ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆଶା ନିରାଶର ମିଶ୍ରିତ ଭାବ ରଖିବେ । ସ୍ଵଭାବରେ ଚିଡିଚିଡାପଣ ରହିବ । ଆଜି କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ଭଲ ଫାଇଦା କରାଇବେ । କିଛି କିଣିବା ପୂର୍ବରୁ ସେହି ଜିନିଷର ବ୍ଯବହର କରନ୍ତୁ ଯାହା ଆପଣଙ୍କ ପାଖରେ ପୂର୍ବରୁ ଅଛି । ପରିବାର ଓ ପିଲାଙ୍କ ସହ ବ୍ଯତୀତ କରିଥିବା ସମୟ ଆପଣଙ୍କ ପାଇଁ ଖୁବ ଖୁସି ଆଣିବ । ଶିକ୍ଷା କ୍ଷେତ୍ରରେ ଆଜି ଆପଣଙ୍କୁ ମେହନତ କରିବାକୁ ପଡିବ । ପଇସା ସଞ୍ଚିତ କରି ଆପଣ ନିଜର ଭବିଷ୍ୟତ ବିଷୟରେ ଚିନ୍ତା କରିବେ ।
ବୃଷ ରାଶି : ଭାଇ ଭଉଣୀଙ୍କ ସାମାଜିକ ସ୍ଥିତିରେ ଅପ୍ରତ୍ଯାଶିତ ରେ ଅଚାନକ ବୃଦ୍ଧି ହେବ । ପ୍ରତିଦ୍ଵନ୍ଦୀ ରାସ୍ତା ଛାଡି ଦେବେ । କାହାକୁ ଉଧାର ଦେବ ପୁବର୍ରୁ ବିଚାର କରନ୍ତୁ । କୌଣସି ଅଟନି ରହିଥିବା କାମ ପୁରା ହେବ ଯାହା ଦ୍ଵାରା ଆପଣ ରାହତ ଅନୁଭବ କରିବେ । ଆଜି ଆପଣଙ୍କୁ ସାବଧାନ ରହିବାକୁ ହେବ ନଚେତ କାହାକୁ ସମସ୍ଯା ହୋଇପାରେ । ମିତ୍ର ଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ । କୌଣସି ଦିଗରୁ କରଜ ନେବା ପାଇଁ ଚେଷ୍ଟା କରୁଥିଲେ ଆପଣଙ୍କୁ ମଞ୍ଜୁରୀ ମିଳିପାରେ ।
ମିଥୁନ ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କର ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ଖୁସିର ରହିବ । ଆପଣଙ୍କୁ ମେହନତର ବେହତର ପରିଣାମ ମିଳିବ । ପର୍ଜ୍ୟଟନ ସହ ଜଡିତ ଲୋକ ଙ୍କୁ ଧନ ଲାଭର ଯୋଗ ରହିଛି । ପ୍ରେମୀ ଯୁଗଳଙ୍କ ସମ୍ପର୍କ ମଧୁର ରହିବ । ଆଜି ଆପଣ ନିଜକୁ ଊର୍ଜାବାନ ମାନେ କରିବେ । ଆପଣଙ୍କର ଜୀବନ ସାଥି ଓ ପିଲାଙ୍କ ସହ ବହୁତ ସ୍ନେହା ରହିବ । ପ୍ରେମର ନଜରୀୟା ଆଜି ଆପଣଙ୍କ ପାଇଁ ବହୁତ ସାରା ଖୁସି ନେଇକି ଆସିବ । ପୁରୁଣା ରୋଗରୁ ମୁକ୍ତି ପାଇବେ ।
କର୍କଟ ରାଶି : ଆଜି ଉଶ୍ଚାହ ବା ପ୍ରସନ୍ନତା ରହିବ । ଭଲ ଜିନିଷ ଗ୍ରହଣ କରିବାକୁ ଆପଣ ଚିନ୍ତା କରିବେ । ନିବେଶ ଇତ୍ୟାଦି ଲାଭଦାୟକ ରହିବ । ଆଜି ଦିନରେ ପୂର୍ବର ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ । ତେବେ ଯାଇ କିଛି ମାମଲାରୁ ରିହାତି ପାଇବେ । ଆଜି ମନ ମୁତାବକ ସଫଳତା ପିବା ପାଇଁ ମେହନତ କରିବାକୁ ହେବ । କୌଣସି ଜରୁରୀ କାମରେ ଜୀବନ ସାଥିଙ୍କ ସହ ପରାମର୍ଶ ନେଲେ ଭଲ ହେବ । ଦାଂପତ୍ଯ ଜୀବନରେ ଖୁସି ବୃଦ୍ଧି ହେବ ।
ସିଂହ ରାଶି : ଆଜି କାର୍ଯ୍ୟର ଗତି ଧିମା ରହିବ । ପରିଜନଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । କିଛି ସାହସୀ ନିସ୍ପତି ସଫଳତା ଦେଇପାରେ । ଏହି ସମୟରେ ଧର୍ଯ୍ୟ ରଖନ୍ତୁ । କପଡା ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଦିନ ନିରାଶାଜନକ ରହିବ । ସ୍ୱାସ୍ଥ୍ୟ ବିଗିଡିପାରେ । ସନ୍ଧ୍ୟା ସୁଧା ସବୁ କାମ ଭଲରେ ସରିବ । ଶାରୀରିକ ତଥା ଧନ ହାନି ହୋଇପାରେ । ବାଣୀ ଉପରେ ସଂଯମ ରଖନ୍ତୁ । ଶତ୍ରୁ ସକ୍ରିୟ ରହିବେ । ଅଧ୍ୟୟନରେ ସଫଳତା ମିଳିବ ।
କନ୍ୟା ରାଶି : ଆଜି ନ ଚାହିଁ ମଧ୍ୟ ସାମାଜିକ ସମାରୋହରେ ଆପଣଙ୍କୁ ସାମିଲ ହେବାକୁ ପଡିବ । ମିଡିଆ ସହ ଜଡିତ ଲୋକ ସଜାଗ ରହିବା ଦରକାର । ଯୁବକଙ୍କ ପାଇଁ ଦିନ ସାର୍ଥକ ରହିବ । ଅଧିକ ରାତି ଯାଏଁ ଜାଗିବା ଠିକ ନୁହେଁ । ଏଥିପାଇଁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ଆପଣ ନିଜ ଜୀବନକୁ ଆହୁରି ବେହତର କରିବା ପାଇଁ ଅଗ୍ରସର ହେବେ । ଆପଣଙ୍କ ମୁଣ୍ଡ ରେ ବହୁତ ସାରା ପ୍ଲାନିଙ୍ଗ ଚାଲିଛି । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବାରେ ସଫଳ ହେବେ ।
ତୁଳା ରାଶି : ଆଜି ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ପାରିବାରିକ ଜୀବନ ଖୁସିରେ ଭରି ରହିବ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ଛାତ୍ରଙ୍କ ପାଇଁ ଉଚ୍ଚ ଶିକ୍ଷା ର ମାର୍ଗ ପ୍ରଶସ୍ତ ହେବ । ଶ୍ଵଶୁର ଘର ତରଫରୁ ସଦସ୍ୟଙ୍କ ସହ ସମ୍ପର୍କ ମଧୁର ରହିବ । ରୋଜଗାରରେ ଆସୁଥିବା ସମସ୍ୟାରୁ ମୁକ୍ତି ପାଇବେ । ଘର ପରିବାରର ଲୋକ ଆପଣଙ୍କ କଥାର କମ ମହତ୍ଵ ରଖିବେ । ଆୟ ଉପରେ ଅଙ୍କୁଶ ଲଗାନ୍ତୁ । କାର୍ଯ୍ୟ ସ୍ଥଳ ରେ ଆପଣଙ୍କ ସହ ଧୋକା ହୋଇପାରେ ତେଣୁ ସାବଧାନ ରୁହନ୍ତୁ । ଧନ ପ୍ରାପ୍ତି ହେବାର ଯୋଗ ରହିଛି ।
ବିଛା ରାଶି : ଆଜି ନୂଆ କମରେ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି ତ ବୁଝି ବିଚାରୀ କରନ୍ତୁ । ଛାତ୍ରଙ୍କୁ ନିଜର ଭବିଷ୍ୟ ପାଇଁ ନୂଆ ଯୋଜନାର ପ୍ରାପ୍ତି ହୋଇପାରେ । ବ୍ୟାପାରିକ କ୍ଷେତ୍ର ରେ ଆସୁଥିବା ବାଧା ଦୂର ହେବ । ଭାଇ ଭଉଣୀଙ୍କ ସହ ବୁଲିବାକୁ ଯାଇ ପାରନ୍ତି ସେଥିପାଇଁ ଆପଣଙ୍କ ସମ୍ପର୍କ ମଜବୁତ ହେବ । ଯାହାକୁ ଆପଣ ମାନେ ମାନେ ପ୍ରେମ କରୁଛନ୍ତି ତାଙ୍କ ସହ କଥା ହେବାର ସମ୍ଭାବନା ରହିଛି । ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ ।
ଧନୁ ରାଶି : ଆଜି ବେରୋଜଗାର ଦୂର କରିବା ପାଇଁ ଚେଷ୍ଟା ସଫଳ ହେବେ । କମ କାର୍ଯ୍ୟ ରେ ଅନେକ ସମସ୍ଯା ପରେ ଆପଣଙ୍କୁ ରାହତ ମିଳିବ । କଡା ମେହନତର ଫଳ ପ୍ରାପ୍ତ ହେବ । ନିବେଶ ପାଇଁ ସମୟ ଠିକ ନୁହେଁ । ମିତ୍ରା ଙ୍କ ସହ ଯାତ୍ରା କରି ପାରନ୍ତି କିନ୍ତୁ ଏହି ଯୋଜନା ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇପାରେ । ଯେଉଁ ଲୋକ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମିଳିପାରେ । ବ୍ଯବସାୟିକ କ୍ଷେତ୍ରରେ କିଛି ସମସ୍ଯା ହୋଇପାରେ । ଅଟକି ରହିଥିବା ତାଙ୍କ ଫେରି ପାଇବେ ।
ମକର ରାଶି : ଆଜି ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ରହିଛି । ନିଜର ଜନ ସମ୍ପର୍କ ସୂତ୍ର କୁ ଅଧିକ ମଜବୁତ କରନ୍ତୁ । ବିଜେନ୍ସ ପାଇଁ ଯେଉଁ କାମ ପ୍ରତି ପ୍ରୟାସରତ ଥିଲେ ସେହି କାମରେ ସିଦ୍ଧି ପାଇଁ ସମୟ ଅନୁକୂଳ ରହିବ । ମନ୍ଦିର ରେ ମସୁର ଡାଲି ଦାନ କରନ୍ତୁ ସ୍ୱାସ୍ଥ୍ୟ ବେହତର ରହିବ । କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ବା ସୁଧାର ଆସିପାରେ । ମିତ୍ର ତଥା ସମ୍ପର୍କୀୟ ଙ୍କ ସହଯୋଗ ପାଇବେ । କୌଣସି ପୁରୁଣା ବନ୍ଧୁ ସନ୍ଧ୍ୟାରେ ଫୋନ କରିଲେ ପୁରୁଣା ସ୍ମୃତି ତାଜା ହେବ ।
କୁମ୍ଭ ରାଶି : ଘରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ ସମ୍ପନ୍ନ ହେବାର ଯୋଜନା ହୋଇପାରେ । ସବୁ ଲୋକ ମାନେ ଉଶ୍ଚାହର ସହ ଏହି ଯୋଜନାରେ ସମାଇଲ ହେବେ । ନିଜ କାମ ଓ ପାରିବାରିକ ସମ୍ପର୍କରେ କୌଣସି ପ୍ରକାରର ମତଭେଦ କରନ୍ତୁ ନାହି । ଆପଣଙ୍କର ଅଟକି ରହିଥିବା ସବୁ ପ୍ରକାରର କାମ ତୀବ୍ର ଗତିରେ ଆରମ୍ଭ ହେବ । ଜୀବନ ସାଥିଙ୍କ ସହ କୌଣସି ବିଷୟକୁ ନେଇ ଲମ୍ବା ସମୟ ଧରି ଆଲୋଚନା ହୋଇପାରେ । ଯଦି ଆପଣ ରଚନାତ୍ମକ ପ୍ରତିଭା ର ସଠିକ ଦିଗରେ ବ୍ୟବହାର କରିବେ ତେବେ ଆପଣଙ୍କୁ ଫାଇଦା ମିଳିପାରେ । ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ରହିଛି ।
ମୀନ ରାଶି : ଆଜି କୌଣସି କାମକୁ ନେଇ ଲମ୍ବା ଯାତ୍ରା କରିବାକୁ ପଡିପାରେ । ନୂଆ କାମ ହାତ ରେ ଲାଗିବ । ଘରର ବଡ ଲୋକଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଏହି ସମୟରେ ସେମାନଙ୍କୁ ସଠିକ ଚିକିତ୍ସାର ଆବଶ୍ୟକ ରହିଛି । ପିଲା ତଥା ଯୁବ ବର୍ଗ ନିଜର ଲକ୍ଷ୍ୟକୁ ହସାଲ କରିବେ । ଆଜି ଏମିତି ଜଣେ ବ୍ୟକ୍ତିଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି ଯିଏ ଆପଣଙ୍କର ହୃଦୟକୁ ଜାଣି ପାରିବେ । ବିଦେଶ ଭ୍ରମଣର ଯୋଗ ରହିଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।