ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 28 ଜାନୁୟାରୀ 2025 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ଘର ପରିବାର ରେ ଖୁସି ର ମାହୋଲ ରହିବ । ବ୍ୟାପାର ସହ ଜଡିତ ଲୋକଙ୍କ ପାଇଁ ଆଜି ଦିନ ଟି ଠିକ ଠାକ ରହିବ । ଆଜି ଆପଣ ନିଜ ଲୋକଙ୍କ ପାଇଁ ଉପହାର କ୍ରୟ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହି । ଅଲଗା ଅଲଗା କାରଣରୁ ଯାତ୍ରା କରିବେ । ପାରିବାରିକ ସଦସ୍ୟ ଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବ । ପାରିବାରିକ ଜୀବନରେ ସ୍ଥିତି ଅନୁକୂଳ ହେବ । ପିଲାଙ୍କ ସହ ଆପଣ ବହୁତ ଭଲ ସମୟ ବିତାଇବେ ।
ବୃଷ ରାଶି : ଅନ୍ୟ ର ଭରସାରେ କାମ କରିଲେ ଆପଣଙ୍କର କ୍ଷତି ହେବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବୁଝି ବିଚାରୀ କାରୋବାର କରୁଥିବା ଲୋକ ଙ୍କ ପାଇଁ ଆଜି ଦିନ ଟି ବହୁତ ଭାଗ୍ୟଶାଳୀ ରହିବ । ଆପଣଙ୍କର କାମ କାର୍ଯ୍ୟ ରେ ବୃଦ୍ଧି ହେବ । ଏହା ସହ ଆପଣଙ୍କର ଅଟକି ରହିଥିବା ତାଙ୍କ ଫେରି ପାଇବେ । ମହିଳା ମାନଙ୍କର ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ହୋଇପାରେ । ଆପଣ ନିଜ କାମ ସହଜରେ ପୁରା କରିବେ । ପଇସା ଅଭାବ କାରଣରୁ ଅଟକି ରହିଥିବା କାମ ଆଜି ଆରମ୍ଭ ହେବ ।
ମିଥୁନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଶୁଭ ବ୍ଯତୀତ ହେବ । ତଥାପି ଆପଣଙ୍କୁ ସାବଧାନ ରହିବାର ଅଛି । ଆବେଶ ରେ ଆସି କୌଣସି ପ୍ରକାରର ନିସ୍ପତି ନିଅନ୍ତୁ ନାହି । ନୂଆ ସମ୍ପତି କ୍ରୟ କରିବାର ସମ୍ଭାବନା ରହିଛି । କୌଣସି ଶୁଭ ସମାଚାର ପ୍ରାପ୍ତ ହେବ । କାମ କାର୍ଯ୍ୟ ବଢାଇବା ପାଇଁ ଯୋଜନା କରିବେ । ମନରେ କିଛି ଭାବନା ଆସିପାରେ । ଘର ବା ବହନ କ୍ରୟ କରିବେ । ମାତା ଙ୍କ ଆଶୀର୍ବାଦ ରୁ କୌଣସି ମହତ୍ଵ ପୂର୍ଣ୍ଣ କାମ ସମ୍ପନ ହେବ ।
କର୍କଟ ରାଶି : ଆଜି ଆପଣଙ୍କ ମନରେ ଭରପୁର ଜୋସ ରହିବ । ଛୋଟ ଭାଇ ଭଉଣିଆ ଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ଚାକିରି ରେ ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବ । ରଚନାତ୍ମକ କାର୍ଯ୍ୟ ରେ ଲୋକପ୍ରିୟ ହେବେ । ଆଜି ଦିନ ଟି ଆପଣଙ୍କ ପାଇଁ ସାମାନ୍ଯ ସଂକେତ ଦେଉଛି । କିନ୍ତୁ ଦିନ ସମାପ୍ତ ହେବା ପୂର୍ବରୁ କୌଣସି ଭଲ ସୂଚନା ମିଳିପାରେ । ବ୍ୟାପାର କମରେ ଅଧିକ ମେହନତ କରିବାକୁ ହେବ । ଘର ପରିବାରେ ମାଙ୍ଗଳିକ କାର୍ଯ୍ୟ ସମ୍ଭବ ହେବ ।
ସିଂହ ରାଶି : ଆଜି ଆପଣଙ୍କ ମନର ଦ୍ଵନ୍ଦ ଦୂର ହେବ । ଆପଣଙ୍କୁ ସବୁ ନୂଆ କାମରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଆଜି ଦିନ ଟି ଆପଣଙ୍କ ପାଇଁ ମଧ୍ୟମ ରୂପରେ ଫଳଦାୟକ ରହିବ । ବିବାହିତା ଲୋକଙ୍କ ର ଗୃହସ୍ତାହ ଜୀବନ ପାଇଁ ଆଜି ଦିନ ଟି ବେହତର ରହିବ । ନିଜର ସମ୍ପର୍କ ମଜବୁତ ହେବ । ପଇସା କମାଇବା ପାଇଁ ଆପଣ ନୂଆ ଅନୁଆ ରାଡତା ଆପେଣିବେ । ଆପଣଙ୍କର ଏହି ଚେଷ୍ଟା ସଫଳ ହେବ । ମିତ୍ର ଙ୍କ ସହ ପାର୍ଟି କରିବେ ।
କନ୍ୟା ରାଶି : ଏହି ରାଶିର ଲୋକ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଅଧିକତର ପାରିବାରିକ କ୍ଲେଶ ଠାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ ନଚେତ ଆପଣଙ୍କର ହାନି ହୋଇପାରେ । ପଇସା ରେ ଅଧିକ ଆବେଗ ରହିବ । ଆର୍ଥିକ ସ୍ଥିତି ଭଲ ରହିବ । ଧାର୍ମିକ କାର୍ଯ୍ୟ ରେ ମନ ଲାଗିବ । କାମ କ୍ଷେତ୍ରରେ ଦିନ ଭଲ ରହିବ । ଭାଗ୍ଯର ପ୍ରବଳତା ଓ ନିଜର ମେହନତ ରେ କାମ ସଫଳ ହେବ । ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ ଯାହା ପାଇଁ ପାରିବାରିକ ପରିବେଶ ସୁଖଦ ରହିବ ।
ତୁଳା ରାଶି : ଆଜି ଦିନରେ ମନରେ ଉଶ୍ଚାହ ଅଧିକ ରହିବ । ଅପାନ ନିଜର ପରିବାରକୁ ସମୟ ଦିଅନ୍ତୁ ଆପଣଙ୍କ କାମ ପ୍ରଭାବିତ ହେବ ନାହି । ବ୍ୟାପାରିକ ନବୀନ ଯୋଜନାରୁ ଲାଭ ହେବ । ପରିବାରରେ ମିଳାମିଶା ବଢିବ । ନିଜର ବସ୍ତୁ କୁ ସମ୍ଭାଳି ରଖନ୍ତୁ ନଚେତ କ୍ଷତି ହୋଇପାରେ । ବଡ ଭାଇ ଙ୍କ ସହ ସାମଞ୍ଜସ୍ଯ ଠିକ ରହିବ । ପାରିବାରିକ ସ୍ଥିତି ବେହତର ରହିବ । ଯାହା ବି କହିବେ ଭାବି କି କୁହନ୍ତୁ କାରଣ ଆପଣଙ୍କ କଥା କାହାକୁ ଖରାପ ଲାଗିପରେ ।
ବିଛା ରାଶି : କାର୍ଯ୍ୟ ସ୍ଥଳରେ ଅଧିକାରୀ ବର୍ଗ ରେ ମହତ୍ଵ ବଢିବ । ଲମ୍ବା ସମୟରୁ କାମ କାର୍ଯ୍ୟ ଅଧିକ ହେବାରୁ ଦାଂପତ୍ଯ ଜୀବନରେ ସମାସୀ ହେଉଥିଲେ ତାହା ଦୂର ହେବ । ପରିବାର ରେ ଚାଲିଥିବା ବିବାଦ କାରଣରୁ ସମସ୍ଯା ହୋଇପାରେ । ନୂଆ କାରୋବାର ସ୍ଥାପିତ କରିବା ପାଇଁ କରଯ କରିବାରେ ଲାଗି ପଡିବେ । ଆପଣଙ୍କ ମନ କାମରେ ଅଧିକ ଲାଗିବ ନାହି । ଆପଣ ନିଜ ସହ ଜବରଦସ୍ତି କରନ୍ତୁ ନାହି । ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ ।
ଧନୁ ରାଶି : ବ୍ୟାପାର କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ ଓ ଲାଭ ମିଳିପାରେ । ବିଜେନ୍ସ ରେ ସାଥି ଙ୍କ ସହ ଭଲ ତାଳମେଳ ଠିକ ରହିବ । ଏଥିରେ ଲାଭ ହେବ । ସ୍ୱାସ୍ଥ୍ୟ ଠିକ ଠକ ରହିବ । ନିଶା ଦ୍ରବ୍ଯ ଠାରୁ ଦୂରେଇ ରୁହନ୍ତୁ । ନିଜର ପଜେଟିଭ ଚିନ୍ତାଧାରା ବଜାୟ ରଖନ୍ତୁ ମନ ପ୍ରସନ୍ନ ରହିବ । ପଇସା କୁ ନେଇ ଚ୍ୟାଲେଞ୍ଜ ଭରା ସମୟ ଆସିପାରେ । ଘରେ ଛୋଟ ମାନଙ୍କର ଆଚରଣ କୁ ନେଇ ଚିନ୍ତା ରେ ରହିବେ । ଯେଉଁ କ୍ଷେତ୍ରରେ ନିବେଶ କରିବେ ନିଶ୍ଚୟ ସଫଳ ହେବ । ସମାଜରେ ଯଶ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ ।
ମକର ରାଶି : ଆପଣଙ୍କ ଦୈନିକ କାମରେ ଅଳ୍ପ ପରିବର୍ତ୍ତନ ଆସିବ । ଯଦି ଆପଣ ବିଦେଶ ଯାଇ ନିଜର କ୍ଯାରିୟର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମାର୍ଗ ରେ ଆସୁଥିବା ସବୁ ବାଧା ଦୂର ହେବ । ନୂଆ ଯୋଜନା ସହ ଯୋଡି ହେବାର ଅବସର ମିଳିବ ଯାହା ପାଇଁ ଆପଣଙ୍କ ଉନ୍ନତି ମୁଖ୍ୟ ଭୂମିକା ନିଭାଇବ । ବନ୍ଧୁ ଙ୍କ ପୁରା ସହଯୋଗ ମିଳିବ । ପ୍ରଭାବଶାଳୀ ଲୋକେ ପରାମର୍ଶ ଦେବେ । ବୁଝି ବିଚାରୀ କାମ କରୁଥିବା ଆଲୋଚକଙ୍କ ପାଇଁ ଆଜି ଦିନ ଟି ଭାଗ୍ୟଶାଳୟ ରହିବ ।
କୁମ୍ଭ ରାଶି : ଆଜି ନିଜର କଥାବାରତା ରେ ମୌଳିକତା ରଖନ୍ତୁ । ବ୍ୟବସାୟରେ ଉନ୍ନତି ହେବ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଖର୍ଚ୍ଚ ରେ ବୃଦ୍ଧି ହେବ । ଏହା ସହ ଆମଦାନୀ ରେ ବୃଦ୍ଧି ହେବ । ଧର୍ଯ୍ୟ ଓ ଚେଷ୍ଟା ମଧ୍ୟରେ ସନ୍ତୁଳନ ରଖନ୍ତୁ ତେବେ ଯାଇ ଅଧିକ ସମସ୍ଯା ର ସମାଧାନ ହେବ । ସ୍ୱାସ୍ଥ୍ୟ ମାମଲା ରେ ଦିନ ବହୁତ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇବେ ।
ମୀନ ରାଶି : ଆଜି ଚେଷ୍ଟା କରିଲେ ନିଶ୍ଚୟ ସଫଳ ହେବେ । ରଚନାତ୍ମକ କାର୍ଯ୍ୟ ରେ ରୁଚି ରହିବ । ପରିବାର ରେ ଖୁଶିର ମାହୋଲ ରହିବାରୁ ମନ ପ୍ରସନ୍ନ ରହିବ । ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଭାଗ୍ୟ ର ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ କୁ ନେଇ ଥକାପଣ ଅନୁଭବ କରିବେ । ସନ୍ତାନ ପକ୍ଷରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ମାତା ପିତା ଙ୍କ ସହଯୋଗ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।