ରେଳ ଧାରଣାରେ ଚାଲିଥିଲା ଟ୍ରେନ । ଆଉ ତା ସାଙ୍ଗକୁ ବର୍ଷା ଘଡଘଡି ବିଜୁଳି ଆକାଶରେ ଚମକୁ ଥିଲା । ଆଉ ପ୍ରବଳ ବେଗରେ ବୋହି ଆସୁଥିଲା ପବନ । ଆଉ ପବନ ବେଗରେ ଟ୍ରେନ ଭିତରକୁ ପାଣି ଛାଟ ମାରୁଥାଏ । ଆଉ ଟ୍ରେନ ଭିତରେ ବସିଥିବା ଯାତ୍ରୀ ମାନେ ବର୍ଷା ର ମଜା ନେଉଠନ୍ତି । ଆଉ ଠିକ ସେହି ସମୟରେ ହଠାତ ଟ୍ରେନ ଟି ଅଜବ ଶବ୍ଦ କରିବା ସହ ଜୋର ରେ ହଲିବାକୁ ଲାଗିଲା ।

ଆଉ ଟ୍ରେନରେ ଥିବା ଜିନିଷପତ୍ର ସବୁ ଛିନଛତର ହୋଇ ପଡିଗଲା । ଚାହୁଁ ଚାହୁଁ ଆଖି ଆଗରେ ଯେମିତି ଟ୍ରେନ ଟି ଜଳମଗ୍ନ ହୋଇଗଲା । ଆଉ ଟ୍ରେନ ରେ ବସିଥିବା ଯାତ୍ରୀ ମାନେ କୁଆଡେ ପାଣି ଭିତରେ ଉଭାନ ହୋଇଗଲେ ତାଙ୍କର ପତା ମଧ୍ୟ ମିଳିଲା ନାହିଁ । ଖାଲି ଗଭୀର ସମୁଦ୍ର ମଧ୍ୟରୁ ଭାସି ଆସୁଥିଲା ବିକଳ ଚିତ୍କାର । ରାତି ଯେତେ ଯେତେ ବଢୁଥିଲା ଅନ୍ଧାର ସ୍ଥାନରୁ ସୁଭୂ ଥିଲା ବିକଳ ଚିତ୍କାର ।
ସମସ୍ତେ କହୁଥିଲେ ଆମକୁ ବଞ୍ଚାଅ ହେଲେ କେହି ବି ଗାଡି କୁ ବଞ୍ଚାଇ ପାରି ନ ଥିଲେ । ଆଖି ଆଗରେ ଅକାତ କାତ ପାଣି ରେ ବୁଡି ଯାଉଥିଲେ ସବୁ ଯାତ୍ରୀ । ଆଉ ରାତି ପାହିଲା ବେଳକୁ ପୁରା ଶାନ୍ତ ପଡି ଯାଇଥିଲା ପରିବେଶ । କାହାରି ସୋର ଶବ୍ଦ ଆଉ ଶୁଭିଲା ନାହିଁ । ଖାଲି ଚାରି ଆଡେ ଭାସୁଥିଲା ଗଦା ଗଡ ଶବ । ଆଉ ଟ୍ରେନର ଭଗ୍ନାଂଶ ଏଣେତେଣେ ବିଛିନ୍ନ ହୋଇ ପଡିଥିଲା ।

ଆଉ ସେହି ସ୍ଥାନରୁ ଏକ ଅଜଣା ଭୟ ସୃଷ୍ଟି ହୋଇଥିଲା । ହଁ ଦର୍ଶକ ବନ୍ଧୁ ଏମିତି କିଛି ଘଟିଥିଲା ସେଦିନର ଟ୍ରେନ ଦୁର୍ଘଟଣାରେ । ଯେଉଁ ଦୁର୍ଘଟଣା ବାହାନଗା ର ଦୁର୍ଘଟଣା ଠାରୁ ବି ଅଧିକ ଭୟଙ୍କର ଥିଲା । ଆଉ ସେହି ଟ୍ରେନ ଦୁର୍ଘଟଣାରେ 2000 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟ ଥିଲା 26 ଡିସେମ୍ବର 2004 । ଏହି ସମୟରେ ଶ୍ରୀଲଙ୍କା ରେ ସୁନାମି ଆସିଥିଲା ।
ସମୁଦ୍ର ଦେବୀ ନାମକ ଏକ ଟ୍ରେନ କଲମ୍ବ ସହରରୁ ଗାଲି ସହରକୁ ଯାଉଥିଲା । ଆଉ ଏହି ଟ୍ରେନ କଲମ୍ବ ସକାଳ 6:30 ରେ ଛାଡିଥିଲା । ଯେଉଁଥିରେ 1500 ଦେଓଯାତ୍ରୀ ଓ ଅନେକ ନାଦୀୟ ଯାତ୍ରୀ ରହିଥିଲେ । ଏହି ଟ୍ରେନ ସମୁଦ୍ର ଠାରୁ ମାତ୍ର 200 ମିଟରରେ ଥିବା ଶ୍ରୀଲଙ୍କାର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟ ତେଲୱାଟା ଦେଇ ଯାଉଥିଲା । ଆଉ ଠିକ ରାତି 9:30 ରେ ଟ୍ରେନ ଟି ତେଲୱାଟା ନିକଟସ୍ଥ ଏରିୟାଆଲି ଗାଁ ରେ ପହଞ୍ଚି ଥିଲା ।
ହଠାତ ସେତିକି ବେଳେ ସୁନାମୀ ମାଡି ଆସିଥିଲା । ସମୁଦ୍ରର ଢେଉରେ ଟ୍ରେନରେ ପାଣି ପଶି ଯାଇଥିଲା । ଦ୍ଵିତୀୟ ଢେଉ ଏତେ ଭୟାନକ ଥିଲା ଯେ ଏହା ସମଗ୍ର ଟ୍ରେନକୁ ଧ୍ଵଂସ କରି ଦେଇଥିଲା । ଟ୍ରେନଟି ଗଛ ଓ ଘର ଗୁଡିକର ଏ ଧକ୍କା ହେବାରୁ ପ୍ରାୟ 1700 ଲୋକ ପ୍ରାଣ ହରାଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।