ଆଜିର ରାଶିଫଳ, 10 ଅକ୍ଟୋବର 2022, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାର୍ଯ୍ୟ କ୍ଷେତ୍ର ର ଏ ପ୍ରଗତି ହେବ । ବରିଷ୍ଠ ଙ୍କ ସହ କୌଣସି ପ୍ରାକାରର ତର୍କ କରିବାରୁ ଆପଣ ବଞ୍ଚିତ ରୁହନ୍ତୁ । କୌଣସି ପ୍ରକାରର ବ୍ୟବସାୟୟକ ମୁକାବିଲାରେ ଆପଣଙ୍କର ଜିତ ହୋଇପାରେ । ଏହାକୁ ଆପଣ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହି । ଧର୍ଯ୍ୟ ସହକାରେ ଆପଣ ନିଜ ନିଜ କାମ ପ୍ରତି ସମର୍ପିତ ରୁହନ୍ତୁ । ଯେଉଁ ଲୋକ ମାନଙ୍କ ସହ ଆପଣଙ୍କର ଭେଟ କେବେ କେବେ ହେଉଥିଲା ସେମାନକ ସହ ଆଜି ଆଲୋଚନା ଓ ସମ୍ପର୍କ କରିବା ପାଇଁ ଅବସର ମିଳିବ । ବାହନ ସୁଖ ରେ ବୃଦ୍ଧି ହୋଇପାରେ ।

ବୃଷ ରାଶି : ଆଳସ୍ୟ କାରଣରୁ କିଛି ଜରୁରୀ କାମ ନ ହୋଇପାରେ । ଅଧୁରା ବି ରହିପାରେ । ଆପଣଙ୍କ ମନ କେବେ କେବେ କିଛି ନୂଆ କରିବା ପାଇଁ ଚିନ୍ତା କରିବ । ଘରେ ପାରିବାରିକ ସଦସ୍ୟ ଙ୍କ ସହ କୌଣସି ଛୋଟ କଥା କୁ ନେଇ ଚର୍ଚ୍ଚା ହୋଇପାରେ । କଳା ବା ସଂଗୀତ ପ୍ରତି ରୁଚି ବଢିବ । ବସ୍ତ୍ର ଉପହାର ରେ ପ୍ରାପ୍ତ ହୋଇପାରେ । ମାତା ପିତା ନିଜର ମେହନତ ରେ ଖୁସି ହେବେ । ଆପଣଙ୍କୁ ତାଙ୍କର ସହଯୋଗ ମିଳିବ । ଆତ୍ମବିଶ୍ଵାସ ଭରପୁର ରହିବ ।

ମିଥୁନ ରାଶି : ଆଜ୍ୟ ଆପଣଙ୍କ ମନୋବଳ ଉଚ୍ଚ ରହିବ । ଧର୍ମ ମନୋରଞ୍ଜନ ରେ ରୁଚି ରହିବ । ଶୁଭ କାର୍ଯ୍ୟ ରେ ଭାଗ ନେବେ । ବ୍ଯବସାୟିକ ଗତି ବିଧି ସୁଚାରୁପେ ଚାଲିବ । ଆପଣଙ୍କୁ ନିଜର ମେହନତ ଅନୁରୂପ ଉଚିତ ଫଳ ମିଳିବ । ସରକାରୀ ସେବାରତ ବ୍ୟକ୍ତି ଙ୍କୁ ନିଜର ଅଧିନସ୍ଥ କର୍ମଚାରୀ ଙ୍କ ଉପରେ ପ୍ରଭାବ ଦେଖାଇବେ । ଅଟକି ରହିଥିବା କାର୍ଯ୍ୟ ପୁରା କରିବାରେ ଚେଷ୍ଟା କରନ୍ତୁ । ଚାକିରି ରେ ପଦୋନ୍ନତି ହୋଇପାରେ । ସନ୍ଧ୍ୟା ରେ କୌଣସି କଥାକୁ ନେଇ ଚର୍ଚ୍ଚା କରିବେ ।

କର୍କଟ ରାଶି : ଅଯଥା କାମରେ ସମୟ ବରବାତ କରନ୍ତୁ ନାହି । ଲଭ ଲାଇଫ ରେ ସମୟ ଭଲ ରହିବ । ଅଚାନକ କୌଣସି ସମସ୍ଯା ଆପଣଙ୍କ ଆଗକୁ ଆସିପାରେ । କିନ୍ତୁ ବୁଝି ବିଚାରୀ ଏହାର ସମାଧାନ କରନ୍ତୁ । ନାକାରାତ୍ମକ ପ୍ରବୃତ୍ତି ର ଲୋକଙ୍କ ସହ ସମ୍ପର୍କରେ ରହିବା ଆପଣଙ୍କ ପାଇଁ କ୍ଷତି କାରକ ହୋଇପାରେ । ବିଜନେସ କରୁଥିଲେ ଆପଣଙ୍କୁ ବଡ ଧରଣର ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବଢିବ ।

ସିଂହ ରାଶି : ଆଜି ପ୍ରବାସ ବା ପର୍ଜ୍ୟଟନ ର ଆୟୋଜନ ହୋଇପାରେ । ନିଜର ବିଚାର ପ୍ରକାଶ କରିବା ଓ ଅନ୍ୟ କୁ  ନିଜ ବିଚାର ରେ ପ୍ରଭାବିତ କରିବାରେ ଆପଣ ବହୁତ ଦୂର ଯାଏଁ ସଫଳ ହେବେ । ଆଜି ବିଦ୍ୟାର୍ଥୀ ଙ୍କୁ ସିନିୟର ଙ୍କ ସାହାଜ୍ଯ ମିଳିବ । ବ୍ୟାପାର ରେ ଲାଭର ଅବସର ପ୍ରାପ୍ତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ଉଶ୍ଚାହ ରହିବେ । କିନ୍ତୁ ଅଧିକ ଉଶ୍ଚାହିତ ହେଲେ ଆପଣଙ୍କର ପାଇଁ କ୍ଷତି କାରକ ହୋଇପାରେ । ଆଜି ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ରେ ଖାସ ଧ୍ୟାନ ରଖିବାକୁ ହେବ । ବିଜନେସ ରେ ଲାଭ ହୋଇପାରେ ।

କନ୍ୟା ରାଶି : କାମ କ୍ଷେତ୍ର ରେ ଅତ୍ୟଧିକ ପ୍ରୟାସ ରେ ଆପଣଙ୍କୁ ସଫଳତା ମିଳିପାରେ । ବ୍ୟାପାର ରେ ଆଜି ଆପଣଙ୍କୁ ବଡ ଫାଇଦା ମିଳିପାରେ । ଛାତ୍ର ଙ୍କୁ ଶିକ୍ଷକ ଙ୍କ ସହଯୋଗ ମିଳିବ । କାର୍ଯ୍ୟ କୁ ବେହତର ଢଙ୍ଗ ରେ ପୁରା କରିବା ପାଇଁ ଆଜି ନୂଆ ଯୋଜନା କରିବେ । ଜୀବନ ସାଥି ଙ୍କୁ ସଫଲାଟ ମିଳିବାରୁ ଆଜି ଆପଣଙ୍କ ମନ ପ୍ରସନ୍ନ ହେବ । ପରିବାର ଲୋକଙ୍କର ସହଯୋଗରେ ଧନ ଲାଭ ହୋଇପାରେ । ରୋଜଗାର ଦିଶା ରେ ସବୁ ପ୍ରୟାସ ସାର୍ଥକ ହେବ ।

ତୁଳା ରାଶି : ଆଜି ଆପଣଙ୍କର ଭଲ ବ୍ୟବହାର ଓ କାମ କାରଣରୁ ଉଚ୍ଚ ଅଧିକାରୀ ଆପଣଙ୍କ ଠାରୁ ପ୍ରସନ୍ନ ହେବେ । ଜୀବନ ସାଥିଙ୍କ ସହ ଚାଲିଥିବା ମତଭେଦ ଆପଣଙ୍କର ଦୂର ହେବ । ଆପଣଙ୍କ ସମ୍ପର୍କ ରେ ମଧୁରତା ଆସିବ । ଘରେ କୌଣସି ବନ୍ଧୁଙ୍କର ଆଗମନ ହେବାର ସମ୍ଭାବନା ରହିଛି । ଲଭ ମେଟ ଙ୍କ ସମ୍ପର୍କରେ ମଧୁରତା ଆସିବ । କୌଣସି ନୂଆ କାମ ଆପଣଙ୍କ ପକ୍ଷ ରେ ରହିବ । ଆଜି ଆପଣଙ୍କର ଅଯଥା ଖର୍ଚ୍ଚ ହୋଇପାରେ । ଆପଣଙ୍କର ପ୍ରତିଷ୍ଠା ରେ ବୃଦ୍ଧି ହେବ ।

ବିଛା ରାଶି : ପାରିବାରିକ ସଦସ୍ୟ ଙ୍କ ପ୍ରତି ନିଜର ଉଚିତ ବ୍ଯବହାର ରଖନ୍ତୁ । ଆପଣଙ୍କର ଆର୍ଥିକ ପରିସ୍ଥିତି ରେ ସୁଧାର ଆସିବ । ଆଜି ମେହନତ ବଳରେ ଆର୍ଥିକ ସ୍ଥିତି ମଜବୁତ କରିବାରେ ସଫଳ ହେବେ । କୌଣସି ଜରୁରୀ କାମ ପଡିବାରୁ ବନ୍ଧୁ ମାନଙ୍କ ସହ ବୁଲିବାକୁ ଯିବାର ପ୍ରୋଗ୍ରାମ କରିବେ । ସନ୍ତାନ ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ମିଳିବ । ସମ୍ପର୍କ ରେ ଲାଭ ପ୍ରାପ୍ତ ହେବ । କୌଣସି ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନେବାର ବାସର ମିଳିବ ।

ଧନୁ ରାଶି : ଛାତ୍ର ସଫଳତା ପ୍ରାପ୍ତ କରିବେ । ବନ୍ଧୁ ଙ୍କ ସାହାଯ୍ୟରେ କୌଣସି ପୁରୁଣା ରୁଣ ଫେରି ପାଇବେ । ଲକ୍ଷ୍ୟ ପାଇବାକୁ ଯୋଜନା କରିବେ । ବିଦ୍ୟାର୍ଥୀ ଙ୍କୁ ଭୁଲିବାର ସମସ୍ଯା ହୋଇପାରେ । ଲେଖି କରି ଅଭ୍ଯାସ କରିବାରେ ମେହନତ କରନ୍ତୁ । ସ୍ୱାସ୍ଥ୍ୟ କୁ ନେଇ ସ୍ଥିତି ଅନୁକୂଳ ରହିବ । ଯେଉଁ ଲୋକ ମାନଙ୍କୁ ନିଜ କାମକୁ ନେଇ ଚିନ୍ତା ରହିଥିଲା ସେମାନଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହି । ଖର୍ଚ୍ଚ ଅଧିକ ହେବା କାରଣରୁ ଧନ ବ୍ୟୟ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର ରାଶି : ଘରକୁ ଅତିଥି ମାନଙ୍କର ଆଗମନ ହେବେ । ଶୁଭ ସମାଚାର ପ୍ରାପ୍ତ ହେବ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବ୍ୟାପାରୀ ବର୍ଗ ସହ କର୍ମୀ ଙ୍କ ଭୁଲ ପାଇଁ ରାଗି ପାରନ୍ତି । ସ୍ୱାସ୍ଥ୍ୟ କୁ ନେଇ ସତରକ ରୁହନ୍ତୁ । କାମର ଭାର ଅଧିକ ରହିପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ବି ନିସ୍ପତି ନେବେ ବିଚାର କୃ ନିଅନ୍ତୁ । ଧାର୍ମିକ କାର୍ଯ୍ୟ ରେ ଆଗ୍ରହୀ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କ ଜୀବନରେ କାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ଆକସ୍ମିକ ଧନ ଲାଭ ହୋଇପାରେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ସମ୍ଭାଳି କି ରହିବାକୁ ହେବ । କିଛି କାମରେ ଅଯଥା ଖର୍ଚ୍ଚ ହୋଇପାରେ । କାରୋବାର କରୁଥିଲେ ପାର୍ଟନରସିପ ରେ କାମ କରିବାର ଅବସର ମିଳିବ । କିନ୍ତୁ ଲେନଦେନ କରିବାରେ ଅବହେଳା କରନ୍ତୁ ନାହି । ଆପଣ ନୂତନ ସମ୍ପର୍କ ସ୍ଥାପନ କରିବେ । ବନ୍ଧୁ ସହଯୋଗ କରିବେ । ଆପଣଙ୍କ ପାରିବାରିକ ଜୀବନ ଉଶ୍ଚାହ ପୂର୍ଣ୍ଣ ରହିବ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ନଚେତ ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ପ୍ରାକୃତିକ ଖାଦ୍ଯର ସେବନ କରନ୍ତୁ ।

ମୀନ ରାଶି : ଆପଣ ନିଜ କାରୋବାର ରେ କୌଣସି ନୂଆ ଲୋକଙ୍କ ସହ ଡିଲ କରିବେ । କାହା ସହ ବିବାଦ ହୋଇପାରେ । ଲମ୍ବା ସମୟରୁ ଚାଲିଥିବା ରୋଗରୁ ରିହାତି ପାଇବେ । ଘରର ମାହୋଲ ଭଲ ରହିବ । ପରିବାର ସହ ଅଧିକ ସମୟ ବ୍ଯତୀତ କରିବେ । ବ୍ୟାପାର ବ୍ୟବସାୟ ଭଲ ଚାଲିବ । କୌଣସି ଧର୍ମ ସମ୍ବଧିତ ମାମଲାରେ ଚର୍ଚ୍ଚା ହେବ । ବିଦ୍ୟାର୍ଥୀ ନିଜ ପଢା ରେ ଧ୍ୟାନ ଦେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।