ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଟ୍ରେନ ଯେବେ ଦୃଷ୍ଟ ଗତିରେ ଆସିଥାଏ ତା ଆଗରେ ଯିଏ କି ବି ଥିଲେ ସେ ଦେଖେ ନାହି କାରଣ ଚଳନ୍ତା ଟ୍ରେନ କୁ ହଠାତ ରୋକିବା ସମ୍ଭବ ନୁହେଁ । କିନ୍ତୁ ଆଜିର ସମୟରେ ଏମିତି ବି ଲୋକେ ଅଛନ୍ତି ଯେଉଁ ମାନେ ଟ୍ରେନ ଲାଇନ ରେ କିଛି ଏମିତି କାଣ୍ଡ ଘଟାଉଛନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଏହା ସହ ଲୋକ ମାନଙ୍କର ସାମାନ୍ଯ ଅବହେଳା ଆଉ ଭୁଲ ପାଇଁ ଜୀବନ ବି ଚାଲି ଯାଉଛି ।
ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି କହିବେ ମଣିଷ ପାଖରେ ଆଜିର ସମାରେ ଜମା ହେଲେ ବି ଧର୍ଯ୍ୟ କି ସମୟ ନାହି । ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଟ୍ରେନଟି ଗତିପଥ ବଦଳାଇବା ସମ୍ଭବ ନୁହେଁ କିନ୍ତୁ ବୁଦ୍ଧି ବିବେକ ଧାରୀ ମଣିଷ ହୁଏତ ନିଜେ ମୃତ୍ୟୁକୁ ହାତ ଠାରି ଠାକୁଛି । ଟ୍ରେନ ଧାରଣାରେ ମୃତ୍ୟୁ ସହ ଖେଳୁଛି ବେପରୁଆ ମଣିଷ । ସମ୍ପୂର୍ଣ୍ଣ ଅଧର୍ଯ୍ୟ ।
ମାତ୍ର କେଇ ସେକେଣ୍ଡର ଭିଡିଓ ଦେଖିଲେ, ଆପଣଙ୍କ ଛାତିରେ ଛନକା ପଶିବା ନିଶ୍ଚିତ । ଟ୍ରେନ ପାସ କରିଲେ ଲୋକେ ରାସ୍ତା ଅତିକ୍ରମ କରିବେ ମାତ୍ର କାହା ପାଖରେ ଧର୍ଯ୍ୟ ନାହି । ଏହି ଭିଡିଓ ରେ ଥିବା ବ୍ୟକ୍ତି ଙ୍କୁ ଆପଣ ମାନେ ବି ଥରେ ଦେଖନ୍ତୁ କିପରି ବେପରୁଆ ଢଙ୍ଗ ରେ ଟ୍ରେନ ଲାଇନ ଉପରେ ନିଜର ବାଇକ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ବାଇକ ବୁଲାଇବା ସମୟରେ ତଳେ ପଡିଗଲେ ବ୍ୟକ୍ତି ଜଣକ । ଆଉ ଠିକ ସେହି ସମୟରେ ବିପରୀତ ଦିଗରୁ ଟ୍ରେନ ଦ୍ରୁତ ଗତିରେ ମାଡି ଆସିଲା ।
ମାତ୍ର କେତେ ସେକେଣ୍ଡ ବିଳମ୍ବ ହୋଇ ଯାଇଥିଲେ ବ୍ୟକ୍ତିଙ୍କ ଜୀବନ ଯିବା ନିଶ୍ଚିନ୍ତ ହୋଇଥାନ୍ତା । ଭାଗ୍ୟ ବଶତ ରେଳ ଧାରଣା ରେ ପଡିଥିବା ବାଇକ ଟି ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ଆଉ ଟ୍ରେନ ଟି ଦୁର୍ଘଟଣା ରୁ ବର୍ତ୍ତି ଗଲା । ବ୍ୟସ୍ତ ବହୁଳ ଜୀବନରେ ଅପେକ୍ଷା କରିବାକୁ କାହା ପାଖରେ ଧାର୍ଯ୍ୟ ନାହି । ଏ ଦୃଶ୍ୟ ଯିଏ କି ବି ଦେଖିବ କେବେଳ ଗୋଟିଏ କଥା କହିବେ ଏ ବେପାରୁଆ ମଣିଷ ଜାଣି ଜାଣି ନିଜ ଜୀବନ କୁ ବିପଦରେ ପକାଇବା ସହ ଅନ୍ୟ ମାନଙ୍କର ଜୀବନକୁ ବି ବିପଦରେ ପକାଉଛି ।
ତେବେ ଏହି ଭିଡିଓ ଟି କେଉଁଠି କାର ତାହା ଜଣା ପଡୁ ନାହି କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ଟି ଦୃଷ୍ଟ ଗତିରେ ଭାଇରାଲ ହେବାରେ ଲାଗିଛି ଯାହା ଛାତି ଥରିଲା ଭଳି ଦୃଶ୍ୟ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।