ଓଡିଶାରେ ବୁଲୁଥିବା ଆତଙ୍କବାଦୀ ଗୋଟିଏ କି ଦୁଇଟି ନୁହେଁ ପୁରା 7ଟି ସ୍ତ୍ରୀ ରଖିଛି ।

ଗୋଟେ ନୁହେଁ ଦୁଇଟି ନୁହେଁ 7ଟି ସ୍ତ୍ରୀ ରଖିଛି ଓଡିଶାରେ ବୁଲୁଥିବା ଆତଙ୍କବାଦୀ । ଯାହାକୁ SDF ଗିରଫ କରିଛି ସେ କୁଆଡେ 6ରୁ 7ଟି ସ୍ତ୍ରୀ ରଖିଥିଲା । ଆଉ ଯେବେ ଆତଙ୍କବାଦୀ ଧରା ପଡି ସାରିଛି ତେବେ 7 ଜଣ ସ୍ତ୍ରୀ କାନ୍ଦୁଥିବେ ବୋଲି ଚର୍ଚ୍ଚା ହେଉଛି । ହଁ ଦର୍ଶକ ବନ୍ଧୁ ବହୁରୂପି ଆତଙ୍କବାଦୀ କେତେବେଳେ ଡାକ୍ତର ତ ଆଉ କେବେ ଆର୍ମୀ ଅଫିସର ତ ଆଉ କେବେ PM କାର୍ଜ୍ୟାଳୟର କର୍ମଚାରୀ ବୋଲି କହୁଥିଲା ।

ଆଉ ଆଜି ତାକୁ SDF ଧରି ନେଇଛି । ସେ ଯେଉଁ 7ଟି ଝିଅଙ୍କୁ ବାହା ହୋଇଛି ସେମାନେ ବିଭିନ୍ନ ରାଜ୍ୟର ଅଟନ୍ତି । କାଶ୍ମୀର, ୟୁପି, ମହାରାଷ୍ଟ୍ର, ଓଡିଶାର ଝିଅ ଙ୍କୁ ବାହା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସବୁଠାରୁ ବଡ କଥା ହେଉଛି ଏହି ଆତଙ୍କବଦୀ ର ପାକିସ୍ତାନ ସହ ଲିଙ୍କ ରହିଛି । ବିଭିନ୍ନ ୱେବ ସାଇଟ ଓ ଆପ ରେ ଝିଅ ମାନନକୁ ମିଛ ପ୍ରେମରେ ଫସାଉ ଥିଲା ଆଉ 6ରୁ 7ଟି ସ୍ତ୍ରୀ ରଖିଥିଲା ।

ଆଉ ଆତଙ୍କବାଦୀ ଗିରଫ ପରେ 7 ଜଣ ସ୍ତ୍ରୀ ଏବେ କରିବେ କଣ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଏମିତିକି କାଶ୍ମୀର ପୋଲିସର ମୋଷ୍ଟ ୱାନ୍ଟେଡ ତାଲିକାରେ ଥିଲା ଏହି ଆତଙ୍କବାଦୀ ର ନାଁ । ଯାହାର ନାଁ ହେଉଛି ସଏଦ ଇଶାନ ବୁଖାରି । ବହୁମୂଖୀ ବୁଖାରି ବୋଲି ଲୋକେ ଏବେ ଡାକିଲେଣି । କାରଣ ଏହି ବୁଖାରି ର ଅନେକ ଗୁଡାଏ କଥା ଏବେ ଭାଇରାଲ ହେଉଛି ।

କେତେବେଳେ ଡାକ୍ତର ର ମୁଖା ତ ଆଉ କେବେ ଆର୍ମୀ ଅଫିସର ର ମୁଖା ତ ଆଉ କେବେ PM କାର୍ଜ୍ଯାଳୟ ର କର୍ମଚାରୀ ର ମୁଖା ଏବେ ଭାଇରାଲ ହେଉଛି । ସମସ୍ତେ ଏବେ ବୁଖାରି କୁ ବହୁମୂଖୀ ମୁଖାରି ବୋଲି କହୁଛନ୍ତି । ବୁଖାରି ନିଜର ରୂପ ବଦଳାଇ ବହୁ ଯୁବତୀ ଙ୍କୁ ବାହା ହୋଇଛି । 6ରୁ 7ଟି ସ୍ତ୍ରୀ ରଖିଛି ଏହି ଆତଙ୍କବାଦୀ ଯାହାର ନାଁ ହେଉଛି ସଏଦ ଇଶାନ ବୁଖାରି ।

ଯାହାକୁ ଗତ କାଲି ଓଡିଶାରେ ଗିରଫ କରା ଯାଇଛି । ଓଡିଶାରେ କାଶ୍ମୀର ଆତଙ୍କବାଦୀ କାଶ୍ମୀର ପୋଲିସ ର ୱାନ୍ଟେଦ ତାଲିକାରେ ଥିଲା ଶଏଦ ବୁଖାରି ର ନାଁ । ସୂଚନା ଅନୁଯାୟୀ ଅଭିଯୁକ୍ତ ଆତଙ୍କବଦୀ ବୁଖାରି ର 6ରୁ 7 ଜଣ ସ୍ତ୍ରୀ ଥିବା ଜଣା ପଡିଛି । ଆଉ ସବୁଠାରୁ ବଡ କଥା ହେଉଛି ଓଡିଶାରେ ମଧ୍ୟ ସେ ଯୁବତୀଙ୍କୁ ବାହା ହୋଇଛି । କାଶ୍ମୀର, ମହାରାଷ୍ଟ୍ର, ଓଡିଶା ରେ ବାହା ହୋଇ ସାରିଛି ।

ପାକିସ୍ତାନ ଲୋକଙ୍କ ସହ ଏହି ଆତଙ୍କବାଦୀ ର ଲିଙ୍କ ଥିଲା । ଏହି ଆତଙ୍କବାଦୀ ବୁଖାରି ଓଡିଶା ରେ ଆସି ଲୁଚି କି ଥିଲା ଯାହାକୁ SDF ଗିରଫ କରିଛି । ଆଜି ସେହି ଆତଙ୍କବାଦୀ ଆରେଷ୍ଟ ହୋଇଛି । ଆଉ ଏବେ ଲୋକେ କହିଲେଣି ଏହି ଆତଙ୍କବାଦୀ ର 7 ଜଣ ସ୍ତ୍ରୀ ଏବେ କାନ୍ଦୁଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।