କରୋନାରେ ଜୀବନ ଯାଇଥାଏ ଇନଫ୍ଲେମେସନ କାରଣରୁ ! କଣ ହେଉଛି ଇନଫ୍ଲେମେସନ ? କେମିତି ଏହାକୁ ମନିଟର କରିବେ ? କଣ ରହିଛି ଚିକିତ୍ସା ! -Dr Bimal Chhajer

ଇନଫ୍ଲାମେସନ, ହାଇ ଇନଫ୍ଲାମେସନ, ସାଇଟୋକାଇନଷ୍ଟ୍ରୋମ ଏସବୁ କଣ ଆଜି ଆମେ କହିବାକୁ ଯାଉଛୁ । କାରଣ ଏହା ପାଇଁ ଆମେ ଅଧିକରୁ ଅଧିକ କରୋନା ରେ ନିଜର ଲୋକମାନଙ୍କୁ ହରାଇଛୁ । ଇନଫ୍ଲାମେସନ କଣ ଉଦାହରଣ ଦେଇ ଆମେ ବୁଝେଇବା ପାଇଁ ଚେଷ୍ଟା କରୁଛୁ ।

ଆପଣ ଯଦି କେବେବି ଯଦି ଦାନ୍ତରେ କିଛି ଇନଫେକସନ ହୋଇ ଯାଇଥାଏ । ତେବେ ଆପଣଙ୍କୁ ଡକ୍ଟର କିଛି ଦିନ ସମୟ ନେଇକି ଏହା ପରେ ଏହାକୁ ଉପାଡି ଥାଏ । ଯଦି କିଛି କ୍ଷତ ଆମ ଶରୀରରେ ହୋଇ ଥାଏ ତେବେ ଏହାର ଚାରି ପାଖରେ ଆପଣ ଫୁଲି ଯାଇଥିବା ର ଦେଖିଥିବେ ।

ଏହାର କାରଣ କଣ ଆମ ରକ୍ତରେ ହ୍ଵାଇଟ ରକ୍ତ କୋସିକା ବାହାରୁ ଆସିଥିବା ଜୀବାଣୁ ମାନଙ୍କ ସହ ଲଢେଇ କରିବାକୁ କରିଥାଏ । ସେହି ଭଳି ଯଦି ଆମର ଶରୀର ଭିତରକୁ କରୋନା ଜୀବାଣୁ ଆସିବା ମାତ୍ରେ ଆମ ଶରୀରରେ ଥିବା ହ୍ଵାଇଟ ରକ୍ତ କୋସିକା ଏହା ସହ ଲଢେଇ କରିଥାଏ । ଏହା ଭିତରେ ଅଧିକ ଜୋରେ ସଂଘର୍ଷ ଚାଲିଥିବା ସମୟରେ ଇନଫ୍ଲାମେସନ ସାଇଟୋକାଇନ କୁ ସାହାଜ୍ଯ ପାଇନ ଡାକି ଥାଏ । ଏହା ପରେ ସାଇଟୋକାଇନଷ୍ଟ୍ରୋମ ସାହାଜ୍ଯ କରିଥାଏ ଇନଫ୍ଲାମେସନ କୁ କରୋନା କୁ ହରାଇବାରେ ।

ଏଭଳି ହେବା ଦ୍ଵାରା ଏହି ଯିବାଣୂ ଯେଉଁ ଜାଗାରେ ଥାଏ ସେଠାରେ ଅଧିକ ରୁ ଅଧିକ ପାଣି ଜାମା ହୋଇ ଯାଇ ଥାଏ । ଫୁସ ଫୁସ ରେ ଅଧିକ ପଣି ଜାମା ହେବାର କାରଣ ନିମୋନିଆ ମଧ୍ୟ ହୋଇ ଥାଏ । ଯଦି ଦେଖିବା ତାହେଲେ ଗୋଟେ ତରଫରୁ ଏହା ଭଲ ଅଟେ ମାତ୍ର ଏହା ଶରୀରରେ ଅଧିକ ବଢି ଯିବା ପରେ ଏହା ଆମକୁ ମୃତ୍ୟୁ ଦେଇ ଥାଏ । ଏଥି ପାଇଁ ଆମକୁ ଅମ୍ଳଜାନ ମଧ୍ୟ କମ ପରିମାଣରେ ମିଳି ଥାଏ । ଏହା ଭଲ ମଧ୍ୟ ଅଟେ ଖରାପ ମଧ୍ୟ ଅଟେ ।

ତେବେ ଆପଣ ମାନେ ମାନେ ରଖନ୍ତୁ ଅଧିକ ଇନଫ୍ଲାମେସନ ହେଲେ ଜର ହୋଇ ପାରେ, ଦେହ ଫୁଲି ପାରେ, କାସ ହୋଇ ପାରେ, ଏଭଳି ଲକ୍ଷଣ ଯଦି ଦେଖାଯାଏ ତାହେଲ ଆପଣ ଜାଣି ନିଅନ୍ତୁ ଏହା ଅଧିକ ମାତ୍ରାରେ ଆପଣଙ୍କ ଶରୀରରେ ଅଛି । ଏହା ଦ୍ଵାରା ଆପଣଙ୍କୁ ଅଣନିଶ୍ଵାସୀ ମଧ୍ୟ ଲାଗି ପାରେ । ଏହାକୁ ଜାଣିବା ପାଇଁ ୬ ଟି ଲକ୍ଷଣ ଅଛି, ସେଗୁଡିକ ହେଉଛି HS – CRP : 1-3 ml, ferritin 22-322 ngm/ml, LDH : 125 – 120 ml, D Dimer – 200 ng/ml, Procalcitonin 0 to 0.5 ngm /ml, IL – 6 0-7 pgm/ml

ଏହି ସବୁ ଦ୍ଵାରା ଆମେ ଇନଫ୍ଲାମେସନ ଅଧିକ ଥିବାର ଜାଣି ପାରିବୁ । ଏହା ଅଧିକ ମାତ୍ରାରେ ବଧିଗଲେ ଏହାକୁ ସାଇଟୋକାଇନଷ୍ଟ୍ରୋମ ମଧ୍ୟ କୁହାଯାଏ । ଯଦି ଏକ କରୋନା ରୋଗୀ ଦେହରେ ଏହି ଭାଇରସ ଅଛି ତାହେଲେ ଏହା ଆପଣ ମାନେ ଦେଖନ୍ତୁ କି ୬ ରୁ ୭ ଦିନ ମଧ୍ୟରେ ଆପଣ କିଭଳି ନିଜକୁ ଅନୁଭବ କରୁଛନ୍ତି ଯଦି ଇନଫ୍ଲାମେସନ କମ ଅଛି ତାହେଲେ ଏହା ଭଲ ଅଟେ । ଯଦି ଏହା ବଢିବାରେ ଲାଗିଛି ତାହେଲେ ଏହାକୁ କମେଇବା ପାଇଁ ଡକ୍ଟର ଙ୍କର ସାହାଜ୍ଯ ନିଅନ୍ତୁ । ଏଭଳି କରିବା ଦ୍ଵାରା ମୃତ୍ୟୁ ହାର କମ ହୋଇ ପାରିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।