ଆଜିର ରାଶିଫଳ, 28 ଡିସେମ୍ବର 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣଙ୍କର ଆଜି ଦିନଟି ଅନୁକୂଳ ରହିବ । ଆପଣଙ୍କ ଜୀବନରେ ବହୁଳ ଭଲ ସମୟ ଆସିବାକୁ ଯାଉଛୁ । ପରିବାର ଲୋକଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଦାଂପତ୍ଯ ଜୀବନ ସାଥିଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ଭଏ ହୋଇପାରେ । ଆପଣଙ୍କର ଗୃହରେ ସୁଖ ସମୃଦ୍ଧି ଲାଗି ରହିବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।

ବୃଷ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ନୂଆ ବ୍ୟକ୍ତି ଙ୍କ ସହ ଆପଣଙ୍କର ମିତ୍ରତା ହୋଇପାରେ । ଯାହା ପାଇଁ ଆପଣ ଭବିଷ୍ୟତ ରେ ଫାଇଦା ରେ ରହିବେ । ପରିବାରରେ ବାତାବରଣ ସୁଖ ଶାନ୍ତିର ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସମାଜରେ ଆପଣଙ୍କର ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ମିଥୁନ ରାଶି : ଆଜି ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଆପଣ ପ୍ରତେକ କାମରେ ଆଗରେ ରହିବେ । ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ବେପାର କ୍ଷେତ୍ର ରେ ଆପଣଙ୍କର ଲାଭବାନ ହେବେ । ଆପଣ ନୂଆ କାମ ଆରମ୍ଭ କରିବେ । ଲମ୍ବା ପ୍ରୟାସ ପରେ ଆପଣ ଯାତ୍ରା କରିବାର ସୁଯୋଗ ପାଇବେ । ବିଦେଶରେ ରହୁଥିବା ମିତ୍ର ମାନଙ୍କ ସହ ଆପଣଙ୍କର ଆଲୋଚନା ହୋଇପାରେ ।

କର୍କଟ ରାଶି : ଆଜି ଆପଣ ପ୍ରେମ ଜୀବନରେ ସମୟ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ତାଳମେଳ ଠିକ ରହିବ । ଆଜି ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । କୌଣସି ଦିଗରୁ ଅଚାନକ ଧନ ପ୍ରାପ୍ତ ହେବ । ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ଛାତ୍ର ମାନେ ପରୀକ୍ଷା ରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରିବେ ।

ସିଂହ ରାଶି : ଯେଉଁ ମାନେ ଚାକିରି କ୍ଷେତ୍ର ରେ ଅଛନ୍ତି ସେମାନଙ୍କର ସାଲାରି ରେ ବୃଦ୍ଧି ହେବାର ଯୋଗ ରହିଛି । ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଆପଣ ଅବସର ପାଇବେ । ବିଦ୍ୟାର୍ଥୀ ମାନଙ୍କୁ ମେହନତ କରିବା ପାଇଁ ଆବଶ୍ୟକ ରହିଛି । ପାରିବାରିକ ମାହୋଲ ସୁଖଦ ରହିବ । ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକ ଧନ ଅର୍ଜନ କରିବା ସହ ନୂଆ ନିବେଶ କରିବେ । ମହିଳା ମାନେ ପୂଜା ପାଠରେ ବ୍ୟସ୍ତ ରହିବେ ।

କନ୍ୟା ରାଶି : ଆଜି ଆପଣଙ୍କୁ କୌଣସି କାରଣ ଯୋଗୁ ଅବସର ପ୍ରାପ୍ତ ହେବ । ଅଚାନକ ଧନ ଲାଭ ହେବ । ଚତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ କୌଣସି ଜରୁରୀ କଥା ଆଲୋଚନା କରିବେ । ପ୍ରେମ ଜୀବନରେ ଆପଣ ସାଥି ଙ୍କୁ ନିଜ ମନ କଥା କହବାର ସୁଯୋଗ ପାଇବେ । ଆପଣଙ୍କର ଆସର୍ଥିକ ସ୍ଥିତି ମଜବୁତ ରହିବ । ଗୃହରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ । ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । କୌଣସି ଦିଗରୁ ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କର ଉନ୍ନତିରେ ଆପଣ ଖୁସି ପ୍ରକାଶ କରିବେ । ସମାଜ ରେ ଆପଣଙ୍କର ଖ୍ଯାତି ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ବେପାର କ୍ଷେତ୍ର ରେ ଅଧିକ ଧନ ଲାଭ କରିବା ସହ ନୂଆ ଯୋଜନା ଆରମ୍ଭ କରିବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ପ୍ରବଳ ଯୋଗ ରହିଛି । ଆପଣଙ୍କର ଅଟକି ରହିଥିବା କାମ ପୁରା ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତାର ସହ ପୁରା କରିବେ । ଅଚାନକ ଧନ ଲାଭ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଆଜି ଦିନଟି ଶୁଭ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଆଜି ଦିନ ଟି ଭଲ ରହିବ । ସନ୍ତାନ ସୁଖ ଲାଭ କରିବେ । କୌଣସି ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ମକର ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆଜି ଆପଣ ସ୍ଵାଦିଷ୍ଟ ଭୋଜନ ଗ୍ରହଣ କରିବେ । ଘର ପରିବାର ରେ ହସ ଖୁସିର ମାହୋଲ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ଉଚ ପଦ ହାସଲ ହୋଇପାରେ । ଯେଉଁ ମାନଙ୍କର ବିବାହରେ ବିଳମ୍ବ ହେଉଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ମକର ରାଶି : ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ କିଛି ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । କ୍ଯାରିୟରକୁ ନେଇ କିଛି ନୂଆ ପ୍ଳାନ କରିବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯେଉଁ ମାନେ ବେରୋଜାଗର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅବସର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କର ପ୍ରେମ ଜୀବନ ସୁଖମୟ ରହିବ । ଅଚାନକ ଧନ ପ୍ରାପ୍ତି ହେବ । ଆପଣଙ୍କର ନୂଆ କାମ ଆରମ୍ଭ ହେବ । ଯଦି ଆପଣ ଗୃହ ପ୍ରବେଶ କରିବାକୁ ଯାଉଛନ୍ତି ତେବେ ଦିନଟି ଶୁଭ ରହିବ । ମହିଳା ମାନେ ନୂଆ ଉପହାର କ୍ରୟ କରିବେ । ଚାକିରି କ୍ଷେତ୍ରରେ ନୂଆ ପଦ ପାଇବେ । ନୂଆ ଅବସର ପ୍ରାପ୍ତ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ଆଗରେ ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।