ଅନଲକ ୧.୦- ଅନଲକ ୧ ର ଘୋଷଣା, ଜାଣନ୍ତୁ ଏହା କଣ ଅଟେ ଓ ଏହି ସମୟରେ ଦେଶରେ କଣ କଣ ଖୋଲିବ ଓ କଣ କଣ ବନ୍ଦ ରହିବ

ଦେଶବ୍ୟାପୀ ଲକଡାଉନର ଅବଧିକୁ ବଢାଇ ଦିଆ ଯାଇଛି । କିନ୍ତୁ ବର୍ତ୍ତମାନ ଏହାକୁ ଲକଡାଉନ ନ କହି ଅନଲକ କୁହାଯିବ । ଏହା ଏଥିପାଇଁ କାରଣ ଏହି ଅବଧିରେ ସବୁ ଜିନିଷ ବନ୍ଦ ରହିବ ନାହିଁ । କେତେକ ସେବାକୁ ଶର୍ତ ଅନୁଯାୟୀ ଅନୁମତି ଦିଆ ଯାଇଛି । କରୋନା ସଂକ୍ରମଣର କଣ୍ଟେନମେଣ୍ଟ ଜୋନରେ ୩୦ ଜୁନ ପର୍ଯ୍ୟନ୍ତ ଲକଡାଉନ ଚାଲିବ । ଆସନ୍ତୁ ଜାଣିବା ଦେଶର ଏହି ସମୟରେ କଣ କଣ ଖୋଲା ରହିବ ଓ କଣ କଣ ବନ୍ଦ ରହିବ ।

ରାତିରେ ଚାଲୁଥିବା କରଫ୍ୟୁର ସମୟରେ କିଛି ସଂଶୋଧନ କରା ଯାଇଛି । ବର୍ତ୍ତମାନ ଦେଶ ସାରା ରାତି ୯ ଟା ରୁ ସକାଳ ୫ ଟା ମଧ୍ୟରେ ବ୍ୟକ୍ତିମାନଙ୍କ ଯିବା ଆସିବା ପ୍ରତିବନ୍ଧିତ ରହିବ ।

ଦୁଇ ମିଟର ଦୂରତା ନିୟମର ପାଳନ ବର୍ତ୍ତମାନ ବି କରିବେ ।

ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତା ପୂର୍ଣ ଅଟେ ।

ବିବାହରେ ଅଧିକରୁ ଅଧିକ ୫୦ ଜଣ ଅତିଥି ସାମିଲ ହେବେ ।

ଅନ୍ତିମ ସଂସ୍କାରରେ କମ ରୁ କମ ୨୦ ଜଣ ଲୋକମାନେ ସାମିଲ ହୋଇ ପାରିବେ ।

ସାର୍ବଜନୀକ ସ୍ଥାନରେ ଛେପ ପକାଇବା ଅପରାଧିକାଳୀନ କାର୍ଯ୍ୟ ଅଟେ ।

ସାର୍ବଜନୀକ ସ୍ଥାନରେ ପାନ ଛେପ କିମ୍ବା କେବଳ ଛେପ ପକାଇବା ପାଇଁ ଅପରାଧ ଅଟେ ।

ଦେଶରେ ୩୦ ଜୁନ ପର୍ଯ୍ୟନ୍ତ ରାତ୍ରି କାଳୀନ କରଫ୍ୟୁ ରହିବ ।

ସ୍କୁଲ ଓ କଲେଜ ଖୋଲିବାର ନିଷ୍ପତି କେବଳ ରାଜ୍ୟ ସରକାର ହିଁ ନେଇ ପାରିବ ।

କଂଟେନମେଂଟ ଜୋନରେ ସମସ୍ତ ପ୍ରକାରର କଡାକଡି ନିୟମ ଲାଗୁ ରହିବ ।

୮ ଜୁନରୁ ଧାର୍ମିକ ସ୍ଥାନ ଓ ହୋଟେଲ ଖୋଲା ରହିବ ।

ମଧ୍ୟବର୍ତୀ କ୍ଷେତ୍ର ଗୁଡିକର କଲେକ୍ଟରମାନେ ନିଷ୍ପତି ନେବେ କି ସେହି ସ୍ଥାନରେ ପ୍ରତିବନ୍ଧ ରହିବ ନା ନାହିଁ ।

ରାଜ୍ୟର ଆକଳନ ଆଧାରରେ କେନ୍ଦ୍ର ଶାସିତ ପ୍ରଦେଶ ବାହାରେ କିଛି ଗତିବଧି ଉପରେ ପ୍ରତିବନ୍ଧିତ ଲଗାଇ ପାରନ୍ତି ।

ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା, ମେଟ୍ରୋ ଟ୍ରେନ, ସିନେମା ହଲ, ଜିମ, ସ୍ଥିତର ଆକଳନ କରିବା ପରେ ଏହି ସମସ୍ତ ସେବାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ନିଷ୍ପତି ନିଆ ଯାଇଛି ।

ଗୃହ ମନ୍ତ୍ରାଳୟର ଆଦେଶ ଅନୁସାରେ ୮ ଜୁନରୁ ଶପିଂଗ ମଲ୍ସ ଖୋଲି ପାରିବେ ।

୮ ଜୁନରୁ ସାର୍ବଜନୀକ, ହୋଟେଲ, ରେସ୍ତରାଂ ଓ ଧାର୍ମିକ ସଂସ୍ଥା ଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆ ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।