ଆଜିର ରାଶିଫଳ, 15 ଜୁଲାଇ 2022, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଆର୍ଥିକ ଯୋଜନାକୁ ସଠିକ ଭାବରେ ସମ୍ପନ୍ନ କରିବେ । କୋର୍ଟ କଚେରୀ ମାମଲାରେ ନିସ୍ପତି ଆପଣଙ୍କ ପାଖରେ ରହିବ । ପାର୍ଟନରଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଦିନ ସାରା ଖର୍ଚ୍ଚ ହୋଇପାରେ । କମ୍ପାନୀରେ ପାଇଁ କରିଥିବା ମେହନତରେ ରଙ୍ଗ ଆସିବ ଯାହା ପାଇଁ ସାଲାରି ବୃଦ୍ଧି ହେବାର ସମ୍ଭାବନା ରହିଛି । କାମ ସହ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦିଅନ୍ତୁ । ବୀନା ଯୋଜନାରେ ଆଗକୁ ବଢନ୍ତୁ ନାହି । ଭାଇଙ୍କ ସହଯୋଗ କାମରେ ମିଳିବ ।

ବୃଷ ରାଶି : ଆଜି ଭଲ ଫାଇଦା ମିଳିବାର ସମ୍ଭାବନା ରହିଛି । ଲମ୍ବା ସମୟରୁ ଚାଲିଥିବା ସମସ୍ଯାର ଅନ୍ତ ଘଟିବ । ଆଜି ପଢାରେ ମନ ଲାଗିବ ନାହି । ଜୀବନ ସାଥିଙ୍କ ସହ ଖୁସିର ସମୟ ବ୍ଯତୀତ କରିବେ । ଘରୋଇ କାମରେ ଚାପ ପଡିବାର ଅନୁଭବ କରିବେ । କାମ ସ୍ଥାନରେ ସାକାରାତ୍ମକ ଊର୍ଜା ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ କଥାର ପ୍ରଭାବ କାମ ଉପରେ ପଡିବାକୁ ଦିଅନ୍ତୁ ନାହି । ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବାରୁ କାର୍ଯ୍ୟ କରିବା ପାଇଁ ଉଶ୍ଚାହ ବଢିବ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ।

ମିଥୁନ ରାଶି : ଆଜି ଆପଣ ଚାକିରି ପାଇଁ ପର୍ଯ୍ୟାପ୍ତ ଧ୍ୟାନ ଦେବେ । ସରକାରୀ କାମ କାର୍ଯ୍ୟ ସହଜରେ ପୁରା ହେବ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବାର ଅନୁଭବ କରିବେ । ଆପଣଙ୍କୁ ବ୍ୟାପାରରେ ଲାଭ ହେବ । ଚାକିରିରେ ଅନ୍ୟ ଜାଗାକୁ ଯିବା ପାଇଁ ନିସ୍ପତି ନେବେ । ଜୀବନ ସୁଖମୟ ହେବ । ସମ୍ପର୍କୀୟ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ଯବସାୟିକ ପ୍ରତିଷ୍ଠା ବଢିବ । ଉପହାର ବା ସମ୍ମାନ ବୃଦ୍ଧି ହେବ । ଆର୍ଥିକ ପକ୍ଷ ମଜବୁତ ହେବ । ନୂଆ କମ ପାଇଁ ଆଜି ଦିନଟି ଶୁଭ ରହିବ ।

କର୍କଟ ରାଶି : କାହା ସହ ଝଗଡା କରିବାରୁ ବଞ୍ଚିତ ରୁହନ୍ତୁ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଯାତ୍ରାର ଭରପୁର ଫାଇଦା ଉଠାଇବେ । ଆପଣଙ୍କର ଅଟକି ରହିଥିବା କାମରେ ଗତି ହେବାର ଅନୁଭବ କରିବେ । ସାମାଜିକ କାର୍ଯ୍ୟରେ ରୁଚି ହେବ । ବ୍ଯବସାୟିକ ଯୋଜନା ଫଳପ୍ରଦ ହେବ । କୌଣସି କାମ ପୁରା ହେବାରୁ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ପରିବାରରେ  ଆପଣ ସନ୍ତାନଙ୍କ ତରଫରୁ ଖୁସି ହବାର ଶୁଣିବାକୁ ପାଇବେ ।

ସିଂହ ରାଶି : ଲମ୍ବା ସମୟ ପରେ ଆପଣ ଜୀବନ ସାଥିଙ୍କ ସହ ସମୟ ବ୍ଯତୀତ କରିବେ । ଏମିତି ଜଣେ ବ୍ୟକ୍ତିଙ୍କ ସହ ସତର୍କତା ସହ ବ୍ୟବହାର କରନ୍ତୁ ଯିଏ ଆପଣଙ୍କର ରହସ୍ୟ ଉଜାଗର କରିବାକୁ ଚାହୁଁଛନ୍ତି । ସାକାରାତ୍ମକ ଚିନ୍ତାଧାରା ଜୀବନରେ ଗଜବ ପ୍ରକାରର ପରିବର୍ତ୍ତନ ନେଇକି ଆସିବ । କୌଣସି ପ୍ରେରଣାଦାୟକ ବହି ପଢିବା ପାଇଁ ଆଜି ଦିନ ଟି ଭଲ ରହିବ । ଅଫିସରେ କାମ ପୁରା କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ରହିବ । ଆର୍ଥିକ ମାମଲାରେ ସ୍ଥିତି ଠିକ ରହିବ ।

କନ୍ୟା ରାଶି : ଆଜି ଗୁପ୍ତ ଶତ୍ରୁ ସକ୍ରିୟ ହେବେ । ତେଣୁ ନିଜର ଯୋଜନା ଗୁପ୍ତ ରଖନ୍ତୁ । ଭବିଷ୍ୟତରେ ଫାଇଦା ଦେବାକୁ ଥିବା ଯୋଜନା ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ମନେ ରଖିବାକୁ ହେବ ଭଗବାନ ସେମନଙ୍କର ସାହାଜ୍ୟ କରନ୍ତି ଯେଉଁ ମାନେ ଅନ୍ୟ ମାନଙ୍କର ସାହାଜ୍ଯ କରିଥାନ୍ତି । ବୈବାହିକ ଜୀବନର ଦ୍ରୁଷ୍ଟି କୋଣରୁ ଦେଖିଲେ ସବୁ କିଛି ଆପଣଙ୍କ ପାଖେର ରହିବ । ପ୍ରିୟଜନଙ୍କ ସହ ଶ୍ରେଷ୍ଠ ସମୟ ବ୍ଯତୀତ କରିବେ । ନିଜକୁ କଠିନ ପରିଶ୍ରମର ଯୋଗ୍ୟ ଭାବି ଚାଲନ୍ତୁ ଅଳ୍ପ ମେହନତ କରିବାକୁ ପଡିପାରେ ।

ତୁଳା ରାଶି : ଆଜି ଛୋଟ ମୋଟ ଯାତ୍ରା କରିବାର ସମ୍ଭାବନା ରହିଛି । ଅତିଥିଙ୍କ ଆଗମନ ହେବାରୁ ଘରେ ଖୁସିର ମାହୋଲ ରହିବ । କୌଣସି କାମ ପୁରା କରିବା ପୂର୍ବରୁ ବଡ ମାନଙ୍କର ରାଏ ଆପଣଙ୍କ ପାଇଁ ଜରୁରୀ ଅଟେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନ ଖାସ ରହିବ । ଆଜି ମିତ୍ର ମାnଙ୍କୁ ସହାୟତା କରିବାକୁ ପଡିପାରେ । ଯେଉଁ ଭୂମି ଆପଣ କ୍ରୟ କରିଛନ୍ତି ସେଥିରେ ଫାଇଦା ରେ ରହିବେ । ପଇସା ଲେନଦେନ କରିବାରେ ସମ୍ଭାଳିକାରି ରୁହନ୍ତୁ । ଆପଣଙ୍କର ମନର ଇଚ୍ଛା ପୁରା ହେବ ।

ବିଛା ରାଶି : ଚାକିରି କରୁଥିବା ଜାତକଙ୍କୁ କାର୍ଯ୍ୟ ସ୍ଥଳରେ କାମରେ ସଫଳତା ମିଳିବ । ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ବ୍ଯତୀତ କରନ୍ତୁ । ଏହା ସହ ଭଉଣୀଙ୍କ ଠାରୁ କୌଣସି କାମ ପୁରା କରିବା ପାଇଁ ଆର୍ଥିକ ସାହାଜ୍ଯ ମିଳିବ । ଆପଣଙ୍କର ସ୍ୱାସ୍ଥ୍ୟ ବେହତର ରହିବ । ମେହନତର ପୁରା ଫଳ ମିଳିବ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଜିତ ମିଳିପାରେ । ବିବାହ ଚର୍ଚ୍ଚା ସାକାର ରୂପ ନେଇପାରେ । କୌଣସି ଖାସ ସମାରୋହରେ ଯୋଗ ଦ୍ବାରା ଅବସର ମିଳିବ ।

ଧନୁ ରାଶି : ନିଜ ଲୋକଙ୍କର ଅପେକ୍ଷା କରନ୍ତୁ ନାହି । ମେହନତ ବଳରେ ଆପଣଙ୍କୁ ସଫଳତା ମିଳିବ । ପାରିବାରିକ ଦାୟିତ୍ଵ ବଢିବ ଯାହାକୁ ପୁରା କରିବରେ ଆପଣଙ୍କୁ ପରିବାରର ସହଯୋଗ ମିଳିବ । ନିଜକୁ କମଜୋର ମାନେ କରନ୍ତୁ ନାହି । ଏମିତି ପ୍ରୋଜେକ୍ଟ ଉପରେ କାମ କରନ୍ତୁ ଯାହା ରଚନାତ୍ମକ ହୋଇଥିବ । ଆପଣ ନିଜର ଜ୍ଞାନ ବଳରେ ନୂଆ ମିତ୍ର ସ୍ଥାପନ କରିବେ । ଆପଣଙ୍କର ମାନସିକତା ରେ ପରିବର୍ତ୍ତନ ଆସିବ । ବ୍ୟବହାରରେ ନମ୍ର ଭାବ ରଖନ୍ତୁ ।

ମକର ରାଶି : ଆଜି କରଜ ସମ୍ବଧିତ କାମ ଅଟକ ରହିପାରେ । ଯଦି ଆପଣ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ଚାହୁଁଛନ୍ତି ତେବେ ଆଜି ଦିନ ଟି ଭଲ ହେବ ନେଇ ପାରିବେ । ଆଜି କରିଥିବା ମେହନତ ଭବିଷ୍ୟ ପାଇଁ ଆପଣଙ୍କର ଫାଇଦା ରେ ରହିପାରେ । ଆଜି ଆପଣଙ୍କ ଘରର ଗୁରୁଜନ ମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ସଫଳତା ଆପଣଙ୍କ ଚରମ ସୀମାରେ ରହିବ । କୌଣସି ବିବାଦରେ ପଡନ୍ତୁ ନାହି । ମାନସିକ ଅବସାଦ ଓ କାର୍ଯ୍ୟ କ୍ଷେତ୍ରରେ ଅରୁଚି ରେ ଆର୍ଥିକ ସଙ୍କଟ ର ଆଶଙ୍କା ରହିଛି । କାର୍ଯ୍ୟ ସ୍ଥଳରେ କୌଣସି ବଡ ଘଟଣା ଘଟିପରେ ।

କୁମ୍ଭ ରାଶି : ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ମଜବୁତ ରହିବ । ଅନୁଚିତ କାମ ଆପଣଙ୍କୁ ଅସାନ୍ତି ଦେଇପାରେ । ଘରୋଇ ବିବାଦରେ ପଡନ୍ତୁ ନାହି । ଆପଣଙ୍କ ମାର୍ଗ ଦର୍ଶନ ଦ୍ଵାରା ପ୍ରଗତି ପ୍ରାପ୍ତ ହେବ । ଯଦି ଆପଣ ନିଜ କାମକୁ ଠିକ ଭାବେ କରିବେ ନାହି ତେଣୁ କ୍ଯାରିୟର ପାଇଁ ଅସୁବିଧା ହୋଇପାରେ । ବୁଝାମଣା ସହ ସବୁ କାମ ପୁରା କରନ୍ତୁ । ପରିବାରରେ ଛୋଟ ସଦସ୍ୟଙ୍କର ଧ୍ୟାନ ରଖନ୍ତୁ । ଆତ୍ମବିଶ୍ବାସରେ ବୃଦ୍ଧି ହେବ ।

ମୀନ ରାଶି : ଆଜି ଆପଣଙ୍କ ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ହେବ । ଅନାବଶ୍ୟକ ଲୋକଙ୍କ ଓ ଜିନିଷକୁ ଜୀବନରୁ ବାହାର କରିବେ । ପ୍ରାଇଭେଟ ସେକ୍ଟର ରେ ଜଡିତ ଲୋକ କାମ କାର୍ଯ୍ୟକୁ ସମୟ ଓ ବିନା ଭୁଲରେ ପୁରା କରିବାକୁ ହେବ । ସାମାଜିକ ସମାନ ରେ ବୃଦ୍ଧି ହେବ । ଆପଣ ଅତିରିକ୍ତ ଖୁସି ଅନୁଭବ କରିବେ । ନିଜ ପ୍ରତି ସାକାରାତ୍ମକ ନଜରିୟା ରଖିବାର ଆବଶ୍ୟକତା ରହିଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।