ଛୋଟ ବେଳରୁ ହିଁ ଆମର ଜ୍ଞାନ ବୃଦ୍ଧି କରିବା ପାଇଁ ତଥା ନୂଆ ନୂଆ କଥା ବିଷୟରେ ଜାଣିବା ପାଇଁ ଶିକ୍ଷା ଦିଆଯାଇଥାଏ । ତେବେ ସେହିଭଳି ସାଧାରଣ ଜ୍ଞାନ ମାଧ୍ୟମରେ ମଧ୍ୟ ଆପଣମାନେ ବହୁତ କିଛି ଶିକ୍ଷଣୀୟ କଥା ଜାଣିବାକୁ ପାଇଥାନ୍ତି । ଦେଶ, ବିଦେଶର ଅନେକ ଜ୍ଞାନ ଆପଣ ଏହି ସାଧାରଣ ଜ୍ଞାନରୁ ହିଁ ପାଇଯାଇଥାନ୍ତି । ତେବେ ଆମେ ନେଇ ଆସିଥିବା ଜେନେରାଲ ନଲେଜ ବିଷୟରେ ଆଉ ବିଳମ୍ବ ନକରି ଆଲୋଚନା କରି ଜାଣିବା ।

1; – କେଉଁ ଫଳରେ ସବୁଠାରୁ ଅଧିକ ପାଣି ରହିଥାଏ ?
ଉତ୍ତର;- ତରଭୁଜରେ ସବୁଠାରୁ ଅଧିକ ପାଣି ରହିଥାଏ ।
2; – ସବୁଠାରୁ ଅଧିକ ଅମ୍ଳଜାନ ଯୋଗାଉଥିବା ବୃକ୍ଷ କ’ ଣ ଅଟେ ?
ଉତ୍ତର;- ସବୁଠାରୁ ଅଧିକ ଅମ୍ଳଜାନ ଯୋଗାଉଥିବା ବୃକ୍ଷ ହେଉଛି ପିପଲ ଗଛ ।
3; – ବିଶ୍ଵରେ ସବୁଠାରୁ ଅଧିକ ଡାକ୍ତର କେଉଁ ଦେଶରେ ରହିଥାନ୍ତି ?
ଉତ୍ତର;- ବିଶ୍ଵର ସବୁଠାରୁ ଅଧିକ ଭାରତରେ ରହିଥାନ୍ତି ।
4; – ଚନ୍ଦ୍ରପୃଷ୍ଠରେ ସବୁଠାରୁ ପ୍ରଥମେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?
ଉତ୍ତର;- ଚନ୍ଦ୍ରପୃଷ୍ଠରେ ସବୁଠାରୁ ପ୍ରଥମେ ଭାରତ ପାଣିର ସନ୍ଧାନ କରିଥିଲା ।
5; – କେଉଁ ଜୀବ ଜିଏକି 30 ଫୁଟ୍ ପର୍ଯ୍ୟନ୍ତ ଡେଇଁ ପାରିବ ?
ଉତ୍ତର;- କଙ୍ଗାରୁ ଜିଏକି 30 ଫୁଟ୍ ପର୍ଯ୍ୟନ୍ତ ଡେଇଁ ପାରିବ ।
6; – ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ କ’ ଣ ଅଟେ ?
ଉତ୍ତର;- ଭାରତର ସବୁଠାରୁ ଛୋଟ ରାଜ୍ୟର ନାମ ଗୋଆ ଅଟେ ।
7; – ଭାରତର ରାଷ୍ଟ୍ରୀୟ ଗଛ କ’ ଣ ଅଟେ ?
ଉତ୍ତର;- ଭାରତର ରାଷ୍ଟ୍ରୀୟ ଗଛର ନାମ ହେଉଛି ବରଗଛ ।
8; – Instagram କେଉଁ ଦେଶର କମ୍ପାନୀ ଅଟେ ?
ଉତ୍ତର;- Instagram ଆମେରିକା ଦେଶର କମ୍ପାନୀ ଅଟେ ।
9; – ଦୁନିଆର ସବୁଠାରୁ ସୁନ୍ଦର ଦେଶ କେଉଁଟି ଅଟେ ?
ଉତ୍ତର;- ଦୁନିଆର ସବୁଠାରୁ ସୁନ୍ଦର ଦେଶ ସିଙ୍ଗାପୁର ଅଟେ ।

10; – ଧୁଳିପ୍ରଦୂଷଣକୁ ରୋକୁଥିବା ବୃକ୍ଷ କେଉଁଟି ଅଟେ ?
ଉତ୍ତର;- ଧୁଳି ପ୍ରଦୂଷଣକୁ ରୋକୁଥିବା ବୃକ୍ଷ ପିପଲ ଗଛ ଅଟେ ।
11; -କେଉଁ ବେମାରୀ ହେଲେ ବ୍ୟକ୍ତି ଆଳୁ ଖାଇ ପାରିନଥାଏ ?
ଉତ୍ତର;- ସୁଗାର ବା ଡାଇବେଟିସ ରୋଗୀଙ୍କୁ ଆଳୁ କହିବା ମନା ।
12; – ରାବଣର ପୂଜା କେଉଁ ଦେଶର ଲୋକ କରିଥାନ୍ତି ?
ଉତ୍ତର;- ରାବଣର ପୂଜା ଶ୍ରୀଲଙ୍କା ଦେଶର ଲୋକେ କରିଥାନ୍ତି ।
13; – ସିଙ୍ଗଡାର ଆବିଷ୍କାର କେଉଁ ଦେଶରେ କରାଯାଇଥିଲା ?
ଉତ୍ତର;- ସିଙ୍ଗଡାର ଆବିଷ୍କାର ଇରାନ ଦେଶରେ ପ୍ରଥମ କରି କରାଯାଇଥିଲା ।
14; – କେଉଁ ଦେଶରେ 2 ଟି ବିବାହ କରିବା ଅନିବାର୍ଯ୍ୟ ଅଟେ ?
ଉତ୍ତର;- ଆଇସଲାଣ୍ଡ ଠାରେ 2 ଟି ବିବାହ କରିବା ଅନିବାର୍ଯ୍ୟ ଅଟେ ।

15; -କେଉଁ ଗଛ ତଳେ ଶୋଇବା ଦ୍ଵାରା ମନୁଷ୍ୟ ମରିବାର ସମ୍ଭାବନା ରହିଥାଏ ?
ଉତ୍ତର;-ନୀମ ଗଛ ତଳେ ଶୋଇବା ଦ୍ଵାରା ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।
ଯଦି ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ