WTC ଫାଇନାଲ ଭାରତ ହାରିବା ପରେ AB Devillers କହିଲେ ଏମିତି କଥା ଶୁଣି ଆପଣ କରିବେ ସଲାମ, Virat ଙ୍କୁ ନେଇ କହିଲେ…

ଆଇ ସି ସି ୱାର୍ଲ୍ଡ କପ୍ ଟେଷ୍ଟ ସିରିଜ୍ ର ଭାରତୀୟ ଟିମ୍ ହାର ପରେ ପୂରା ଦୁନିଆ ଯେତେବେଳେ ଭାରତର ବ୍ୟାଟିଂ ଆଉ ବୋଲିଂ ବିଷୟରେ ଆଲୋଚନା କରୁଥିଲେ ସେତେବେଳେ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟରେ ଏ ବି ଡିଭିଲିୟର୍ସ କିଛି ଏମିତି କହିଲେ ।

ଭାରତୀୟ ଫ୍ୟାନ୍ ମାନଙ୍କ ପାଇଁ ଯାହା କରୋଡ ଭାରତୀୟ ଙ୍କ ହୃଦୟ ଜିତି ଗଲେ । ପ୍ରକୃତରେ ଏ ବି ଡିଭିଲିୟର୍ସ ୱାର୍ଲ୍ଡ ଟେଷ୍ଟ ଚ୍ୟାମ୍ପିଅନସିପ୍ ଭାରତର ହାର ପରେ ଏମିତି କଣ କହିଲେ ତାହା ଆମେ ଆପଣଙ୍କୁ କହିବୁ କିନ୍ତୁ ଆଗାମୀ ସମୟରେ ଭାରତରେ କ୍ରିକେଟ ଦଳର କ୍ୟାପଟେନ କିଏ ହେବା ଦରକାର, ଅଜିଙ୍କ୍ୟା ରାହାଣେ ନା ରୋହିତ ଶର୍ମା ।

ୱାର୍ଲ୍ଡ କପ୍ ଟେଷ୍ଟ ସିରିଜ୍ ପାଇଁ ଯେଉଁଠି ସମସ୍ତ ଦେଶ ଦୁଇ ବର୍ଷ ଅନେକ ପରିଶ୍ରମ କରିଥିଲେ ସେଇଠି ଅଷ୍ଟ୍ରେଲିଆ ର ନିଜ ଘରୋଇ ଫିଲ୍ଡ ଏବଂ ଇଂଲଣ୍ଡକୁ ଭାରତ ହରାଇବା ପରେ ଭାରତୀୟ ଦଳ ବହୁତ ଗର୍ବର ସହ ଫାଇନାଲ ରେ ତାର ଯାଗା ବନାଇଥିଲା । ଏବେ ଭାରତକୁ ନ୍ୟୁଜଲାଣ୍ଡ ସହ ମୁକାବିଲା କରିବାର ଥିଲା ଏବଂ ନ୍ୟୁଜଲାଣ୍ଡ ମଧ୍ୟ ଟେଷ୍ଟ ସିରିଜରେ ନିଜର ପତକା ସବୁଆଡେ ଉଚ୍ଚ କରି ସାରିଥିଲା କିନ୍ତୁ ଇଂଲଣ୍ଡରେ ଏହି ଟେଷ୍ଟ ଫାଇନାଲ ରେ ଯାହା ହେଲା ତାହା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ବହୁତ ଖରାପ ଅବସ୍ଥାରେ ଇଂଲଣ୍ଡରେ ନ୍ୟୁଜଲାଣ୍ଡ ଠାରୁ ପରାସ୍ତ ହେଲା । ଆପଣ ଏହାକୁ ଇତିହାସ ରେ ଗୋଟିଏ ମ୍ୟାଚ ବୋଲି କହି ପାରିବେ ଯାହା ୬ଦିନ ଧରି ଚାଲିଥିଲା । ବାସ୍ତବରେ ଏହି ମ୍ୟାଚରେ ଏମିତି ବର୍ଷା ହେଲା ଯାହା ଫଳରେ ମ୍ୟାଚର ମୋଡ଼ ସମ୍ପୂର୍ଣ୍ଣ ଭାବେ ବଦଳି । ଏହାପରେ ଭାରତୀୟ ଟିମ୍ ର କ୍ୟାପଟେନ ବିରାଟ କୋହଲିଙ୍କ ଆଲୋଚନା ତ ହେବାର ଥିଲା ଏବଂ ଅଲଗା ପଟରେ ଦୁନିଆରେ ଅଲଗା ସ୍ଥାନରେ ରହୁଥିବା ଭାରତର ପ୍ରିୟ ଖେଳାଳି ଏ ବି ଡିଭିଲିୟର୍ସ ଭାରତୀୟ ଟିମକୁ ନେଇ କିଛି ଏମିତି କହିଲେ ଯାହା ସମସ୍ତ ଭାରତୀୟଙ୍କ ହୃଦୟକୁ ଛୁଇଁ ଗଲା ।

ତେବେ ଆସନ୍ତୁ ଜାଣିବା ଏ ବି ଡିଭିଲିୟର୍ସ ଭାରତର ହାର ପରେ ଏମିତି କଣ କହିଲେ ଯାହା ଭାରତୀୟଙ୍କ ହୃଦୟକୁ ଛୁଇଁ ଗଲା । ଏ ବି ଡିଭିଲିୟର୍ସ କହିଲେ ପ୍ରକୃତରେ ଏହି ମ୍ୟାଚ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଏତେ ଖରାପ ଅବସ୍ଥାରେ ମଧ୍ୟ ଦୁଇଟି ଟିମ ଖେଳିଗଲେ ଯାହା ଐତିହାସିକ ଥିଲା । ଦୁଇଟି ଟିମ ନିଜର ବେଷ୍ଟ ଦେଇଥିଲେ ।

ଏହି ଦୁଇଟି ଟିମ ଏପରି ଭାବେ ଟେଷ୍ଟ ମ୍ୟାଚକୁ ପ୍ରମୋଟ କଲେ ଦୁନିଆରେ ଯାହା ବାସ୍ତବରେ ଦରକାର ଥିଲା ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ । ମୁଁ ଜାଣିଛି ଭାରତୀୟ ଟିମ୍ ପାଇଁ ବହୁତ ମୁସ୍କିଲ ସମୟ ରହିବ ଏବଂ ତାଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା । ମୋର ପୂରା ବିଶ୍ଵାସ ଅଛି ଯେ ଭାରତୀୟ ଟିମ୍ ତାର ପୂର୍ବ ଭଳି ପ୍ରଦର୍ଶନ ଜାରି ରଖିବ ଏବଂ ବିଶ୍ବାସ ଅଛି ଆଗାମୀ ୱାର୍ଲ୍ଡ କପ୍ ଟ୍ରଫି ଭାରତ ପାଖରେ ରହିବ । ଆହୁରି କହିଥିଲେ କି ବିରାଟ ତାଙ୍କ ଟିମକୁ ଆଗକୁ ସଠିକ ଦିଶାରେ ନେଇ ପାରିବେ । ଏପରି ଭାବେ ସେ ଭାରତୀୟ ଟିମ୍ କୁ ସହାନୁଭୂତି ସହିତ ସପୋର୍ଟ ମଧ୍ୟ ଦେଖାଇଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।