ଏହି ଦିନ ବିବାହିତ ମହିଳା ନିଜର କେଶ ନିହାତି ଧୁଅନ୍ତୁ, ଆପଣଙ୍କ ସ୍ଵାମୀ ମଧ୍ୟ ହେବେ ଧନବାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହିଳା ମାନେ ପ୍ରତ୍ଯେକ ଦିନ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏହାକୁ ଆଜି କରିହେବ । କି ନାହିଁ ତାହା ଜାଣି ହିଁ ପରେ ଯାଇ ସେହି କାର୍ଯ୍ୟକୁ କରିଥାନ୍ତି । କାରଣ ଘରର ମହିଳା ମାନେ ହିଁ  ଘରର ଶୁଭ, ଅଶୁଭ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ରଖିଥାନ୍ତି । ତେବେ ଆଜି ଆପଣ ମାନେ ଜାଣିବାକୁ ପାଇବେ । ମହିଳା ମାନେ ସପ୍ତାହର କୋଉ ଦିନରେ ନିଜର କେଶ ଧୋଇବାକୁ ବହୁତ ଶୁଭ କୁହାଯାଇଥାଏ ।

ଏଥିସହ ଜଡିତ ଅନ୍ୟାନ୍ୟ କଥା ମଧ୍ୟ ଏଥିରେ ଆଲୋଚନା କରିବା । କୁମାରୀ ଝିଅ ମାନେ ବୁଧବାର ଦିନ କେଶ ଧୋଇବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ସେହି ଝିଅ ମାନଙ୍କର ଭାଇ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ବୁଧବାରକୁ ଝିଅ ମାନେ ନିଜର କେଶ ଧୁଅନ୍ତୁ ନାହିଁ । ଘରର ବିବାହିତ ମହିଳା ମାନେ ଗୁରୁବାର ଦିନ କେଶ ଧୋଇବା କିମ୍ବା କାଟିବା ଅନୁଚିତ । ଏପରି କରିବା ଦ୍ଵାରା ସେମାନଙ୍କର ସ୍ଵାମୀର ଆୟୁଷ କମି ଯାଇଥାଏ ।

ଏପରିକି ଗୁରୁବାର ଦିନ ମହିଳା ମାନେ ଘରର ସଫା, ପୋଛା ଆଦି କାର୍ଯ୍ୟ ନକରି ତାହାର ଗୋଟିଏ ଦିନ ପୂର୍ବରୁ କରି ଦେବା ଉଚିତ । ବିବାହତ ମହିଳା ମାନେ ସୋମବାର ଦିନ ନିଜର କେଶ ଧୋଇବା ମଧ୍ୟ ଅନୁଚିତ । ଏପରି କରିବା ଦ୍ଵାରା ସେହି ମହିଳାର ସନ୍ତାନ ମାନଙ୍କ ଉପରେ ବିପତ୍ତି ପଡିଥାଏ । ଶୁକ୍ରବାର ଦିନ ମହିଳା ମାନେ ନିଜର କେଶ ଧୋଇପାରିବେ ।

ଏହି ଦିନ କେଶ ଧୋଇବାକୁ ବହୁତ ଶୁଭ ବିବେଚନା କରାଯାଇଥାଏ । ଏହି ଦିନ କେଶ ଧୋଇବା ଦ୍ଵାରା ଘରର ଆର୍ଥିକ ସ୍ଥିତି ମଜଭୁତ ରହିଥାଏ । ସେହି ମହିଳା ମାନଙ୍କର ସ୍ଵାମୀ ତଥା ସଂପୂର୍ଣ୍ଣ ପରିବାର ଉପରେ ଏହାର ବହୁତ ଭଲ ଶୁଭ ପ୍ରଭାବ ମଧ୍ୟ ପଡିଥାଏ । ମା’ ଲକ୍ଷ୍ମୀ ସେହି ମହିଳା ମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି ।

ଆପଣଙ୍କୁ ଏଠାରେ ଗୋଟିଏ କଥା ଉପରେ ଧ୍ୟାନ ଦେବା ଅତି ଆବଶ୍ୟକ । ଯେ ଆପଣ ଯେଉଁ ଦିନ ଯାହା ବ୍ରତ ରଖିବାକୁ ଚାହୁଁଥାନ୍ତି । ତେବେ ସେହି ଦିନ ନିଜର କେଶ ନଧୋଇ ବଂର ତା’ ର ଗୋଟିଏ ଦିନ ପୂର୍ବରୁ ହିଁ କେଶ ଧୋଇ ନେବା ଉଚିତ ।

ଯଦି ଆପଣ କୌଣସି କାରଣ ବଶତଃ ନିଜର ବ୍ରତ କିମ୍ବା ପୂଜା ଆଦି ଶୁଭ ଦିନରେ କେଶ ଧୋଇ ନଥିବେ । ତେବେ ବିବାହିତ ମହିଳା ମାନେ ନିଜର ମଥାରେ ସିନ୍ଦୁର ଲଗାଇ ପୂଜା, ପାଠ କରିବା ଦ୍ଵାରା କୌଣସି ଦୋଷ ଲାଗିନଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ