ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଭାଇ ଙ୍କ ଠାରୁ ଲାଭ ହେବ । ଆପଣ ନିଜ ଭିତରେ ହିଁ ମସ୍ତ ରହିବେ ଯାହାକୁ ଦେଖି ଶତ୍ରୁ ଚିନ୍ତାରେ ପଡିବେ । ସେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ କିନ୍ତୁ ସଫଳ ହେବେ ନାହି । ସମ୍ପର୍କୀୟ ଙ୍କ ସହ ସମ୍ପର୍କ ମଧୁର ହେବ । ଆପଣଙ୍କର ସାମାଜିକ ଲୋକପ୍ରିୟତା ବଢିବ । ଲୋକେ ମହତ୍ଵ ପୂର୍ଣ୍ଣ କଥା ରେ ଆପଣଙ୍କର ରାଏ ନେବେ । ବିଦ୍ୟାର୍ଥୀ ନିଜର ଅଧ୍ୟୟନ ରେ ବ୍ୟସ୍ତ ରହିବେ ତଥା ଭଲ ପରିଣାମ ପ୍ରାପ୍ତ କରିବେ ।
ବୃଷ ରାଶି : ଆଧ୍ୟାତ୍ମିକ କ୍ଷେତ୍ର ରେ ସିଧି ପ୍ରାପ୍ତ ହେବ । ବିଜେନ୍ସ ରେ କୌଣସି ରିସ୍କ ନିଅନ୍ତୁ ନାହି । ଖର୍ଚ୍ଚ ଅଧିକ ହେବାରୁ ଆପଣ ଚିନ୍ତାରେ ରହିବେ । ପ୍ରେମ ଓ ବ୍ୟାପାର ର ସ୍ଥିତି ଠିକ ରହିବ । ଊର୍ଜା ର ଅନୁଭବ କରିବେ । ଆଜି ଭୁଲ ଉପାୟରେ ଧନ କମାନ୍ତୁ ନାହି । କାହାକୁ ଟଙ୍କା ଉଧାର ଦେବାରୁ ବଞ୍ଚିତ ରୁହନ୍ତୁ । କୌଣସି ସମସ୍ୟାର ସମାଧାନ ଆଜି ସହଜରେ ମିଳିବ ଯାହା ପାଇଁ ଆପଣ ରିହାତି ଅନୁଭବ କରିବେ । ଏହି ସମୟ ପ୍ରେମୀ ଲୋକଙ୍କ ପାଇଁ ନୂଆ ପ୍ରେମ ସମ୍ପର୍କ ଓ ପଦକ୍ଷେପ ନେବା ପାଇଁ ଶ୍ରେଷ୍ଠତମ ଅଟେ ।
ମିଥୁନ ରାଶି : ଆଜି ଆପଣ ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ଆପଣଙ୍କ କଥାରେ ସମ୍ପର୍କ ଖରାପ ହୋଇପାରେ । ବେହତର ହେବ ଆପଣ ନିଜର ମନ ଖୋଲା ରଖନ୍ତୁ । କିଛି କଥା କହିବା ଆଗରୁ ଠାରେ ଭାବନ୍ତୁ । ଆଜି ଆପଣ ନିଜର ସୀମା ରୁ ବାହାରି କିଛି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହ ଭେଟ କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆଜି ଆପଣ ସନ୍ତାନ କୁ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । ନିଜର ଲମ୍ବା କାର୍ଯ୍ୟ ପୁରା କରିବା ପାଇଁ ସମୟ ବାହାର କରନ୍ତୁ ।
କର୍କଟ ରାଶି : ଆଜି କୌଣସି ନୂଆ କାର୍ଯ୍ୟ ରେ ରୁଚି କାରଣରୁ ମନ ଆନନ୍ଦିତ ରହିବ । ଅନେକ ସାରା ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଦିନ ପ୍ରତି ଦିନ ଗତି ବିଧି ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ସାକାରାତ୍ମକ ଆଲୋଚନା ସ୍ଥାପିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଘର ପରିବାର ରେ ଆପଣଙ୍କର ବ୍ୟବହାର ପ୍ରଶଂସା ର ହକଦାର ହେବ । ଫାଇଦା ମିଳୁଥିବା ନିବେଶ ର ଅବସର ମିଳିବ । ସ୍ୱାସ୍ଥ୍ୟ ଓ ବ୍ୟବସାୟ ର ସ୍ଥିତି ଠିକ ରହିବ । ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇଁ ।
ସିଂହ ରାଶି : ଆଜି ଛାତ୍ର ବର୍ଗ ପ୍ରତିଯୋଗୀ ପରୀକ୍ଷା ରେ ସଫଳ ହେବେ । ଆପଣ ପଜେଟିଭ ଚିନ୍ତାଧାରା ରଖିବେ । ଯଦି ଆପଣ ନିଜର ବ୍ୟବସାୟ କରୁଛନ୍ତି ତେବେ ବିସ୍ତାର ଯୋଜନା ଲାଗୁ କରିବା ପାଇଁ ସମୟ ଭଲ ରହିବ । ଆପଣଙ୍କୁ କିଛି ଅଲଗା କରିବାର ଗୁଣ ସଫଳତା ପ୍ରଦାନ କରିବ । ବାରମ୍ବାର କରିଥିବା ଚେଷ୍ଟା ଆପଣଙ୍କ ପାଇଁ ଲାଇଫ ଚେଞ୍ଜିଙ୍ଗ ସାବ୍ୟସ୍ତ ହେବ । ଆପଣ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନିଜର କମ୍ୟୁନିକେଶନ ସ୍କିଲ ର ଉପୋଯୋଗ କରନ୍ତୁ ।
କନ୍ୟା ରାଶି : ପୂର୍ବରୁ କରିଥିବା କାମରେ ଧନ ଲାଭ ଓ ଫାଇଦା ମିଳିବ । ପ୍ରଯତ୍ନ ବଢାଇବା ପରେ ଧିମା ଗତି ରେ ପରିବର୍ତ୍ତନ ହେବ । ମେହନତ କରନ୍ତୁ ଆଉ ନିଜର ସ୍ଵଭାବ ରେ ପରିବର୍ତ୍ତନ କରନ୍ତୁ । ବନ୍ଧୁ ଙ୍କ ସହଯୋଗ ପାଇବେ ଓ ଆପଣ ଖୁସି ହେବେ । କିଛି କାମ ପଇସା ପାଇଁ ଅଟକି ଯାଇପାରେ । ଆର୍ଥିକ ସ୍ଥିତି ମଜବୁତ ରଖନ୍ତୁ । ପିଲାଙ୍କର ସ୍କୁଲ ର କୌଣସି କାମ ପୁରା କରିବା ପାଇଁ ସାହାଜ୍ଯ କରନ୍ତୁ ଆଉ ତାଙ୍କୁ ସମୟ ଦିଅନ୍ତୁ ।
ତୁଳା ରାଶି : ଆଜି ଆପଣ ଚିନ୍ତା ରୁ ମୁକ୍ତ ରୁହନ୍ତୁ ଓ କିଛି ହାଲକା ଭାବେ ନିଅନ୍ତୁ ନାହି । ଯେଉଁ କାମ ଅନେକ ଦିନରୁ ହୋଇପାରୁ ନ ଥିଲା ସେଥିପାଇଁ ଆପଣଙ୍କୁ ସାହାଜ୍ଯ ମିଳିପାରେ । ଆର୍ଥିକ ସ୍ଥିତି ବୃଦ୍ଧି କରିବା ପାଇଁ ମାର୍ଗ ମିଳିବ । ଲୋକଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହି କାରଣ ଆପଣ ତାଙ୍କ ଉପରେ ନିର୍ଭର ନୁହନ୍ତୁ । ଧନ ଅଧିକ ଖର୍ଚ୍ଚ ହେବାରୁ ମାନସିକ ଚିନ୍ତା ରେ ରହିବେ । ନୂଆ ଲୋକଙ୍କ ସହ ରୁହନ୍ତୁ ପରିଚୟ ଦ୍ଵାରା ଆପଣଙ୍କ ବ୍ୟକ୍ତିତ୍ବ ରେ ବିକାଶ ହେବ ।
ବିଛା ରାଶି : ଆପଣ ଆଜି ସ୍ୱାସ୍ଥ୍ୟ ଉପରେ ଧ୍ୟନ ଦିଅନ୍ତୁ । ପରିବାର ରେ ସମସ୍ତଙ୍କ ସହ ବେହତର ତାଳମେଳ ସ୍ଥାପିତ ହେବ । ରିସର୍ଚ କାର୍ଯ୍ୟ ରେ ରୁଚି ବଢିବ । ଧନ କମ ହେବାରୁ ଆପଣ ବିତ୍ତୀୟ ସମସ୍ୟାର ସମାନ କରିବେ । ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ବେହତର ପରିଣାମ ନେଇ କରି ଆସିବ । ପାରିବାରିକ ଜୀବନ ଆନନ୍ଦ ମୟ ରହିବ । ନିଜର ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ସନ୍ତୁଷ୍ଟ ହେବେ । ଅଫିସରେ କାମର ପ୍ରଶଂସା ହେବ । କନ୍ଫିଡେନ୍ସ ଲେବଲ ବଢିବ ।
ଧନୁ ରାଶି : ଆଜି ଆପଣଙ୍କ ଦିନ ଭଲ ରହିବ । ଆଜି କିଛି ଜରୁରୀ କାମରେ ବନ୍ଧୁ ଙ୍କ ସାହାଜ୍ଯ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ପୁରୁଣା ସ୍ମୃତି କୁ ପଛରେ ପକାନ୍ତୁ । ପଜେଟିଭ ଦ୍ରୁଷ୍ଟି କୋଣ ରହିବ । ଯୋଜନା ଫଳପ୍ରଦ ହେବ । ଚାକିରି, ବ୍ୟାପାର ରେ ଉନ୍ନତି ବା ଲାଭର ଅବସର ମିଳିବ । ପରିବାର ରେ ଧାର୍ମିକ ଆୟୋଜନ ର ରୂପ ରେଖା ହେବ । ବ୍ଯବସାୟିକ ଜୀବନରେ ସଫଳତା ଆପଣଙ୍କ ପାଇଁ ପୂର୍ବ ରୁ ଅଧିକ ରହିବ ।
ମକର ରାଶି : କିଛି ଦିନରୁ ଅଟକି ରହିଥିବା ପଇସା ଫେରି ପାଇବେ । କୌଣସି ବି କାମ ପୁରା କରିବା ପାଇଁ ପ୍ରଥମ ପ୍ରୟାସରେ ସଫଳତା ମିଳିବ । ବୈବାହିକ ସମ୍ପର୍କ ରେ ସମାଧାନ ହେବ । ପରିଶ୍ରମ ର ଶ୍ରେଷ୍ଠ ପରିଣାମ ମିଳିବ । ଭାଇ ଙ୍କ ସହଯୋଗରେ ବ୍ୟାପାର ର ଲାଭର ସ୍ଥିତି ରହିବ । ପିଲାଙ୍କୁ ସମୟ ଦିଅନ୍ତୁ । ମନ ପ୍ରସନ୍ନ ରହିବ । ଧାର୍ମିକ କାର୍ଯ୍ୟ ରେ ସାମିଲ ହେବେ । ଖୁସି ର ମାହୋଲ ରହିବ ।
କୁମ୍ଭ ରାଶି : ଆଜି ଆପଣ ସନ୍ତାନ ଙ୍କ ପାଇଁ ଧନ ବ୍ୟୟ କରିବେ । ପଇସା ମାମଲାରେ ଆଜି ଦିନ ଟି ଆପଣଙ୍କ ପାଇଁ ମିଳାମିଶା ରହିବ । ଆମଦାନୀ ରେ ଅଧିକ ଖର୍ଚ୍ଚ କରିବାର ଭୁଲ କରନ୍ତୁ ନାହି । ଏହି ସମୟରେ ଆପଣ ଯେତେ ସଞ୍ଚୟ କରିବେ ଆପଣଙ୍କ ଭବିଷ୍ୟ ସେତିକି ସୁରକ୍ଷିତ ରହିବ । ଘରୁ ବହାରୁ ସବୁ ଆଡୁ ସହଯୋଗ ପ୍ରାପ୍ତ ହେବ । ଚ୍ୟାଲେଞ୍ଜ କାହା ସହ କରନ୍ତୁ ନାହି । ସାହସ କରି ଆଗକୁ ବଢନ୍ତୁ । କୌଣସି ନୂଆ ଜିନିଷ ଶିଖିବାର ଆଗ୍ରହୀ ହେବେ ।
ମୀନ ରାଶି : ଆଜି ମନ ପସନ୍ଦର ବସ୍ତୁ ମିଳିବାରୁ ମନ ହର୍ଷିତ ରହିବ । ପିଲାଙ୍କ ତରଫରୁ ଆପଣ ଚିନ୍ତା ମୁକ୍ତ ହେବେ । ଉଚ୍ଚ ଅଧିକାରୀ ଙ୍କ ସହ ମାଲିକ ଙ୍କ ବି ସାନିଧ୍ୟ ମିଳିବ । ଯଦି ଆପଣଙ୍କର କୌଣସି ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ରେ ବାଧା ଆସୁଥିଲା ତାହା ଦୂର ହେବାର ସମ୍ଭାବନା ରହିଛି । ଔଷଧ କାରୋବାର କରୁଥିବା ଜାତକ ଙ୍କୁ ଭଲ ଆର୍ଥିକ ଫାଇଦା ମିଳିବ । ପରିଶ୍ରମ ର ଅପେକ୍ଷା ସଫଳତା ର ପ୍ରାପ୍ତି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।