ମାତା ପିତାଙ୍କ ଠାରୁ ଦୂରେଇଯିବା କାହିଁକି ଜରୁରୀ ? ଜାଣନ୍ତୁ ଶ୍ରୀକୃଷ୍ଣଙ୍କ ଠାରୁ ! -Krishna Vani

ଆମେ ସମସ୍ଥେ ଜନ୍ମ ହୋଇସାରି ମାତା ଓ ପିତା ଦୁଇଜଣଙ୍କ ସହ ମିଶି ରହିଥାନ୍ତି । ଆପଣ ମାନେ ଜାଣିଥିବେ କିଛି ଏପରି ମାତା ଓ ପିତା ଥାନ୍ତି ସେମାନଙ୍କର କାର୍ଯ୍ୟ ଯୋଗୁ ସେମାନେ ଅନ୍ୟ ସବନ୍ଧୀୟ ଲୋକଙ୍କ ଘରେ ନେଇ ରଖିଥାନ୍ତି । କିନ୍ତୁ ଆଉ କିଛି ପିଲା ବହୁତ ଦୁଷ୍ଟ ହୁଅନ୍ତି ବୋଲି ସେମାନେ ତାଙ୍କ ଘରେ ନରଖି ତାଙ୍କୁ ହଷ୍ଟେଲରେ ନେଇ ରଖିଥାନ୍ତି । କିଛି ଲୋକ ଥାନ୍ତି ପିଲାମାନେ ଦୂରେଇଯିବା ଫଳରେ ମାତା ଓ ପିତା ଦୁହେଁ ମନ କଷ୍ଟ କରିଥାନ୍ତି ।

ଏହା କରିବା କେବେ ଭଲ ନୁହେଁ କାରଣ ଯଦି ଆପଣ ଏହିପରି କରିବା ଦ୍ଵାରା ପିଲା ମାନଙ୍କର ଆପଣଙ୍କ ପ୍ରତି ଅଧିକ ଭଲ ପାଇବା ତ ବଢେ କିନ୍ତୁ ଅତ୍ୟଧିକ ସ୍ନେହ ହେତୁ ପିଲା ମାନେ ବହୁତ ଖରାପ ହୋଇଥାନ୍ତି ।

ଏହା କରିବା ନିହାତି ଦରକାର କାରଣ ଯେପରି ଗଛରେ ଫଳ ଅଧିକା ହେବା ପରେ ଯେପରି ଫଳ ତୋଳା ଯାଇଥାଏ ଓ ଏହା ଦ୍ଵାରା ଗଛରେ ଅଧିକ ହାଲ୍କା ହୋଇଥାଏ ଓ ଅଧିକା ଫଳ ମଧ୍ୟ ହୋଇଥାଏ । ଯେପରି ଏହା କରିବା ତାର ନିୟମ ଅଟେ ସେହି ପରି ନିଜ ପିଲାଙ୍କୁ ନିଜଠାରୁ କିଛି ଦିନ ପାଇଁ ଅଲଗା କରିବା ନିହାତି ଦରକାର । ଏଥିରେ ପିଲାମାନେ ନିଜର ଦାଇତ୍ୟକୁ ନିଜେ ବୁଝିବା ସହିତ ନିଜ କର୍ମ ନିଜେ ଠିକ ଭାବରେ କରିଥାନ୍ତି । ଯାହା ଫଳରେ ସେମାନେ ଆଗାମୀ ସମୟରେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବେ ।

ଏଥିରେ ଆପଣଙ୍କର ହିଁ ସଂମ୍ମାନ ବଢିବା ସହିତ ନିଜକୁ ଗୌରାବନିତ ଅନୁଭବ କରିବେ । ଆଉ ଏକ କଥା ହେଉଛି ଯେପରି ଗଛ ତାର ସମୟ ଆସିଲେ ପତ୍ର ଝାଡା ଦେଇଥାଏ । ଏହା ତାର ନିୟମ ଓ ପ୍ରକୃତି ଅଟେ ଏବଂ ଏହା ହେବା ମଧ୍ୟ ନିହାତି ଦରକାର କାରଣ ସେ ସବୁ ପୂର୍ବରୁ ପତ୍ରକୁ ଝଡାଇ ନୂଆ ପତ୍ର ଆଣିଥାଏ । ଏହା ଦ୍ଵାରା ସେ ବହୁତ ସୁନ୍ଦର ଲାଗିବା ସହିତ ପ୍ରକୃତିର ନିୟମକୁ ପାଳନ କରିଥାଏ । ସେହି ପରି ନିଜ ପିଲାଙ୍କୁ ଦୂରେଇ ରଖିବା କିଛି ଦିନ ପାଇଁ ଉଚିତ ହେବ ।

ଆଉ ଏକ କଥା ହେଉଛି ଯେଉଁ ସମୟରେ ସେ ପତ୍ର ଝଡା କରିଥାଏ ସେହି ସମୟରେ ମଧ୍ୟ ଫଳ ପ୍ରଦାନ କରିଥାଏ । ଏହା ଫଳରେ ଗଛକୁ କଷ୍ଟ ହୋଇଥାଏ କିନ୍ତୁ ଏହିପରି ହେବା ନିହାତି ଦରକାର । ଏହା ଦ୍ଵାରା ମନୁଷ୍ୟର ଭୋକ ମାରିବା ସହିତ ସେ ଏହାକୁ ବଜାରରେ ବିକ୍ରି କରି ତାର ଗୁଜୁରାଣ ମେଣ୍ଟାଇଥାଏ ଏହା ଦ୍ଵାରା ସେହି ଗଛ କେତେ ଲୋକଙ୍କର ଉପକାର କରିଥାଏ । ସେହିପରି ଆପଣ ଯଦି ନିଜ ପିଲାକୁ ଦୂରରେ ରଖୁଛନ୍ତି ତେବେ ସେ ତା ଭିତରେ ଲୁଚି ରହିଥିବା ପ୍ରତିଭାକୁ ନିଜେ ଜାଣିପାରିବ ଓ ସେ ସେହି ଅନୁଯାଇ କାର୍ଯ୍ୟ ମଧ୍ୟ କରିପାରିବ ।

ଏହିପରି ସେମାନେ ନିଜର ସବୁ ଜିନିଷ ସେ ଜାଣି ପାରିବେ । ଆପଣ ଯଦି ତାଙ୍କୁ ଅଲଗା କରୁଛନ୍ତି ସେହି ଜିନିଷ ଏକ ନୂଆ ସୃଷ୍ଟି କରିବା ଓ ନୂଆ ପ୍ରଚେଷ୍ଟା ଏବଂ ନୂଆ ବିକାଶକୁ ଜନ୍ମ ଦେଇଥାଏ ସେଥିପାଇଁ ନିଜେ କେବେ ହେଲେ ଦୁଖୀ ହୁଅନ୍ତୁ ନାହିଁ । ତାର ସଂମାନର ସହ ସ୍ଵାଗତ କରନ୍ତୁ ଓ ବିକାଶକୁ ଏକ ନୂଆ ଦିଗ ଆଡକୁ ନେଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।