ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧା ଦୂର ହେବ । ଅନ୍ୟ ମାନଙ୍କୁ ଖୁସି ଦେଇ ଏବଂ ପୁରୁଣା ଭୁଲକୁ ସୁଧାରି ଆପଣ ଜୀବନକୁ ସାର୍ଥକ କରିବେ । ଯେଉଁ ଲୋକ ସଂଗୀତ କ୍ଷେତ୍ରରେ ଜଡିତ ଅଛନ୍ତି ସେମାନଙ୍କୁ କୌଣସି ବଡ ପ୍ରସିଦ୍ଧି ଲାଭ ହୋଇପାରେ । ଆପଣ କାମରେ ଅଧିକ ବ୍ୟସ୍ତ ରେ ଅଛନ୍ତି ଆଉ ପରିବାର ଓ ବନ୍ଧୁଙ୍କ ପାଇଁ ସମୟ ବାହାର କରିପାରୁ ନାହାନ୍ତି । ପଇସା କୁ ନେଇ କାହା ସହ ଭୁଲ ବୁଝାମଣା ହୋଇପାରେ । ରୋଗ ଏବଂ ଶତ୍ରୁ ଙ୍କୁ ହାଲକାରେ ନିଅନ୍ତୁ ନାହି ।
ବୃଷ ରାଶି : ଆଜି ଆପଣ ବିନା କାରଣରେ ଚିନ୍ତା କରନ୍ତୁ ନାହି କାରଣ ଏହା ଆପଣଙ୍କୁ ମାନସିକ କଷ୍ଟ ଦେଇପାରେ । ବ୍ୟାପାରିକ ଓ ବ୍ଯବସାୟିକ କ୍ଷେତ୍ରରେ ବଡ ଲାଭ ହୋଇପାରେ । ତରବର ହୋଇ କୌଣସି କ୍ଷେତ୍ର ରୁ ନିବେଶ କରନ୍ତୁ ନାହି । ଘରକୁ ସୁନ୍ଦର ଭାବେ ସଜାଇବା ପାଇଁ ଆଜି ଆପଣଙ୍କର ଅଧିକ ସମୟ ବ୍ଯତୀତ ହେବ । ସବୁ କାର୍ଯ୍ୟ ସୁଚାରୁରୂପେ ଓ ପ୍ରଗତି ଭାବେ ଚାଲିବ । କୌଣସି କାମ କରିବା ପାଇଁ ଜଲ୍ଦି ନିସ୍ପତି ନିଅନ୍ତୁ ନାହି । ରଚନାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ବଢିବ ଯାହା ପାଇଁ ଆପଣଙ୍କୁ ବଡ ଲାଭ ମିଳିପାରେ ।
ମିଥୁନ ରାଶି : ଆଜି ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବାର ଯୋଗ ରହିଛି । ଆଜି ଆପଣ ନିଜର ବୁଦ୍ଧି ବଳରେ ବିଗିଡି ଯାଇଥିବା କାର୍ଯ୍ୟ କୁ ପୁଣି ଥରେ ଆରମ୍ଭ କରିବାରେ ସଫଳ ହେବେ । ଛୋଟ ଯାତ୍ରା ଓ ପାରିବାରିକ ଦ୍ରୁଷ୍ଟି ରୁ ଏହି ଅବଧି ଭଲ ରହିବ । କୌଣସି ପ୍ରିୟ ବ୍ୟକ୍ତି ଙ୍କ ସହ ସାକ୍ଷର ହେବାର ସମ୍ଭାବନା ରହିଛି ଯାହା କାରଣରୁ ମନ ପ୍ରସନ୍ନ ରହିବ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଆଜି ଅଳ୍ପ ସଂଯମ ରଖିବାକୁ ହେବ । ତରବର ହୋଇ କୌଣସି କାମ କରନ୍ତୁ ନାହି ନଚେତ କାମ ବିଗିଡି ଯାଇପାରେ ।
କର୍କଟ ରାଶି : ଆଜି ଆପଣ ଯୋଜନା ଅନୁଯାୟୀ କାର୍ଯ୍ୟ କରିବେ । ଆଜି ପାନ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ରେ ରହିବେ । ମାର୍କେଟିଙ୍ଗ ରେ ଜଡିତ ଲୋକ ଙ୍କୁ କୌଣସି ନୂଆ ଅବସର ପ୍ରାପ୍ତ ହୋଇପାରେ । ଯାହା ପାଇଁ ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଆଜି କିଛି ଏମିତି ଦିନ ହେବ ଯାହା ଆପଣ ଭାବୁଛନ୍ତି ସେମିତି କିଛି ବି ହେବ ନାହି । ଆପଣଙ୍କୁ ଆର୍ଥିକ ଓ ଶାରୀରିକ ଦୃଷ୍ଟିରୁ ସମୟ ଭଲ ରହିବ ।
ସିଂହ ରାଶି : ଆଜି ଅଫିସରେ ସହକର୍ମ ମାନଙ୍କର ସହଯୋଗ ମିଳିବ । ପାର୍ଟନର ଙ୍କୁ ନିରାଶ କରି ପାରନ୍ତି । ଆଜି ଆପଣଙ୍କୁ ନିଜର କ୍ରୋଧ ଓ ବାଣୀ ଉପରେ ସଂଯମ ରଖିବାକୁ ହେବ । ଭାଇ ବା ମିତ୍ର ମାନଙ୍କର ସହଯୋଗ ଦ୍ଵାରା ଆପଣଙ୍କୁ କାର୍ଯ୍ୟ ର ସଫଳତା ମିଳିବ । ପରିବାର ରେ ଗୁରୁଜନ ମାନଙ୍କର ଧ୍ୟାନ ରଖନ୍ତୁ । କିଛି ବନ୍ଧୁ ମାନଙ୍କ ସହ ଯାତ୍ରା କରି ପାରନ୍ତି । କୌଣସି ନୂଆ ପରିଯୋଜନା ଉପରେ ଧାନ ନିବେଶ କରି ପାରନ୍ତି । ଆପଣଙ୍କୁ ନିଜର ଆୟ ଓ ବ୍ୟୟ ଉପରେ ସନ୍ତୁଳନ ରଖିବାକୁ ହେବ ।
କନ୍ୟା ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଧନ ଅର୍ଜିତ କରିବାରେ ବାଧା ଆସିପାରେ । ଜୀବନ ସାଥିଙ୍କ ସହ କେଉଁ ଆଡେ ବୁଲିବାର ପ୍ଳାନ କରିବେ । ଯଦି ଆପଣଙ୍କର ବିରୋଧୀ ଅଛନ୍ତି ତେବେ ତାଙ୍କ ତରଫରୁ ଆପଣଙ୍କୁ କିଛି ସମସ୍ଯା ହୋଇପାରେ । ଆପଣଙ୍କୁ ଜୀବନ ସାଥିଙ୍କ ସହଯୋଗ ମିଳିବ । କିନ୍ତୁ ବ୍ୟାପାର କ୍ଷେତ୍ର ରେ କୌଣସି ସମସ୍ଯା ଆସିପାରେ । ଆଜି ଯାତ୍ରା କରିବାର ଭୁଲ କରନ୍ତୁ ନାହି । ଲା ଲାଇଫ ପାଇଁ ଆଜି ଦିନ ଟି ଭଲ ରହିବ । ଆପଣଙ୍କୁ ସାଥୀଙ୍କୁ ପ୍ରଭାବିତ କରିବାର ଅବସର ମିଳିବ ।
ତୁଳା ରାଶି : ଆଜି ଆପଣଙ୍କୁ ସାବଧାନ ରହିବାର ଅଛି । ଦାଂପତ୍ଯ ଜୀବନ ଆନନ୍ଦମୟ ରହିବ । କୌଣସି ମହତ୍ଵ ପୂର୍ଣ୍ଣ କାମ ପାଇଁ ଟଙ୍କାର ଭାବ ହୋଇପାରେ । ଓଜନ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ସମ୍ପତି ସହ ଜଡିତ କାମ ପାଇଁ ଆଜି ଦିନ ଟି ଶୁଭ ରହିବ । କୌଣସି ବ୍ୟକ୍ତି ଙ୍କ ଭେଟ ହେବା କାରଣରୁ ଆପଣ ଉଶ୍ଚାହିତ ଅନୁଭବ କରିବେ । ବ୍ୟର୍ଥ ଖର୍ଚ୍ଚ ଆପଣଙ୍କର ବଜେଟ ବିଗାଡିପାରେ । ନିରାଶା ଆପଣଙ୍କ ଉପରେ ଭାରି ହେବାକୁ ଦିଅନ୍ତୁ ନାହି । କମ ପ୍ରୟାସ ରେ ଅଧିକ ଲାଭ ହେବ । ଦାଂପତ୍ଯ ଜୀବନରେ ଖୁସି ପୂର୍ଣ୍ଣ ସମୟ ବ୍ଯତୀତ ହେବ ।
ବିଛା ରାଶି : ଆଜି ଆପଣଙ୍କର ଜୀବନ ସାଥିଙ୍କ ମୁଡ ବହୁତ ରୋମାଣ୍ଟିକ ରହିବ । ଅଯଥା କଥା ଉପରେ ଧ୍ୟାନ ଦିଅନ୍ତୁ ନାହି । କୌଣସି ଲଟେରୀ ଲାଗିବାର ସମ୍ଭାବନା ରହିଛି । କୌଣସି ସ୍ପୋର୍ଟ୍ସ ବିଭାଗରେ ଭାଗ ନେଲେ ଆପଣଙ୍କର ସ୍ୱାସ୍ଥ୍ୟ ଫିଟ ରହିବ । ସମ୍ପତି ମାମଲାରେ କଥା ହେବା ସମୟରେ ସାବଧାନ ରୁହନ୍ତୁ । ବ୍ୟାପାରିକ କ୍ଷେତ୍ର ରେ ବିରୋଧୀ ମାନେ ସମସ୍ଯା ସୃଷ୍ଟି କରି ପାରନ୍ତି । ବନ୍ଧୁ ମାନଙ୍କ କାରଣରୁ ଖର୍ଚ୍ଚ ବଢିପାରେ । ଶିକ୍ଷଣ କ୍ଷେତ୍ର ରେ ଜଡିତ ଲୋକଙ୍କର ଆଜି ଉନ୍ନତି ମିଳିବାର ଅବସର ମିଳିବ ।
ଧନୁ ରାଶି : ଆଜି ଆପଣଙ୍କୁ ବିଜେନେସ ମାମଲାରେ ବାହାରକୁ ଯିବାକୁ ପଡିପାରେ । ଆପଣଙ୍କୁ ଶୁଭ ସମାଚାର ମିଳିପାରେ । ଇଞ୍ଜିନିୟରିଙ୍ଗ କରୁଥିବା ଛାତ୍ର ଙ୍କ ଆଜି ଦିନ ଟି ଭଲ ରହିବ । ପ୍ରେମୀ ଯୁଗଳ ନିଜର ସାଥି ଙ୍କୁ ଆଜି ସରପ୍ରାଇଜ ଦେବେ । ଆଜି ପୁରା ଦିନ ପରିବାର ସହ ବ୍ୟତିତ କରିବା ପାଇଁ ସ୍ଥିର କରିବେ । ପ୍ରେମୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ନୂଆ ଯୋଜନା କରିବେ । ସାମାଜିକ କ୍ଷେତ୍ର ରେ ଅଗ୍ରସର ହେବେ ।
ମକର ରାଶି : ଆଜି ଆପଣ କୌଣସି ନୂଆ ବିଜେନେସ ଆରମ୍ଭ କରିବା ପାଇଁ ବିଚାର କରିବେ ଯେଉଁଠି ପାଇଁ ପରିବାର ସହଯୋଗ କରିବେ । ପ୍ରିୟଜନ ଙ୍କ ସହ ସମୟ ବ୍ଯତୀତ କରିବାରେ କିଛି ଭୁଲ ବିଚାର ନୁହେଁ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ଙ୍କୁ ଚାକିରି ମିଳିବାର ପୁରା ସମ୍ଭାବନା ରହିଛି । ବୁଝମନ କରି ଆଗକୁ ବଢନ୍ତୁ । ହୋଇପାରେ ଲୋକେ ଆପଣଙ୍କ ଠାରୁ ପରାମର୍ଶ ନେବେ । ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବାର ଠିକ ସମୟ ରହିଛି । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ପାଇଁ ଦିନ ଭଲ ରହିବ ।
କୁମ୍ଭ ରାଶି : ଆଜି ଆପଣଙ୍କୁ ଧର୍ଯ୍ୟ ରଖିବାର ଜରୁରତ ଅଛି । ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ । ଏହା ସହ ଖରାପ କଥା କୁହନ୍ତୁ ନାହି ନଚେତ ଆପଣଙ୍କର ପ୍ରତିଷ୍ଠା ରେ ଆଞ୍ଚ ଆସିପାରେ । ଆପଣଙ୍କର କାର୍ଯ୍ୟ ପୁରା ହେବ କିନ୍ତୁ ସମୟ ଲାଗିପରେ । ଦୈନିକ କ୍ରିୟା କଳାପ ରେ ଆପଣ ନିଜର ପରିବାର ର ସଦସ୍ୟଙ୍କର ପ୍ରଦର୍ଶନ ରେ ପ୍ରସନ୍ନ ହେବେ । ଛୋଟ ବ୍ୟାପାର ପାଇଁ ଆଜି ଦିନ ଟି ବହୁତ ଲାଭଦାୟକ ରହିବାର ଅଛି । ଆପଣଙ୍କର ଯୋଜନା ପୂର୍ତ୍ତି ହେବ ।
ମୀନ ରାଶି : ବ୍ୟାପାରୀ ମାନଙ୍କୁ ମିଶ୍ରିତ ଫଳ ମିଳିପାରେ । ଜରୁରୀ କାମ ସମୟ ଅନୁଯାୟୀ ପୁରା ହେବ । କୌଣସି ଟେନସନ ଦୂର ହୋଇପାରେ । ହୋଇପାରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିପାରେ କିନ୍ତୁ ଆପଣଙ୍କର ମେହନତ ବ୍ୟର୍ଥ ଯିବ ନାହି । ଜଲ୍ଦି ଆପଣଙ୍କର ବଡ ଉନ୍ନତି ହେବାର ନଜର ଆସୁଛି । ଜୀବନ ସାଥିଙ୍କ ସହ ସାମଞ୍ଜସ୍ଯ ସ୍ଥାପିତ ହେବ । ମିତ୍ର ଙ୍କ ସହ ଫିଲ୍ମ ଦେଖିବାର ପ୍ଳାନ କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।