ଆଜିର ରାଶିଫଳ, 13 ମେ 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କୁ କୌଣସି ବଡ କାମରେ ସଫଳତା ମିଳିପାରେ । ପାରିବାରିକ ଜୀବନରେ ଅନୁକୂଳ ସ୍ଥିତି ରହିବ । ପୁରସ୍କାର, ସମାନ, ପ୍ରମୋଶନ ଓ ପ୍ରତିଯୋଗୀତା ରେ ସଫଳ ହେବେ । ଆଜି ଆପଣ ଖାସ କାମ ପାଇଁ ଅନ୍ୟ ଠାରୁ ସାହାଜ୍ୟ ମାଗିବେ । ଆପଣଙ୍କ କାମ ମଧ୍ୟ ପୂରଣ ହେବେ । ଘରେ ଗୁରୁଜନଙ୍କ ସହଯୋଗ ପ୍ରାପ୍ତ ହେବ ।

ବୃଷ ରାଶି : ଆଜି ଜମିବାଡି ମାମଲାରେ ସଫଳତା ଲାଭ ହେବେ । ଆପଣଙ୍କ ମନ ଭଲ ରହିବ । ମନ ପସନ୍ଦର ଭୋଜନ ଆପଣ ଖାଇବାକୁ ପାଇବେ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ । ଅଟକି ରହିଥିବା ଧନ ଫେରି ପାଇବେ । ଆଜି ଆପଣ ଅତିରିକ୍ତ ଧନ କମାଇବେ । ଆଜି ଆପଣ ଊର୍ଜାବାନ ଅନୁଭବ କରିବେ ଯାହାକୁ ଆପଣ ସଠିକ ଦିଶାରେ ଲଗାଇବେ । କାର୍ଯ୍ୟ କ୍ଷେତ୍ରରେ ସାକାରାତ୍ମକ ପରିବର୍ତ୍ତନ ଆସିପାରେ ।

ମିଥୁନ ରାଶି : ଜୀବନରେ ଚାଲିଥିବା ଉତ୍ଥାନ ପତନ କମ ହେବେ । ଆଜି ସହକର୍ମୀ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଆଜି ପରିବାର ସହ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମର ଆୟୋଜନ ହୋଇପାରେ । ଜୀବନ ଶାନ୍ତି ପୂର୍ଣ୍ଣ ଭାବେ ଚାଲିବ ଓ ଉନ୍ନତି ହେବ । ଶ୍ଵଶୁର ଘର ତରଫରୁ ଆପଣଙ୍କୁ ବଡ ଖୁସି ଖବର ପ୍ରାପ୍ତ ହେବ । ଆଜି ଆପଣଙ୍କୁ ପ୍ରତେକ କାମରେ ସଫଳତା ଲାଭ ହେବେ । ଆଜି ବ୍ୟବସାୟ ମାମଲା ରେ ଆପଣଙ୍କର ନିସ୍ପତିର ପ୍ରଶଂସା ହେବ । ଘର ପରିବାରରେ ମାହୋଲ ଭଲ ରହିବ ।

କର୍କଟ ରାଶି : ବ୍ୟବସାୟରେ କାହା ଠାରୁ ଧୋକା ମିଳିପାରେ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ଥାବ ଆସିପାରେ । ଆଜି ଆପଣ ନିଜର କ୍ଷମତା ଅନୁଯାୟୀ କୌଣସି ରିସ୍କ ନେବେ । ଚାକିରି ଦ୍ରୁଷ୍ଟି ରୁ ଦେଖିଲେ ସାମାନ୍ଯ ରହିବ । କିଛି ମାମୁଲି ସମସ୍ୟାର ଆପଣ ସାମନା କରିବେ । ସମଜାରେ ମାନ ସମାନ ପ୍ରତିଷ୍ଠାହେବେ । କ୍ରୋଧ ର ମାତ୍ରା ବଢିପାରେ । ଆଜି ପାରିବାରିକ ମାମଲା ରେ ଆପଣ ଉଜ୍ବଳ କରିବେ ।

ସିଂହ ରାଶି : ଆଜି ଆପଣ ନିଜର ବାଣୀ ଦ୍ଵାରା ଲୋକ ମାନଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିବେ । ଆପଣଙ୍କ ଦିନ ପୂର୍ବ ପେକ୍ଷା ଭଲ ରହିବ । କୌଣସି ଜରିରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ । ମେହନତ ଦ୍ଵାରା ଆପଣଙ୍କୁ ସଫଳତା ଲାଭ ହେବେ । ଆୟ ରେ ବୃଦ୍ଧି ହେବ । ଜୀବନ ସୁଖମୟ ବ୍ଯତୀତ ହେବେ । ଅଫିସ ଓ ବିଜେନ୍ସରେ ନୂଆ କାମ ଆରମ୍ଭ ହେବେ । ଦିନରେ କିଛି ଖାସ ପାଇଁ ଆପଣ ପ୍ରସ୍ତୁତ ହେବେ । ଆପଣ ଆଖ ପାଖର ଲୋକଙ୍କ ସହ ଉଦାର ବ୍ୟବହାର କରିବେ ।

କନ୍ୟା ରାଶି : ଆଜି ଆପଣଙ୍କର କଳା କ୍ଷେତ୍ରରେ ରୁଚି ବହଡିବ । ପରିବାରରେ ଖୁସିର ମାହୋଲ ରହିବ । ଆର୍ଥିକ ମାମଲା ରେ ସୁଧାର ଆସିବ । କୌଣସି ଜରୁରୀ କାମରେ କଠିନ ପରିଶ୍ରମ କରିଲେ ଆପଣ ସଫଳତା ପାଇବେ । ପ୍ରେମ ଜୀବନରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଭଲ ରହିବ । ସମ୍ପର୍କ ରେ ମଧୁରତା ଆସିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଅଚାନକ ଧନ ଲାଭ ହେବ ।

ତୁଳା ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୋର୍ଟ କଚେରୀ ମାମଲାରେ ସଫଳ ହେବେ । ଆକର୍ଷଣ କେନ୍ଦ୍ରରେ ଆପଣ ରହିବେ । ନୂଆ ମିତ୍ର ସ୍ଥାପନ କରିବେ । ଜୀବରେ କିଛି ବେହତର କରିବା ପାଇଁ ଚେଷ୍ଟା କରିବେ । କ୍ଯାରିୟରରେ ସୁଧାର ଭଲ ରହିବ । ଉଚ୍ଚ ପ୍ରତିଷ୍ଠିତ ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ରହିବ । ବିଦେଶକୁ ଯାତ୍ରା କରିବାର ସମ୍ଭାବନା ରହିଛି । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବିଛା ରାଶି : କାରୋବାରରେ ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିର୍ଣ୍ଣୟ ସଠିକ ରହିବ । କାର୍ଯ୍ୟ କ୍ଷେତ୍ରରେ କୌଣସି କାମ ନିଶ୍ଚିନ୍ତ ସମୟରେ ହେବ ନାହି ତଥାପି ଅଚାନକ ଧନ ଲାଭ ହୋଇପାରେ । ଆପଣଙ୍କ ଘରେ ସୁଖ ସୁବିଧା ବଢିବା କାରଣରୁ ବିଚାର କରିବେ । ଯାତ୍ରା କରିବା ପାଇଁ ସମୟ ଭଲ ରହିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ପ୍ରମୋଶନ ହୋଇପାରେ । କୌଣସି ପ୍ରିୟଜନଙ୍କ ସହ କଳହ ହୋଇପାରେ ।

ଧନୁ ରାଶି : ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ବାହାର ଖାଦ୍ୟ ଖାଆନ୍ତୁ ନାହି । କିଛି କାମ କରିବା ପୂର୍ବରୁ ଅନ୍ୟ ସହ ଆଲୋଚନା କରିଲେ ସେଥିରେ ସଫଳ ହେବେ । ଜୀବନ ସାଥି ଙ୍କ ସହ ମନାନ୍ତର ହୋଇପାରେ । ପରିବାରରେ ହସ ଖୁସି ର ମାହୋଲ ରହିବ । ଆଜି ଲୋକ ମାନେ ଆପଣଙ୍କର ଅରାଏ ନେବେ । ଆପଣଙ୍କର ସନ୍ତାନଙ୍କର ପ୍ରଦର୍ଶନ ଆପଣଙ୍କ ମନରେ ଗର୍ବ ଆଣିବ । ଅପାନଙ୍କ ମନରେ ଖୁସିର ଭାବନା ଆସିବ ।

ମକର ରାଶି : କ୍ଯାରିୟରରେ ଆଗକୁ ବଢିବା ପାଇଁ ସୁଯୋଗ ମିଳିବ । କାରୋବାରରେ ଲାଭର ସ୍ଥିତି ଦେଖିବାକୁ ପାଇବେ । ବେପାରୀ ମାନେ ଗ୍ରାହକଙ୍କୁ ଖୁସି କରିବା ପାଇଁ ନୂଆ ଅଫର ଦେବେ । କୋର୍ଟ କଚେରୀ ମାମଲାରେ ଆପଣ ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଶାସନ ସତ୍ତାର ସହଯୋଗ ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଅନ୍ୟ କାହାରି କଥାରେ ପଡନ୍ତୁ ନାହି ।

କୁମ୍ଭ ରାଶି : ଆଜି ଆପଣ ମାନସିକ ଅସାନ୍ତି ଅନୁଭବ କରିବେ । ବହୁତ ଜଲ୍ଦି ଚାକିରି ବା ରୋଜଗାରର କରିବାର ମାର୍ଗ ମିଳିବ । ଅଯଥା ଖର୍ଚ୍ଚା ହୋଇପାରେ । କୌଣସି କ୍ଷେତ୍ର ରୁ ବଡ ଖୁସି ଖବର ପ୍ରାପ୍ତ ହେବ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ସମାଜରେ ଯଶ ଓ କୀର୍ତ୍ତି ମାନ ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଅଟକି ରହିଥିବା କମ ପୂରଣ ହେବ । ଆପଣ ନିଜର କ୍ରୋଧ ଓ ବାଣୀ ଉପରେ ସଂଯମ ରଖନ୍ତୁ ।

ମୀନ ରାଶି : ଆଜି କୌଣସି ମାଙ୍ଗଳିକ କାର୍ଯ୍ୟରେ ଭାଗ ନେବେ । ମାତାଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ । ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । ଶୁଭ ସମାଚାର ଶୁଣିବାକୁ ପାଇବେ । ଆଜି କୌଣସି କାମରେ ଅସଫଳତା କାରଣରୁ ଆପଣ ମାନସିକ ଚିନ୍ତା ରେ ରହିବେ । ମିତ୍ର ମାନଙ୍କର ସହଯୋଗ ମିଳିବାରୁ ଆପଣ ସବୁ କାମରେ ଆଗରେ ରହିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।