ଆଜିର ରାଶିଫଳ, 29 ସେପ୍ଟେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଅପାର ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କର ଅଟକି ଥିବା ଧନ ଶୀଘ୍ର ମିଳିଯିବ । ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ଆପଣ ନୂଆ କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ ଯେଉଁଥିରେ ଆଗକୁ ଯାଇ ସେଥିରେ ଧନ ପ୍ରାପ୍ତି ହେବ । ଆପଣ କ୍ୟାରିୟରକୁ ନେଇ ଆଶ୍ୱସ୍ଥ ହେବେ । ଆପଣ ଅନୁଭବ କରିବେ କି ଆପଣ କ୍ୟାରୀୟରରେ ଯାହା ପାଇଛନ୍ତି ତାର ଆପଣ ହକଦାର ଥିଲେ । ଆପଣ ଆପଣଙ୍କ ଶଶୁର ଘର ତରଫରୁ ଆର୍ଥିକ ସାହାଯ୍ୟ ପାଇବେ । ଆପଣ ଅଧିକ ଧନ ପ୍ରାପ୍ତ କଲେ ମଧ୍ୟ ଅଧିକ ଖର୍ଚ କରିବେ । ଆପଣଙ୍କୁ ଅର୍ଥ ପ୍ରାପ୍ତିପାଇଁ ପରିଶ୍ରମ କରିବାକୁ ପଡିବ । ଆପଣ ବହୁତ ଭାବି ଚିନ୍ତି ନିବେଶ କରନ୍ତୁ । ଶିବ ଚାଳିସା ପାଠ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ବୃଷ

ଘରକୁ କୌଣସି ସମ୍ପର୍କୀୟ ଆସିବା ଦ୍ୱାରା ଘରେ ଖୁସିର ପରିବେଶ ସୃଷ୍ଟି ହେବ । ଆପଣ ପରିଶ୍ରମ ଦ୍ୱରା ସବୁ କ୍ଷେତ୍ରରେ ଉନ୍ନତି କରିବେ । ଆପଣ ଉନ୍ନତିର ଶିଖରରେ ପାଦ ଦେବେ ଖାସ କରି ନିଜ କ୍ୟାରିୟରକୁ ଦୃଢ଼ କରିବେ । ଆପଣ ଧନ ପ୍ରାପ୍ତିର ମାର୍ଗକୁ ଖୋଜି ପାଇବାରେ ସଫଳ ହେଲେ ଅଧିକ ଲାଭ ମିଳିବ । ଆପଣଙ୍କ ଶତ୍ରୁ ଅଫିସରେ ବାଧା ସୃଷ୍ଟି କରିପାରନ୍ତି । ସେଥିପାଇଁ କାହା ଉପରେ ନିର୍ଭର କରନ୍ତୁ ନାହିଁ ନିଜ କ୍ଷମତା ଅନୁସାରେ କାମ କରନ୍ତୁ । ଶନି ସପ୍ତମ ଭାଗରେ ରହି ଆପଣଙ୍କ ଜନ୍ମ ରାଶି କୁ ପ୍ରଭାବିତ କରିବ ଏଥିପାଇଁ ଆପଣଙ୍କ ମାନସିକ ସ୍ଥିତି ଠିକ ରହିବ ନହିଁ । ହନୁମାନ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ ପାରିବାରିକ ସମ୍ପର୍କ ସୁଦୃଢ଼ ରହିବ ।

ମିଥୁନ

ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ସାବଧାନରେ ରୁହନ୍ତୁ । ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ଏହି ସମୟରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବା ସହ ଅର୍ଥ ସଞ୍ଚୟ ମଧ୍ୟ କରିବେ । ଆପଣ କୌଣସି ନୂଆ ବ୍ୟବସାୟ କରନ୍ତୁ ନାହିଁ । ଆପଣ ଆପଣଙ୍କ ଉଚ ଅଧିକାରୀଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ କାହିଙ୍କିନା ତାଙ୍କର ପୁରା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ସେଥିପାଇଁ କୌଣସି ଭୁଲ କରନ୍ତୁ ନାହିଁ । ଏହି ବର୍ଷ ଆପଣଙ୍କ ପରିଶ୍ରମ ଦ୍ଵାରା ଆପଣଙ୍କୁ ବହୁତ ସଂମ୍ମାନ ମିଳିବ । ଛୋଟ ପିଲାମାନଙ୍କୁ ପେନ ଉପହାର ଦିଅନ୍ତୁ ଆପଣଙ୍କର ସବୁ କଷ୍ଟ ଦୂର ହେବ ।

କର୍କଟ

ଆପଣଙ୍କ ଧନ କେଉଁଠାରେ ଅଟକି ଯାଇପାରେ । ଆଜି ଆପଣଙ୍କ ଦିନଟି ଭଲରେ ବିତିବ । ଖର୍ଚ ବୃଦ୍ଧି ଯୋଗୁଁ ଆପଣ ଚିନ୍ତିତ ରହିବେ । ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି । ଏହି ସମୟରେ ଆର୍ଥିକ ଲାଭ ମିଳିବ । ସମ୍ପତି, ଘର, ବାହାନ, ଗହଣା ଆଦି ପ୍ରାପ୍ତ କରିବାର ସମ୍ଭାବନା ଅଛି । ଘର ପରିବାରରେ କୌଣସି ଶୁଭ କାର୍ଯ୍ୟରେ ବ୍ୟୟ କରିପାରନ୍ତି । କୌଣସି ବଡ ବ୍ୟବସାୟ କରନ୍ତୁ ନାହିଁ କ୍ଷତି ହୋଇପାରେ । ଏହି ସମୟରେ କାନୁନ ସମ୍ବନ୍ଧୀୟ ସମସ୍ୟା ଆସିପାରେ କିନ୍ତୁ ଏହା ସହଜରେ ସମାଧାନ ହୋଇଯିବ ତଥାପି ସାବଧାନରେ ରୁହନ୍ତୁ । ଆପଣ ଭଗବାନ ଗଣେଶଙ୍କୁ ହଳଦୀ ଅର୍ପଣ କରନ୍ତୁ ସବୁ କାର୍ଯ୍ୟ ଭଲ ହେବ ।

ସିଂହ

ଆଜି ଆପଣ ପରିବାର ସହିତ ବୁଲାବୁଲିରେ ସମୟ ବିତାଇବେ । ଆପଣଙ୍କ ରାଜନୈତିକ କୌଶଳ ଯୋଗୁଁ ଆପଣଙ୍କୁ ଆପଣଙ୍କ କାମରେ ଲୋକଙ୍କ ସହ ଲଢିବାପାଇଁ ସାହାଯ୍ୟ ମିଳିବ । ଭାଗ୍ୟ ଆପଣଙ୍କୁ ପୂର୍ଣ ସାହାଯ୍ୟ କରିବ ଏବଂ ଆପଣ ନିଜ ସାହାସ ବଳରେ ନିଜ ସ୍ଵପ୍ନକୁ ସାକାର କରିବାରେ ସଫଳ ହେବେ । ଏଲେକ୍ଟ୍ରୋନିକ, ହାଡବେୟାର, ଆଇନ, ସୋସିଆଲ ସର୍ଭିସ, କମ୍ପାନୀ ସେକ୍ରେଟେରୀ କ୍ଷେତ୍ରରେ ଆଜି ଦିନଟି ଭଲ ରହିବ । କାର୍ଯ୍ୟସ୍ଥଳରେ କୌଣସି ବିବାଦରେ ପଡନ୍ତୁ ନାହିଁ ନଚେତ ଆପଣଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିବ । ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ ପାରିବାରିକ ସମ୍ପର୍କ ଭଲ ରହିବ ।

କନ୍ୟା

ଆଜି ଦିନଟି ଭଲରେ ବିତିବ । ଆପଣଙ୍କୁ ଅଚାନକ ଧନ ମିଳିବ । ଆପଣଙ୍କ କିଛି ଯୋଜନା ପୂରଣ ହେବ । ଆପଣଙ୍କ ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କ କିଛି ଧନ ମିଳିବାର ଯୋଗ ଅଛି ଯାହା ଫଳରେ ଆପଣ ଆପଣଙ୍କ ରୁଣ ସୁଝିବାରେ ସକ୍ଷମ ହେବେ । ଯେଉଁ ମାନେ ବ୍ୟବସାୟ ତଥା ସେୟାର ବାଜାରରେ ମନ ନିବେଶ କରିଛନ୍ତି ସେମାନଙ୍କୁ ବହୁତ ଲାଭ ମିଳିବ । କଠିନ ପରିଶ୍ରମ ଦ୍ଵାରା ବ୍ୟବସାୟରେ ସଫଳତା ପାଇବେ । ଆପଣଙ୍କୁ ପାଦୋନ୍ନତି ମିଳିବାର ଅଛି ସେଥିପାଇଁ ଆପଣ ଆପଣଙ୍କ ଅଧିକାରୀଙ୍କ ସହଏମିତି କିଛି କରନ୍ତୁ ନାହିଁ ଯାହାଫଳରେ କି ଆପଣଙ୍କର ପାଦୋନତି ଅଟକିଯିବ । ଆପଣ ଆପଣଙ୍କ ଭୋଜନ ଶୈଳୀକୁ ଠିକ ଠାକ ରଖନ୍ତୁ ନଚେତ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ । ଭଗବାନ ଶିବଙ୍କୁ ନଡିଆ ପ୍ରଦାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ଅଧିକ କାମ ବୋଝ ଯୋଗୁଁ ଆପଣ ଥକାପଣ ଅନୁଭବ କରିବେ । କୌଣସି କାମରେ ଅନୁଭବ ଲୋକଙ୍କଠାରୁ ପରାମର୍ଶ ନିଅନ୍ତୁ । ଆପଣ ଆପଣଙ୍କ ଆମଦାନୀ ବୃଦ୍ଧି ପାଇଁ କେଶତା କରିବେ । ଧର୍ମ, ଆଧ୍ୟାତ୍ମିକ ତଥା ଶୁଖ ଶାନ୍ତି ପାଇଁ ଅଧିକ ଖର୍ଚ କରିବେ । ଗୁରୁ ବୃହସ୍ପତି ପ୍ରଭାବ ଯୋଗୁଁ ଧନ ବୃଦ୍ଧି ହେବ । କିଛି ଲୋକଙ୍କର ବଦଳି ହୋଇପାରେ ବା ଚାକିରି ବଦଳିବାର ସୁଖ ମିଳିବ । ଏହି ସମୟରେ କିଛି ଅସୁବିଧା ହୋଇପାରେ ଏଥିପାଇଁ ଆପଣଙ୍କୁ କିଛି କାମ କରିବା ପାଇ ଇଛା ହୋଇନପାରେ କିନ୍ତୁ ଧର୍ଯ୍ୟ ଧରନ୍ତୁ ସବୁ ଠିକ ହୋଇଯିବ । ମା ଦୂର୍ଗାଙ୍କୁ ଅତର ପ୍ରଦାନ କରନ୍ତୁ ସବୁ ସମସ୍ଯା ଦୂର ହୋଇଯିବ ।

ବିଛା

ଆଜି ଆପଣଙ୍କ ଦିନଟି ବହୁତ ଭଲ ରହିବ । ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଶୁଭ ଖବର ମିଳିବ ଯାହାଫଳରେ ଘରେ ଖୁଶିର ପରବେଶ ସୃଷ୍ଟି ହେବ । ଆପଙ୍କୁ ବିଦେଶୀ ସମ୍ପର୍କ ଯୋଗୁଁ ଭଲ ଲାଭ ମିଳିବ । ଯଦି ଆପଣ କୌଣସି ଏମ ଏନ ସି କମ୍ପାନୀରେ କାମ କରୁଛନ୍ତି ତ ଆପଣ ଆପଣଙ୍କ ପ୍ରଦର୍ଶନ ଦ୍ଵାରା ଉଚ ଅଧିକାରୀଙ୍କ ପ୍ରସଂସା ପାଇବେ । ନୂଆ ଯୋଜନା ତଥା ନିଜ କାର୍ଯ୍ୟ ସ୍ଥଳରେ ନୂଆ କାର୍ଯ୍ୟ ଆରମ୍ଭ କରି ବାରର ଏହା ପ୍ରକୃତ ସମୟ । ଯେଉଁ ଲୋକମାନଙ୍କୁ ଚାକିରି ମିଳି ନାହିଁ ସେମାନଙ୍କୁ ଆଉ କିଛିସମୟ ଅପେକ୍ଷା କରିବାକୁ ପଡିବ । ପରିଶ୍ରମ ଦ୍ଵାରା ଆପଣ ଉରଣଟିର ମାର୍ଗରେ ଅଗ୍ରସର ହେବେ ଏବଂ ଏହି ଉନ୍ନତି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ । ଆପଣ ଆପଣଙ୍କ ଇଷ୍ଟଦେବଙ୍କୁ ଧ୍ୟାନ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜି ଅଫିସରେ ପୁରା କାମ କରିବାରେ ସକ୍ଷମ ହେବେ । ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ପାଠ ପଢିବାର ଦିନ ବହୁତ ବଢିଆ ରହିବ । ଆପଣଙ୍କ କ୍ୟାରିୟରର ପଥ ଖୋଲିଯିବ । ଆପଣ ଅନ୍ୟ ଜାଗାକୁ ଯାଇପାରନ୍ତି । ମଲ୍ଟିନେସନାଲ କମ୍ପାନୀ କାର୍ଯ୍ୟ କରୁଥିବା ଲୋକମାନେ ଏହି ବର୍ଷ ବହୁତ ଉପଲବ୍ଧ ପ୍ରାପ୍ତ କରିବେ । ଆପଣ ନିଜ ଖର୍ଚକୁ ଠିକ ଭାବେ କରନ୍ତୁ । କୁକୁରକୁ ରୋଟି ଖୁଆନ୍ତୁ, ଆପଣଙ୍କର ସବୁ କାମ ସଫଳତାରେ ହାସିଲ ହେବ ।

ମକର

ଆଜି ଆପଣଙ୍କର ଜୀବନରେ କିଛି ନୂଆ ଆସିପାରେ । ଯଦି ଆପଣ କଳା କ୍ଷେତ୍ରରେ ଜଡିତ ଅଛନ୍ତି । ତାହା ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିଯିବ । ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ପାଠ ପଢିବାର ଦିନଟି ବହୁତ ବଢିଆ ରହିବ । ଆପଣଙ୍କର ଆଜି କରିଥିବା କାର୍ଯ୍ୟ ପ୍ରଜ୍ୟାପ୍ତ ପ୍ରତିଫଳ ଦେବ । ଆଜି ଆପଣଙ୍କୁ ମନ ପସନ୍ଦ ଚାକିରି ମିଳିବ । ଆପଣ ଆଜି କଠିନ ନିଣୟ ନେବେ ଯାହାକି ଆପଣଙ୍କୁ ଦୁଖ ଦେଇପାରେ । ମନ୍ଦିରରେ ଘିଅର ଦୀପ ଜଳାନ୍ତୁ, ଆପଣଙ୍କ ସହ ସବୁ କିଛି ଭଲ ହେବ ।

କୁମ୍ଭ

ଆଜି ଆପଣଙ୍କର ଦିନଟି ବହୁତ ଖୁସୀମନ ରହିବ । ଆପଣଙ୍କର କମ ସମୟରେ ପୁରା ହୋଇଯିବ । ତା ସହିତ ଆପଣଙ୍କର ପରିଶ୍ରମର ଫଳ ମଧ୍ୟ ଅବଶ୍ୟ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟଟି ବହୁତ ଭଲ ଅଟେ । ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଚାକିରି କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ । ବ୍ରାହ୍ମଣକୁ ବସ୍ତ୍ର ଦାନ କରନ୍ତୁ, ଆପଣଙ୍କର ସବୁ କାର୍ଯ୍ୟ ଭାବରେ ହୋଇଯିବ ।

ମୀନ

ଆଜି ଆପଣ ପରିବାର ସହିତ ମିଳିମିଶି ରହିବେ । ଆଜି ଆପଣ ପାରିବାରିକ ସମାରୋହରେ ଯାଇପାରନ୍ତି । ସେଠାରେ କିଛି ଲୋକଙ୍କୁ ଦେଖି ଆପଣ ବହୁତ ଖୁସି ହେବେ । ଏହା ଛଡା ନିଜ ସଂପର୍କକୁ ମଜବୁତ ରଖିବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡ଼ିପାରେ । ଅନେକ ଲୋକଙ୍କର ଉଚ ଶିକ୍ଷାର ଅଭିଲାଷା ପୁରୁଣ ହେବ । ଶିକ୍ଷା ଓ ପ୍ରଗତି ଦିଗରେ ଏହି ସମୟ ଭଲ ଅଟେ । ଆପଣଙ୍କର ନିଜର କାର୍ଯ୍ୟ କୌଶଳର ପରିଚୟ ଦେବ ସେଥିପାଇଁ ଆପଣ ସତ ପ୍ରତିଶତ ଯୋଗଦାନ କରନ୍ତୁ । ଆପଣ ବଡ ବଡ କମ୍ପାନୀରେ କାମ କରିବା ଦ୍ଵାରା ଆପଣଙ୍କର ପ୍ରଦର୍ଶନ ଦ୍ଵାରା ଆପଣଙ୍କୁ ଆଗକୁ ବଢେଇବେ । ଶିବଲୀଙ୍ଗ ଉପରେ ମିଶିରି ଚଢାନ୍ତୁ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।