Mohammed Shami ଙ୍କ ସମର୍ଥନରେ ଏବେ ମୁହଁ ଖୋଲିଲେ Virat Kohli, ଟ୍ରୋଲର ମାନଙ୍କୁ ଏମିତି ଜବାବ ଦେଇ ମୁହଁ କରିଦେଲେ ଚୁପ, ଦେଖନ୍ତୁ video

ଟି-୨୦ ବିଶ୍ଵକପ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ଯାଚ ପୂର୍ବରୁ ବଡ ବୟାନ ରଖିଛନ୍ତି ଅଧିନାୟକ ବିରାଟ କୋହଲି । ପାକିସ୍ତାନ ବିପକ୍ଷ ମ୍ଯାଚ ପରେ ମହମ୍ମଦ ଶାମିଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଟା-ର୍ଗେ-ଟ କରାଯାଇ ଟ୍ରୋ-ଲ କରା ଯାଇଥିବା ବେଳେ ଏବେ ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି କୋହଲି । ଶାମିଙ୍କୁ ଟ୍ରୋଲ କରା ଯାଉଥିବାକୁ ନେଇ କୋହଲି ଖଫା ହେବା ସହ କହିଛନ୍ତି, “ବାହାରେ ହେଉଥିବା ଡ୍ରାମା ଉପରେ ଆମେ ସେତେ ଧ୍ୟାନ ଦେଉନାହୁଁ । ଏବେ ଆମେ ପୁରା ମ୍ଯାଚ ଉପରେ ଫୋକସ୍ କରୁଛୁ ।

କିନ୍ତୁ କୌଣସି ବ୍ୟକ୍ତିଙ୍କୁ ଧର୍ମ ଆଧାରରେ ଟା-ର୍ଗେ-ଟ କରିବା ସଂପୂର୍ଣ୍ଣ ରୂପେ ଭୁଲ୍ । ବିରାଟ କୋହଲି କହିଛନ୍ତି କିଛି ଲୋକ ସୋ-ସି-ଆ-ଲ ମି-ଡି-ଆ-ରେ ନିଜର ପରିଚୟ ଲୁଚାଇ ଏଭଳି ହରକତ କରୁଛନ୍ତି । ଆଉ ଏବେ ଏଭଳି ଘ-ଟ-ଣା ସାଧାରଣ ହୋଇଗଲାଣି । କିନ୍ତୁ ଯେଉଁମାନେ ଏଭଳି ଟ୍ରୋ-ଲ କରି ଲୋକଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜ ଜୀବନର ସବୁଠୁ ନୀଚ କାମ କରୁଛନ୍ତି । ଆମ ଡ୍ରେସିଂ ରୁମ୍ ର ମାହୋଲ ଖୁବ ଭଲ ରଖିଛୁ ଓ ପରସ୍ପର ସହ ସମୟ ବିତାଉଛୁ ।

ବାହାରେ ଯାହା ବି ଡ୍ରାମା ହେଉଛି ତାହା ସେଭଳି ଲୋକଙ୍କର ମା-ନ-ସି-କ-ତା-କୁ ଦର୍ଶାଉଛି । କୌଣସି ବ୍ୟକ୍ତିଙ୍କୁ ଧ-ର୍ମ ଆଧାରରେ ଟା-ର୍ଗେ-ଟ କରିବା ଏକଦମ ଭୁଲ୍ । ମୁଁ କାହା ସହ ଭେଦଭାବ କରେନାହିଁ । କିନ୍ତୁ କିଛି ଲୋକ କେବଳ ଏହିଭଳି କାମ କରୁଛନ୍ତି । ଯଦି ମହମ୍ମଦ ଶାମିଙ୍କ ବୋଲିଂ କାହାକୁ ଭଲ ଲାଗୁନାହିଁ ତେବେ ଏହି ବାବଦରେ କହି ମୋ ସମୟ ବରବାଦ କରିବାକୁ ଚାହିଁବି ନାହିଁ ।”

ପାକିସ୍ତାନ ବିପକ୍ଷ ମ୍ଯାଚ ପରେ ମହମ୍ମଦ ଶାମିଙ୍କୁ ଟ୍ରୋ-ଲ କରା ଯାଇଥିଲା । ଏହାପରେ ବିସିସିଆଇ ସମେତ ପୂର୍ବତନ ଖେଳାଳି ମାନେ ମଧ୍ୟ ଶାମିଙ୍କୁ ସମର୍ଥନ କରିଥିଲେ । ଆଉ ଟ୍ରୋ-ଲ-ର୍ସ-ଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ । ଆଉ ଏବେ ଶାମିଙ୍କ ସମର୍ଥନରେ ବାହାରିବା ସହ ଧର୍ମକୁ ନେଇ କାହାକୁ ଟା-ର୍ଗେ-ଟ ନ କରିବାକୁ ସ୍ପଷ୍ଟ ଭାବେ କହିଛନ୍ତି ବିରାଟ ।

ଏସବୁ ମଧ୍ୟରେ ଦ୍ଵିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତୀୟ ଟିମ୍ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।