ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଏପ୍ରିଲ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ନୂଆ କାମରେ ଆପଣଙ୍କୁ ସ୍ତ୍ରୀ ଓ ସନ୍ତାନ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆଜି ଆପଣଙ୍କର କୌଣସି ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ତାଙ୍କ ସହ ଅଧିକ ସମୟ ଅତିବାହିତ କରିବାର ଅବସର ପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି ।
ବୃଷ ରାଶି : ଆଜି ଆପଣଙ୍କର ଶତ୍ରୁ ମାନେ ପରାଜୟ ହେବେ । ଆଗାମୀ ସମୟ ଆପଣଙ୍କର ଭଲ ରହିବ । ବେପାରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ବେପାର କ୍ଷେତ୍ର ରେ ବଡ ଲାଭ ଦେଖିବାକୁ ମିଳିପାରେ । ଶିକ୍ଷା ଓ ଚାକିରି କ୍ଷେତ୍ର ରେ ଆପଣଙ୍କୁ ବଡ ଖୁସି ଖବର ପ୍ରାପ୍ତ ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧୁରା କାମ ଆପଣଙ୍କର ପୁରା ହେବ ।
ମିଥୁନ ରାଶି : ଆପଣ ନିଜର ବ୍ୟବହାର ଦ୍ଵାରା ଅନ୍ୟ ମାନଙ୍କ ହୃଦୟ ଜିଣିବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମ ସଫଳ ହେବେ । ଅଫିସରେ ବଡ ଅଧିକାରି ଓ ସହ କର୍ମୀ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରି କ୍ଷେତ୍ର ରେ ବଡ ସଫଳତା ଲାଭ ହୋଇପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣ ନିଜକୁ ସୌଭାଗ୍ୟଶାଳୀ ମାନେ କରିବେ । ଯେଉଁ କ୍ଷେତ୍ର ରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ ।
କର୍କଟ ରାଶି : ପ୍ରେମ ଜୀବନରେ ଚାଲିଥିବା ସମସ୍ଯା ଦୂର ହେବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଆପଣଙ୍କୁ ବିବାଦର ସାମନା କରିବାକୁ ପଡିପାରେ । ଆର୍ଥିକ ସମସ୍ଯା ହୋଇପାରେ । ତେଣୁ ସାବଧାନ ରୁହନ୍ତୁ । ଆପଣ ମାତା ପିତା ଙ୍କ ସହଯୋଗ ପାଇବେ । ପରିବାରର ରେ ହସ ଖୁଶିର ମାହୋଲ ରହିବ । ସନ୍ତାନ ମାନଙ୍କ ତରଫରୁ ସୁଖ ସମାଚାର ଶୁଣିବାକୁ ପାଇବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ ।
ସିଂହ ରାଶି : ଆଜି ଆପଣଙ୍କ ବ୍ୟବହାର ଅନ୍ୟ ମାନଙ୍କୁ ଆକର୍ଷିତ କରିବ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ନୂଆ କାମ ରେ ଉନ୍ନତି ଦେଖାଯିବ । ପରିବାର ଲୋକଙ୍କ ସହ ଆପଣଙ୍କର ପ୍ରେମ ଭାବନା ରହିବ । ଅଧୁରା କାମ ଆପଣଙ୍କର ପୁରା ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଦାମ୍ପତ୍ୟ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ ।
କନ୍ୟା ରାଶି : ଆଜି ଆପଣଙ୍କର ଚାକିରି କ୍ଷେତ୍ର ରେ ଉନ୍ନତି ହୋଇପାରେ । ପ୍ରେମ ଜୀବନରେ ଲାଗି ରହିଥିବା ବାଦ ବିବାଦ ଦୂର ହେବ । ଆପଣ ନିଜ ପାର୍ଟନର ଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆପଣଙ୍କ ଦ୍ଵାରା ନୂଆ କାମ ଆରମ୍ଭ ହୋଇପାରେ । ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।
ତୁଳା ରାଶି : ଆଜି ଆପଣଙ୍କୁ କୌଣସି ଜରୁରୀ କାମ ପୁରା କରିବା ପାଇଁ ସୁଯୋଗ ମିଳିପାରେ । ଯାହା ଦ୍ଵାରା ଆପଣଙ୍କ ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ପ୍ରିୟଜନ ମାନଙ୍କ ସହ ଆପଣଙ୍କର ସୁସମ୍ପର୍କ ଗଢି ଉଠିବ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ ଉନ୍ନତି କରିବେ । ଯେଉଁ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ସଫଳ ହେବେ । ବେପାରୀ ମାନେ ବେପାର କ୍ଷେତ୍ର ରେ ଦୁଇ ଗୁଣା ଧନ ଲାଭ କରିବେ ।
ବିଛା ରାଶି : ଆଜି ଆପଣ ବିନା କାହାରି ସାହାଜ୍ଯ ରେ ସବୁ କାମ ସଫଳତା ପୂର୍ବକ ପୁରା କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପ୍ରେମ ଜୀବନରେ ସମୟ ଭଲ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଶିକ୍ଷକ ମାନଙ୍କର ଉଚ୍ଚ ପଦୋନ୍ନତି ହୋଇପାରେ । ଆପଣଙ୍କୁ ସରକାରୀ ଚାକିରି ପ୍ରାପ୍ତ ହୋଇପାରେ । ଉଚ୍ଚ ଅଧିକାରି ଙ୍କ ସହଯୋଗ ଆପଣ ପାଇବେ ।
ଧନୁ ରାଶି : ଆଜି ଆପଣଙ୍କର ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ପରିବାର ରେ ନୂଆ ଦାୟିତ୍ଵ ଭାର ମିଳିପାରେ । ଯାହା ପାନ ଆପଣ ମାନସିକ ଚିନ୍ତା ରେ ରହିବେ । ଆପଣଙ୍କର ଦାଂପତ୍ଯ ଜୀବନ ମଧୁମୟ ରହିବ । ଜୀବନ ସାଥି ଙ୍କ ସହ ବିଶେଷ କଥା ଆଲୋଚନା କରିବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ସମାଜରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରଶଂସା କରିବେ ।
ମକର ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବ । ଆପଙ୍କର ପ୍ରେମ ଜୀବନ ସଫଳ ହେବ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଭାଇ ଭଉଣୀ ଙ୍କ ଠାରୁ ଆପଣ ଆର୍ଥିକ ସାହାଜ୍ଯ ପାଇବେ । ସାମାଜିକ କାର୍ଯ୍ୟ ରେ ଆପଣ ନିଯୋଜିତ ହେବେ ।
କୁମ୍ଭ ରାଶି : ଆଜି ଆପଣଙ୍କ ଦିନ ଟି ଅନୁକୂଳ ରହିବ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଖଦ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ବାସର ମିଳିବ ।
ମୀନ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ବେପାର କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ପାର୍ଟନର ଙ୍କ ସହ ଆପଣ ଅଧିକ ସମୟ ଅତିବାହିତ କରିବେ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରେତକ ଟି କାମ ସଫଳ ହେବେ । ପରିବାର ରେ ହସ ଖୁଶିର ମାହୋଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।