ଆଜିର ରାଶିଫଳ, 04 ଏପ୍ରିଲ 2023, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୦୪ ଏପ୍ରିଲ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମରେ ସ୍ଥିରତା ଆସିବ । ରାଜନୀତିରେ ଯାତ୍ରାରେ ସମୟ କଟିବ ଓ ଲାଭ ପାଇ ପ୍ରସଂଶିତ ହେବେ । ବିଦ୍ୟା କ୍ଷେତ୍ରରେ ଧୈର୍ଯ୍ୟ ଓ ସଂଯମ ରଖି ବିଶେଷ ଲାଭାନ୍ୱିତ ହେବେ । କୃଷିରେ ଉନ୍ନତି ଫଳରେ ମନ ସନ୍ତୁଷ୍ଟ ରହିବ । ଖେଳରେ ବିଜୟୀ ହେବେ । ମହିଳା ମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ଶୁଭ ସମାଚାର ଶୁଣିବାକୁ ମିଳିବ ।

ବୃଷ ରାଶି : ନୂତନ ବନ୍ଧୁ ଭେଟ ହେବେ । ଆଜି ଦିନର ସମୟ ଗୁଡିକ ହସ ଖୁସିରେ ବିତିବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ନୂତନ ବନ୍ଧୁଙ୍କ ଯୋଗେ ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । ନିଜ ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ରାଜନୀତିରେ ପ୍ରଶଂସା, ବିଦ୍ୟାରେ ଉନ୍ନତି, କୃଷିରେ ମନ ସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ ।

ମିଥୁନ ରାଶି : ଗୁପ୍ତ ଶତ୍ରୁ ଙ୍କ ଠାରୁ ବିଜୟୀ ହେବେ । ସୁସ୍ଥ ଅନୁଭବ କରିବେ । ପାରିବାରିକ ଜୀବନରେ ତାଳମେଳ ବେହତର ହେବ । ସୁଖ ସାଧନା ପ୍ରାପ୍ତି ହେବ । ଚାକିରି କରୁଥିବା ଜାତକ ନିଜର ଯୋଗ୍ୟତା ଓ ବୁଝାମଣା ଦ୍ଵାରା ଅଧିକାୟ ଙ୍କ ଠାରୁ ସହାୟତା ଓ ସହଯୋଗ ପାଇବେ । ରଚନାତ୍ମକ ବା ସୃଜନାତ୍ମକ କ୍ଷେତ୍ର ରେ ମାନ ସମାନ ପ୍ରାପ୍ତ ହେବ । ଆଜି ଦିନରେ ନିଜର ପରିବାର ବା  ବନ୍ଧୁ ଙ୍କ ସହ ବାହାରକୁ ଯିବାର ପ୍ଳାନ କରିବେ ।

କର୍କଟ ରାଶି : ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ମନରେ ଆଶା ନିରାସା ର ଭାବ ରହିବ । ଅଟକିଥିବା କାମ ଆରମ୍ଭ ହେବ । ନ ବୁଝି ଖର୍ଚ୍ଚ କରିବାର ଅଭ୍ଯାସ ଆପଣଙ୍କୁ ସମସ୍ଯା ରେ ପକାଇ ପାରେ । ସନ୍ତାନ ଙ୍କ ପ୍ରଗତି ଦେଖି ଆପଣ ଖୁସି ଅନୁଭବ କରିବେ । କାହାକୁ ସାହାଜ୍ୟ କରିବାକୁ ପଡିପାରେ । ପୂର୍ବରୁ କରିଥିବା ଭୁଲ ରୁ କିଛି ଶିଖିବା ସହ ଜୀବନ ସାଥିଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ ।

ସିଂହ ରାଶି : ଆପଣ କୌଣସି ପରିଜନ ଙ୍କ କାରଣରୁ ଚିନ୍ତାରେ ରହିବେ । ମହିଳା ମାନଙ୍କର ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିବ । ମନ କଥା କାହା ସହ ସେୟାର କରନ୍ତୁ ନାହି । ଆପଣ ଜରୁରୀ କାମ ରେ ଧ୍ୟାନ ଦିଅନ୍ତୁ ।   ଏହା ସହ ସହ କର୍ମୀ ଙ୍କ ସହ ତାଳମେଳ ବେହତର ରହିବ । ଡେରି ରେ ହେଉ ପଛେ କିନ୍ତୁ କାମରେ ସଫଳତା ମିଳିବ । ନିସ୍ପତି ବହୁତ ଜଲ୍ଦି ଓ ସଠିକ ନେବେ । ଆଜି ଆପଣଙ୍କୁ ସାମାଜିକ କାର୍ଯ୍ୟ କ୍ରମରେ ଯିବାକୁ ପଡିପାରେ ।

କନ୍ୟା ରାଶି : ଯୁବକ ଙ୍କୁ ପ୍ରତିଯୋଗୀ ପରୀକ୍ଷା ର ପ୍ରସ୍ତୁତି ଭଲ ଭାବେ କରିବାକୁ ହେବ । ନିକଟତର ଲୋକଙ୍କ ପାଇଁ କିଛି ତ୍ୟାଗ କରିବାକୁ ପଡିପାରେ ତେବେ ସଙ୍କୋଚ କରନ୍ତୁ ନାହି । ଯେଉଁ ଲୋକ ଲମ୍ବା ସମଯରୁ ଚାକିରି ରେ ବଦଳି କରିବାକୁ ଚାହୁଁ ଥିଲେ ସେମାନଙ୍କୁ ଶୁଭ ଖବର ମିଳିପାରେ । ଦାଂପତ୍ଯ ଜୀବନରେ ମଧୁରତା ଆସିବ । ଅନ୍ୟ ର କଳହରେ ପଡନ୍ତୁ ନାହି । ସ୍ୱାସ୍ଥ୍ୟ କୁ ଯତ୍ନବାନ ହୁଅନ୍ତୁ ।

ତୁଳା ରାଶି : କିଛି ଗୁପ୍ତ ତଥ୍ୟ ଓ ଓ ସୂଚନା ଆପଣଙ୍କୁ ମିଳିପାରେ । ସାମାଜିକ କ୍ଷେତ୍ର ରେ କାର୍ଯ୍ୟ ରତ ଲୋକଙ୍କୁ ସତର୍କ ରହିବାକୁ ହେବ । କାରଣ ଶତ୍ରୁ ଆପଣଙ୍କ ଇମେଜ ଖରାପ କରିବାକୁ ଚେଷ୍ଟା କରିବେ । କାମ କାର୍ଯ୍ୟ ଶେଷ କରିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ଓ ଆଗକୁ ବଢିବେ । ଆଜି ଆପଣଙ୍କ ଚିନ୍ତାରେ କମି ଆସିବ । ଆନନ୍ଦ ଓ ଉଶ୍ଚାହ ରେ ବୃଦ୍ଧି ହେବ ।

ବିଛା ରାଶି : ସରକାର ସହ ଜଡିତ କିଛି କାମ ଆପଣଙ୍କ ପାଖରେ ହୋଇପାରେ । ଆଜି ଦିନ ରେ ମାତା ପିତା ଙ୍କ ସେବାରେ କିଛି ସମୟ ବ୍ଯତୀତ କରନ୍ତୁ । ଯଦି କେହି ପରିଜନ ଆପଣଙ୍କ ଉପରେ ରାଗିଛନ୍ତି ତେବେ ତାଙ୍କୁ ମନାଇବାକୁ ଚେଷ୍ଟା କରନ୍ତୁ । ଧନ କମାଇବାର ସମ୍ଭାବନା ଅଛି । ଭାଇ ଭଉଣୀ ଙ୍କ ସହ ସମର୍କା ବେହତର ହେବ । ବ୍ୟବସ୍ୟାରେ କାହାକୁ ଭାଗୀଦାର କରନ୍ତୁ ନାହି ।

ଧନୁ ରାଶି : ବିଦ୍ୟାର୍ଥୀ ଙ୍କ ମନ ପାଠ ପଢା ରେ ଲାଗିବ । ଆର୍ଥିକ ଚିନ୍ତନ ରହିପାରେ । ପରିଶ୍ରମ ପୂର୍ବକ କାର୍ଯ୍ୟ ସିଧି ହୋଇପାରେ । ବ୍ୟାପାରରେ ନିବେଶ କରିବା ପୂର୍ବରୁ ପିତା ଙ୍କ ପରାମର୍ଶ ନିଅନ୍ତୁ । ପରିବାର ସୁଖ ଭଲ ମିଳିବାର ଅଛି । ଆଜି ଆପଣ ପ୍ରସନ୍ନ ରହିବେ । ଆଜି ଦିନ ଟି ଆପଣ ହସ ଖୁସି ରେ ବ୍ଯତୀତ କରିବେ । ସେମାନଙ୍କ ଉପରେ ନଜର ରଖନ୍ତୁ ଯିଏ ଆପଣଙ୍କୁ ଭୁଲ ରାସ୍ତା ରେ ଯିବାକୁ କହୁଛନ୍ତି ।

ମକର ରାଶି : ମାତା ପିତା ଙ୍କ ସହଯୋଗ ମିଳିବ । ଆପଣ ସ୍ବାଉ କାମ ଆତ୍ମବିଶ୍ଵାସ ସହକାରେ ପୁରା କରନ୍ତୁ । ପୈତୃକ ସମ୍ପତି ରୁ ଲାଭ ହେବ । ଆଜି ନୂଆ ଯୋଜନା ବନାଇବେ । ଯେଉଁ ଲୋକ କିଛି ଦିନ ହେବ ରୋଗାଗ୍ରସ୍ତ ଅଛନ୍ତି ସେମାନେ ସତର୍କ ରୁହନ୍ତୁ । ନିଜର ସ୍ୱାସ୍ଥ୍ୟ ର ଧ୍ୟାନ ନିଅନ୍ତୁ । ମାନ ପ୍ରତିଷ୍ଠା ଏବଂ କାର୍ଯ୍ୟ କୁଶଳତା ରେ ସନ୍ତୋଷ ଜନକ ସ୍ଥିତି ବଜାୟ ରହିବ । ଆତ୍ମବିଶ୍ଵାସ ରେ ବୃଦ୍ଧି କାରଣରୁ କାର୍ଯ୍ୟ ହୋଇପାରେ । ଆଜି ଆପଣ ସନ୍ତାନ ଙ୍କ ଭାବୁସ୍ତକୁ ନେଇ ଚିନ୍ତାରେ ରହିବେ ।

କୁମ୍ଭ ରାଶି : ଆଜି ଆର୍ଥିକ ପକ୍ଷ ମଜବୁତ ପାଇଁ ମେହନତ ବା ପରାକ୍ରମ କରିବା ପରେ ବି ଆସା ଅଧୁରା ରହିବ । ଯଦି ଉଚ୍ଚ ଅଧିକାରୀ ଆପଣଙ୍କୁ କିଛି କାମ ଦେଉଛନ୍ତି ତେବେ ଭୁଲ କରନ୍ତୁ ନାହି । ପାରିବାକ ଜୀବନରେ ଖୁସି ଆସିବ । ଘରେ ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆପଣଙ୍କୁ କିଛି ବୁଝାମଣା କରିବାକୁ ପଡିପାରେ । ଜରୁରୀ କାମରେ ଧ୍ୟାନ ଦିଅନ୍ତୁ । ଭାବିଥିବା କାମ ପୂରଣ ହେବ ।

ମୀନ ରାଶି : ଆଜି ଆପଣଙ୍କୁ ନିଜ ପାଇଁ ସମଉଆ ଉତ୍ତମ ଦାଯକ ରହିବ । ଆଧ୍ୟାତ୍ମିକ ଭାବନା ମନକୁ ପ୍ରଭାବିତ କରିବ । ବ୍ଯାଙ୍କ ସେଣ୍ଟର ସହ ଜଡିତ ଲୋକ ଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି । ବ୍ୟାପାରୀ ଙ୍କୁ ବହୁତ ଭଲରେ ବିଛା କରି ନୂଆ କାମ ହାତକୁ ନେବାର ଅଛି । ନଚେତ ଭାରି କ୍ଷତି ହୋଇପାରେ । କାହା ସହ ଦରକାର ଠାରୁ ଅଧିକ ମଜାକ କରନ୍ତୁ ନାହି । ଆମ ସହ ଅଗାକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।