ଇଏ ହେଉଛନ୍ତି ଅବଦୁଲ କାଲାମଙ୍କ ବଡ ଭାଇ, 103 ବର୍ଷ ବୟସରେ ଛତା ରିପେୟର କରି ଚଳାନ୍ତି ଘର ଖର୍ଚ୍ଚ – ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଭାରତ ରେ ଥରେ ଯଦି କେହି ମନ୍ତ୍ରୀ ହେଇ ଯାଉଛନ୍ତି, ତେବେ ତାଙ୍କର ସାତ ପୁରୁଷ ବିଳାସମୟ ଜୀବନ ଜାପାନ କରନ୍ତି । ଏବଂ ବସି କରି ଖାଆନ୍ତି । କିନ୍ତୁ ସମସ୍ତେ ଏମତି ନୁହନ୍ତି । ପୂର୍ବ ରାଷ୍ଟ୍ରପତି ଏ. ପି. ଜେ. ଅବ୍ଦୁଲ କଲାମଙ୍କର ବଡ ଭାଇ 103 ବର୍ଷ ବୟସ ରେ ଛତା ମରାମତି ର ଦୋକାନ ଚଳାନ୍ତି । କଣ କେହି କଲ୍ପନା କରି ପାରିବ , ଯାହାର ପ୍ରଧାନମନ୍ତ୍ରୀ ଗୋଡ ଧରି ନମସ୍କାର କରନ୍ତି । ଏବଂ ଯିଏ ପୂର୍ବ ରାଷ୍ଟ୍ରପତି କଲାମଙ୍କର ବଡ ଭାଇ ଅଟନ୍ତି , ସେ ନିଜର ଏହି ଛୋଟ ଦୋକାନ ଦ୍ଵାରା ନିଜର ପରିବାର ର ଭରଣ ପୋଷଣ କରନ୍ତି ଏବଂ ଅଲଗା ପଟେ ସେ ହି ଲୋକମାନେ ଅଟନ୍ତି ଯେଉଁମାନେ ଥରେ ମନ୍ତ୍ରୀ ହେଇଯାନ୍ତି ପୁରା ପରିବାର କୁ ଜୀବନ ସାରା ରୋଜଗାର କରିବାକୁ ପଡିବ ନହିଁ ।

ମୋର ନଜରେ ଧନ୍ୟ ଏହି ପରିବାରକୁ, ଏମିତି ଈମାନଦାରୀ, ଏମିତି ରାଷ୍ଟ୍ର ନିଶା । କଣ ଦେଶର ରାଜନେତା, ଚାକିରି ଲୋକମାନେ ଏବଂ ସାଧାରଣ ମଣିଷ କିଏ ବି ଏହି ପରିବାରଠାରୁ କିଛି ଶିକ୍ଷା ନିଅନ୍ତୁ ।

ଭାରତ ରତ୍ନ ଏ ପି ଜେ ଅବ୍ଦୁଲ କଲାମଙ୍କର ବଡ ଭାଇ ମୋହମ୍ମଦ ମୁଥୁ ମାରାକାୟେର । ୨୦୧୫ ନଭେମ୍ବର ୧୦୦ ବର୍ଷ ର ହେବାକୁ ଯାଉଥିଲେ । ଏ ପି ଜେ ଅବ୍ଦୁଲ କଲାମ ନିଜର ବଡ ଭାଇ ପାଇଁ ଏକ ବଡ ପାଟି ର ଯୋଜନା କରିଥିଲେ । ସେ ଏହି ସମୟକୁ ନିଜର ବାସସ୍ଥାନ ରାମେଶ୍ଵର ରେ ନିଜର ପରିବାର ସମସ୍ତ ସଦସ୍ୟ ଙ୍କୁ ଡାକି ବାର ଥିଲା । ଏବଂ ‘୧୦୦’ ଲେଖି କି ବ୍ୟାନର ଲଗାଇବାର ଥିଲା ।

ଏହି ମୁହୂର୍ତ ରେ ତାମିଲ ଗୀତ ଚଲାଇବାର ଯୋଜନା ଥିଲା । କିନ୍ତୁ କିସ୍ମତ କୁ କିଛି ଅଲଗା ମଞ୍ଜୁର ଥିଲା । ନିଜ ଭାଇର ୧୦୦ ବର୍ଷ ଜନ୍ମ ଦିନକୁ ପାଳନ କରିବାର ସ୍ଵପ୍ନ ଅଧୁରା ହୋଇ ରହି ଗଲା । କଲାମ ଠାରୁ ୧୬ ବର୍ଷ ବଡ ତାଙ୍କ ଭାଇ ଏପିଜେ ମାରାକାୟେର ତାଙ୍କ ପାଇଁ ପିତା ସମାନ ଥିଲେ । ଏବଂ ସେ ବହୁତ ମହତ୍ଵ ପୂର୍ଣ ଶୁଣାଣୀ ନିଜ ଭାଇ ଠାରୁ ମଧ୍ୟ ପରାମର୍ଶ ନେଇଥିଲେ । ଏବଂ ତାଙ୍କ ମାର୍ଗଦର୍ଶକ ରେ ମଧ୍ୟ ଚାଲିଥିଲେ ।