Vastu Shastra- ଏହି ଜିନିଷ ଗୁଡ଼ିକୁ ଘରେ ରଖିଲେ କେବେବି ହେବ ନାହିଁ ଧନର ଅଭାବ

ଆମେ ଆପଣଙ୍କୁ ଜଣେଇଦବୁ ଯେ ଏହି ଜିନିଷ ଗୁଡ଼ିକୁ ଘରେ ରଖିଲେ କେବେହେଲେ ହେବା ନାହିଁ ଧନର ଅଭାବ । ବାସ୍ତୁଶାସ୍ତ୍ର ଦ୍ଵାରା ଆପଣ ଘରେ ସୁଖ ଶାନ୍ତି ପାଇଥାନ୍ତି । ଆଧୁନିକ ଯୁଗ ସମୟରେ ବହୁତ ଗୁଡ଼ିଏ ଲୋକ ବାସ୍ତୁଶାସ୍ତ୍ର ର ପ୍ରୟୋଗ କରି ନିଜର ଜୀବନକୁ ଖୁସିରେ ବିତାଉଛନ୍ତି । ଘରେ ବାସ୍ତୁ ଅନୁସାରେ କିଛି କାର୍ଯ୍ୟ କରିଲେ ସୁଖଶାନ୍ତି ମିଳିଥାଏ ।

ଏହା ଦ୍ଵାରା ନକାରାତ୍ମକ ପୂଜା ନଷ୍ଟ ହୋଇଥାଏ ଓ ସକାରାତ୍ମକ ପୂଜାର ସଞ୍ଚାର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କାର୍ଯ୍ୟ କରିଲେ ସୁଖଶାନ୍ତି ମିଳିଥାଏ । ଆସନ୍ତୁ ଜାଣିବା କିଛି ବାସ୍ତୁ ଉପାୟ ବିଷୟରେ ।

୧. ଅଫିସ୍ କାର୍ଯ୍ୟ କରିବା ସମୟରେ ଉତ୍ତର ପୂର୍ବକୁ ମୁହଁ କରି ବସିଲେ ଶୁଭ ହୋଇଥାଏ ।

୨.ଘରେ ଦେବାଦେବୀଙ୍କ ଚିତ୍ର ଓ ଫଟୋ ଲଗାନ୍ତୁ ନାହିଁ ଓ ଶୋଇବାଘରେ ଏହି ପ୍ରକାର ଚିତ୍ର ଓ ଫୋଟୋ କେବେହେଲେ ଲଗାନ୍ତୁ ନାହିଁ ।

୩.ଘରର ମୁଖ୍ୟ ଦ୍ଵାରରେ ନ ଭାବିଚିନ୍ତି କେବେ ବି ପ୍ରଭୁ ଗଣେଶ ଙ୍କ ଚିତ୍ର ଲଗାନ୍ତୁ ନାହିଁ, ଯେଉଁ ଘରର ଦ୍ଵାର ଦକ୍ଷିଣ ଓ ପୂର୍ବ ମୂଖି ସେହି ଘରର ଦ୍ଵାର ରେ ଲଗାନ୍ତୁ ।

୪.ଘରର ମୁଖ୍ୟ ଦ୍ଵାରରେ ଓଁ, ଶୂଭଲାଭ, ସ୍ଵସ୍ତିକ୍ ପରି ଶୁଭ ଚିତ୍ର ଆଙ୍କିଲେ ଶୁଭ ହୋଇଥାଏ ।

 

୫.ଘରୁ ବାହାରକୁ ଯିବା ସମୟରେ ମାତା ପିତାଙ୍କ ଆଶ୍ରୀବାଦ୍ ନେଇକି ଗଲେ ସେହି ବ୍ୟକ୍ତିଙ୍କର ବୃହସ୍ପତି ଓ ବୁଦ୍ଧ ଠିକ୍ ରହିଥାନ୍ତି ଓ କଷ୍ଟରେ ହେଉଥିବା କାର୍ଯ୍ୟ ସହଜ ଉପାୟରେ ହୋଇଥାଏ ।

୬.ସପ୍ତାହରେ ଗୋଟେ ଥର ଲୁଣାପାଣି ରେ ଘର ପୋଚ୍ଛନ୍ତୁ ଏହା କରିବା ଦ୍ୱାରା ନାକାରାତ୍ମକ ପୂଜାର ନାଶ ହୋଇଥାଏ ।

୭. ଯେଉଁ ମାନେ ପାଠ ପଢ଼ାରେ କମଯୋର୍ ଥାନ୍ତି ସେମାନେ ପୂର୍ବ ଦିଗ ଆଡ଼କୁ ମୁହଁ କରି ବସିଲେ ସେମାନଙ୍କ ର ପାଠ ପଢାରେ ସଫଳତା ମିଳିଥାଏ ।

ଏହି ସବୁ ଜିନିଷକୁ ଘରେ ରଖିଲେ କେବେ ହେଲେ ହୋଇନଥାଏ ଧନର ଅଭାବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।