ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୯ ସେପ୍ଟେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କୁ ପଇସାରେ ଭଲ ଯୋଜନା କରିବାର ଭଲ ପରିଣାମ ମିଳିବ । ଚାକିରିରେ ଅଫିସର ଙ୍କ ସହ ମତଭେଦ ହୋଇପାରେ । ଇଚ୍ଛା ବିରୁଦ୍ଧରେ କୌଣସି ଦାୟିତ୍ଵ ମିଳିପାରେ । ମିତ୍ର ଙ୍କ ସହ ସମ୍ପର୍କ ଭଲ ରହିବ । ଅନ୍ୟ ସ୍ଥାନକୁ ଯିବାକୁ ପଡିପାରେ । କୌଣସି ଠାରୁ ଆଶ୍ଚର୍ଯ୍ୟ ଜନକ ଭାବେ ଟଙ୍କା ଆସିବ ଯାହା ପାଇଁ ଆପଣ ବଡ ଉଧାର ସୁଝି ପାରିବେ । ଏଥିପାଇଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଲମ୍ବା ସମୟ ପରେ ଆପଣ ଭରପୁର ନିଦ୍ରା ର ଆନନ୍ଦ ନେବେ । ଏହା ପରେ ଆପଣ ଶାନ୍ତି ଅନୁଭବ କରିବେ ।
ବୃଷ ରାଶି : ଆଜି ଆପଣ ଭାଗ୍ୟ ଭରସାରେ ରୁହନ୍ତୁ ନାହି । ଅନ୍ୟ କୁ ଏମିତି କାମ କରିବାକୁ ବାଧ୍ୟ କରନ୍ତୁ ନାହି ଯାହା ଆପଣ ନିଜେ କରିପାରିବେ ନାହି । କାମ ଓ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ପ୍ରେମ ପ୍ରସଙ୍ଗରେ ସବୁ କିଛି ସନ୍ତୋଷ ଜନକ ରହିବ । କୌଣସି ଯାହାକୁ ଯାତ୍ରା କରିବାକୁ ପଡିପାରେ । ଆଜି କୌଣସି ଖାସ ବ୍ୟକ୍ତି ଙ୍କ ସହ ଭେଟ ହେବ । ପାରିବାରିକ ମାମଲାରେ ବଡ ମାନଙ୍କର ପରାମର୍ଶ ନିଅନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ଦାଂପତ୍ଯ ଜୀବନ ଅନୁକୂଳ ରହିବ ।
ମିଥୁନ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଆଲୋଚନା ରେ ଭାରି ରହିବ । ଆପଣ ନିଜ ସାଥିଙ୍କ ସହ ଇଣ୍ଟରନେଟ ରେ ମଧୁର ସମ୍ବାଦ କରିବେ । ଏକା ଥିବା ଲୋକଙ୍କୁ ଆଜି ଇଣ୍ଟର ନେଟ ମାଧ୍ୟମରେ ନୂଆ ଲୋକ ମିଳିବ । ଆଜି ନୂଆ ପ୍ରସ୍ତାବ ମିଳିବାର ସମ୍ଭାବନା ରହିଛି । ଆଜି ସବୁ କାମ ଦୃଢ ଆତ୍ମବିଶ୍ଵାସ ଓ ମନୋବଳ ଦ୍ଵାରା ପୁରା କରନ୍ତୁ । ସେଥିରେ ଆପଣଙ୍କୁ ସଫଳତା ମିଳିବ । ପିତା ଙ୍କ ତରଫରୁ ଆପଣଙ୍କୁ ଭଲ ଲାଭ ମିଳିବ । ବିଦ୍ୟାର୍ଥୀ ପଢା ରେ ଭଲ ପ୍ରଦର୍ଶନ କରିବେ । ସନ୍ତାନ ଙ୍କୁ ଅଧ୍ୟାୟନ ବା ଅନ୍ୟ ମାମଲାରେ ଧନ ଖର୍ଚ୍ଚ ବା ପୁଞ୍ଜି ନିବେଶ କରିବେ ।
କର୍କଟ ରାଶି : ଆଜି ନିଶ୍ଚିନ୍ତ ରୂପରେ ବିତ୍ତୀୟ ସ୍ଥିତି ରେ ସୁଧାର ଆସିବ । କିନ୍ତୁ ଏହା ସହ ଖର୍ଚ୍ଚ ମଧ୍ୟ ବଢିପାରେ । ତେଣୁ କହିବା ସମୟରେ ତାଳମେଳ ରଖନ୍ତୁ । ଆଜି ଦିନରେ କିଛି ନୂଆ ଉସଚହ ରହିବ । ଯାହା ଆପଣଙ୍କୁ ମନରୁ ଦୃଢ କରିବ । ନିଜର ପରିବାର ଲୋକର କେୟାର ନିଅନ୍ତୁ ସେମାନଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତୁ । ଦରକାର ଠାରୁ ଅଧିକ ଭାବୁକ ହୁଅନ୍ତୁ ନାହି । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । କୌଣସି କାମ କରିଲେ ସଫଳ ହେବେ ।
ସିଂହ ରାଶି : ଆଜି ଦିନରେ ଆପଣଙ୍କୁ ଘର, ବାହନ ବ କାଗଜ ପତ୍ର ସମ୍ଭାଳି କି ରଖିବାକୁ ହେବ । ପରିବାରର ମାହୋଲ ଭଲ ରହିବାକୁ ଧ୍ୟାନ ରଖନ୍ତୁ । ମାତା ଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ । ଧନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ମହିଳାଙ୍କ ସହ ଭଲ ବ୍ୟବହାର କରନ୍ତୁ । ଅଧିକ ଭାବୁକ ହେବାରୁ ବଞ୍ଚିତ ରୁହନ୍ତୁ ଏହା ଆପଣଙ୍କର ପାଇଁ କ୍ଷତିକାରକ ହୋଇପାରେ । ନିଜର ଭାବନାକୁ ବସ ରେ ରଖନ୍ତୁ । ସନ୍ତାନ ସୁଖ ପ୍ରାପ୍ତ ହେବ । ବାହନ ରେ ଅଧିକ ଖର୍ଚ୍ଚ ହେବ । ମିତ୍ର ଙ୍କ ସହ ଭେଟ ହେବ । ପରିବାରରେ ସହଯୋଗ ମିଳିବ ।
କନ୍ୟା ରାଶି : ଆଜି ଆପଣଙ୍କର ସମୟ ତୀବ୍ର ଗତିରେ ବଢିବ । ଆପଣଙ୍କୁ ଅପ୍ରତ୍ୟାସିତ ଉନ୍ନତି ହେବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ । ଅନେକ ସଂଘର୍ଷ ପରେ ଆଜି ଆପଣଙ୍କୁ ସମସ୍ୟାରୁ ରିହାତି ମିଳିବ । ଏବେ ଧୀରେ ଧୀରେ ଭାଗ୍ଯର ସହଯୋଗ ପାଇବେ । ବଢୁଥିବା ଆର୍ଥିକ କଷ୍ଟ ରୁ ମୁକ୍ତି ମିଳିବ । ସନ୍ଧ୍ୟାରେ ଖାସ ଅତିଥି ଙ୍କ ଆଗମନ ହେବ । ଜମିବାଡି ଓ ପାରିବାରିକ ମାମଲାରେ ସଫଳ ହେବେ । ଆପଣ ଆକର୍ଷକ ଜାଗାକୁ ଯାତ୍ରା କରିବେ । ଆଳସ୍ୟ ତ୍ୟାଗ କରନ୍ତୁ ।
ତୁଳା ରାଶି : ଆଜି ସମାଜରେ ମାନ ସମାନ ର ଏ ବୃଦ୍ଧି ହେବ । ମିତ୍ର ଙ୍କ ତରଫରୁ ଲାଭ ହେବ । ସେମାନଙ୍କ ପାଇଁ ଖର୍ଚ୍ଚ କରିବେ । ସୁନ୍ଦର ସ୍ଥାନକୁ ଯାତ୍ରା କରିବା ଦ୍ଵାରା ଆପଣଙ୍କ ଦିନ ଭଲ ରହିବ । ଜୀବନ ସାଥି ସନ୍ଧାନରେ ଥିବା ଯୁବକ ଙ୍କ ପାଇଁ ସମୟ ଅନୁକୂଳ ରହିବ । ମେହନତରେ ଅନୁକୂଳ ଲାଭ ମିଳିବ । ପରିବାରରେ ସୁଖଦ ମାହୋଲ ରହିବ । ବ୍ୟକ୍ତିଗତ ଜୀବନରେ ସଫଳ ହେବେ । ଆଜି ଆପଣ ନୂଆ ସମ୍ପର୍କର ଆରମ୍ଭ କରିବେ ଯାହା ଲମ୍ବ ସମୟ ଯାଏଁ ତିଷ୍ଠି ରହିବ । କାମର ବୋଝ ଅଧିକ ରହିପାରେ ।
ବିଛା ରାଶି : ଆଜି ଘରେ ଶାନ୍ତି ପୂର୍ଣ୍ଣ ବାତାବରଣ ରହିବ । ଦୈନିକ କାର୍ଯ୍ୟ ରେ କିଛି ଅବରୋଧ ଆସିବ । ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ । ଚେଷ୍ଟା କରନ୍ତୁ ଉଚ୍ଚ ଅଧିକାରୀଙ୍କ ସହ ବିବାଦ ନ କରିବାକୁ । ଆପଣଙ୍କର ଆଲୋଚନା ଅନ୍ୟତ୍ର ନ ହୁଏ ଚେଷ୍ଟା କରନ୍ତୁ । ଶତ୍ରୁ ସକ୍ରିୟ ହେବେ । ଧନ ଅଧିକ ଖର୍ଚ୍ଚ ହେବାରୁ ମାନସିକ ଚାପ ବଢିବ । ବିବେକ ପୂର୍ଣ୍ଣ ନୀତି ଆପଣେଇଲେ ଭଲ ରହିବ । ଅତିଥିଙ୍କ ଆଗମନ ହେବ । ଚାକିରି ରେ ଉନ୍ନତିର ଅବସର ପ୍ରାପ୍ତ ହେବ । ଆପଣଙ୍କ ବୁଦ୍ଧି ବଳରେ ସମାଜରେ ନାଁ କାମଇବେ । ଅନାବଶ୍ୟକ କମରେ ସମୟ ବରବାତ କରନ୍ତୁ ନାହି ।
ଧନୁ ରାଶି : ପୁରୁଣା ସ୍ଥିତି ଆଜି ଆପଣଙ୍କ ଆଗକୁ ଆସିପାରେ ଯାହା ପାଇଁ ଆପଣ ସମସ୍ୟାରେ ପଡି ପାରନ୍ତି ଯାହା ପାଇଁ ଆପଣ ବଞ୍ଚିତ ରୁହନ୍ତୁ । ପ୍ରତେକ ସମସ୍ୟାର ସମାଧାନ ଆଜି ଆପଣଙ୍କୁ ସଫା ଦେଖିବାକୁ ମିଳିବ । ଯଦି ଆପଣ ନିଜର ନଜରୀୟା ଆଖ ପାଖର ଲୋକଙ୍କ ସହ ବ୍ୟକ୍ତ କରିବେ ତେବେ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାରେ ଆପଣଙ୍କୁ ଲାଭ ମିଳିବ । କାମ ପ୍ରତି ନିଜର ସମର୍ପଣ ଓ ନିଷ୍ଠା ପାଇଁ ପ୍ରଶଂସା ମିଳିବାର ସମ୍ଭାବନା ରହିଛି । ମିତ୍ର ଙ୍କ ସାମାଜିକ କାର୍ଯ୍ୟ ରେ ସାମିଲ ହେବେ ।
ମକର ରାଶି : ଆଜି ଆପଣଙ୍କର ବିଚାର ସଠିକ ସାବ୍ୟସ୍ତ ହେବ । ମାନସିକ ଶାନ୍ତି ମିଳିବ । ଶାରୀରିକ ଓ ମାନସିକ ରୂପରେ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଶୈକ୍ଷିକ ଓ ବୌଧିକ କାର୍ଯ୍ୟ ରେ ମାନ ସମାନ ବଢିବ । କାର୍ଯ୍ୟ କ୍ଷେତ୍ର ରେ ମିତ୍ରା ଙ୍କ ସହଯୋଗ ମିଳିବ । କୌଣସି ବଡ ନିସ୍ପତି ନିଅନ୍ତୁ ନାହି । ମନରେ ପଜେଟିଭ ଚିନ୍ତାଧାରା ଆଣନ୍ତୁ । ପରିବାର ଜନ ଙ୍କ ସହ ସମୟ ସୁଖ ପୂର୍ବକ ରହିବ । ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ସ୍ୱାସ୍ଥ୍ୟ ଭଲ ରହିବ । ବିଦ୍ୟାର୍ଥୀ ଙ୍କୁ ସଫଳତା ମିଳିବ । ମନ ପ୍ରସନ୍ନ ରହିବ ।
କୁମ୍ଭ ରାଶି : ଆଜି ଆପଣ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ଲୋକଙ୍କ ସହ ଭଲ ବ୍ୟବହାର କରନ୍ତୁ । ଆରୋଗ୍ଯ ପାଇଁ ଦିନ ଶୁଭ ନୁହେଁ । ମନରେ ବ୍ୟଗ୍ରତା ରହିବ । ପରିଣାମ ଚିନ୍ତା ନ କରି ପରିଶ୍ରମ କରନ୍ତୁ ନିଶ୍ଚୟ ସଫଳ ହେବେ । ଗୋଟେ ପରେ ଗୋଟେ ସମସ୍ଯା କାରଣରୁ ଆପଣ ଚିନ୍ତାରେ ରହିବେ । ତେଣୁ ତାର ସମାଧାନ କରନ୍ତୁ । ଆପଣ ଅନ୍ୟ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କର ଅତି ପାଖ ଲୋକ ହୋଇଥିବେ । ନିଜର କାର୍ଯ୍ୟ ସମୟ ଅନୁଯାୟୀ ଆରମ୍ଭ କରିବେ ।
ମିନା ରାଶି : ଆପଣଙ୍କୁ ଧନ କମାଇବାର ଅନେକ ଅବସର ମିଳିବ । ବ୍ୟାପାର ଓ ଉଦ୍ଯୋଗ ର କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ । ଆୟ ର ନୂଆ ସ୍ରୋତ ବିକଶିତ ହେବ । ପ୍ରେମ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆପଣ ଯୋଜନା ମୁତାବକ କାମ କରିବେ । ଆପଣ ଦିନର ଆରମ୍ଭ ବହୁତ ଭଲ କରିବେ ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ନିବେଶରୁ ଲାଭ ପାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।