ଯଦି କେହି ଆପଣଙ୍କ ବିଶ୍ଵାସ ଭାଙ୍ଗି ଦେଉଛି ତେବେ କଣ କରିବେ -Krishna Vani

ଯଦି କୌଣସି ମନୁଷ୍ୟକୁ କେଉଁ ଠାରେ ତା ପ୍ରତି ଅନ୍ୟାୟ ହେବାର ଦେଖୁଛନ୍ତି ତେବେ ନିଜକୁ ଶେଠୀ ତାଙ୍କୁ ସମସ୍ତେ ଶତ୍ରୁ ପରି ଲାଗନ୍ତି । ମନୁଷ୍ୟ ସହିତ ଯେତେ ବଡ ଅନ୍ୟା ହୋଇଥାଏ ସେ ସେଥିପାଇଁ ବହୁତ ବହୁତ ସମୟ ଧରି ସେହି ବିଷୟରେ ଚିନ୍ତା କରିଥାନ୍ତି । ସେହି ଘଟଣାରେ ସେ ନ୍ୟାୟ ମାଗିଥାଏ ଓ ଏହା ଯଥାର୍ଥ ମଧ୍ୟ ଅଟେ । କାହିଁକି ବା କରିବେ ନାହିଁ, ନିଜ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ନିଜେ ବିରୋଧ କରିବା ନିହାତି ଦରକାର ।

ନଚେତ ସେ ଯେଉଁ କାର୍ଯ୍ୟ କରୁଥିବା ତାର ସେହି ଅନ୍ୟାୟରେ ଅତ୍ୟଧିକ କରିଥାଏ । କିନ୍ତୁ ଯଦି ଆପଣ ଶେଠୀ ତାକୁ କୌଣସି କଥାରେ ତାକୁ ବିରୋଧ କରୁଛନ୍ତି ତେବେ ଏହାର ପରବର୍ତୀ ସମୟରେ ସେହି କାର୍ଯ୍ୟ କରିବାକୁ ସେ ନିଶ୍ଚିନ୍ତ ରୂପରେ ଭାବିବ ଯଦି ଆପଣ ତାର ସେହି କାର୍ଯ୍ୟର ବିରୋଧ ନକରୁଛନ୍ତି ।

ତେବେ ସେହି ଅନ୍ୟାୟ ଆଉଥରେ ଆପଣଙ୍କ ସହ କରିପାରେ । ଗୀତାରେ ମଧ୍ୟ କୁହାଯାଇଛି ଅନ୍ୟାୟ ସହିବା ଯେତିକି ପାପ ଓ ଅନ୍ୟାୟ ଦେଖିବା ମଧ୍ୟ ସେତିକି ପାପ ଅଟେ । ତେଣୁ କରି ଆପଣ ଏହାର ବିରୋଧରେ ଖୁବ ଜୋରରେ ବୋରୋଧ କରନ୍ତୁ । ଏହି ଅନ୍ୟାୟ ସହିତ ବ୍ୟକ୍ତିର ବିଶ୍ଵାସ ଓ ଆସା ଭାରି ରହିଥାଏ । ଦୁନିଆର ବିଶ୍ଵାସ ସବୁଠାରୁ ବଡ ଜିନିଷ ଅଟେ ।

ଅର୍ଥାତ ଯଦି ଆପଣ ବିଶ୍ଵାସରେ କାହାକୁ ନିଜର କିଛି ଜିନିଷ ଦେଉଛନ୍ତି ତେବେ ସେ ଆପଣଙ୍କର ବିଶ୍ଵାସ ଭାଙ୍ଗି ଦେବ ଓ ସେହି ସମୟରେ ଆପଣଙ୍କ ସହ ସେ ବିଶ୍ଵାସ ଘାତ କରିଲା ଏହା ଏକ ସବୁଠୁ ବଡ ପାପ ଅଟେ । କାରଣ ବିଶ୍ଵାସରେ ସେ କାହାକୁ କିଛି ଦେଇଛନ୍ତି କିନ୍ତୁ ଆପଣ ସେହି ଜିନିଷରେ ତାକୁ ମନା କରିଦେଲେ ଯାହା ଫଳରେ ସେହି ଜିନିଷ ମିଛରେ ପରିଣତ ହୋଇଗଲା ଓ ବିଶ୍ଵାସ ଭାଙ୍ଗିଗଲା ।

କିନ୍ତୁ ନ୍ୟାୟ ହେଉଛି ଏକ ପ୍ରତି ରୂପରେ କହିବାକୁ ଗଲେ ବିଶ୍ବାସ ଅଟେ । ଅନ୍ୟାୟ କରିଥିବା ମନୁଷ୍ୟକୁ କେବେ ହେଲେ ପଶ୍ଚ୍ୟତାପ ହୋଇନଥାନ୍ତି । କିନ୍ତୁ ଯଦି ଆପଣ ତାଙ୍କର ବିଶ୍ଵାସ କରାଇବାକୁ ଚାହୁଞ୍ଚନ୍ତି ତେବେ ଆପଣ ତାଙ୍କର ଏମିତି କୌଣସି କାମ କରନ୍ତୁ ତାଙ୍କର ବିଶ୍ବାସ ଆସିବ ଓ ଆପଣ ତାଙ୍କୁ ଯାଇ କ୍ଷମା ପ୍ରଥାନା କରିବେ ଏତିକି କରିବା ଦ୍ଵାରା ତାଙ୍କ ମନରେ ଆପଣଙ୍କ ପ୍ରତି ସଂମ୍ମାନ ବଢିବ ।

ଯଦି ଆପଣ ନ୍ୟାୟ ଛାଡି ସେ କରିଥିବା ଭୁଲ କାର୍ଯ୍ୟ ଉପରେ ରାଗି ତାର ଖରାପ ଚାହିଁବା ଓ ହିଂସା ବଦଳରେ ପ୍ରତି ହିଂସା କରୁଛନ୍ତି ତେବେ ଏହା ମଧ୍ୟ ଅନ୍ୟାୟ କୁହାଯିବ । କାରଣ ନିଜେ ଭୋଗିଥିବା ଅସୁବିଧା ଠାରୁ ଅଧିକା ଅସୁବିଧା କରିବାକୁ ଚାହାନ୍ତି ଓ ଚେଷ୍ଟା ମଧ୍ୟ କରନ୍ତି । ଅନ୍ୟାୟ ଭୋଗିଥିବା ଲୋକ ସେ ନିଜେ ପୁନ୍ନର୍ବାର ଅନ୍ୟାୟ କରିବାରେ ଲାଗିପଡେ ।

ଏହାପରେ ସେ ମଧ୍ୟ ଏକ ଅପରାଧୀ ହୋଇଯାଏ । କାରଣ ଆପଣ ଚାହିଁବେ ସେ ଯେତିକି କଷ୍ଟ ଦେଇଛି ମୁଁ ତାକୁ ସେହିପରି କରିବାକ ଚାହେଁ ଏହାଦାରା ଆପଣ ଅଧିକ ନିଜର କ୍ଷତି ହୋଇଥାଏ କାରଣ ସେହି ନିଆଁ ଆଗ ନିଜକୁ ଅଧିକା ଜଳାଇ ଥାଏ । ଯାହା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ତେଣୁ କରି ଆପଣ କେବେ ହେଲେ ଏହିପରି କରନ୍ତୁ ନାହିଁ ।

ସବୁଠୁ ବଡ କଥା ହେଉଛି ନ୍ୟାୟ ଓ ପ୍ରତିଶୋଧ ବହୁତ କମ ଅନ୍ତର ହୋଇଥାଏ । ଆପଣ ଯଦି ନ୍ୟାୟ ଖୋଜୁଛନ୍ତି ତେବେ ଏହା ଧର୍ମ ଅଟେ । ଯଦି ଆପଣ ପ୍ରତିଶୋଧ ଖୋଜୁଛନ୍ତି ତେବେ ଏହା ଅଧର୍ମ ଅଟେ ଓ ଅନ୍ୟାୟ ଅଟେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।