ଆଜିର ରାଶିଫଳ, 14 ମାର୍ଚ୍ଚ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମହିଳା ମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । କାର୍ଯ୍ୟଭାର ବଢିବା ହେତୁ ମନରେ ଚିନ୍ତା ରହିବ । ଟଙ୍କା ଦେବା ଓ ନେବା ରେ ସତର୍କ ରୁହନ୍ତୁ । ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି ନୂଆ ଜାଗାରେ ନୂଆ ସାଙ୍ଗ ବନାଇ ପାରନ୍ତି । ଆଖ ପାଖରେ ଥିବା ଲୋକଙ୍କ ଠାରୁ କିଛି ସହୋଯୋଗ ମିଳିପାରେ । ଆଜି କିଛି କୁଆ ଜିନିଷ ମଧ୍ୟ ଖୋଲି ପାରନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ଫଳରେ ଯାଇ ସଫଳତା ହାସଲ କରିବେ । କୌଣସି ଏକ ବାହାର କମ୍ପାନୀ ରୁ ଭଲ ଲାଭ ମିଳିବ ଓ ଯଦି ଆପଣଙ୍କର ଆପଣଙ୍କର ବାହାର କମ୍ପାନୀରେ ନିବେଶ କରିଥିବା ଟଙ୍କା ଦୁଇ ଗୁଣ ପରି ଫେରି ପାଇବେ ।

ବୃଷ

ଆଜି କିଛି ନୂଆ ଜିନିଷ କିଣିବା ଓ କିଛି ସୁସ୍ଵାଦୁ ଖାଦ୍ୟ ମଧ୍ୟ ଖାଇ ପାରନ୍ତି । ଆଜି କାହା ସାଙ୍ଗରେ ବାଦ ବିବାଦ ବଢିପାରେ । ପରିବାରରେ କାହା ସାଙ୍ଗରେ ମତ ଭେଦ ହୋଇପାରେ । ଆଜି କିଛି ନୂଆ ଦାଇତ୍ୟ ବଢିପାରେ । ଆପଣଙ୍କର ସାମନ୍ନାରେ ଆଜି ବହୁତ ଆସୁବିଧା ଆସିବା କିନ୍ତୁ ନିଜର ଦକ୍ଷ ଓ ସହନ ଶିଳ ଯୋଗୁ ସବୁ ଜିନିଷରୁ ଆଜି ମୁକ୍ତି ମିଳିବ । ଆଜି ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ଆଜି ଆପଣଙ୍କ ସହ କେହି ଛଳନା କରି ସବୁ ଜିନିଷ ନେଇ ଯାଇପାରନ୍ତି । ଆଜି କାହାକୁ ମଧ୍ୟ ବିଶ୍ଵାସ କରନ୍ତୁ ନାହିଁ ।

ମିଥୁନ

ଆଜି କିଛି ନୂଆ ଜିନିଷ କୌଣସି ଏକ ଲୋକଙ୍କ ଠାରୁ ଜିନିଷ ଶିଖିବେ ଯାହା ଫଳରେ ଆପଣ ବହୁତ ଲାଭ ପାଇବେ । ଜୀବନ ସାଥି କୌଣସି ଏକ ଭଲ କାମ ଦେଖି ବହୁତ ପ୍ରଶଂସା କରିବେ । ଧାର୍ମିକ ସ୍ଥଳ ରେ ଦାନ ଧର୍ମ କରିବା ହେତୁ ସମାଜରେ ମାନ ସମ୍ମାନ ବଢିବ । ଲୋକଙ୍କର ଆଶୀବାଦ ନେବା ସହ ଲୋକେ ଆପଣଙ୍କ ଉପରେ ବହୁତ୍ ଖୁସି ରହିବେ । ବିଭାହୀତ ଜୀବନରେ ବହୁତ ଖୁସି ରହିବ ଓ ଯେଉଁ ମାନେ ନୂଆ ବିଭା ହୋଇଥିବେ ସେମାନେ ଯେଉଁ ଖୁସି ପାଇଁ ଅପେକ୍ଷା କରିଥିଲେ ସେହି ଖୁସି ଖବର ପାଇବେ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

କର୍କଟ

ସ୍ଵାସ୍ଥ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ । କାହା ଉପରେ ଅଧିକ ବିଶ୍ଵାସ ରଖନ୍ତୁ ନାହିଁ କାରଣ ଆଜି ସେଥିରେ ଆପଣ ବିଶ୍ଵାସ ଭାଙ୍ଗି ଯିବ ଓ ଆପଣ ମନ ଖରାପ ରହିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।  ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ହଠାତ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଆଜି କୌଣସି କଥାକୁ ନେଇ କିଛି ସମସ୍ୟାରେ ପଡ଼ିପାରନ୍ତି । ବିଭାହୀତ ଜୀବନ ବହୁତ ଭଲରେ କଟିବ ।

ତୁଳା

ମହିଳା ମାନେ ଆଜି ରୋଷେଇ କରିବା ସମୟରେ ସତର୍କ ରୁହନ୍ତୁ । ନଚେତ କୌଣସି ଅଙ୍ଗ କ୍ଷତି ହୋଇପାରେ । ଚାକିରି କରୁଥିବା ବ୍ୟକ୍ତି ତାଙ୍କର ପଦ ଊର୍ଣ୍ଣତି ହୋଇପାରେ । ବ୍ୟବସାୟ କରୁଥିବା ଲୋକଙ୍କର ଲାଭ ହେବ ଲମ୍ବା ରାଶି ମିଳୁଥିବା ରାଶିରେ ଧନ ନିଯୋଗ କରନ୍ତୁ ପରେ ସେଥିରେ ଭଲ ଲାଭ ପାଇବେ । ଜୀବନସାଥି ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟଭାର ବଢିବା ହେତୁ ମନ ଚିନ୍ତା ରହିବା ସହିତ ଦେହ ପୀଡା ମଧ୍ୟ ରହିବ । ଗୁରୁଜନଙ୍କ କଥା ମାନନ୍ତୁ ଆଶ୍ରିବାର୍ଦ ସହ କାମ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଯଦି କେଉଁ ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଛନ୍ତି ତେବେ ଆଜି ଦିନ ଆପଣଙ୍କ ପାଇଁ ସୁଫଳ ହେବ ।

ସିଂହ

ଆଜି ଆପଣଙ୍କର କାମ ହେଉଥିବା କାର୍ଯ୍ୟ ରହିଯିବ ତେଣୁ କରି ଜଗି ରଖି କାମ କରିବାକୁ ଚେଷ୍ଟା କରନ୍ତୁ । ଗୁରୁଜନଙ୍କର ଶୁଭ ଦୃଷ୍ଟି ରଖିଥିବା ହେତୁ ମାନ ଓ ସଂମ୍ମାନ ବଢିବ ତାସହିତ ଯଦି ନିଜର କିଛି ବ୍ୟବସାୟ ଥାଏ ତେବେ ସେଥିରେ ମଧ୍ୟ ଊର୍ଣ୍ଣତି ହେବ । ଆର୍ଥିକ ଅବସ୍ଥା ସମ୍ପୂର୍ଣ ସୁଦୃଢ ରହିବ । କେହି ଜଣେ ନୂଆ ଅତିଥି ଆସିପାରନ୍ତି ଯାହା ଦ୍ଵାରା ଆଜି ମନ ଆପଣଙ୍କର ମନ ପ୍ରଫୁଲିତ ରହିବ । ପୁରୁଣା ସାଙ୍ଗ ଦେଖା ଦେଇପାରେ । ମାତା ଓ ପିତାଙ୍କର ଧ୍ୟାନ ରଖନ୍ତୁ ଆଜି ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ଦେଖା ଦେଇପାରେ ।

କନ୍ୟା

ଆପଣ ଯଦି କାହାର କ୍ଷତି କରିବାକୁ ଚାହିଁବେ ତେବେ ଆପଣ କରିଥିବା ଓ ଭାବିଥିବା ସେହି କାର୍ଯ୍ୟରେ ଆପଣ ନିଜେ ହିଁ ଫଶୀ ଯିବେ । ଆପଣ ଆଜି ବହୁତ ଖୁସି ରହିବେ ଓ ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି । କୌଣସି କାମରେ ଆଜି ବହୁତ ଅସୁବିଧା ଦେଖା ଦେବ ଓ ବଡ କ୍ଷତି ହୋଇପାରେ । ଆଜି ଆପଣଙ୍କୁ କାହାର ସାହାର୍ଯ୍ୟ ମାଗିବାକୁ ପଡିପାରେ । ନକରାତ୍ମକ ଶକ୍ତି ରୁ ଦୂରେଇ ରୁହନ୍ତୁ । ଖୁସି ଖବର ପାଇ ଘରେ ହସର୍ ଲହରୀ ଖେଳିଯିବ ଓ ବହୁତ ଶାନ୍ତି ଅନୁଭବ କରିବେ । ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ସଫଳତା ପାଇବେ ।

ବିଚ୍ଛା

ଅଚାନକ ଧନ ମିଳିବାର ସମ୍ଭାବନା ଅଛି । ଘରେ କିଛି ଛୋଟ ମୋଟ ଅସୁବିଧା ଦେଖା ଦେଇପାରେ । ଛୋଟ କଥାରେ ରାଗନ୍ତୁ ନାହିଁ ଧର୍ଯ୍ୟ ଧରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନଚେତ୍ ସବୁ କାମ ଭୁଲ ହୋଇଯିବ । ତେଣୁ କରି ଜଗି ରକ୍ଷୀ କାର୍ଯ୍ୟ କରନ୍ତୁ । ନିଜର ଥିବା ଜାଗା ବାଡି ସମସ୍ୟା ଦେଖା ଦେଇପାରେ । ଏମିତି କାମ କରିବେ ଯାହାକି ସାଙ୍ଗ ମାନଙ୍କ ଆଗରେ ଆଜି ସମ୍ମାନ ପାଇବେ ଓ ସେମାନେ ବହୁତ୍ ଖୁସି ହେବେ । ଆପଣ ଯେଉଁ କାର୍ଯ୍ୟକୁ କେବେ ହେଲେ କରିବାକୁ ଚାହୁ ନଥିଲେ ସେହି କାର୍ଯ୍ୟ କରି ସେଥିରେ ବହୁତ ଲାଭବାନ ହେବେ ଓ ସବୁଠାରୁ ବଡ କଥା ହେଉଛି ଏହା ଆପଣ କେବେ ହେଲେ ଚିନ୍ତା କରି ନଥିଲେ ।

ଧନୁ

ନିଜେ କରିଥିବା ପରିଶ୍ରମ ଦ୍ଵାରା ଯେଉଁ କାର୍ଯ୍ୟ କରିବେ ସେହତିରେ ସଫଳତା ହାସଲ କରିବେ । ବ୍ୟବସାୟ ରେ ଭଲ ଲାଭ ହେବ । କାର୍ଯ୍ୟରେ ବହୁତ୍ ଉନ୍ନତି ହେବ । କୌଣସି ଏକ ଗୁରୁଙ୍କ ଠାରୁ ଭଲ ଶିକ୍ଷା ଓ କିଛି ଛୋଟ ସମାଧାନ ମିଳିଯିବ ହେତୁ ଆପଣଙ୍କର କାମ ସହଜରେ ପୂର୍ଣ୍ଣ ହୋଇଯିବ ସେଥିରେ ସନ୍ଦେହ ନାହିଁ କିନ୍ତୁ ମନ ଦେଇ କାମ କରିବାକୁ ପଡ଼ିବ ।ବ୍ୟବସାୟରେ ନିଜର ଥିବା ସାଙ୍ଗ ପାଖରୁ ସହାୟତା ମିଳିପାରେ । ପରିବାରରେ ସମସ୍ତଙ୍କର ମନ ଆପଣ କୌଣସି ଏକ କାମ କରି ଜିତୀ ନେବେ ଓ ଖୁସି ରହିବେ ।

ମକର

ଚାକିରିଆ ଲୋକେ ବହୁତ ଭଲରେ ଦିନ କଟିବ ଓ ଉପର ଅଫିସରଙ୍କର ସହୋଯୋଗ ଫଳରେ କାର୍ଯ୍ୟର ଭାର କମିଯିବ । ଆଜି ଦିନ ଭଲରେ କଟିବ । ପୂର୍ବରୁ କରିଥିବା ଉପାୟରେ ଏବେ ଆପଣଙ୍କୁ ସଫଳତା ହେବ । ବ୍ୟବସାୟ ଆରମ୍ଭ କରିବାକୁ ଥିଲେ ଆଜି ଆରମ୍ଭ କରିପାରିବେ ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ । ନିଜେ ବହୁ ପୁର୍ବ ରୁ କରିଥିବା କାମରେ ଆଜି ଫାଶୀ ଯାଇପାରନ୍ତି ସେଥିପାଇଁ ଭଲ କର୍ମ କରିବାକୁ ଚେଷ୍ଟା କରନ୍ତୁ । ସରକାରୀ ଚାକିରି କରିଥିବା ଲୋକେ ବହୁତ୍ ଭଲ ରେ ଦିନ କଟିବ । ବ୍ୟବସାୟ ରେ ବହୁତ ଭଲ ଲାଭ ହେବା ।

କୁମ୍ଭ

ଗାଡି ଓ ଜମି ଭଳି ଜିନିଷ ଆଜି କିଣି ପାରନ୍ତି ଏଥିରେ କୌଣସି ବାଧା ଆସିବ ନାହିଁ । ଯଦି ଭଡା ଘରେ ରହୁଛନ୍ତି ଓ ଚାହୁଞ୍ଚନ୍ତି ଘର ବଦଳାଇବା ପାଇଁ ତେବେ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟ ରେ କାର୍ଯ୍ୟ ଭାର ଅଧିକା ଥିବା ହେତୁ ମାନସିକ ଚାପରେ ରହିପାରାନ୍ତି । ପୁରୁଣା ବନ୍ଧୁ ସାଙ୍ଗରେ ଦେଖା ହୋଇପାରେ । ପୂର୍ବରୁ ହୋଇଥିବା ଅସୁବିଧାକୁ ଆପଣ ବହୁତ ଶୀଘ୍ର ଦୂରେଇ ଦେବେ । ଆଜି ଆପଣଙ୍କର ସବୁ କାର୍ଯ୍ୟରେ ବିଳମ୍ବ ହେବ ।

ମୀନ

କେହି ଜଣେ ଆଜି ସାହାର୍ଯ୍ୟର ହାତ ବଢ଼ାଇ ପାରନ୍ତି ଏହି ସୁଯୋଗ ଆପଣ ତାକୁ ହାତ ଛଡା କରିବେ ନାହିଁ ସେଥିରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ । ଆପଣ ସୃଜନ ଶୀଳ କ୍ଷମତା ଲୁଚି ରହିଥିବ ଓ ନିଜର ବୃଦ୍ଧି ବିବେକ ମଧ୍ୟ ହ୍ରାସ ପାଇବ । ଚାକିରି କରିଥିବା ବ୍ୟକ୍ତିଙ୍କର ବହୁତ ଲାଭ ମିଳିବା ସହିତ ସେମାନଙ୍କର ଭଲ କାମ ହେତୁ ତାଙ୍କୁ ଆଜି ବହୁତ ପ୍ରଶଂସା କରିବେ । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ଆସିପାରେ । କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।