ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ କିଛି ନୂଆ ଜିନିଷ ଶିଖିବେ । ନିଜର ବାଣୀ ଉପରେ କାବୁ ରଖନ୍ତୁ । ଜୀବନ ସାଥିଙ୍କ ସହଯୋଗ ମିଳିବ । ପାର୍ଟନରସିପରେ ବିଜେନେସ ର ଚାଲିଥିବା ବିବାଦର ସମାଧାନ ହେବ । ସମ୍ପର୍କ ଆଉ ଥରେ ମଧୁର ହେବ । କିନ୍ତୁ କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ଆଜି ନିଅନ୍ତୁ ନାହି । ବାହନରେ କିଛି ଖର୍ଚ୍ଚ କରିପାରନ୍ତି । ପୈତୃକ ସମ୍ପତି ସହ ଜଡିତ କୌଣସି ମାମଲାର ସମାଧାନ ହେବ । ପ୍ରେମ ଦ୍ରୁଷ୍ଟି କୋଣରୁ ଦିନ ଉତ୍ତମ ରହିବ ।
ବୃଷ ରାଶି : ଆଜି ଆପଣଙ୍କର ଅଟକି ରହିଥିବା ତାଙ୍କ ଫେରି ପାଇବେ ଯାହା ଦ୍ଵାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନ ସାଥିଙ୍କ ଉପରେ ଭରସା ରଖିଲେ ଦାଂପତ୍ଯ ଜୀବନରେ ମଧୁରତା ଆସିବ । କୌଣସି କାମ କରିବା ପୂର୍ବରୁ ସାକାରାତ୍ମକ ଓ ନାକାରାତ୍ମକ ପହିଲି ଉପରେ ନଜର ପକାନ୍ତୁ । ଏଥିରୁ ବହୁତ ଜିନିଷ ଆପଣଙ୍କ ପକ୍ଷରେ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କୁ ବହୁତ ସମ୍ଭାଳିକରି ରହିବାକୁ ହେବ । ଖାସ କରି ଭାବନା ଓ ସମ୍ବେଦନଶୀଳତା ରେ ଭାସି ଯାଇ କୌଣସି କାମ କରନ୍ତୁ ନାହି ।
ମିଥୁନ ରାଶି : ଆଜି ଆପଣଙ୍କର ସଫଳତାର ଦ୍ଵାର ଖୋଲିବ । ମିତ୍ରଙ୍କ ସହ ବୁଲିବାର ପ୍ଳାନ କରିବେ । ଛାତ୍ର ମାନେ ପଢା ପ୍ରତି ଗମ୍ଭୀରତା ବଢିବ । ଯେଉଁ ଲୋକ ବେରୋଜଗାର ଅଛନ୍ତି ସେମାନଙ୍କୁ କୋଣସି ଭଲ କମ୍ପାନୀ ଠାରୁ ଚାକିରି ଅଫର ଆସିପାରେ । କୌଣସି ପାଖ ଲୋକ ଆପଣଙ୍କ ପାଇଁ ଫାଇଦାମନ୍ଦ ସାବ୍ୟସ୍ତ ହେବେ । ଚାକିରି କରିଥିବା ଲୋକେ ସହଯୋଗୀଙ୍କ ପାଇଁ ଚିନ୍ତା ରେ ରହିବେ । ସ୍ଥିତି ପୂର୍ବ ଅପେକ୍ଷା ବେହତର ରହିବ । ଅଜଯ ଆପଣଙ୍କୁ ଯେଉଁ ଖାଲି ସମୟ ମିଳିବ ତାର ଭରପୁର ଲାଭ ଉଠାନ୍ତୁ ।
କର୍କଟ ରାଶି : କୌଣସି ପୁରୁଣା ସମ୍ପର୍କ ପ୍ରତି ଆଗ୍ରହ ବଢିବ । ମାତା ପିତାଙ୍କ ସହଯୋଗ କାରଣରୁ ଉନ୍ନତିର ମାର୍ଗ ଖୋଲିବ । ଛୋଟ ଉଦ୍ଯୋଗ ଲୋକଙ୍କର ବଡ ଫାଇଦା ମିଳିବ । ନିଜର ମନକୁ କୌଣସି ନୂଆ ଓ ରଚନାତ୍ମକ ଲକ୍ଷ୍ୟରେ କେନ୍ଦ୍ରିତ କରନ୍ତୁ । ଆପଣ ଅଳ୍ପ ପରିବର୍ତ୍ତନ ଚାହିଁବେ । ଆପଣଙ୍କୁ ଏହି ଅବସର କାର୍ଜ୍ଯାଳୟ ଭିତରେ ଉପଲବଧ ହୋଇପାରେ । ଆପଣଙ୍କର ଆତ୍ମବିଶ୍ଵାସରେ ବୃଦ୍ଧି ହେବ ଓ ଉନ୍ନତି ହେବ ।
ସିଂହ ରାଶି : ଆଜି ଆପଣ ସାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ମାନସିକ ଦୃଢତା ବଢିବ । ଯଦି ଆପଣ ଆଜି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେହି ବିଷୟ ସହ ଜଡିତ ଲୋକଙ୍କର ପରାମର୍ଶ ନିଅନ୍ତୁ । ଜୀବନ ସାଥିଙ୍କ ସହ ଆଲୋଚନା କରିଲେ ସବୁ ମନାନ୍ତର ଦୂର ହେବ । କାରୋବାରରେ ଫାଇଦା ମିଳିପାରେ । କିନ୍ତୁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛୋଟ ମୋଟ ବାଧା ର ସମାନ କରିବାକୁ ପଡିପାରେ ।
କନ୍ୟା ରାଶି : ଆଜି ଆପଣ ନିଜର ଟ୍ୟାଲେଣ୍ଟ ଦେଖାଇବେ । ଅତିଥି ମାନଙ୍କ ସହ ଆନନ୍ଦ ନେବା ପାଇଁ ଦିନ ଭଲ ରହିବ । ବ୍ୟବସାୟିକ ଗତି ବିଧି କିଛି ମଧ୍ୟମ ରହିବ । କିନ୍ତୁ ଆପଣ ନିଜର ବୁଦ୍ଧି ବଳରେ ଆର୍ଥିକ ସ୍ଥିତି କୁ ବେହତର କରିବା ପାଇଁ ସକ୍ଷମ ହେବେ । ଯାତ୍ରା କାରଣରୁ ଆପଣ ଥକାପଣ ଅନୁଭବ କରିବେ । କିନ୍ତୁ ଆର୍ଥିକ ରୂପରେ ଫାଇଦା ପାଇବେ । ମିତ୍ର ଓ ପରିବାର ସହ ସନ୍ଧ୍ୟା ସମୟରେ ଆଯୋଜନର ଯୋଜନା କରିବେ । ପ୍ରେମରେ ନିରସା ପାଇବେ ।
ତୁଳା ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ଚରମ ଶିଖର ରେ ରହିବ । ଆଜି ଆପଣଙ୍କୁ ଅଟକି ରହିଥିବା କାମକୁ ଟଳିବା ଦ୍ଵାରା କ୍ଷତି ହୋଇପାରେ । ଏମିତି ଗତି ବିଧି ଉପରେ ନଜର ରଖନ୍ତୁ ଯାହା ଆପଣଙ୍କୁ ଆନନ୍ଦ ଦେବ । ଆଜି ଆପଣଙ୍କୁ ଘର ସହ ଜଡିତ ନିବେଶ ଫାଇଦା ଆଣିବ । ଯଦି କୌଣସି ପାରିବାରିକ ସମ୍ପତି ସହ ଜଡିତ ମାମଲା ଚାଲିଥାଏ ତେବେ ଆଜି କିଛି ସାକାରାତ୍ମକ ଘଟଣା ଘଟିପାରେ ।
ବିଛା ରାଶି : ଆଜି ଆପଣ ନିଜର ବିରୋଧୀ ଓ ଆଲୋଚକ ଉପରେ ଧ୍ୟାନ ଦେବା ବଦଳରେ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ସଫଳତା ଅବଶ୍ୟ ମିଳିବ । ସନ୍ଧ୍ୟା ସମୟରେ ଆଜି ଆପଣ ମାତା ପିତାଙ୍କ ସେବାରେ ସମୟ ବ୍ଯତୀତ କରିବେ । ଯଦି ଆପଣଙ୍କର ସନ୍ତାନଙ୍କର ବିବାହରେ ବାଧା ଆସୁଛି ତେବେ ତାହା କୌଣସି ବନ୍ଧୁ ଙ୍କ ଜରିଆରେ ଦୂର ହେବ । ପରିବାରରେ ନୂଆ ଜୋସ ରହିବ ଓ ନୂଆ ଆରମ୍ଭ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ । ଯେଉଁ ଲୋକ ଆପଣଙ୍କୁ ଜାଣିଛନ୍ତି ସେମାନଙ୍କ ଜରିଆରେ ଆମଦାନିର ନୂଆ ସ୍ରୋତ ମିଳିବ ।
ଧନୁ ରାଶି : ଆଜି ଆପଣଙ୍କୁ କୌଣସି ମହିଳା ମିତ୍ର ଙ୍କ ସହଯୋଗ କାରଣରୁ ଲାଭ ହେବ । ଆପଣଙ୍କ ବିଚାରକୁ ସମ୍ମାନ ମିଳିବ । ଆମଦାନିର ନୂଆ ରାସ୍ତା ଖୋଲିବ । ବିବାହା ଚର୍ଚ୍ଚା ସଫଳ ହେବ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଯଦି କୌଣସି କଥାକୁ ନେଇ ଲମ୍ବା ସମୟରୁ ଚିନ୍ତାରେ ଅଛନ୍ତି ତେବେ ନିଜ ଲୋକଙ୍କ ସହ ମନ କଥା କହିପାରିବେ । ତାଙ୍କ ଠାରୁ ଭଲ ମାର୍ଗ ଦର୍ଶନ ମିଳିବ । ଆପଣ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି କ୍ଷତି ହୋଇପାରେ ।
ମକର ରାଶି : ଆଜି କୌଣସି ଦିଲଚସ୍ପ ମଣିଷଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ବିଜନେସରେ ବୃଦ୍ଧି ହେବ । ଭୂମି ଭାବନା ସମ୍ବଧିତ ମାମଲାର ସମାଧାନ ହେବ । ଘର ପୁନନିର୍ମାଣରେ ଧନ ଖର୍ଚ୍ଚ ହେବ । ଅଚାନକ ଫାଇଦା ହେବାର ଯୋଗ ରହିଛି । ଆଜି ଆପଣଙ୍କ ଥରେ ଆଧ୍ୟାତ୍ମିକତା ର ମାତ୍ରା ଅଧିକ ରହିବ । ବହୁତ କମ କରିବାକୁ ବଞ୍ଚିତ ହୁଅନ୍ତୁ କାରଣ ଆପଣଙ୍କୁ ଥକାପଣ ଅନୁଭବ ହୋଇପାରେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । କୋର୍ଟ କଚେରୀ ମାମଲାରେ ଆପଣଙ୍କ ପକ୍ଷରେ ନିସ୍ପତି ରହିବ ।
କୁମ୍ଭ ରାଶି : ଛାତ୍ର ନିଜର ମେହନତ ଆଧାରରେ ବହୁତ ଭଲ ପରିଣାମ ପ୍ରାପ୍ତ ହେବ । ପୁଜା ପାଠରେ ମନ ଲାଗିବ । ପୈତୃକ ବ୍ୟାପାର ରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ସତ୍ସଙ୍ଗ ର ଲାଭ ପ୍ରାପ୍ତି ହେବ । ଆପଣଙ୍କୁ ନିଜର ମାତା ପିତାଙ୍କ ସହଯୋଗ ମିଳିବ । ଧାର୍ମିକ ଓ ସାମାଜିକ ଗତି ବିଧି ରେ ବ୍ୟସ୍ତତା ରେ ରହିବେ । ତଥା ଜନ ସମ୍ପର୍କରେ ବୃଦ୍ଧି ହେବ । ଆପଣଙ୍କୁ ମାନସିକ ଓ ଭାବନାତ୍ମକ ରୂପରେ ଶାକ୍ତ ଅନୁଭବ କରିବେ ।
ମୀନ ରାଶି : ଯଦି ଦୀର୍ଘ ଦିନରୁ ଆପଣଙ୍କର କୌଣସି ପାଖ ଲୋକ ଆପଣଙ୍କ ଉପରେ ରାଗିକି ଅଛନ୍ତି ତେବେ ତାଙ୍କୁ ମନାଇବା ପାଇଁ ସମୟ ବେହତର ରହିବ । ଆପଣଙ୍କ ଦ୍ଵାରା କାହାର ମନ ଦୁଖ ନ ହେଉ । ଅଫିସରେ ଯେଉଁ ମାନେ ଏପଟ ସେପଟ କଥା କହୁଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିବାର ସହ କୌଣସି ଧାର୍ମିକ ସ୍ଥାନ କୁ ଯାତ୍ରା କରିବାର ଆୟୋଜନ କରିବେ । ଘରର ସବୁ ସଦସ୍ୟ ନିଜର ଦାୟିତ୍ଵ ଠିକ ଭାବେ ନିଭାଇବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।