ତାହା କଣ ଅଟେ ଯିଏ ଅଧା ରାତି ଆସିଥାଏ ଓ ସେହି ଅନ୍ଧାର ରାତିରେ ଚାଲିଯାଏ ? ଏହା ସହିତ ଆହୁରି 28 ଟି GK Question Answer ଦେଖନ୍ତୁ

କହିବାକୁ ଗଲେ ସବୁ ପ୍ରତିଯୋଗୀ ପରୀକ୍ଷାରେ କିମ୍ବା ଇଣ୍ଟରଭିୟୁରେ ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରଶ୍ନ କରାଯାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ମହତ୍ଵପୂର୍ଣ୍ଣ ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ଆପଣଙ୍କୁ କୌଣସି ବି ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତିରେ ସାହାର୍ଯ୍ୟ କରିବ । ଏହି ସବୁ ପ୍ରଶ୍ନକୁ ଆପଣ ବହୁତ ଜଲ୍ଦି ମନେ ରଖି ପାରିବେ । ଏହି ସବୁ ପ୍ରଶ୍ନ ଆପଣଙ୍କର ସାଧାରଣ ଜ୍ଞାନ ସହ ସମ୍ବନ୍ଧ ଅଟେ ।

ପ୍ରଶ୍ନ – କୁକୁର ଛଡା ଅନ୍ୟ କେଉଁ ଜୀବକୁ ବମ ଖୋଜିବା ପାଇଁ ଟ୍ରେନିଙ୍ଗ ଦିଆଯାଏ ?

ଉତ୍ତର – ମହୁମାଛି

ପ୍ରଶ୍ନ – ଦୁନିଆରେ କେତେ ପ୍ରତିଶତ ଲୋକମାନେ ଗୀତକୁ ଘୃଣା କରନ୍ତି?

ଉତ୍ତର – ୫ ପ୍ରତିଶତ

ପ୍ରଶ୍ନ – ଭାରତରେ ପ୍ରଥମ ମହିଳା ଆଇପିଏସ ଅଧିକାରୀ କିଏ ଥିଲେ ?

ଉତ୍ତର – କିରଣ ବେଦୀ

ପ୍ରଶ୍ନ – ଏମିତି କେଉଁ ବାହାନ ଅଛି ଯାହା ଆପଣଙ୍କ ଉପରେ ଚାଲିଗଲେ ମଧ୍ୟ ଆପଣଙ୍କୁ କିଛି ଲାଗେ ନାହିଁ ?

ଉତ୍ତର – ଉଡାଜହାଜ

ପ୍ରଶ୍ନ – ତାହା କଣ ଅଟେ ଯିଏ ଅଧା ରାତି ଆସିଥାଏ ଓ ସେହି ଅନ୍ଧାର ରାତିରେ ଚାଲିଯାଏ ?

ଉତ୍ତର – ତାରିଖ

ପ୍ରଶ୍ନ – ଏମିତି କେଉଁ ପତି ଅଟେ ଯିଏ ଜଙ୍ଗଲରେ ବି ରହିଥାଏ ଓ ସହରରେ ମଧ୍ୟ ରହିଥାଏ ?

ଉତ୍ତର – ବନସ୍ପତି

ପ୍ରଶ୍ନ – ମଶାର କେତୋଟି ପାଦ ଅଛି ?

ଉତ୍ତର – ୬ ଟି ପାଦ

ପ୍ରଶ୍ନ – ମୁଁ କଳା ମୋ ପିଲାମାନେ ଗୋରା ମୋତେ ଛାଡ ମୋର ପିଲାଙ୍କୁ ଖାଇ ନିଅ କୁହନ୍ତୁ ସେ କିଏ ?

ଉତ୍ତର – ସିଙ୍ଗଡା

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି କି ଯାହାକୁ ମିଳିଯାଏ ତାହାର ମନ ପୁରା ଖୁସିରେ ଭରିଯାଏ ?

ଉତ୍ତର – ଖୁସି

ପ୍ରଶ୍ନ – ନା ମୁଁ ଦେଖି ପାରିବି ନା ମୁଁ ବିକ୍ରୀ ହୋଇ ପାରିବି ଓ ନା ହିଁ ମୁଁ ଓଦା ହେବି, କୁହନ୍ତୁ ମୁଁ କିଏ ?

ଉତ୍ତର – ପବନ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଭାରତର କୌଣସି ବି ସ୍ଥାନକୁ ନେଇ ଯାଆନ୍ତୁ ତାହାର ମୂଲ୍ୟ କେବେ ବି ବଦଳିବ ନାହିଁ ?

ଉତ୍ତର – ଭାରତୀୟ ନୋଟ

ପ୍ରଶ୍ନ – ଭାରତର ରାଷ୍ଟ୍ରୀୟ ଖେଳ କାହାକୁ କୁହାଯାଏ ?

ଉତ୍ତର – ହକି

ପ୍ରଶ୍ନ – ଏମିତି କେଉଁ କୋଟ ଅଛି ଯାହାକୁ କୌଣସି ପୁରୁଷ ନୁହେଁ, କେବଳ ମହିଳାମାନେ ପିନ୍ଧନ୍ତି ?

ଉତ୍ତର – ପେଟିକୋଟ

ପ୍ରଶ୍ନ –  ମୁଁ ହେଉଛି ଅନ୍ଧାରର ରାଣୀ, ମୁଁ ଯେତେବେଳେ ଜଳେ ସେତେବେଳେ ପାଣି ହୋଇଯାଏ, କୁହନ୍ତୁ ମୁଁ କିଏ ?

ଉତ୍ତର – ମହମବତୀ

ପ୍ରଶ୍ନ – ଆମେ ସବୁ ଜାଗାରେ ଜିତିବାକୁ ଚାହିଁ ଥାଉ, କିନ୍ତୁ ଏମିତି କେଉଁ ଜାଗା ଅଛି ଯେଉଁଠି ଆମେ ହାରିବାକୁ ଚାହିଁଥାଉ ?

ଉତ୍ତର – ଫୁଲ ଦୋକାନରେ

ପ୍ରଶ୍ନ – ଏମିତି କଣ ଜିନିଷ ଅଛି ଯାହାକୁ ଆପଣ ଯେତେ ବି ଗୋଇଠା ମାରିଲେ, ସେ ଆପଣଙ୍କୁ କିଛି ବି କହି ନ ଥାଏ ?

ଉତ୍ତର – ଫୁଟବଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ଚାଲିଥାଏ ?

ଉତ୍ତର – ଘଣ୍ଟା

ପ୍ରଶ୍ନ – କେଉଁ ଦେଶର ଲୋକମାନେ ସବୁଠୁ ଅଧିକା ପୂଜା କରିଥାନ୍ତି ?

ଉତ୍ତର – ଭାରତରେ ସବୁଠୁ ଅଧିକା ପୂଜା କରାଯାଏ

ପ୍ରଶ୍ନ – କେଉଁ ଜୀବର ହାଡ ସବୁଠୁ ଅଧିକ ଟାଣ ହୋଇଥାଏ ?

ଉତ୍ତର – ବାଘ

ପ୍ରଶ୍ନ – କେଉଁ ଦେଶର ପାଞ୍ଚ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?

ଉତ୍ତର – ଆମେରିକା

ପ୍ରଶ୍ନ – ମୟୂରର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର – ୧୫ ବର୍ଷ

ପ୍ରଶ୍ନ – ଓଟ ପରେ ସବୁଠୁ କମ ପାଣି କେଉଁ ଜୀବ ପିଇଥାଏ ?

ଉତ୍ତର – ମୂଷା

ପ୍ରଶ୍ନ – ବାଘର ଗର୍ଭକାଳ କେତେ ବର୍ଷର ହୋଇଥାଏ ?

ଉତ୍ତର – ୧୦୫ରୁ ଆରମ୍ଭ କରି ୧୧୫ ଦିନ ପର୍ଯ୍ୟନ୍ତ

ପ୍ରଶ୍ନ – ବହିର ସବୁଠୁ ପୁରୁଣା ଦୋକାନ କେଉଁଠି ଅବସ୍ଥିତ ?

ଉତ୍ତର – ପର୍ତୁଗାଲ

ପ୍ରଶ୍ନ – ସବୁଠୁ ଅଧିକା ପ୍ରେମ ଦିବସ କେଉଁ ଦେଶର ଲୋକମାନେ ପାଳନ କରିଥାନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ – ବିଶ୍ଵରେ ଘୁଷୁରୀର କେତେ ପ୍ରକାରର ପ୍ରଜାତି ମିଳିଥାନ୍ତି ?

ଉତ୍ତର – ଦୁଇଟି ପ୍ରଜାତି

ପ୍ରଶ୍ନ – ସବୁଠୁ ଅଧିକା ଧନୀ ଲୋକେ କେଉଁ ଦେଶରେ ଅଛନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ – ଗୋଟିଏ ହାତୀର ୩ ଟି ପିଲା ଅଛନ୍ତି

ଯାହାର ନାମ ଗୋଲୁ, ମୋଲୁ ଓ ଢୋଲୁ ଅଟେ

ତେବେ କୁହନ୍ତୁ ସେହି ହାତୀର ନାମ କଣ ହେବ ?

ଉତ୍ତର – ହାତୀ ହିଁ ହେବ, ଆଉ କଣ ହେବ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।