ ଜୀବନରେ ଆପଣଙ୍କ ସହ ଆପଣଙ୍କ ଜୀବନ ସାଥିର ବୁଝାମଣା ବଢିବ ଆଜି । ପ୍ରେମ ରେ ଥିବା ଲୋକ ମାନଙ୍କର ନିଜ ଜୀବନରେ ଥିବା ସମସ୍ଯା ଦୂର ହୋଇଯିବ । କାମରେ ଆପଣଙ୍କୁ ଶୁଭ ପରିଣାମ ମିଳିବ । ଦାନ୍ତ କିମ୍ବା ପେଟର ସମସ୍ଯା ବଢି ଯାଇ ପାରେ । ଛୋଟ ପିଲା ମାନେ ଆଜି ଡିଆଙ୍କୁ ଖୁବ ଭଲ ଭାବେ ଉପଭୋଗ କରିବେ ।

ଧନୁ ରାଶି –

ଆପଣଙ୍କ ଚିନ୍ତା ରେ ଥିବା କାମ ଆଜି ହୋଇ ଜୀବ । ଯାହା ପାଇଁ ଆପଣ ଆଜି ଶାନ୍ତି ପାଇବେ ମାନଶୀକ ଭାବବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ଆପଣଙ୍କୁ ଭଲ ପରିଣାମ ମିଳିବ । ଯେଉଁ ମାନେ ଉଚ୍ଚ ଶିକ୍ଷା ପ୍ରାପ୍ତି କରିବା ପାଇଁ ଯାଉଛନ୍ତି ସେମାନେ ଆଜି ଭଲ ପ୍ରୟାଶ କରିବେ ନିଜ ପଢାକୁ ନେଇକି । ଆପଣ କିଛି ପ୍ରକାର ସନ୍ତୁଳନ ବନେଇବା ପାଇଁ ଚେଷ୍ଟା କରିବେ ଆଜି । ନିଜ ପରିବାର କୁ ଆପଣ ଆଜି ନିଜର ସମୟ ଦେବେ । ଆଜି ଚାକିରି ଜାଗାରେ ଆପଣ କିଛି ଭଲ ପଦବୀରେ ରହି ପାରନ୍ତି । ଦାମ୍ପତ୍ୟ ଜୀବନ ଖୁବ ଭଲ ରହିବ ।

ମକର ରାଶି –

ଆପଣଙ୍କ କର୍ମ କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜୁବୁତ ହେବା ପାଇଁ ଯାଉଛି । ଦାମ୍ପତ୍ୟ ଜୀବନରେ ସ୍ଥିତି ଭଲ ରହିବ । ଆପଣ ସବୁ କାମରେ ସଫଳତା ପାଇବେ । ଆପଣଙ୍କ ଜୀବନରେ ଏବେ କ୍ଖୁବ ଖୁସି ଆସିବା ପାଇଁ ଯାଉଛି ଆଜିର ଦିନ ଏହାର ଆରମ୍ଭ ଅଟେ । ଯେଉଁ ମାନେ ବିବାହ କରି ନାହାନ୍ତି ସେମାନେ ବିବାହ କରିବା ପାଇଁ ଯାଉଛନ୍ତି ଆଜି ଠାରୁ କିଛି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । କିଛି ସମସ୍ଯା ଉତ୍ପନ୍ନ ହୋଇପାରେ ଆଜି ଆପଣଙ୍କ ଆଗରେ । ଆପଣଙ୍କ ଘରେ କିଛି ଭଲ ଅତିଥି ଆସିପାରନ୍ତି ଆଜି । ଚାକିରି କରୁଥିବା ଲୋକଙ୍କ ପାଇଁ ଆଜି ଦିନ ଖୁବ ଭଲ ଅଛି । ଆଜି ଆପଣ କିଛି ସମୟ ନିଜ କୁ ଏକା ରଖି ଦେଖନ୍ତୁ ମାନଶୀକ ଶାନ୍ତି ପାଇବେ ।

କୁମ୍ଭ ରାଶି –

ପରିବାର ରେ ଆଜି ଆପଣଙ୍କ ଦିନ ଖୁବ ଭଲ ଜୀବ । ଆଜି ଆପଣ ରୋଜଗାର ମାମଲାରେ ଖୁବ ଭଲ ପ୍ରଦର୍ଶନ କରିବେ । କିଛି ଲୋକମାନେ ନିଜ ଜୀବନର ଆଜି କିଛି ଭଲ ନିସ୍ପତି ନେବା ପାଇଁ ଯାଉଛନ୍ତି । ଆଜି ରର ଦିନ ମହିଳା ମାନଙ୍କ ପାଇଁ ଭଲ ଅଟେ । ଆଜି ଆପଣ କିଛି ସମୟ ନିଜ ପରିବାର ସହ ମଧ୍ୟ ବିତାଇବେ । ଆପଣ ଆଜି କେଉଁ ଜାଗାକୁ ବୁଲିବା ପାଇଁ ଯାଇ ପାରନ୍ତି । ଆଜି ଆପଣ କିଛି ଭଲ ଖାଦ୍ଯ ଖାଇବା ପାଇଁ ପାଇବେ ।

ମୀନ ରାଶି –

ଏହି ରାଶିର ଲୋକମାନେ କିଛି ସମୟ ପାଇଁ ନିଜକୁ ଖରାପ ରାସ୍ତାରେ ନେଇ ଯାଇଥିଲେ । ସେମାନେ ଆଜି ଯେମିତି ବି ହେଉ ଆଜି କିଛି ନା କିଛି ପଦକ୍ଷେପ ନେବେ ଯାହା ଦ୍ଵାରା ସେମାନେ ଖୁବ ଭଲ ପରିଣାମ ପାଇବେ । ଆଜିର ଦିନ ଆପଣଙ୍କ ପାଇଁ ଖୁବ ଭଲ ଜୀବ ଆଜି ଆପଣ କିଛି ଭଲ କାମ ରେ ନିଜକୁ ନିଯୁକ୍ତ କରାଇବେ । ଆପଣ ଆଜି କିଛି ବନ୍ଧୁ ବାନ୍ଧବ ଆପଣଙ୍କ ଘରକୁ ଆସି ପାରନ୍ତି । ଆପଣ ଆଜି ବାହାରକୁ ଯାଇ ପାରନ୍ତି ଆପଣ ଆଜି କିଛି ଖାଦ୍ଯ ଗାଈ କିମ୍ବା କିଛି ପାରା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।