କେଉଁ ଗଛ କାନ୍ଦେ ? ଏହା ସହିତ ଆହୁରି ୨୦ଟି Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘଟଣା ଘଟିଥାଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ୍ ହୋଇଯିବ ।

୧ କେଉଁ ପକ୍ଷୀ ଜୀବନରେ ଥରେ ମାତ୍ର ପିଲା ଜନ୍ମ କରେ ?

ଉ: କୁଆ

୨ କାହାର ରକ୍ତ ଧଳା ?

ଉ: ଝିଣ୍ଟିକା

୩ କେଉଁ ଫୁଲକୁ ଭ୍ରମର ଚୁମେ ନାହିଁ ?

ଉ: ଚମ୍ପା

୪ କେଉଁ ପତଙ୍ଗ ଲାଞ୍ଜ ବାଟେ ଦେଖିପାରେ ?

ଉ: ପ୍ରଜାପତି

୫ କେଉଁ ପଶୁ ତା’ର ଲାଙ୍ଗୁଡକୁ ସଂକେତ ରୂପେ ଗ୍ରହଣ କରେ ?

ଉ: ହରିଣ

୬ କେଉଁ ଜୀବ ନିଜ ଇଚ୍ଛାରେ ଅଣ୍ଡା ଦେଇଥାଏ ?

ଉ: ରାଣୀ ମହୁମାଛି

୭ କେଉଁ ପକ୍ଷୀର ଦୃଷ୍ଟିଶକ୍ତି ଖୁବ୍ ପ୍ରଖର ?

ଉ: ପାରା

୮ କେଉଁ ଜୀବ ଆଦୌ ଶୁଏ ନାହିଁ ?

ଉ: ମାଛ

୯ କେଉଁ ଜୀବ ତା’ର ଜୀବନକାଳ ମଧ୍ୟରେ ବେଶୀ ଶୋଇଥାଏ ?

ଉ: ବେଙ୍ଗ

୧୦ କେଉଁ ଜଳଚର ଜୀବ ଶରୀରରେରେ ୪ଟି ହୃଦୟ ରହିଥାଏ ?

ଉ: ହ୍ୟାଗଫିସ୍

୧୧ ପିଠିରେ ଭାର ଦେଇ ଶୋଉଥିବା ପ୍ରାଣୀ କିଏ ?

ଉ: ମଣିଷ

୧୨ କେଉଁ ଗଛ କାନ୍ଦେ ?

ଉ: ୱିପିଂ ୱିଲୋ

୧୩ ମାଛ କାହା ଦ୍ଵାରା ଶ୍ଵାସକ୍ରିୟା କରେ ?

ଉ: ଗାଲି ଦ୍ଵାରା

୧୪ କେଉଁ ପ୍ରାଣୀ ଶବ୍ଦ କରିପାରେ ନାହିଁ ?

ଉ: ଜିରାଫ

୧୫ ସରୀସୃପ କାହାକୁ କୁହନ୍ତି ?

ଉ: ଯେଉଁମାନେ ପେଟରେ ଭରା ଦେଇ କରି ଗତି କରନ୍ତି

୧୬ କାହାର ଲୋମରୁ ପଶମ ପୋଷାକ ତିଆରି ହୁଏ ?

ଉ: ମେଣ୍ଢା

୧୭ ସବୁଠାରୁ ବଡ ଜଳଚର ପ୍ରାଣୀ କିଏ ?

ଉ: ନୀଳତିମି

୧୮ ସବୁଠାରୁ ବୁଦ୍ଧିଆ ପଶୁ କିଏ ?

ଉ: ସିମ୍ପାଜି

୧୯ ମାଂସ ଖାଉଥିବା କୀଟ କିଏ ?

ଉ: ବୁଢିଆଣୀ

୨୦ କିଏ ଆମ ଶରୀର ମଧ୍ୟରେ ରକ୍ତକୁ ବିଶୁଦ୍ଧ କରେ ?

ଉ: ଫୁସଫୁସ୍

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏହିପରି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।