ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 23 ଜାନୁୟାରୀ 2025 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କୁ ସାକାରାତ୍ମକ ରହିବାକୁ ହେବ । କୌଣସି ବିବାଦ ଠାରୁ ଦୂରେଇ ରୁହନ୍ତୁ । କାରୋବାରରେ ମିତ୍ର ବା ପ୍ରିୟଜନଙ୍କ ସାହାଜ୍ଯ ମିଳିବ । ଆପଣଙ୍କର ସବୁ କଷ୍ଟର ବହୁତ ଜଲ୍ଦି ନିବାରଣ ହେବ । ପାରିବାରିକ ମାହୋଲ ଖୁସି ଭରା ରହିବ । ବାହାର ଖାଦ୍ୟ ରୁ ବଞ୍ଚିତ ରୁହନ୍ତୁ । ଆଜି ଆପଣ ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ସମ୍ପର୍କ ସ୍ଥାପିତ କରିଲେ ଅଧିକ ପ୍ରଭାବଶାଳି ହେବେ । ମାତା ଙ୍କୁ ନେଇ ଆପଣ ଅଧିକ ଚିନ୍ତା ରେ ରହିବେ । ନିଜର ଜରୁରୀ ଜିନିଷକୁ ଧ୍ୟାନ ରେ ରଖନ୍ତୁ ନଚେତ ହଜି ଯିବାର ସମ୍ଭାବନା ରହିଛି ।
ବୃଷ ରାଶି : ଆଜି କୌଣସି ବିଶେଷ ପ୍ରୟୋଜନ ପାଇଁ ଯାତ୍ରା କରିବାର ସମ୍ଭାବନା ରହିଛି । ଆପଣଙ୍କୁ କିସମତରେ ପୁରା ସାଥ ମିଳିବ । ଏହା ସହ ଅନ୍ୟ ଲୋକମାନେ ଆପଣଙ୍କ କାମରେ ପ୍ରବାହିତ ହେବେ । ଉନ୍ନତି ହେବାର ନୂଆ ମାର୍ଗ ଖୋଲିବ । ପାରିବାରିକ ଜୀବନରେ ମଧୁରତା ସହ ବିଶ୍ଵାସ ରେ ବୃଦ୍ଧି ହେବ । ବେପାର କ୍ଷେତ୍ରରେ ଯୋଜନା ମୁତାବକ କାମ କରିଲେ ଉନ୍ନତି ହେବ । ପରିବାର ସହ ଯାତ୍ରା କରିବାର ଯୋଗ ରହିଛି । କୌଣସି ଜରୁରୀ କାମରେ କରିଥିବା ଯାତ୍ରା ସୁଖଦ ରହିବ ।
ମିଥୁନ ରାଶି : ଆପଣଙ୍କୁ ଆଜି ଅପ୍ରତ୍ୟାଶିତ ପରିଣାମ ଦେଖିବାକୁ ମିଳିବ । ଅଳ୍ପ ମହେନତ କରି କୌଣସି ବଡ ଫାଇଦା ହେବାର ଯୋଗ ରହିଛି । ଜୀବନ ସାଥିଙ୍କ ସହୟତାରେ ଆର୍ଥିକ ସ୍ଥିତି ରେ ସୁଧାର ଆସିପାରେ । ଜୀବନ ରେ ଚାଲିଥିବା ସମସ୍ୟାର ସମାଧାନ ଜୀବନ ସାଥି ଙ୍କ ସାହାଯ୍ୟରେ ହୋଇ ପାରିବ । ଆପଣଙ୍କର ପାରିବାରିକ ଜୀବନ ଆନନ୍ଦ ଦାୟକ ରହିବ । ପରିବେଶରେ ଖୁସି ରହିବ । ସାମାଜିକ ରୂପରେ ଆପଣ ଅଧିକ ଲୋକପ୍ରିୟତା ହାସଲ କରିବେ । ନୂଆ ନିବେ ନୂଆ ଯୋଜନାରେ ଅପାନ ସଫଳ ହେବେ ।
କର୍କଟ ରାଶି : ଆଜି କୌଣସି ନୂଆ କାମ କାର୍ଯ୍ୟ ଆପଣଙ୍କ ସାମନାକୁ ଆସିବ । ଯାହା ପାଇଁ ଆପଣ ଜରୁରୀ ଲୋକଙ୍କ ସହ ଭେଟ କରିବେ । ଆଜି ଦିନ ଟି ଆପଣଙ୍କ ପାଇଁ କିଛି ଖାସ ରହିବ । ଆଜି ଆପଣ ଦାଂପତ୍ଯ ଜୀବନରେ ଆନନ୍ଦ ନେବେ । ଜୀବନ ସାଥି ଙ୍କୁ କୌଣସି ଦୂର ଜାଗାକୁ ବୁଲାଇବାକୁ ନେବା ପାଇଁ ଚିନ୍ତା କରିବେ । କାମର ଭାବ ଅଧିକ ରହିବା କାରଣରୁ ଆପଣଙ୍କ ଭିତରେ ଊର୍ଜା ଅଧିକ ରହିବ । ଆଜି ନିଜର ଉଦ୍ଯୋଗ ରେ ସଫଳ ହେବେ । ବାହନ ଚଳାଇବା ସମୟରେ ସତର୍କତା କରନ୍ତୁ ।
ସିଂହ ରାଶି : ଆଜି ଆପଣଙ୍କ ଜୀବନରେ ଜୀବନ ସାଥିଙ୍କ ସହ ମନାନ୍ତର ହୋଇପାରେ । ଆଜି ରୁଟିନ କାମ ବ୍ଯତୀତ ନିଜର ବ୍ୟକ୍ତିଗତ କାମରେ ବ୍ୟସ୍ତ ରେ ରହିବେ । ଏଥିପାଇଁ କାମ ବା କାରୋବାର ରେ ନୂଆ ମୌକା ମିଳିବ । ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ । ସନ୍ତାନ ମାନଙ୍କ ତରଫରୁ କାର ଯାଇଥିବା କାମ ଆପଣଙ୍କ ମନକୁ ପ୍ରସନ୍ନ କରିବ । ଆପଣଙ୍କ ମାନ ସାମନାରେ ବୃଦ୍ଧି ହେବ । ଆପଣଙ୍କ ଯୋଜନା ଓ ଜ୍ଞାନ ଓ ବୁଦ୍ଧି ଦ୍ଵାରା ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କୁ ଲାଭ ମଧ୍ୟ ମିଳିବ ।
କନ୍ୟା ରାଶି : କଳାକାର ଓ କାରିଗର ଙ୍କୁ ନିଆରା କଳା ପ୍ରଦର୍ଶନ କରିବାର ଅବସର ମିଳିବ । ସାମାଜିକ କ୍ଷେତ୍ର ରେ ଆଜି ଆପଣଙ୍କର ରୁଚି ବଢିବବାର ନଜର ଆସିବ । ପରିବାରରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟକ୍ରମ ରେ ଚର୍ଚ୍ଚା ହୋଇପାରେ । ମଉଜ ମସ୍ତି ଓ ମନୋରଞ୍ଜନ ରେ ସମୟ ବ୍ଯତୀତ କରିବେ । ପରିବାର ରେ କୌଣସି ମାଙ୍ଗଳିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ସମ୍ପତିରେ ନିବେଶ କରିଲେ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଆଜି ଆପଣଙ୍କ ମନରେ କାହା ପାଇଁ ଈର୍ଷା ଆସିପାରେ ।
ତୁଳା ରାଶି : ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରପାତ ହେବ । ଆପଣ ଖୁସି ରେ ଜୀବନ ବ୍ଯତୀତ କରିବେ । ଆଜି ଆପଣ ଯେଉଁ କାମ କରିବେ ସେଥିରେ ଅବଶ୍ୟ ସଫଳତା ପ୍ରାପ୍ତ ହେବ । ତେଣୁ ନିଜର ସେହି କ୍ଯାମ ଉପରେ ଅହଡିକ ଧ୍ୟାନ ଦିଅନ୍ତୁ ଯାହା ଆପଣଙ୍କର ଅଧିକ ପ୍ରିୟ ଅଟେ । କୌଣସି ଧାର୍ମିକ ବା ସାମାଜିକ କାର୍ଯ୍ୟକ୍ରମ ରେ ଭାଗ ନେଇ ପାରନ୍ତି । ଆଜି ଦିନ ଟି ଖୁସି ନେଇକି ଆସିବ । ଲମ୍ବା ସମୟରୁ କରିଥିବା ନିବେଶ ଆପଣଙ୍କ ପାଇଁ ଲାଭ ଆଣିବ ।
ବିଛା ରାଶି : କାହାକୁ ଟଙ୍କା ଉଧାର ଦେବା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତି ପ୍ରବାହିତ ହୋଇପାରେ । ଆଜି ଆପଣ ଜୀବନ ସାଥିଙ୍କ ପାଇଁ ଉପହାର କିଣି ପାରନ୍ତି । ପରୋପକାର କାମରେ କିଛି ଧନ ବ୍ୟୟ କରିବେ । ରାତି ସମୟରେ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଦୌଡ ଧପଡ କରିବାକୁ ପଡିପାରେ । ଦୂର ସ୍ଥାନ ରେ ଥିବା ଲୋକ ମାନଙ୍କ ଠାରୁ ସାହାଜ୍ୟ ମିଳିପାରେ । ଆପଣ ନିଜ ମନ କଥା କାହାକୁ କହିବେ ନାହି । କୌଣସି ନିସ୍ପତି ନେବା ପୂର୍ବରୁ ଆପଣ ବୁଝି ବିଚାରୀ ନିଅନ୍ତୁ ।
ଧନୁ ରାଶି : ଆଜି ମାତାଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ । କାରୋବାରରେ ଜଡିତ ଲୋକ ସହଯୋଗୀ ବା କର୍ମଚାରୀ ଙ୍କ ସହ ଭଲରେ କଥା ହେବେ । ବ୍ୟର୍ଥ କଳହ କରିଲେ ଆପଣଙ୍କର ମାନ ହାନି ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ କାଶ ବା ଥଣ୍ଡା ହୋଇପାରେ । ଚାକିରି କ୍ଷେତ୍ର ରେ ପରିବର୍ତ୍ତନ ହେବାର ଯୋଗ ରହିଛି । ଅଫିସରେ ସହଯୋଗୀ ମାନଙ୍କ ସହ ବାର୍ତ୍ତାଳାପ କରିଲେ ଆନନ୍ଦ ଅନୁଭବ କରିବେ । ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବ ।
ମକର ରାଶି : ଏହି ରାଶିର ଯେଉଁ ଲୋକ ମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ ବିବାହ ପ୍ରସ୍ତବା ପ୍ରସ୍ତାବ ଆସିପାରେ । ଶ୍ରେଷ୍ଠ ମାର୍ଗ ଦ୍ଵାରା ଧନ ପ୍ରାପ୍ତ ହୋଇପାରେ । ପିତାଙ୍କ ମାର୍ଗ ଦର୍ଶନ ପାଇଁ ନିଆ ଯାଇଥିବା ନିସ୍ପତି ସଫଳ ହେବ । ଆର୍ଥିକ ଉନ୍ନତି ହେବ କିନ୍ତୁ କାହାକୁ ଧନ ଦେବାରୁ ବଞ୍ଚିତ ହୁଅନ୍ତୁ । କୌଣସି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହଯୋଗ ବା ମର ଦର୍ଶନ ପ୍ରାପ୍ତ ହେବ । ଉଦାର ଓ ବଡ ହୃଦୟ ଆପଣଙ୍କ ହୋଇ ଥିବାରୁ ଆଜି କାହାକୁ ସାହାଜ୍ଯ କରିବେ । ପାରିବାରିକ ଜୀବନ ସୁଖମୟ ରହିବ ।
କୁମ୍ଭ ରାଶି : ଆଜି ଆପଣ ପ୍ରତେକ ମଉକା ର ଫାଇଦା ଉଠିବାକୁ ଚେଷ୍ଟା କରନ୍ତୁ । ଚାକିରି କ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ । ଧାର୍ମିକ କାର୍ଯ୍ୟ ତଥା ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କର ଅଧିକ ସମୟ ଧାର୍ମିକ କାର୍ଯ୍ୟ ରେ ବ୍ଯତୀତ ହୋଇପାରେ । ଶାସନ ସତ୍ତା ର ସହଯୋଗ ମିଳିବ । ବ୍ୟବସାୟରେ ଆତ୍ମବିଶ୍ଵାସ ରେ କରା ଯାଇଥିବା ପ୍ରୟାସ ସଫଲାତ ରହିବ । କାମ କାର୍ଯ୍ୟ ରେ ଊର୍ଜାବାନ ହେବେ । ଆପଣଙ୍କ ଦାଂପତ୍ଯ ଜୀବନରେ ମଧୁରତା ଭରପୁର ରହିବ । ବିଜେଷ୍ଣ ରେ ସ୍ଥିତି ଠିକ ରହିବ ।
ମୀନ ରାଶି : ଆଜି ଘରେ ମିତ୍ର ଓ ସ୍ନେହୀ ମାନଙ୍କର ଆଗମନ ଆନନ୍ଦଦାୟୀ ହେବ । ଧର୍ଯ୍ୟଶୀଳତା ରେ ବୃଦଧି ହେବ । ଜୀବନ ଆଥିଙ୍କ ସହ ମଧୁର ସମ୍ପର୍କ ରହିବ । ନିଜ କାମରେ ନିର୍ଭୟ ସହକାରେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଗୁପ୍ତ ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ । ଏହା ସହ ପରାକ୍ରମରେ ବୃଦ୍ଧି ହେବ । କୌଣସି ଧାର୍ମିକ ସ୍ଥଳ ର ଦର୍ଶନ ସୁଲଭ ହେବ । ସତସଙ୍ଗର ଲାଭ ଉଠାଇବେ । ଆପଣ ଚାକିରି ଓ ବ୍ୟବସାୟରେ ଜଡିତ ଗତି ବିଧି ରେ ସଫଳ ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।