ଚନ୍ଦ୍ର ଗ୍ରହଣରେ ଏହି 1 ରାଶିର ମହା ବିପଦ, ସଠିକ ସମୟ ଓ ଗ୍ରହଣ ସମୟରେ କଣ କରିବା ଉଚିତ ନୁହେଁ

ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ୨୦୨୦ ମସିହା କାର୍ତ୍ତିକ ମାସରେ ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ରେ ଏହି ଗୋଟିଏ ରାଶି ଉପରେ ବହୁତ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ଗୋଟିଏ ରାଶି ଯାହା ଉପରେ ଅତ୍ୟଧିକ ପ୍ରଭାବ ରହିବ । ବୃଷ ରାଶିରେ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଏବଂ ସୂର୍ଯ୍ୟଙ୍କ ଉପରେ ଗ୍ରହଣ ଲାଗିବା ଶୁଭ ନୁହେଁ । ଏବଂ ଏହିପରି ମାନ୍ୟତା ରହିଛି କି ଗ୍ରହଣ ସମୟରେ ଏହି ଦୁଇଜଣ ପୀଡ଼ିତ ହୋଇଯାଆନ୍ତି । ଏବଂ ନିଜର ସୁଭଫଳ ପ୍ରଦାନ କରିପାରନ୍ତି ନାହିଁ । ଗ୍ରହଣର ସବୁଠୁ ବେସୀ ପ୍ରଭାବ ସେହି ରାଶି ଉପରେ ପଡ଼ିଥାଏ ଯାହା ଉପରେ ଗ୍ରହଣ ଲାଗିଥାଏ ।

ଏଥର ଚନ୍ଦ୍ରଗ୍ରହଣ ବୃଷ ରାଶିରେ ରୋହିଣୀ ନକ୍ଷତ୍ରରେ ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ନଭେମ୍ବର ମାସ ୩୦ ତାରିଖ ଦୁଇପହର ୧:୦୪ ମି. ରୁ ସନ୍ଧ୍ୟା ୫:୨୨ ମି ପର୍ଯ୍ୟନ୍ତ ରହିବ । ଏହାର ସବୁଠାରୁ ଗ୍ରାସ ସମୟ ହେଉଛି ୩:୧୩ ମି. । ବୃଷ ରାଶିରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଉପଛାୟା ଅଟେ । ଏଭଳି ମାନ୍ୟତା ରହିଛି କି ଉପଛୟା ରେ ସୂତକକାଳ ମାନ୍ୟ ହୁଏ ନାହିଁ ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୪ ଘଣ୍ଟା ୨୧ ମି. ରହିବ । ଏହି ଗ୍ରହଣ ଭାରତ ସମେତ, ଆମେରିକା, ଏସିଆ ଏବଂ ଅଷ୍ଟ୍ରେଲିଆ ରେ ଦେଖା ଯିବ । ତେବେ ଚନ୍ଦ୍ରଗ୍ରହଣ ସମୟରେ କିଛି କାର୍ଯ୍ୟକୁ ବର୍ଜିୟ ମାନା ଯାଇଛି । କହିବାକୁ ଗଲେ ଏହି ଗ୍ରହଣ ଉପଛାୟା ଗ୍ରହଣ ଅଟେ । ତେଣୁ ଏଥିପାଇଁ ଏହି ଗ୍ରହଣ ଅଧିକ ପ୍ରଭାବଶାଳୀ ନୁହେଁ ।

ତଥାପି ଏହି ଗ୍ରହଣ ସମୟରେ ଗର୍ଭବତୀ ମହିଳା ଭୋଜନ କରିବା ଏବଂ ଘରୁ ବାହାରିବା ଆବଶ୍ୟକ ନୁହେଁ । ତେବେ ଆସନ୍ତୁ ଜାଣିବା କଣ ସେହି ଏକ ରାଶି ଯାହା ଉପରେ ପ୍ରଭାବ ଅଧିକ ରହିବ । ଚନ୍ଦ୍ରଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି । ଏଥିପାଇଁ ଏହି ରାଶିର ଜାତକଙ୍କୁ ବିଶେଷ ସାବଧାନ ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ୟା ଦେଖା ଦେଇ ପାରେ ।

କୌଣସି ରୋଗରେ ପୀଡିତ ହୋଇପାରନ୍ତି । ଗ୍ରହଣର ଅଶୁଭ ପ୍ରଭାବରୁ ବର୍ତିବା ପାଇଁ ଭଗବାନ ବିଷ୍ଣୁ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଏବଂ ଏକ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଗ୍ରହଣର ଖରାପ ପ୍ରଭାବ ଦୂର ହୋଇଯିବ । ଏହି ସମୟରେ ଧର୍ମ କାର୍ଯ୍ୟରେ ରୁଚି ରଖନ୍ତୁ । ଏହା ଅତ୍ୟନ୍ତ ଜରୁରୀ ହୋଇଥାଏ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।