Vastu Shastra- ଯେଉଁ ମଣିଷ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରନ୍ତି, ଦେଖନ୍ତୁ ଶ୍ରୀକୃଷ୍ଣ କଣ କହିଛନ୍ତି ଏହାକୁ ନେଇ

ଶ୍ରୀକୃଷ୍ଣ କୁହନ୍ତି ମୁଁ ସମସ୍ତ ଭୂତଙ୍କ( ବ୍ରହ୍ମାଣ୍ଡରେ ସମସ୍ତ ଜୀବଜଗତ) ହୃଦୟରେ ଥିବା ସମସ୍ତଙ୍କ ଆତ୍ମା ଅଟେ ଏବଂ ସମସ୍ତ ଭୂତଙ୍କ ଆରମ୍ଭ ଅନ୍ତ ମଧ୍ୟ ମୁଁ ଅଟେ । ମୁଁ ବେଦରେ ସାମବେଦ ଅଟେ ଏବଂ ଦେବତା ମାନଙ୍କ ଇନ୍ଦ୍ର ଅଟେ, ଇନ୍ଦ୍ରିୟରେ ମନ ଅଟେ ଏବଂ ଭୁତ ପ୍ରାଣୀ ମାନଙ୍କର ଚେତନା ଅର୍ଥାତ୍ ଜୀବନ-ଶକ୍ତି ଅଟେ । ମୁଁ ଏକାଦଶୀ ରୁଦ୍ରରେ ଶଙ୍କର ଅଟେ ଏବଂ ଯସ ତଥା ରାକ୍ଷସରେ ମୁଁ ଧନର ସ୍ଵାମୀ କୁବେର ଅଟେ । ମୁଁ ଆଠ ବସ୍ତୁରେ ଅଗ୍ନି ଅଟେ ଏବଂ ଶିଖର ବାଲା ପର୍ବତରେ ମୁଁ ସୁମେରୁ ପର୍ବତ ଅଟେ ।

ମୁଁ ମହାଋଷି ମାନଙ୍କରେ ଭୃଗୁ ଅଟେ ଏବଂ ଶବ୍ଦରେ ଏକ ଅକ୍ଷର ଅର୍ଥାତ୍ ଓମ୍ କାର ଅଟେ । ସବୁପ୍ରକାର ଯଜ୍ଞରେ ମୁଁ ଯପ ଯଜ୍ଞ ଅଟେ ଏବଂ ସ୍ଥିର ରହିବା ବାଲାରେ ମୁଁ ହିମାଳୟ ପର୍ବତ ଅଟେ । ମୁଁ ପବିତ୍ର କରିବା ବାଲାରେ ବାୟୁ ଏବଂ ଶସ୍ତ୍ରଧାରୀ ଭିତରେ ଶ୍ରୀ ରାମଚନ୍ଦ୍ର ଅଟେ ତଥା ମାଛଙ୍କ ଭିତରେ ମଗର ଅଟେ ଏବଂ ନଦୀ ଭିତରେ ଶ୍ରୀ ଭାଗିରଥୀ ଗଙ୍ଗା ଅଟେ । ସୃଷ୍ଟି ର ଆରମ୍ଭ ଶେଷ ତଥା ମଧ୍ୟ ବି ମୁଁ ଅଟେ ।

ମୁଁ ବିଦ୍ୟାରେ ଆଧ୍ୟାତ୍ମ ବିଦ୍ୟା ଅର୍ଥାତ୍ ବ୍ରହ୍ମ ବିଦ୍ୟା ଏବଂ ପରସ୍ପରକୁ ବିବାହ କରୁଥିବା ବାଲାଙ୍କୁ ତତ୍ତ୍ଵ ନିର୍ମାଣ ପାଇଁ କରାଯାଉ ଥିବା ସର୍ବେସର୍ବା ଅଟେ । ଭଗବାନ କୁହନ୍ତି ବ୍ରହ୍ମାଣ୍ଡର ସମସ୍ତ କୋଣରେ ମୋର ବାସ ଅଛି । ଜ୍ଞାନୀ ଲୋକ ମାନେ ମୋର ନିବାସ ପଶୁ ଏବଂ ପ୍ରାଣୀ ମାନଙ୍କ ଠାରେ ଦେଖନ୍ତି । ମୁଁ ବ୍ରାହ୍ମଣ ମଧ୍ୟରେ ସ୍ଥିତ ଅଛି ତଥା ଚାଣ୍ଡାଳ ମଧ୍ୟରେ ମୁଁ ଅଛି । ଗାଇରେ ମଧ୍ୟ ମୁଁ ଅଟେ ତଥା ଗଜରାଜରେ ମଧ୍ୟ ମୁଁ ଅଛି ।

ଏହି ସମସ୍ତ ସଂସାରର କୈାଣସି ବସ୍ତୁ ତୁଚ୍ଛ ନୁହେଁ କେବଳ ମନୁଷ୍ୟ ମାନେ ମାୟାର ମୋହରେ ଫସି ତୁଚ୍ଛ ଏବଂ ଉତ୍ତମ ବସ୍ତୁର ବର୍ଣ୍ଣନା କରିଛି । ଅର୍ଥାତ୍ ମନୁଷ୍ୟ ଚାହିଁଲେ ଯେଉଁବି ଦେବତାଙ୍କର ପୂଜା କରୁ ସେ ମୋର ହିଁ ପୂଜା କରି ଥାଏ ଅର୍ଥାତ୍ କର୍ମ ବି ମୁଁ ଆଉ ଫଳ ବି ମୁଁ । ଜଦି ମଣିଷ ତାର ଲୋଭ, କ୍ରୋଧ, ଇର୍ଷା, ଘୃଣା, ହିଂସା, ଏହି ସବୁ ବିଚାରର ତ୍ୟାଗ କରିକି କେବଳ ମୋ ଚିନ୍ତା କରିବା ଦରକାର ।

ଅର୍ଥାତ୍ ଏହି ସବୁ ସୁଖ ଦୁଃଖର କାରଣ ମୁଁ ଅଟେ । ମୋତେ ଧ୍ୟାନ କରି ପାଇଲେ ଏହି ସବୁ ଯନ୍ତ୍ରଣାରୁ ମୁକ୍ତି ମିଳିବ । ତେବେ ଆପଣ ମାନେ ଏହିପରି ଯେଉଁ ଦେବାଦେବୀଙ୍କୁ ପୂଜା କରୁଛନ୍ତି ତେବେ ଆପଣ କେବଳ ପରମବ୍ରହ୍ମ ପରମାତ୍ମା ଶ୍ରୀ କୃଷ୍ଣଙ୍କର ହିଁ ପୂଜା କରୁଛନ୍ତି । ଏହି ପ୍ରକାରର ଆପଣଙ୍କ ସବୁ କର୍ମର ଫଳ ଭଗବାନ ଶ୍ରୀ କୃଷ୍ଣ ହିଁ ପ୍ରଦାନ କରନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।