Weight loss Tips: 1 ମାସରେ କମିଯିବ 30 କେଜି ଓଜନ, ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ

ଆମ ଦେହରେ ଚର୍ବି ବଢିବାର ସବୁଠୁ ମୁଖ୍ୟ କାରଣ ହେଉଛି ଆମ ମେଟାବୋଲିଜିମ । ଆମ ଶରୀରରେ ମେଟାବୋଲିଜିମ ଧିର ହୋଇଯିବା ଦ୍ଵାରା ଆମ ଶରୀରରୁ କ୍ୟାଲୋରି କମ ହୁଏ ନାହିଁ ।

ଅସନ୍ତୁଳିତ ଭୋଜନ କରିବା, ଅସମୟରେ ନିଦ୍ରା ଯିବା, ସକାଳେ ଡେରି ଯାଏ ଶୋଇବା, କୌଣସି ଶାରୀରିକ ପରିଶ୍ରମ ନ କରିବା ବା ଯୋଗ ପ୍ରାଣାୟମ ଆଦି ନ କରିବା ହେତୁ ଆମ ଶରୀର ଠିକ ଭାବେ ଚଳପ୍ରଚଳ ହୋଇ ପାରେ ନାହିଁ ଓ ଆମ ମେଟାବୋଲିଜିମ ଧୀର ହୋଇଯାଏ । ଯାହା ଫଳରେ ଶରୀରର ବିଭିନ୍ନ ଭାଗରେ ଚର୍ବି ଲାଗିଯାଏ ଓ ମୋଟାପଣ ବଢିଥାଏ । ତେବେ ଆୟୁର୍ବେଦିକ ଉପାୟରେ ଆପଣ ନିଜ ମେଟାବୋଲିଜିମ କିପରି ବୃଦ୍ଧି କରିବେ ତାହା ଆମେ ଆପଣଙ୍କୁ ଜଣାଇବୁ ।

ଆୟୁର୍ବେଦ କୁହେ ଯେତେ ପର୍ଯ୍ୟନ୍ତ ଆପଣ ନିଜ ଶରୀରକୁ ଭଲ ଭାବେ ଚଳ ପ୍ରଚଳ ନ କରିବେ ସେତେ ପର୍ଯ୍ୟନ୍ତ ଆପଣଙ୍କ ମୋଟାପଣ କମିବ ନାହିଁ । ସେଥିପାଇଁ ସକାଳୁ ଉଠି ବ୍ୟାୟମ କରିବା ଓ ଯୋଗ ପ୍ରାଣାୟମ ଆଦି କରିବା ନିହାତି ଆବଶ୍ୟକ ହୋଇଥାଏ । ଆଜିକାଲି ଆମେ ବାହାରର ତେଲଯୁକ୍ତ ଖାଦ୍ଯ ଅଧିକ ମାତ୍ରରେ ଓ ଗୋଟିଏ ଜାଗାରେ ବସି ରହି ମୋବାଇଲ ଚଲାଉଛୁ । କିନ୍ତୁ ମୋଟାପଣ କମ କରିବାକୁ ଆପଣଙ୍କୁ ଶାରୀରିକ ପରିଶ୍ରମ କରିବା ଅନିବାର୍ଯ୍ୟ ଅଟେ । ପ୍ରତିଦିନ ସକାଳେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ବ୍ୟାୟାମ, ଯୋଗ ପ୍ରାଣୟମ ଆଦି କରନ୍ତୁ ।

ଶରୀରରେ ହରମୋନ ସ୍ତର ଖରାପ ହୋଇଯିବା ମଧ୍ୟ ମୋଟାପଣ ବଢିବାର ଆଉ ଏକ କାରଣ ଅଟେ । ଆମ ଶରୀରରେ ଅନେକ କାରଣରୁ ହରମୋନ ସ୍ତର ଖରାପ ହୋଇଥାଏ । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ଚିନ୍ତା, କ୍ରୋଧ ଓ ଷ୍ଟ୍ରେସ ଆଦି । ସେଥିପାଇଁ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରନ୍ତୁ । ଏହା ମଧ୍ୟ ଆପଣଙ୍କ ମୋଟାପଣ ଦୂର କରିବାରେ ନିଶ୍ଚିତ ଭାବେ ସହାୟକ ହେବ । ଏଥିପାଇଁ ରାତିରେ ଠିକ ସମୟରେ ଶୋଇବାକୁ ଓ ସକାଳେ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଏହା ସହ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଆବଶ୍ୟକ ।

ଏହି ସବୁ ବିଷୟ ମାନି ସକାଳେ ଏକ ଗ୍ଳାସ ଉଷୁମ ପାଣି ସହ ଫାଳେ ଲେମ୍ବୁ ଓ ଅଳ୍ପ ମହୁ ମିଶାଇ ସେବନ କଲେ ମଧ୍ୟ ଖୁବ ଫଳଦାୟକ ହେବ । ତେବେ ଓଜନ କମ କଇରବ ପାଇଁ ସବୁଠୁ ମୁଖ୍ୟ ବିଷୟ ହେଇଛି ଆପଣଙ୍କ ଡାଏଟ । ଆପଣ କଣ ଖାଉଛନ୍ତି, କିପରି ଓ କେତେବେଳ ଖାଉଛନ୍ତି ଏହା ମଧ୍ୟ ଆପଣଙ୍କ ମୋଟାପଣ କମ କରିବାରେ ଖୁବ ମୁଖ୍ୟ ଭୂମିକା ଗ୍ରହଣ କରେ । ଅଧିକ ପରିମାଣରେ ଦ୍ସବୁଜ ପନିପରିବା, ଫଳମୂଳ ଓ ଡ୍ରାଏ ଫୃଟସ ଆଦି ନିଜ ଖାଦ୍ଯରେ ସାମିଲ କରିବାକୁ ଚେଷ୍ଟା କରନ୍ତୁ ।

ଅଧିକ ଚର୍ବିଯୁକ୍ତ ଓ ମେଦ ବୃଦ୍ଧି କରିବା ଭଳି ଖାଦ୍ଯ ଖାଆନ୍ତୁ ନାହିଁ ଓ ଖାଦ୍ୟକୁ ଭଲ ଭାବେ ଚୋବାଇ କରି ଖାଆନ୍ତୁ । ପ୍ରତିଦିନ ନିଜ ଖାଦ୍ଯରେ ଭିଟାମିନ ସି ଯୁକ୍ତ ଖାଦ୍ଯ ଯଥା ଲେମ୍ବୁ, କମଳା ଓ ଅଅଁଳା ଆଦି ସାମିଲ କରନ୍ତୁ ଓ ପ୍ରତିଦିନ ଗୋଟେ ପ୍ରକାର ଫଳ ନିହାତି ଭୋଜନ କରନ୍ତୁ । ସନ୍ତୁଳିତ ଖାଦ୍ଯ ଖାଇବା ସହ ପ୍ରଚୁର ପରିମାଣରେ ପାଣି ମଧ୍ୟ ପିଅନ୍ତୁ । ଯେତେ ପାରୁଛନ୍ତି ନିଜ ଜୀବନଶୈଳୀକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ଓ ଆମେ କହିଥିବା ନିୟମ ଗୁଡିକୁ ପାଳନ କରନ୍ତୁ । ଦେଖିବେ ବହୁତ କମ ଦିନରେ ଆପଣଙ୍କ ମୋଟାପଣ ଦୂର ହୋଇଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।