ବିରାଟ କୋହଲିଙ୍କ ସମୁଦାୟ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ବିରାଟ କୋହଲିଙ୍କୁ ତ ଆପଣ ସମସ୍ତେ ଜାଣିଥିବେ ବର୍ତମାନ ଭାରତ କ୍ରିକେଟ ଟିମର ଏକ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ସେ ପରିଚିତ । ସବୁଠାରୁ କମ ବୟସର କ୍ରିକେଟର ମାନଙ୍କ ମଧ୍ୟରେ କୋହଲି ସବୁଠାରୁ ଅଧିକ ପଇସା ରୋଜଗାର କରନ୍ତି । ଆପଣ ଏମିତିରେ ତାଙ୍କ ପିଇବା ପାଣିର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଓ ତାଙ୍କ ଘଡି, ଗାଡି ଓ ବଙ୍ଗଳାର ମୂଲ୍ୟ ସମ୍ପର୍କରେ ଯଦି ଜାଣିବାକୁ ଚାହୁଁଛନ୍ତି ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଜି ଆମେ ବିରାଟ କୋହଲିଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଆପଣଙ୍କୁ ସୂଚିତ କରାଇବୁ ।

ଆପଣ ଜାଣନ୍ତି କି ବିରାଟ କୋହଲିଙ୍କର ଡାକ ନାମ କଣ । ତାଙ୍କର ଡାକ ନାମ ହେଲା ଚିକୁ ସେ 2013 ମସିହାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଅଛନ୍ତି ଓ ବିଗତ 3 ବର୍ଷ ହେଲାଣି ସେ ବିଶ୍ୱର 1 ନମ୍ବର୍ ବ୍ୟାଟ୍ସମ୍ୟାନ ଭାବରେ ସ୍ଥାନ ପାଇଛନ୍ତି ଯାହାର ରେକର୍ଡ କୁ କେହି କାଟିପାରୁନାହାନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ପ୍ରତିବର୍ଷ 110 କୋଟି ଟଙ୍କା କମାଇଥାନ୍ତି ଓ ସେ କ୍ରିକେଟ ଖେଳି ଯେତେ ପଇସା ରୋଜଗାର କରିନଥାନ୍ତି ତାଠାରୁ ସେ ବ୍ରାଣ୍ଡ ପ୍ରମୋସନ କରି ଅଧିକ ପଇସା କମାଇଥାନ୍ତି । ବଡ଼ବଡ଼ କମ୍ପାନୀ ମାନଙ୍କର ପ୍ରଥମ ଚଏସ ହେଉଛନ୍ତି ବିରାଟ କୋହଲି ।

ଆପଣ ଜାଣନ୍ତି କି ସେ ବ୍ରାଣ୍ଡ ପ୍ରମୋସନ କରାଇବାପାଇଁ 10 ରୁ 100 କୋଟି ଟଙ୍କା ନେଇଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗତମାସ ଏକ କମ୍ପାନୀ ଯାହାର ନାମ ପୁମା । ଏହି କମ୍ପାନୀର ସେ ବ୍ରାଣ୍ଡ ଆମ୍ବାସାଦାର ରହିସାରିଛନ୍ତି । ଜାହାପାଇଁ କମ୍ପାନୀ ତାଙ୍କୁ 100 କୋଟି ଟଙ୍କା ଦେଇଥିଲା । ବିରାଟ କୋହଲି ଏକ କ୍ରିକେଟର ହେବାସହ ସେ ଏକ ବିଜନେସମ୍ୟାନ ମଧ୍ୟ ଅଟନ୍ତି, ସେ ପ୍ରତିବର୍ଷ 70 ରୁ 80 କୋଟି ଟଙ୍କା ବୈଦେଶିକ କମ୍ପାନୀ ମାନଙ୍କରେ ଇଂଭେସ୍ଟ କରାଇଥାନ୍ତି ।

ଆପଣ ଜାଣନ୍ତି କି ସେ ଏକ ନିର୍ଦ୍ଧିଷ୍ଟ ବ୍ରାଣ୍ଡର ପାଣିକୁ ସର୍ବଦା ପିଅନ୍ତି ଯାହାର 1 ଲିଟର କୁ ମୂଲ୍ୟ 600 ଟଙ୍କା । ଓ ସେ ଏକ ଘଡି ପିନ୍ଧନ୍ତି ଯାହାର ମୁଲ୍ୟ 70 ଲକ୍ଷ ଟଙ୍କା । ବିରାଟ କୋହଲିଙ୍କୁ ବିସିସିଆଇ ପ୍ରତିବର୍ଷ 7 ରୁ 8 କୋଟି ଟଙ୍କା ଦେଇଥାଏ କେବଳ କ୍ରିକେଟ ଖେଳିବାପାଇଁ । ଆମେ ପୂର୍ବରୁ ମଧ୍ୟ କହିସାରିଛୁ ସେ କ୍ରିକେଟ ମ୍ୟାଚ ରୁ ଅଧିକ ପଇସା ବ୍ରାଣ୍ଡ ପ୍ରମୋସନରୁ କମାଇଥାନ୍ତି ।

ତାଙ୍କ ପାଖରେ ବିଶ୍ୱର ସବୁଠାରୁ ଧନୀ କାର ଯଥା:ଅଡ଼ି, ରୋଲସ ରାୟାଲ ଅଛି ଯାହାର ମୂଲ୍ୟ ପାଖାପାଖି 15 କୋଟି ଟଙ୍କା । ଏକ ଖେଳାଳି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର । ସେହି ପୁରସ୍କାର ମଧ୍ୟ ସେ ପାଇଛନ୍ତି । ପ୍ରତିବର୍ଷ ବିରାଟ କୋହଲି IPL ମ୍ୟାଚ ଖେଳିବାପାଇଁ 17 ରୁ 20 କୋଟି ନେଇଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।