ଆଜିର ରାଶିଫଳ, ୫ ଜାନୁୟାରୀ ୨୦୨୦, ରବିବାର, ଭଗବାନ ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ରାଶିମାନଙ୍କ ଉପରେ, ହେବ ଅଚାନକ ଲାଭ, ପଢନ୍ତୁ ରାଶିଫଳ

ଆଜି ରବିବାର ୫ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ! ରାଶି ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ସହ ଜଡିତ ବହୁତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରଗ୍ରହ ଗୋଚର ଓ ନକ୍ଷତ୍ର ମାନଙ୍କର ଗତିବିଧିକୁ ଆଧାର କରି ରାଶିପହଲ ର ନିର୍ମାଣ କରାଯାଇଥାଏ । ସବୁଦିନ ଗ୍ରହସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଆମର ଏହି ରାଶିଫଳରେ ଆପଣଙ୍କୁ ବ୍ୟାପାର, ଚାକିରୀ, ସ୍ୱାସ୍ଥ୍ୟ, ଶିକ୍ଷା, ବାବିଆହିକ ବା ପ୍ରେମ ଜୀବନ ସହ ଜଡିତ ସମସ୍ତ ତଥ୍ୟ ମିଳିପାରିବ । ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି କି ଆଜି ଆପଣଙ୍କ ଦିନଟି କେମିତି କଟିବ ତେବେ ପଢନ୍ତୁ ଆଜିର ରାଶିଫଳ, ୫ ଜାନୁୟାରୀ ୨୦୨୦ ।

୧ – ମେଷ

ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ପ୍ରିୟଜନଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ସ୍ଵାର୍ଥ ଏବଂ ଭୋଗ ପ୍ରବୃତି କାରଣ ଅଧିକ ପ୍ରତିଷ୍ଠା ପ୍ରାପ୍ତ କରି ପାରିବେ ନାହିଁ । ନିରାଶଜନକ ବିଚାରରୁ ବଞ୍ଚନ୍ତୁ । ଶତ୍ରୁମାନଙ୍କ ଠାରୁ ସତର୍କ ରୁହନ୍ତୁ । ଆପଣଙ୍କର ବ୍ୟବହାର ଆଜି ଭଲ ରହିବ । କିନ୍ତୁ କ୍ରୋଧ ଉପରେ ସଂଯମ ରଖନ୍ତୁ ।

୨ – ବୃଷ

ଆଜି ସାମାଜିକ କାର୍ଯ୍ୟରେ ଅଧିକ ରୁଚି ରହିବ । ସାମାନ୍ୟ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିକୁ ମୂର୍ଖ କରନ୍ତୁ ନାହିଁ, ଏହା ଆପଣଙ୍କର ସମ୍ପର୍କକୁ ଖରାପ କରି ପାରେ । ଆରମ୍ଭରୁ ହିଁ ପରସ୍ପର ପ୍ରତି ବିଶ୍ଵାସ ଓ ଖୋଲା ହୃଦୟର ସହିତ ବ୍ୟବହାର କରନ୍ତୁ ତେବେ ଭଲ ହେବ । ଗୁରୁଜନ ଓ ମିତ୍ରମାନଙ୍କ ସହିତ ସମ୍ପର୍କ କିମ୍ବା ବ୍ୟବହାର ଭଲ ରହିବ । ମିତ୍ର ତଥା ପ୍ରିୟଜନ ଆପଣଙ୍କର ଘରକୁ ଆସି ପାରନ୍ତି । ବ୍ୟାପାରିକ ଉନ୍ନତି ହେବ ।

୩ – ମିଥୁନ

ଆଜି ଆପଣଙ୍କୁ କୌଣସି ନୂଆ ଜାଗାରେ ଅଥବା କୌଣସି ନୂଆ ଉପୟାରେ ପଢିବାକୁ ଅବସର ମିଳିପାରେ । ଆଜି ଆପଣ ଛୋଟ ଛୋଟ କଥାରେ ରାଗି ପାରନ୍ତି । କିନ୍ତୁ କେତେକ ଲୋକମାନଙ୍କର ଛୋଟ ଛୋଟ ସମସ୍ୟା ଦୂର ହୋଇଯିବ । ଆଜି ଆପଣଙ୍କୁ ବହୁତ ମହତ୍ଵପୂର୍ଣ ସୂଚନା ବି ମିଳିପାରେ । ଯାହା ଦ୍ଵାରା ଆପଣଙ୍କୁ କୌଣସି ସମସ୍ୟାକୁ ଦେଖିବାର ଜରିଆ ବଦଳାଇବାକୁ ପଡିବ ।

୪ – କର୍କଟ

ଆଜି ଆପଣଙ୍କର ପ୍ରିୟ ଲୋକମାନଙ୍କ ସହିତ ଆପଣ ସମୟ ବିତାଇବେ ଓ ଆପଣଙ୍କୁ କିଛି ଉପହାର ବି ମିଳିବ । ପରିବାର ସହିତ ସାମାଜିକ ଗୀତି ବିଧି ଉପରେ ବି ଆପନ୍ନଜର ରଖିବେ । ପାରିବାରିକ ଜୀବନରେ ପ୍ରଜ୍ୟାପ୍ତ ସମୟ ଓ ଧ୍ୟାନ ଦେବେ । ଆଜି ଜିଦ କରିବା ପରିବର୍ତ୍ତେ ସରଳତାର ସହ ପରିସ୍ଥିତିକୁ ସମଧାନ କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଇଚ୍ଛା ପୁରା ହେବ ।

୫ – ସିଂହ

ଆଜି ନୂଆ ବିଚାର ଆପଣଙ୍କର ମୁଣ୍ଡରେ ଆସିବ । ଆପଣ ନିଜର ଦୃଢ ପ୍ରୟାସର ଲକ୍ଷକୁ ପାଇ ନେବେ ଓ ଆପଣଙ୍କର ସ୍ଵପ୍ନ ସାକାର ହେବ । ଭବିଷ୍ୟତର ସମସ୍ତ ବ୍ୟବସାୟିକ ଯୋଜନା ପାଇଁ ଆପଣଙ୍କୁ ପୁରା ପ୍ଲାନିଙ୍ଗ କରି ନେବା ଉଚିତ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ଲକ୍ଷ ବି ପାଇ ଯିବେ । ଆଜି ମନରୁ ନକାରତ୍ମକ ବିଚାର ବାହାରିଯିବ । କାହା ଠାରୁ ଉପହାର ବି ମିଳିପାରେ ।

୬ – କନ୍ୟା

ଆଜି ଆପଣ ବ୍ୟସ୍ତତା କାରଣରୁ ଘରେଲୁ କାର୍ଯ୍ୟ ଉପରେ ଧ୍ୟାନ ଦେଇ ପାରିବେ ନାହିଁ । ସନ୍ତାନ ସୁଖ ପ୍ରାପ୍ତି ସମ୍ଭବ ଅଟେ । ବୁଝି ସୁଝି ଟଙ୍କା ଉଧାର ଦିଅନ୍ତୁ । ବ୍ୟାକ୍ତିଗତ ସମ୍ବନ୍ଧରେ ମଧୁରତା ଆସିବ । ଶତ୍ରୁଙ୍କ ଠାରୁ ମୁକ୍ତି ମିଳିବ । ଗତ କିଛି ସମୟ ହେବ ଚାଲୁଥିବା ସମସ୍ୟାରେ ମଧୁରତା ଆସିବ । ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଳିବ । ଗତ କିଛି ସମୟ ହେବ ଚାଲୁଥିବା ଝଗଡା ଶେଷ ହୋଇଯିବାର ସମ୍ଭାବନା ଅଛି ।

୭ – ତୁଳା

ଆଜି ଆପଣ ନିଜର ବ୍ୟବହାର ଦ୍ଵାରା ପରିଜନମାନଙ୍କର ହୃଦୟକୁ ଜିତି ନେବେ । ପରିବାରରେ ଚିନ୍ତାର ସ୍ଥିତି ଅଳ୍ପ ରହିବ । ପ୍ରେମ ମାମଲାରେ ଆପଣଙ୍କର ଦିନ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତିରେ କିଛି ବାଧା ଆସିପାରେ । ଜଲ୍ଦି ଜଲ୍ଦି କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ଆଜି ଦିନରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ରୂପରେ ଆପଣ ଲାଭବାନ ରହିବେ ।

୮ – ବିଚ୍ଛା

ଆଜି ଦିନ ଆରମ୍ଭରେ ହିଁ ଆପଣଙ୍କୁ କିଛି ବାଧା ଆସିପାରେ । ସାମାଜିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ ଆର୍ଥିକ ଯୋଜନାରେ ବି ଲାଭ ମିଳିବ । ପଡୋଶୀଙ୍କ ସହିତ କିଛି ସମସ୍ୟା ହୋଇପାରେ । ଆଜି ବିଦ୍ୟାର୍ଥୀମାନଙ୍କର ମନ ପଢାରେ ଲାଗିବ ନାହିଁ । ମନ ପ୍ରତିକୂଳ ରହିବା ଦ୍ଵାରା କାର୍ଯ୍ୟରେ ମନ ଲାଗିବ । ଭଲ ବ୍ୟବହାର ଦ୍ଵାରା ସବୁକିଛି ପାଇ ପାରିବେ ।

୯ – ଧନୁ

ଆଜି ଜଲ୍ଦି ଜଲ୍ଦି କୌଣସି ବି କାମ କରନ୍ତୁ ନାହିଁ ନଚେତ ବିବାଦ ହୋଇପାରେ । ଭୂମି ଓ ଘର ସମ୍ବନ୍ଧୀୟ ଯୋଜନା କରି ପାରନ୍ତି । ସବୁଦିନର ସମସ୍ୟା ଆଜି ସମଧାନ ହୋଇଯାଇ ପାରେ । ମହତ୍ଵପୂର୍ଣ ନିଷ୍ପତି ନେବାକୁ ଚାହୁଁଛନ୍ତି, ତେବେ ଆଜି ନେଇ ପାରିବେ । ଆଜି ଅଧିକ ଟଙ୍କା ଖର୍ଚ ହୋଇପାରେ । ଆପଣଙ୍କର ଶତ୍ରୁ ଆପଣଙ୍କ ଉପରେ ଆକ୍ରମଣ କରି ପାରନ୍ତି ।

୧୦ – ମକର

ଆଜି ଶରୀରରେ ସ୍ଫୂର୍ତି ଅଧିକ ରହିବାର ଅଛି ଯାହା ଦ୍ଵାରା କାର୍ଯ୍ୟ କରିବାର ଉତ୍ସାହ ଅଧିକ ରହିବ । ଆଜି ଲୋକମାନେ ଆପଣଙ୍କ ଉପରେ ଅଧିକ ବିଶ୍ଵାସ ରଖିବେ । ଆଜି ଆପଣଙ୍କୁ ସମ୍ଭାଳି କରି ରହିବାକୁ ପଡିବ । ଆଜି ଆପଣଙ୍କର ମିତ୍ରମାନଙ୍କ ପଛରେ ଖର୍ଚ ହେବାର ସମ୍ଭାବନା ଅଛି । ଆଜି ଦିନ ଆପଣଙ୍କୁ ଅଳ୍ପ ବହୁତ ପ୍ରତିକୂଳର ସାମ୍ନା କରିବାକୁ ପଡିପାରେ ।

୧୧ – କୁମ୍ଭ

ଆପଣଙ୍କର କାରୋବାରରେ କିଛି ସ୍ଥିତି ଭଲ ରହିବ । ଆଜି ଭାବୁକ ହୋଇ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ସୁଖ ସାଧାନ ଉପରେ ଖର୍ଚ ହେବ । ବ୍ୟାପାରିକ ଯୋଜନାକୁ ଆଜି ଆରମ୍ଭ କରି ପାରନ୍ତି । ଅଧିକାରୀମାନଙ୍କ ସହିତ ସମ୍ବନ୍ଧ ମଜବୁତ ରହିବ । ଗାଡି ଗୁଡିକ ଦ୍ଵାରା ବିବାଦ ହୋଇପାରେ । ବୁଦ୍ଧିମତା ଦ୍ଵାରା ମମଳାକୁ ସମଧାନ ବି କରି ପାରିବେ ।

୧୨ – ମୀନ

ଆଜି ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ସମୟ ବ୍ୟତୀତ କରିବେ । ବାହନ – ସୁଖ ମିଳିବ ତଥା ମାନ ସମ୍ମାନ ବି ମିଳିବ । ନିଜର ସାଥି ବନ୍ଧୁମାନଙ୍କ ସହିତ କିଛି ସମୟ ବ୍ୟତୀତ କରି ପାରନ୍ତି । ଆପଣଙ୍କର ସହଯୋଗରେ ଏମିତି କିଛି ସ୍ଥିତି ଆସିବ ଯାହା ଦ୍ଵାରା ଆପଣଙ୍କ ଛଡା ଅନ୍ୟ ଲୋକମାନଙ୍କୁ ବି ବହୁତ ସାହାର୍ଯ୍ୟ ମିଳିବ । କିନ୍ତୁ ଭୁଲ ନିର୍ଣୟ ନିଅନ୍ତୁ ନାହିଁ ।